ମନୋରଞ୍ଜନ |

ଅପେରା ହାଲ୍‌ଚାଲ୍‌:ସମାଜଧର୍ମୀ ନାଟକ ହିଁ ଲେଖିଥାଏ

ଅପେରା ହାଲ୍‌ଚାଲ୍‌:ସମାଜଧର୍ମୀ ନାଟକ ହିଁ ଲେଖିଥାଏ

‘ନାଟକଟିଏ କେବଳ ଲେଖିଦେଲେ ଜଣେ ନାଟ୍ୟକାରର ଦାୟିତ୍ୱ ସରିଗଲା ବୋଲି ଭାବିବା ଭୁଲ। ସେହି ନାଟକରୁ ସମାଜ ଅନେକ ଭଲ କଥା ଯଦି ଶିଖିପାରିଲା ତେବେ ଜାଣିବେ ଯେ ମୋର ପରିଶ୍ରମ ସାର୍ଥକ ହେଲା। ଆଜିକାଲି ସମାଜରେ ଅନେକ ଘଟଣା ଘଟୁଛି। ତାକୁ ପାଥେୟ କରି ସମାଜକୁ ଭଲ ବାର୍ତ୍ତା ଦିଆଯାଇପାରିବ।  ଜଣକ ଜୀବନରେ ପରିବର୍ତ୍ତନ ଅଣାଯାଇପାରିବ। ତେଣୁ ମୁଁ ସବୁବେଳେ ସମାଜଧର୍ମୀ ନାଟକ ରଚନା ଉପରେ ହିଁ ଗୁରୁତ୍ୱ ଦେଇଥାଏ ବୋଲି କହନ୍ତି ନାଟ୍ୟକାର ଶ୍ରୀନିବାସ ବିଶ୍ୱାଳ। ଜଗତ୍‌ସିଂହପୁର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଇବ୍ରିସିଂରେ ତାଙ୍କର ଜନ୍ମ। ସ୍ଥାନୀୟ ତିରଣସ୍ଥିତ ଜଗନ୍ନାଥପୁର ଉଚ୍ଚ ବିଦ୍ୟାଳୟରେ ପଢ଼ିବା ବେଳେ ସେ ଲେଖାଲେଖି ପ୍ରତି ଆକର୍ଷିତ ହୋଇଥିଲେ। ରାଇମୋହନଙ୍କ ନିର୍ଦ୍ଦେଶିତ ଗୌରୀ ଗଣନାଟ୍ୟ ପରିବେଷିତ ଅପେରା ନାଟକ ‘କେବେ ହେବ ସତ ରାବଣ ପୋଡ଼ି’ ଥିଲା ତାଙ୍କ ରଚିତ ପ୍ରଥମ ଅପେରା ନାଟକ। ଏହାପରେ ତାଙ୍କ ରଚିତ ‘ମାଙ୍କଡ଼ ଉବାଚ’ (ତ୍ରିରଙ୍ଗା ଗଣନାଟ୍ୟ), ମଇଳା ପଣତ (ଉର୍ବଶୀ ଗଣନାଟ୍ୟ) ଏବଂ ‘ବେସରକାରୀ ବେଶ୍ୟା’ (ଶାରଳା ଗଣନାଟ୍ୟ) ତାଙ୍କୁ ବେଶ୍‌ ମାଇଲେଜ ଦେଇଥିଲା। କେବଳ ସେତିକି ନୁହେଁ ତାଙ୍କ ପୁତ୍ର ରଞ୍ଜନ ବିଶ୍ୱାଳ ଏବେ ଓଡ଼ିଆ ଅପେରା ଜଗତରେ ନିଜ ନିର୍ଦ୍ଦେଶନା କ୍ୟାରିୟର ଚାଲୁ ରଖିଛନ୍ତି।

