ଫୁରସତ |

ରାତିରେ ମଲ୍‌ଚା ମହଲରୁ ଶୁଭେ ମହିଳାଙ୍କ କାନ୍ଦିବା ଶବ୍ଦ...

ରାତିରେ ମଲ୍‌ଚା ମହଲରୁ ଶୁଭେ ମହିଳାଙ୍କ କାନ୍ଦିବା ଶବ୍ଦ...

ଦିଲ୍ଲୀ ଆର୍ଥ ଷ୍ଟେସନ୍‌ ନିକଟରେ ବୁଦ୍ଧ ଜୟନ୍ତୀ ପାର୍କ ପଛପଟେ ରହିଛି ମଲ୍‌ଚା ମହଲ। ଏଠାରେ ପ୍ରେତାତ୍ମା ରହିଥିବାନେଇ ଅନେକ କହିଥାନ୍ତି। ଅନେକ ସମୟରେ ଏଠାରେ ଅନେକ ଆତ୍ମହତ୍ୟା କରିଥାନ୍ତି। କାହିଁକି ଏକ ନିଦ୍ଦିଷ୍ଟ ସ୍ଥାନରେ ଲୋକମାନେ ଆତ୍ମହତ୍ୟା କରନ୍ତି ତାହାର ରହସ୍ୟ କାହାକୁ ଜଣାନାହିଁ। ତେଣୁ ଏହି ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି। ରାତିରେ ମହଲରୁ ମହିଳା କାନ୍ଦିବାର ଶୁଣାଯାଇଥାଏ। ଇତିହାସରୁ ଜଣାପଡ଼େ ଚତୁର୍ଦ୍ଦଶ ଶତାବ୍ଦୀରେ ଫିରୋଜ ଶାହ ତୋଗଲକ୍‌ ଏହି ମହଲଟିକୁ ନିର୍ମାଣ କରିଥିଲେ। ଜନମାନବ ଶୂନ୍ୟ ଏହି ମହଲଟି ବହୁତ ଭୟଙ୍କର ଲାଗେ। ଏହା ବିସ୍ତଦାରୀ ରୋଡ ନିକଟରେ ଥିବାରୁ ଏହାକୁ ମଲ୍‌ଚା ବିସ୍ତଦାରୀ ମହଲ ମଧ୍ୟ କୁହାଯାଏ। ବେଗମ୍‌ ୱିଲାୟାତ୍‌ ମହଲ େଔଧା ନବାବଙ୍କ ନାତୁଣୀ ଥିଲେ। ତାଙ୍କ ପୈତୃକ ସମ୍ପତ୍ତି ଫେରିପାଇବା ପାଇଁ ସେ ଇଂରେଜଙ୍କ ବିରୁଦ୍ଧରେ କେସ୍‌ କରିଥିଲେ। ଇଂରେଜ ସରକାର ତାଙ୍କୁ ଓ ତାଙ୍କ ପିଲାମାନଙ୍କୁ ମଲଚା ମହଲରେ ରହିବା ପାଇଁ ଅନୁମତି ଦେଇଥିଲେ। ସେତେବେଳେ ରକ୍ଷଣାବେକ୍ଷଣ ଅଭାବରୁ ମଲ୍‌ଚା ମହଲ ଭାଙ୍ଗିରୁଜି ଯାଇଥିଲା। ତେଣୁ ସେଠାରେ ରହିବାକୁ ବେଗମ୍‌ ୱିଲାୟାତ୍‌ ନା ପସନ୍ଦ କରିଥିଲୋ ଇଂରେଜମାନଙ୍କ ଏପରି କାର୍ଯ୍ୟ ଯୋଗୁ ଲଜ୍ଜା ଓ ଅପମାନ ସହି ନ ପାରି ସେ ହୀରାଗୁଣ୍ଡ ପିଇ ଆତ୍ମହତ୍ୟା କରିଥିଲେ। ସେ ପଢୁଥିବା ଟେବୁଲ ଉପରେ ତାଙ୍କ ମୃତଦେହ ୧୦ ଦିନ ଧରି ପଡିରହିଥିଲା। ତାଙ୍କ ପୁଅ ରିୟାଜ୍‌ ଓ ଝିଅ ସକିନା ମା’ଙ୍କ ମୃତ ଦେହ ପାଖରେ କାନ୍ଦି ଥିଲେ। ବେଗମ୍‌ ୱିଲାୟାତ୍‌ଙ୍କୁ କବର ଦେବାର ଗୋଟିଏ ଦିନ ପୂର୍ବରୁ ରିୟାଜ୍‌ ଓ ସକିନା ମା’ଙ୍କ ମୃତଦେହ ପାଖରେ ଶୋଇଥିଲେ। ପରେ ରିୟାଜ୍‌ ଓ ସକିନାଙ୍କର ମୃତ୍ୟୁ ଘଟିଥିଲା। ତେବେ ତାଙ୍କର ପ୍ରେତାତ୍ମା ମହଲରେ ଘୂରି ବୁଲୁଥିବା ଅନେକ କହିଥାନ୍ତି।

