ମନୋରଞ୍ଜନ |

ଆଇଟମ୍‌କୁ ନା

ଆଇଟମ୍‌କୁ  ନା

ସାରା ଅଲ୍ଲୀ ଖଁା ଗୋଟିଏ କଥାକୁ ନାକ ଟେକୁଛନ୍ତି। ଯେତେ ପାରିଶ୍ରମିକ ମିଳିଲେ ମଧ୍ୟ ସେ ସେପରି ଅଫରକୁ କେବେ ଗ୍ରହଣ କରିବେ ନାହିଁ ବୋଲି ଶୁଣାଇ ଦେଇଛନ୍ତି। ପୁଣି ସେଥିପାଇଁ ଦୁଇଟି ଭଲ ଅଫର ମଧ୍ୟ ହାତଛଡ଼ା ହୋଇଛି। ତେବେ ସେ କଥାଟି କ’ଣ? ହଁ, ତାହା ହେଲା ଆଇଟମ୍‌ ନମ୍ବର। କୌଣସି ପରିସ୍ଥିତିରେ ସେ ଆଇଟମ୍‌ ଡ୍ୟାନ୍ସ କରିବେ ନାହିଁ ବୋଲି ମାଇଣ୍ଡ ମେକ୍‌ଅପ କରିଛନ୍ତି। ଏ ବିଷୟରେ ସାରା କହନ୍ତି, ‘କୌଣସି ପରିସ୍ଥିତିରେ ମୁଁ ଏଭଳି ଅଫର ଗ୍ରହଣ କରିବି ନାହିଁ। ଏହାବ୍ୟତୀତ ଅଯଥା ଅଙ୍ଗ ପ୍ରଦର୍ଶନ କରିବା ଠିକ୍‌ ବୋଲି ମୁଁ ଭାବୁନି। ଜଣେ ଅଭିନେତ୍ରୀ ପ୍ରକୃତ ପରିଚୟ ହେଲା ତାହାର ଅଭିନୟ।’ ସୈଫ ତନୟା ସାରାଙ୍କର ବଲିଉଡ୍‌ କ୍ୟାରିୟର ଆରମ୍ଭ ହୋଇଥିଲା ‘କେଦାରନାଥ’ରୁ। ଏଥିରେ ତାଙ୍କ ଅପୋଜିଟ୍‌ରେ ଥିଲେ ସୁଶାନ୍ତ ସିଂ ରାଜପୁତ। ଅନ୍ୟପକ୍ଷରେ ନିକଟରେ ରିଲିଜ ହୋଇଥିବା ‘ଶିମ୍ବା’ରେ ରଣବୀର ସିଂଙ୍କ ନାୟିକା ଭାବରେ ଅଭିନୟ କରିଥିଲେ ସାରା। 


All Right Reserved By

ମନୋରଞ୍ଜନ |

ଭାଜପା ସହ କୌଣସି ସମ୍ବନ୍ଧ ନାହିଁ, ୫ ଥର ଏମ୍‌ପି ହେବାର ଅଫର୍‌କୁ ମନା କରିସାରିଛି: ବିବେକ

ଭାଜପା ସହ କୌଣସି ସମ୍ବନ୍ଧ ନାହିଁ, ୫ ଥର ଏମ୍‌ପି ହେବାର ଅଫର୍‌କୁ ମନା କରିସାରିଛି: ବିବେକ

ବମ୍ବେ: ଚଳଚ୍ଚିତ୍ର ‘ପିଏମ୍‌ ନରେନ୍ଦ୍ର ମୋଦି’କୁ ନେଇ ଚର୍ଚ୍ଚାରେ ଅଭିନେତା ବିବେକ୍‌ ଓବରଏ। ଫିଲ୍ମଟି ମୋଦିଙ୍କ ବାୟୋପିକ୍‌ ହୋଇଥିବା ହେତୁ ଏହାକୁ ରିଲିଜ କରାଯାଉନାହିଁ।

ସର୍ବାଧିକ ଆୟକର ଦେଇ ଅକ୍ଷୟ ଓ ସଲମାନଙ୍କୁ ପଛରେ ପକାଇଲେ ଅମିତାଭ

ସର୍ବାଧିକ ଆୟକର ଦେଇ ଅକ୍ଷୟ ଓ ସଲମାନଙ୍କୁ ପଛରେ ପକାଇଲେ ଅମିତାଭ

ମୁମ୍ବାଇ,୧୯।୪:  ବିଗ୍‌ ବି ଅମିତାଭ ବଚ୍ଚନ ୨୦୧୮-୧୯ ଆର୍ଥିକ ବର୍ଷରେ ସିନେ ତାରକାଙ୍କ ମଧ୍ୟରେ ସର୍ବାଧିକ ଆୟକର ଭରିଥିବା ଜଣାପଡ଼ିଛି। ଚଳିତ ଆର୍ଥିକ ବର୍ଷରେ ଅମିତାଭ ବଚ୍ଚନ ୭୦ କୋଟି ଟଙ୍କା ଆୟକର ଦେଇଛନ୍ତି। 