All Right Reserved By

ମନୋରଞ୍ଜନ |

ଛାଡ଼ପତ୍ରର ୨ ବର୍ଷ ପରେ ଏମିତି କହିଲେ ଅରବାଜ୍‌

ଛାଡ଼ପତ୍ରର ୨ ବର୍ଷ ପରେ ଏମିତି କହିଲେ ଅରବାଜ୍‌

୧୮ ବର୍ଷର ସାଂସାରିକ ଜୀବନ ବିତାଇବା ପରେ ମଲାଇକା ଆରୋରା ଏବଂ ଏବଂ ଅରବାଜ୍‌ ଖାନ୍‌ ଅଲଗା ହୋଇଗଲେ। ଏମାନଙ୍କ ଛାଡ଼ପତ୍ରକୁ ୨ ବର୍ଷ ପୂରିଛି। ଛାଡ଼ପତ୍ର ପରଠାରୁ ଏ ସମ୍ପର୍କରେ କେବେ ମୁହଁ ଖୋଲି ନ ଥିଲେ ଅରବାଜ। 

ଇଶା ଅମ୍ବାନୀଙ୍କ ବଙ୍ଗଳାର ଦାମ୍‌ ଜାଣିଲେ ଉଡ଼ିଯିବ ହୋସ୍‌

ଇଶା ଅମ୍ବାନୀଙ୍କ ବଙ୍ଗଳାର ଦାମ୍‌ ଜାଣିଲେ ଉଡ଼ିଯିବ ହୋସ୍‌

ସେଲିବ୍ରିଟିମାନେ ନୂଆ ନୂଆ ବଙ୍ଗଳା କିଣୁଥିବା ଖବର ବରାବର ଆସୁଛି। ବଲିଉଡ୍‌ର ଶାହାରୁଖ୍‌, ଅମିତାଭ  ବଚ୍ଚନ, ସୈଫ୍‌ ଅଲ୍ଲୀ ଖାନ୍‌, ଶିଳ୍ପା ସେଟ୍ଟୀ, ଅକ୍ଷୟ କୁମାର, ଅମୀର ଖାନ୍‌ଙ୍କଠାରୁ ବି ଦାମୀ ବଙ୍ଗଳା କିଣିଛନ୍ତି ଇଶା ଅମ୍ବାନୀ। 

ସୁଟିଂ ସେଟ୍‌ରେ ଏହି ଅଭିନେତ୍ରୀଙ୍କ ଜଳିଗଲା ମୁହଁ

ସୁଟିଂ ସେଟ୍‌ରେ ଏହି ଅଭିନେତ୍ରୀଙ୍କ ଜଳିଗଲା ମୁହଁ

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଭୂମି ପେଦେନକର ତାଙ୍କ ଆଗାମୀ ଫିଲ୍ମ ‘ସାଣ୍ଡ କି ଆଁଖ’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ନିକଟରେ ସୁଟିଂ ସମୟରେ ମେକ୍‌ଅପ୍‌ ଯୋଗୁ ଭୂମିଙ୍କ ମୁହଁ ଜଳିଯାଇଥିବା ଜଣାପଡ଼ିଛି। 