All Right Reserved By

ଫୁରସତ |

ଯେଉଁ ଅଙ୍ଗ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି ପ୍ରେମୀଯୁଗଳ...

ଯେଉଁ ଅଙ୍ଗ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି ପ୍ରେମୀଯୁଗଳ...

ପ୍ରେମୀ ଯୁଗଳ ପରସ୍ପର କେଉଁ ଅଙ୍ଗପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି ଜାଣିଛନ୍ତି କି? ସେମାନେ ପରସ୍ପରର ମୁଖମଣ୍ଡଳ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି। ମୁହଁର ଆକାର ପ୍ରେମ ପାଇଁ ଅଧିକ ଆକର୍ଷଣ ସୃଷ୍ଟି କରିଥାଏ ବୋଲି କାନାଡ଼ା  ନିପିସିଙ୍ଗ୍‌ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମଳିଛି।

ତେଲରେ ଛାଣିଲା ପରେ... ପନିର୍‌ର ହୁଏ କ’ଣ..

ତେଲରେ ଛାଣିଲା ପରେ... ପନିର୍‌ର ହୁଏ କ’ଣ..

ଖାଦ୍ୟ ପଦାର୍ଥକୁ ତେଲରେ ଛାଣିଲା ପରେ ଏଥିରେ ଥିବା ପୋଷକତତ୍ତ୍ୱ ପରିମାଣ କମିଯାଇଥାଏ ବୋଲି ଜର୍ନାଲ ଅଫ୍‌ ଫୁଡ୍‌ ଆଣ୍ଡ ସାଇନ୍ସ୍‌ ଟେକ୍ନୋଲୋଜିି ଦ୍ୱାରା ପ୍ରକାଶିତ ତଥ୍ୟରୁ ଜାଣିବାକୁ ମିଳିଛି। 

 ଆୟୁର୍ବେଦିକ ଚିକିତ୍ସା ଫେରାଇଆଣିଲା ଜୀବନ

ଆୟୁର୍ବେଦିକ ଚିକିତ୍ସା ଫେରାଇଆଣିଲା ଜୀବନ

 ଭୋପାଳ,୧୫।୨: ଡାକ୍ତରଙ୍କ ଦ୍ୱାରା ମୃତ ଘୋଷିତ ହୋଇଥିବା ଜଣେ ବ୍ୟକ୍ତି ଆୟୁର୍ବେଦିକ ଚିକିତ୍ସା ଦ୍ୱାରା ପୁନର୍ବାର ଜୀବିତ ହେବା ସତରେ ଏକ ଆଶ୍ଚର୍ଯ୍ୟକର ଘଟଣା।

୫୫୦ ବର୍ଷ ଧରି ଅଖଣ୍ଡ ଦୀପ ଜଳୁଛି ଯେଉଁ ମନ୍ଦିରରେ...

୫୫୦ ବର୍ଷ ଧରି ଅଖଣ୍ଡ ଦୀପ ଜଳୁଛି ଯେଉଁ ମନ୍ଦିରରେ...