ଛାଡ଼ପତ୍ରର ୨ ବର୍ଷ ପରେ ଏମିତି କହିଲେ ଅରବାଜ୍‌

ଛାଡ଼ପତ୍ରର ୨ ବର୍ଷ ପରେ ଏମିତି କହିଲେ ଅରବାଜ୍‌

୧୮ ବର୍ଷର ସାଂସାରିକ ଜୀବନ ବିତାଇବା ପରେ ମଲାଇକା ଆରୋରା ଏବଂ ଏବଂ ଅରବାଜ୍‌ ଖାନ୍‌ ଅଲଗା ହୋଇଗଲେ। ଏମାନଙ୍କ ଛାଡ଼ପତ୍ରକୁ ୨ ବର୍ଷ ପୂରିଛି। ଛାଡ଼ପତ୍ର ପରଠାରୁ ଏ ସମ୍ପର୍କରେ କେବେ ମୁହଁ ଖୋଲି ନ ଥିଲେ ଅରବାଜ। 

ଇଶା ଅମ୍ବାନୀଙ୍କ ବଙ୍ଗଳାର ଦାମ୍‌ ଜାଣିଲେ ଉଡ଼ିଯିବ ହୋସ୍‌

ଇଶା ଅମ୍ବାନୀଙ୍କ ବଙ୍ଗଳାର ଦାମ୍‌ ଜାଣିଲେ ଉଡ଼ିଯିବ ହୋସ୍‌

ସେଲିବ୍ରିଟିମାନେ ନୂଆ ନୂଆ ବଙ୍ଗଳା କିଣୁଥିବା ଖବର ବରାବର ଆସୁଛି। ବଲିଉଡ୍‌ର ଶାହାରୁଖ୍‌, ଅମିତାଭ  ବଚ୍ଚନ, ସୈଫ୍‌ ଅଲ୍ଲୀ ଖାନ୍‌, ଶିଳ୍ପା ସେଟ୍ଟୀ, ଅକ୍ଷୟ କୁମାର, ଅମୀର ଖାନ୍‌ଙ୍କଠାରୁ ବି ଦାମୀ ବଙ୍ଗଳା କିଣିଛନ୍ତି ଇଶା ଅମ୍ବାନୀ। 

ସୁଟିଂ ସେଟ୍‌ରେ ଏହି ଅଭିନେତ୍ରୀଙ୍କ ଜଳିଗଲା ମୁହଁ

ସୁଟିଂ ସେଟ୍‌ରେ ଏହି ଅଭିନେତ୍ରୀଙ୍କ ଜଳିଗଲା ମୁହଁ

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଭୂମି ପେଦେନକର ତାଙ୍କ ଆଗାମୀ ଫିଲ୍ମ ‘ସାଣ୍ଡ କି ଆଁଖ’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ନିକଟରେ ସୁଟିଂ ସମୟରେ ମେକ୍‌ଅପ୍‌ ଯୋଗୁ ଭୂମିଙ୍କ ମୁହଁ ଜଳିଯାଇଥିବା ଜଣାପଡ଼ିଛି। 

ଇରଫାନ୍‌ଙ୍କୁ ଦେଖିବା ପାଇଁ ଫ୍ୟାନଙ୍କ ଭିଡ: ବଢ଼ିଲା ସୁରକ୍ଷା

ଇରଫାନ୍‌ଙ୍କୁ ଦେଖିବା ପାଇଁ ଫ୍ୟାନଙ୍କ ଭିଡ: ବଢ଼ିଲା ସୁରକ୍ଷା

ଉଦୟପୁର, ୧୮।୪: ବଲିଉଡ ଅଭିନେତା ଇରଫାନ ଖାନ୍‌ଙ୍କୁ ଦେଖିବା ପାଇଁ ଫ୍ୟାନଙ୍କ ଭିଡ ଜମିଛି। 

‘ରାଇଜିଂ ଷ୍ଟାର-୩’ ମଞ୍ଚରେ ପୁଣି ଆସିବେ ସଲମାନ, ଗୀତଗାଇବେ ରେଖା

‘ରାଇଜିଂ ଷ୍ଟାର-୩’ ମଞ୍ଚରେ ପୁଣି ଆସିବେ ସଲମାନ, ଗୀତଗାଇବେ ରେଖା

ମୁମ୍ବାଇ: ଟେଲିଭିଜନ ପରଦାରେ ରୂପେଲି ପରଦାର ନାୟକ ନାୟିକାଙ୍କୁ ଦେଖିଲେ ଦର୍ଶକେ ଅଧିକ ଖୁସି ହୁଅନ୍ତି। ତେବେ ଏଥର ଛୋଟ ପରଦାର ରିୟଲିଟି ଶୋ’ ‘ରାଇଜିଂ ଷ୍ଟାର-୩’ ମଞ୍ଚରେ ଏକାଠି ନଜର ଆସିବେ ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ଓ ବଲିଉଡ୍‌ ଅରିଜନାଲ୍‌ ଦିଭା ଭାନୁରେଖା ଗଣେଶନ୍‌(ରେଖା)।

