ଜାତୀୟ |

ଚଳିତ ବର୍ଷ ୧୦ଟି କାରଣ ଯୋଗୁ କୋଟି କୋଟି ଲୋକଙ୍କ ଜୀବନ ଯିବ : ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ

ଚଳିତ ବର୍ଷ ୧୦ଟି କାରଣ ଯୋଗୁ  କୋଟି କୋଟି ଲୋକଙ୍କ ଜୀବନ ଯିବ : ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ/ଜେନେଭା,୨୩।୧: ଚଳିତ ବର୍ଷ ୧୦ଟି କାରଣ ଯୋଗୁ ପୃଥିବୀର କୋଟି କୋଟି ଲୋକଙ୍କର ଜୀବନ ଯିବ। ଏନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରକାଶ ପାଇଛି ଏକ ରିପୋର୍ଟ। ୨୦୧୯ରେ ସ୍ବାସ୍ଥ୍ୟ ସମ୍ପର୍କିତ ବିପଦ ଶୀର୍ଷକ ଏହି ରିପୋର୍ଟରେ ବାୟୁ ପ୍ରଦୂଷଣ, ଟୀକାକରଣର ଅଭାବ, ମେଦବହୁଳତା, ଇବୋଲା, ଆଣ୍ଟିବାୟୋଟିକ୍‌ର ଅଧିକ ବ୍ୟବହାର, ଏନଫ୍ଲୁଏଞ୍ଜା, ପ୍ରାକୃତିକ ବିପର୍ଯ୍ୟୟ, ପ୍ରାଥମିକ ସେବାର ଅଭାବ, ଡେଙ୍ଗୁ, ଏଡସ୍‌ ଆଦି ଯୋଗୁ ଲୋକଙ୍କ ମୃତ୍ୟୁ ଘଟିବ ବୋଲି ଦର୍ଶାଯାଇଛି। ବାୟୁ ପ୍ରଦୂଷଣ ଯୋଗୁ ପ୍ରତି ବର୍ଷ ପୃଥିବୀରେ ହାର୍ଟ ଆଟାକ୍‌, କର୍କଟ, ଷ୍ଟ୍ରୋକ୍‌, ଫୁସଫୁସ ଜନିତ ରୋଗରେ ୭୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଥିବାବେଳେ ୨୦୩୦ରୁ ୨୦୫୦ ମଧ୍ୟରେ ଅଢ଼େଇ ଲକ୍ଷ ଲୋକଙ୍କ ମୃତ୍ୟୁ ଜଳବାୟୁ ପରିବର୍ତ୍ତନ ଯୋଗୁ ଘଟିବାର ଅନୁମାନ କରାଯାଉଛି।  ସେହିପରି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ପ୍ରତିବର୍ଷ ପୃଥିବୀର ଏକ ପଞ୍ଚମାଂଶ ଜନସଂଖ୍ୟାଙ୍କ ମୃତ୍ୟୁ ଘଟୁଥିବା ଏହି ରିପୋର୍ଟରେ ଦର୍ଶାଯାଇଛି।

All Right Reserved By

ଜାତୀୟ |

ଶ୍ରୀଲଙ୍କା ବିସ୍ଫୋରଣ: ଆତ୍ମଘାତୀ ଫାତିମା ଇବ୍ରାହିମ ଗର୍ଭବତୀ ଥିଲେ

ଶ୍ରୀଲଙ୍କା ବିସ୍ଫୋରଣ: ଆତ୍ମଘାତୀ ଫାତିମା ଇବ୍ରାହିମ ଗର୍ଭବତୀ ଥିଲେ

କଲମ୍ବୋ,୨୫ା୪: ଶ୍ରୀଲଙ୍କାରେ ଇଷ୍ଟର ପର୍ବ ପାଳନ ବେଳେ ହୋଇଥିବା ଆତ୍ମଘାତୀ ସିରିଜ ବିସ୍ଫୋରଣକୁ ନେଇ ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। 

ମୁମ୍ବାଇ ବିସ୍ଫୋରଣର ଅଭିଯୁକ୍ତ ଅବଦୁଲ ଗନି ମୃତ

ମୁମ୍ବାଇ ବିସ୍ଫୋରଣର ଅଭିଯୁକ୍ତ ଅବଦୁଲ ଗନି ମୃତ

ମୁମ୍ବାଇ,୨୫।୪: ୧୯୯୩ରେ ମୁମ୍ବାଇରେ ହୋଇଥିବା ସିରିଏଲ ବୋମା ବିସ୍ଫୋରଣର ଅଭିଯୁକ୍ତ ଅବଦୁଲ ଗନି ତୁର୍କଙ୍କ ମୃତ୍ୟୁ ହୋଇଛି। ଗୁରୁବାର ନାଗପୁରର ଜିଏମ୍‌ସି ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। 

ପିତାଙ୍କ ଫଟୋ ହାତରେ ଧରି ନାମାଙ୍କନ ପତ୍ର ଦାଖଲ କଲେ ମୀସା

ପିତାଙ୍କ ଫଟୋ ହାତରେ ଧରି ନାମାଙ୍କନ ପତ୍ର ଦାଖଲ କଲେ ମୀସା

ପାଟନା, ୨୫।୪: ରାଷ୍ଟ୍ରିୟ ଜନତା ଦଳ(ଆରଜେଡି)ର ସୁପ୍ରିମୋ ଲାୁ ପ୍ରସାଦ ଯାଦବଙ୍କ ଝିଅ ମୀସା ଭାରତୀ ଗୁରୁବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। 