ଭାରତ ହେଉଛି ମନ୍ଦିରର ଦେଶ। ଏଠାରେ ଥିବା ମନ୍ଦିରରେ ଅନେକ ଅଲୌକିକ ଘଟଣା ଘଟିଥାଏ। ଯାହାର ଉତ୍ତର ଆଧୁନିକ ବିଜ୍ଞାନ ଦେବାକୁ ସକ୍ଷମ ହୋଇ ନ ଥାଏ। 

ଏମିତି ବି ଉପହାର ଯାହା ଉଭୟଙ୍କୁ ଦେଇପାରିବ ଖୁସି

ଏମିତି ବି ଉପହାର ଯାହା ଉଭୟଙ୍କୁ ଦେଇପାରିବ ଖୁସି

ଏମିତି ଦେଖିବାକୁ ଗଲେ ଆମକୁ ଭଲ ଲାଗୁଥିବା ଲୋକଙ୍କୁ ଆମେ ସମୟ ସମୟରେ ଉପହାର ଦେଇଥାଉ। ତେବେ ବେଳେବେଳେ ଉପହାର ଦେଉଥିଲେ ହେଁ ତାହା ନେଉଥିବା ଲୋକଙ୍କୁ କେତେମାତ୍ରାରେ ସନ୍ତୋଷ ଦେଇପାରୁଛି ତାହା ଜାଣିପାରି ନ ଥାଉ। ଅପରପକ୍ଷରେ ଉପହାର ଦେଇ ଯେତିକି ସନ୍ତୁଷ୍ଟ ହେବା କଥା ଆମେ ହୋଇ ପାରି ନ ଥାଉ। ତେବେ ଏମିତି କିଛି ଉପହାର ଅଛି, ଯାହା ଦେଉଥିବା ଏବଂ ନେଉଥିବା ଲୋକ ଉଭୟଙ୍କୁ ଖୁସି କରିପାରିବ। 

ଏଠାରେ ରହିଛି ପ୍ରେମ ଦିବସରେ ବିବାହ କରିବାର ନିୟମ

ଏଠାରେ ରହିଛି ପ୍ରେମ ଦିବସରେ ବିବାହ କରିବାର ନିୟମ

ଭାଲେଣ୍ଟାଇନ୍ସ ଡେ’ କିଏ କେତେ ଢଙ୍ଗରେ ପାଳନ କରିଥାଆନ୍ତି। ହେଲେ  ଛତିଶଗଡ଼ ବସ୍ତରରେ ଥିବା ଅବୁଝମାଡିଆ ଜନଜାତି ଏହି ଦିବସ ପାଳନ କରିବାରେ ସମସ୍ତଙ୍କଠାରୁ ଦୁଇ ପାଦ ଆଗରେ ବୋଲି କୁହାଯାଏ। କାରଣ ଏଠାରେ ଯେଉଁ ଯୁବତୀଙ୍କୁ କୌଣସି ଯୁବକ ପସନ୍ଦ କରନ୍ତି ଓ ଏଥିରେ ଯୁବତୀ ଜଣକ ରାଜି ହୋଇ ଯାଆନ୍ତି 

ଯେଉଁଠି ଦିନକୁ ୧୦ଟଙ୍କା ଭଡ଼ାରେ ମିଳନ୍ତି ସ୍ତ୍ରୀ...

ଯେଉଁଠି ଦିନକୁ ୧୦ଟଙ୍କା ଭଡ଼ାରେ ମିଳନ୍ତି ସ୍ତ୍ରୀ...

ମଧ୍ୟପ୍ରଦେଶ ଶିବପୁରୀ ଜିଲାରେ କେତେକ ଜନଜାତି ସମ୍ପ୍ରଦାୟର ସ୍ବାମୀ ପରିବାରର ଆର୍ଥତ୍କ ସମସ୍ୟା ଯୋଗୁ ସ୍ବଚ୍ଛଳ ବର୍ଗଙ୍କୁ ସେମାନଙ୍କର ସ୍ତ୍ରୀ ବିକ୍ରି କରିଥାନ୍ତି। ଦିନ ପିଛା ୧୦ ଟଙ୍କାରେ ସ୍ତ୍ରୀମାନଙ୍କୁ ଏଠି କରାଯାଏ ବିକ୍ରି ।

ଗୁରୁବାର ଏସବୁଠାରୁ କାହିଁକି ରହିବେ ଦୂରେଇ...

ଗୁରୁବାର ଏସବୁଠାରୁ କାହିଁକି ରହିବେ ଦୂରେଇ...