ଇରଫାନ୍‌ଙ୍କୁ ଦେଖିବା ପାଇଁ ଫ୍ୟାନଙ୍କ ଭିଡ: ବଢ଼ିଲା ସୁରକ୍ଷା

ଇରଫାନ୍‌ଙ୍କୁ ଦେଖିବା ପାଇଁ ଫ୍ୟାନଙ୍କ ଭିଡ: ବଢ଼ିଲା ସୁରକ୍ଷା

ଉଦୟପୁର, ୧୮।୪: ବଲିଉଡ ଅଭିନେତା ଇରଫାନ ଖାନ୍‌ଙ୍କୁ ଦେଖିବା ପାଇଁ ଫ୍ୟାନଙ୍କ ଭିଡ ଜମିଛି। 

‘ରାଇଜିଂ ଷ୍ଟାର-୩’ ମଞ୍ଚରେ ପୁଣି ଆସିବେ ସଲମାନ, ଗୀତଗାଇବେ ରେଖା

‘ରାଇଜିଂ ଷ୍ଟାର-୩’ ମଞ୍ଚରେ ପୁଣି ଆସିବେ ସଲମାନ, ଗୀତଗାଇବେ ରେଖା

ମୁମ୍ବାଇ: ଟେଲିଭିଜନ ପରଦାରେ ରୂପେଲି ପରଦାର ନାୟକ ନାୟିକାଙ୍କୁ ଦେଖିଲେ ଦର୍ଶକେ ଅଧିକ ଖୁସି ହୁଅନ୍ତି। ତେବେ ଏଥର ଛୋଟ ପରଦାର ରିୟଲିଟି ଶୋ’ ‘ରାଇଜିଂ ଷ୍ଟାର-୩’ ମଞ୍ଚରେ ଏକାଠି ନଜର ଆସିବେ ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ଓ ବଲିଉଡ୍‌ ଅରିଜନାଲ୍‌ ଦିଭା ଭାନୁରେଖା ଗଣେଶନ୍‌(ରେଖା)।

ତୈମୁରଙ୍କ ଫିଲ୍ମକୁ ନେଇ ମୁହଁ ଖୋଲିଲେ ମଧୁର ଭଣ୍ଡାରକର

ତୈମୁରଙ୍କ ଫିଲ୍ମକୁ ନେଇ ମୁହଁ ଖୋଲିଲେ ମଧୁର ଭଣ୍ଡାରକର

ମୁମ୍ବାଇ: ନିକଟରେ ଶୈଫିନାଙ୍କ ପୁଅ ତୈମୁର ଅଲ୍ଲି ଖାଁ ବଲିଉଡ୍‌ରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଥିଲା। ତୈମୁରଙ୍କୁ ନେଇ ନିର୍ମାତା ନିର୍ଦ୍ଦେଶକ ମଧୁର ଭଣ୍ଡାରକର କୁଆଡେ ଫିଲ୍ମର ଟାଇଟଲ ରେଜିଷ୍ଟର କରି ସାରିଛନ୍ତି ବୋଲି ଶୁଣିବାକୁ ମିଳିଥିଲା। 

ଶିଳ୍ପାଙ୍କ ପୁଅ ଆଇଙ୍କ ଗୋଡ଼ ମସାଜ୍‌ କରୁଥିବା ଭିଡିଓ ଭାଇରାଲ

ଶିଳ୍ପାଙ୍କ ପୁଅ ଆଇଙ୍କ ଗୋଡ଼ ମସାଜ୍‌ କରୁଥିବା ଭିଡିଓ ଭାଇରାଲ

ମୁମ୍ବାଇ,୧୭।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପୁଅ ଭିଆନ କୁନ୍ଦ୍ରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓକୁ ଶିଳ୍ପାଙ୍କ ଫ୍ୟାନମାନେ ବେଶ୍‌ ପସନ୍ଦ କରିବା ସହ ପ୍ରଂଶସା ମଧ୍ୟ କରିଛନ୍ତି। 

‘ଭାରତ’ ଫିଲ୍ମକୁ ନେଇ କ୍ୟାଟ୍ରିନାଙ୍କ ସଫେଇ

‘ଭାରତ’ ଫିଲ୍ମକୁ ନେଇ କ୍ୟାଟ୍ରିନାଙ୍କ ସଫେଇ

‘ଭାରତ’ ଫିଲ୍ମରେ ସଲମାନ ଏବଂ କ୍ୟାଟ୍ରିନା ନଜରକୁ ଆସିବେ। ଏହି ଫିଲ୍ମ ପାଇଁ ପ୍ରଥମେ ପ୍ରିୟଙ୍କାଙ୍କୁ ବଛାଯାଇଥିଲା। ପରେ କ୍ୟାଟି୍ରିନାଙ୍କୁ ନିଆଯାଇଛି। 

ବଲିଉଡ୍‌ରେ କଟିଲାଣି ୯ବର୍ଷ, ଏବେ ବି ସଫଳ ନୁହନ୍ତି ଦବଙ୍ଗ ଗର୍ଲ ‘ସୋନାକ୍ଷୀ’