ତୈମୁରଙ୍କ ଫିଲ୍ମକୁ ନେଇ ମୁହଁ ଖୋଲିଲେ ମଧୁର ଭଣ୍ଡାରକର

ତୈମୁରଙ୍କ ଫିଲ୍ମକୁ ନେଇ ମୁହଁ ଖୋଲିଲେ ମଧୁର ଭଣ୍ଡାରକର

ମୁମ୍ବାଇ: ନିକଟରେ ଶୈଫିନାଙ୍କ ପୁଅ ତୈମୁର ଅଲ୍ଲି ଖାଁ ବଲିଉଡ୍‌ରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଥିଲା। ତୈମୁରଙ୍କୁ ନେଇ ନିର୍ମାତା ନିର୍ଦ୍ଦେଶକ ମଧୁର ଭଣ୍ଡାରକର କୁଆଡେ ଫିଲ୍ମର ଟାଇଟଲ ରେଜିଷ୍ଟର କରି ସାରିଛନ୍ତି ବୋଲି ଶୁଣିବାକୁ ମିଳିଥିଲା। 

ଶିଳ୍ପାଙ୍କ ପୁଅ ଆଇଙ୍କ ଗୋଡ଼ ମସାଜ୍‌ କରୁଥିବା ଭିଡିଓ ଭାଇରାଲ

ଶିଳ୍ପାଙ୍କ ପୁଅ ଆଇଙ୍କ ଗୋଡ଼ ମସାଜ୍‌ କରୁଥିବା ଭିଡିଓ ଭାଇରାଲ

ମୁମ୍ବାଇ,୧୭।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପୁଅ ଭିଆନ କୁନ୍ଦ୍ରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓକୁ ଶିଳ୍ପାଙ୍କ ଫ୍ୟାନମାନେ ବେଶ୍‌ ପସନ୍ଦ କରିବା ସହ ପ୍ରଂଶସା ମଧ୍ୟ କରିଛନ୍ତି। 

‘ଭାରତ’ ଫିଲ୍ମକୁ ନେଇ କ୍ୟାଟ୍ରିନାଙ୍କ ସଫେଇ

‘ଭାରତ’ ଫିଲ୍ମକୁ ନେଇ କ୍ୟାଟ୍ରିନାଙ୍କ ସଫେଇ

‘ଭାରତ’ ଫିଲ୍ମରେ ସଲମାନ ଏବଂ କ୍ୟାଟ୍ରିନା ନଜରକୁ ଆସିବେ। ଏହି ଫିଲ୍ମ ପାଇଁ ପ୍ରଥମେ ପ୍ରିୟଙ୍କାଙ୍କୁ ବଛାଯାଇଥିଲା। ପରେ କ୍ୟାଟି୍ରିନାଙ୍କୁ ନିଆଯାଇଛି। 

ବଲିଉଡ୍‌ରେ କଟିଲାଣି ୯ବର୍ଷ, ଏବେ ବି ସଫଳ ନୁହନ୍ତି ଦବଙ୍ଗ ଗର୍ଲ ‘ସୋନାକ୍ଷୀ’

ବଲିଉଡ୍‌ରେ କଟିଲାଣି ୯ବର୍ଷ, ଏବେ ବି ସଫଳ ନୁହନ୍ତି ଦବଙ୍ଗ ଗର୍ଲ ‘ସୋନାକ୍ଷୀ’

ବମ୍ବେ: ୨୦୧୦ରେ ବଲିଉଡରେ ଡେବ୍ୟୁ କରିଥିଲେ ଶତ୍ରୁଘ୍ନ ସିହ୍ନାଙ୍କ ଲଳନା ସୋନାକ୍ଷୀ। ସଲମାନ ଖାନଙ୍କ ନାୟିକା ଭାବେ ‘ଦବଙ୍ଗ’ରେ କାମ କରିବା ତାଙ୍କୁ ଅନେକ ସଫଳତା ଆଣି ଦେଇଥିଲା। 

କିଛି ନ କହି ଲୋକଙ୍କୁ ହସାଇ ପାରୁଥିବା ଅଭିନେତା ଚାର୍ଲି

କିଛି ନ କହି ଲୋକଙ୍କୁ ହସାଇ ପାରୁଥିବା ଅଭିନେତା ଚାର୍ଲି

ହଲିଉଡ୍‌ର କମିକ୍‌ ବା ହାସ୍ୟ ଅଭିନେତା ତଥା ଫିଲ୍ମ ନିର୍ମାତା ଚାର୍ଲି ଚାପ୍‌ଲିନ୍‌ଙ୍କୁ କିଏ ବା ନ ଜାଣେ। ଏହି ନାଁଟି ଶୁଣିବା ମାତ୍ରେ ମୁଣ୍ଡରେ ଟୋପି, ହାତରେ ବାଡ଼ି ଏବଂ ଛୋଟ ନିଶ ଥିବା ସେହି ବ୍ୟକ୍ତିଙ୍କ ମୁହଁଟି ଆଖି ଆଗରେ ନାଚିଉଠେ। 


Model This Week

କ୍ରିଷ୍ଣା
Why Dharitri