ଭାରତୀୟ ପରମ୍ପରାରେ ପୂଜା ବ୍ରତକୁ ଦିଆଯାଇଥାଏ ପ୍ରାଧାନ୍ୟ। ସପ୍ତାହରେ ବିଭିନ୍ନ ଦିନରେ ଗୃହସ୍ଥଙ୍କ ପାଇଁ ଭିନ୍ନ ଭିନ୍ନ କାର୍ଯ୍ୟ କରିବାକୁ ଶାସ୍ତ୍ରରେ ଦିଆଯାଇଥାଏ ପରାମର୍ଶ। ଏହାଦ୍ୱାରା ସାମାଜିକ ତଥା ପାରିବାରିକ ଜୀବନ ମାର୍ଜିତ ହୋଇଥାଏ। 

ବିଦ୍ୟୁତ୍‌ ବେଗରେ ଦୌଡୁଛି ୭ବର୍ଷର ବାଳକ

ବିଦ୍ୟୁତ୍‌ ବେଗରେ ଦୌଡୁଛି ୭ବର୍ଷର ବାଳକ

ଛୋଟବେଳୁ ଆମେ ଶୁଣିଛେ ବା ପଢ଼ିଛେ ଯେ ଶଦ୍ଦଠାରୁ ଆଲୋକର ଗତି ଅଧିକ ଦ୍ରୁତ।

କାହିଁକି ପାଳନ କରାଯାଏ ଭାଲେଣ୍ଟାଇନ୍ସ ଡେ’

କାହିଁକି ପାଳନ କରାଯାଏ ଭାଲେଣ୍ଟାଇନ୍ସ ଡେ’

ଫେବୃୟାରୀ ୧୪। ସହର ବଜାର ସବୁଠି ଦେଖିବାକୁ ମିଳୁଛି କିଛି ନିଆରା ଉତ୍ସବ। ବିଶେଷକରି ଯୁବବର୍ଗ ଏହି ଦିନକୁ ନେଇ କରିଛନ୍ତି ବିଶେଷ ଯୋଜନା। ଫେବୃୟାରୀ ୧୪ ତାରିଖକୁ ପ୍ରାୟ ସମସ୍ତଙ୍କର ଅପେକ୍ଷା ଥାଏ ।

ଏସବୁ ରାଶିର ବ୍ୟକ୍ତିଙ୍କ ଉପରେ ଭାଲେଣ୍ଟାଇନ୍‌ ଡେ ରେ  ହେବ ପ୍ରେମର ବର୍ଷା...

ଏସବୁ ରାଶିର ବ୍ୟକ୍ତିଙ୍କ ଉପରେ ଭାଲେଣ୍ଟାଇନ୍‌ ଡେ ରେ ହେବ ପ୍ରେମର ବର୍ଷା...

ଗୁରୁବାର ପାଳିତ ହେଉଛି ପ୍ରେମ ଦିବସ ଭାଲେଣ୍ଟାଇନ୍‌ ଡେ।  ପ୍ରେମର ପରିଭାଷାକୁ ପ୍ରତିପାଦିତ କରିବା ଏହି ଦିନଟିକୁ ପ୍ରେମୀ ଯୋଡ଼ା ଚାହିଁ ରହିଥାନ୍ତି।

ଝିଅଙ୍କର ବୁଦ୍ଧି ଅଧିକ... ଜାଣନ୍ତୁ ଏହାର ରହସ୍ୟ...

ଝିଅଙ୍କର ବୁଦ୍ଧି ଅଧିକ... ଜାଣନ୍ତୁ ଏହାର ରହସ୍ୟ...

ପୁଅଙ୍କ ତୁଳନାରେ ଝିଅମାନେ ଅଧିକ ବୁଦ୍ଧିଆ ବୋଲି ଗବେଷକମାନେ ଏକ ରୋଚକ ତଥ୍ୟ ଉପସ୍ଥାପନ କରିଛନ୍ତି। ପୁଅ ଅପେକ୍ଷା ଝିଅ ଅଧିକ ଭାବନାତ୍ମକ ଭାବେ କଥାବାର୍ତ୍ତା କରିଥାନ୍ତି।