ବଲିଉଡ୍‌ରେ କଟିଲାଣି ୯ବର୍ଷ, ଏବେ ବି ସଫଳ ନୁହନ୍ତି ଦବଙ୍ଗ ଗର୍ଲ ‘ସୋନାକ୍ଷୀ’

ବମ୍ବେ: ୨୦୧୦ରେ ବଲିଉଡରେ ଡେବ୍ୟୁ କରିଥିଲେ ଶତ୍ରୁଘ୍ନ ସିହ୍ନାଙ୍କ ଲଳନା ସୋନାକ୍ଷୀ। ସଲମାନ ଖାନଙ୍କ ନାୟିକା ଭାବେ ‘ଦବଙ୍ଗ’ରେ କାମ କରିବା ତାଙ୍କୁ ଅନେକ ସଫଳତା ଆଣି ଦେଇଥିଲା। 

କିଛି ନ କହି ଲୋକଙ୍କୁ ହସାଇ ପାରୁଥିବା ଅଭିନେତା ଚାର୍ଲି

କିଛି ନ କହି ଲୋକଙ୍କୁ ହସାଇ ପାରୁଥିବା ଅଭିନେତା ଚାର୍ଲି

ହଲିଉଡ୍‌ର କମିକ୍‌ ବା ହାସ୍ୟ ଅଭିନେତା ତଥା ଫିଲ୍ମ ନିର୍ମାତା ଚାର୍ଲି ଚାପ୍‌ଲିନ୍‌ଙ୍କୁ କିଏ ବା ନ ଜାଣେ। ଏହି ନାଁଟି ଶୁଣିବା ମାତ୍ରେ ମୁଣ୍ଡରେ ଟୋପି, ହାତରେ ବାଡ଼ି ଏବଂ ଛୋଟ ନିଶ ଥିବା ସେହି ବ୍ୟକ୍ତିଙ୍କ ମୁହଁଟି ଆଖି ଆଗରେ ନାଚିଉଠେ। 

ପୁଣି ଆରମ୍ଭ ହେବ ‘କେବିସି’: ମେ’ ୧ରୁ କରିପାରିବେ ରେଜିଷ୍ଟ୍ରେଶନ

ପୁଣି ଆରମ୍ଭ ହେବ ‘କେବିସି’: ମେ’ ୧ରୁ କରିପାରିବେ ରେଜିଷ୍ଟ୍ରେଶନ

ବମ୍ବେ: ପୁଣି ଛୋଟ ପରଦାକୁ ଫେରୁଛି ‘କୌନ ବନେଗା କରୋଡପତି’ର ଆଉ ଏକ ସଂସ୍କରଣ। ପୁଣିଥରେ ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ଏହାକୁ ହୋଷ୍ଟ କରୁଥିବା ଦେଖିବାକୁ ମିଳିବ। 

୫୬ ଇଞ୍ଚର ଛାତି ନୁହେଁ, ଦେଶ ଚଳାଇବା ଲାଗି ଭଲ ହୃଦୟ ଦରକାର: ରିତେଶ ଦେଶମୁଖ

୫୬ ଇଞ୍ଚର ଛାତି ନୁହେଁ, ଦେଶ ଚଳାଇବା ଲାଗି ଭଲ ହୃଦୟ ଦରକାର: ରିତେଶ ଦେଶମୁଖ

ବମ୍ବେ: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ଦେଶରେ ରାଜନୈତିକ ପାଣିପାଗ ସରଗରମ। ଗୋଟିଏ ପଟେ ଭାଜପା ପୁଣି ଥରେ ସତ୍ତାକୁ ଫେରିବାକୁ ଚେଷ୍ଟା କରୁଥିବା ବେଳେ ବିରୋଧୀ କଂଗ୍ରେସ ଏପରି ନ ହେବାକୁ ପ୍ରାଣପଣେ ଚେଷ୍ଟା କରୁଛି।


Model This Week

କ୍ରିଷ୍ଣା
Why Dharitri