ଜେଟ୍‌ ଏୟାରଓ୍ବେଜର କର୍ମଚାରୀଙ୍କୁ ଆମେରିକାରୁ ମିଳୁଛି ଅଫର୍‌

ଜେଟ୍‌ ଏୟାରଓ୍ବେଜର କର୍ମଚାରୀଙ୍କୁ ଆମେରିକାରୁ ମିଳୁଛି ଅଫର୍‌

ନୂଆଦିଲ୍ଲୀ,୨୫।୪: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଜେଟ୍‌ ଏୟାରଓ୍ବେଜ୍‌ କିଛିଦିନ ତଳେ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି। ଫଳରେ ଏଥିରେ କାର୍ଯ୍ୟରତ ଥିବା ଶହ ଶହ କର୍ମଚାରୀ ସେମାନଙ୍କ ରୋଜଗାର ହରାଇଛନ୍ତି।

କଂଗ୍ରେସରେ ଯୋଗଦେଲେ ପଞ୍ଜାବର ଏଏପି ବିଧାୟକ

କଂଗ୍ରେସରେ ଯୋଗଦେଲେ ପଞ୍ଜାବର ଏଏପି ବିଧାୟକ

ଚଣ୍ଡିଗଡ଼,୨୫।୪: ପଞ୍ଜାବର ଆମ ଆଦମୀ ପାର୍ଟି(ଏଏପି) ବିଧାୟକ ନଜର ସିଂ ମନଶାହିଆ ଗୁରୁବାର ଏଏପି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି। 

ମୋଦିଙ୍କୁ ଛାଡି ଆଉ ସମସ୍ତଙ୍କୁ ସମର୍ଥନ ଦେବାକୁ ପ୍ରସ୍ତୁତ: କେଜରିଓ୍ବାଲ

ମୋଦିଙ୍କୁ ଛାଡି ଆଉ ସମସ୍ତଙ୍କୁ ସମର୍ଥନ ଦେବାକୁ ପ୍ରସ୍ତୁତ: କେଜରିଓ୍ବାଲ

ନୂଆଦିଲ୍ଲୀ, ୨୫।୪: ୨୦୧୯ ଲୋକ ସଭା ନିର୍ବାଚନ ପାଇଁ ଗୁରୁବାର ଆମ୍‌ ଆଦମୀ ପାର୍ଟି(ଆପ୍‌) ପକ୍ଷରୁ ଘୋଷଣାପତ୍ର ଜାରି କରାଯାଇଛି। 

ସଲମାନଙ୍କ ବିରୋଧରେ ପୋଲିସରେ ଅଭିଯୋଗ କଲେ ପ୍ରଶଂସକ

ସଲମାନଙ୍କ ବିରୋଧରେ ପୋଲିସରେ ଅଭିଯୋଗ କଲେ ପ୍ରଶଂସକ

ମୁମ୍ବାଇ,୨୫।୪: ପୁଣି ଅଡୁଆରେ ସଲମାନ। ସଲମାନଙ୍କର ଏକ ଭିଡିଓ ନିକଟରେ ନଜର ଆସିଥିଲା। ଯେଉଁଥିରେ ସେ ମୁମ୍ବାଇ ସଡ଼କରେ ସାଇକେଲ ଚଲାଉଥିବା ଦେଖିବାକୁ ମିଳିଥିଲା।

ଉତ୍ସବ ବେନ୍ସଙ୍କ ଅଭିଯୋଗର ତଦନ୍ତ କରିବେ ଏ. କେ. ପଟ୍ଟନାୟକ

ଉତ୍ସବ ବେନ୍ସଙ୍କ ଅଭିଯୋଗର ତଦନ୍ତ କରିବେ ଏ. କେ. ପଟ୍ଟନାୟକ

ନୂଆଦିଲ୍ଲୀ,୨୫।୪: ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ମାମଲାର ଶୁଣାଣି ଗୁରୁବାର ହୋଇଛି। 

ଖୋଲାରେ ଶୌଚ କରୁଥିବା ବ୍ୟକ୍ତିଙ୍କୁ ଟେକି ଫୋପାଡିଦେଲା ହାତୀ

ଖୋଲାରେ ଶୌଚ କରୁଥିବା ବ୍ୟକ୍ତିଙ୍କୁ ଟେକି ଫୋପାଡିଦେଲା ହାତୀ

କୋଲକତା, ୨୫।୪: ପଶ୍ଚିମବଙ୍ଗର ପୁରୁଲିଆ ଜିଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ସ୍ତ୍ରୀଙ୍କ ଅଭିମାନ ଭାଙ୍ଗିବା ପାଇଁ ହାତ ଆଙ୍ଗୁଳି କାଟି ୬୦ କିମି ସାଇକେଲ ଚଳାଇ ଶ୍ୱଶୁର ଘରେ ପହଞ୍ଚିଲେ ସ୍ବାମୀ

ସ୍ତ୍ରୀଙ୍କ ଅଭିମାନ ଭାଙ୍ଗିବା ପାଇଁ ହାତ ଆଙ୍ଗୁଳି କାଟି ୬୦ କିମି ସାଇକେଲ ଚଳାଇ ଶ୍ୱଶୁର ଘରେ ପହଞ୍ଚିଲେ ସ୍ବାମୀ

ରାୟପୁର,୨୫।୪: ଛତିଶଗଡ଼ କୋରବା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ସ୍ଥାନୀୟ ରଜଗାମାର ଥାନା ଅଞ୍ଚଳରେ ଥିବା ଔରାଇ ଗାଁରେ ମୁକୁନ୍ଦ ନାମକ ଜଣେ ଯୁବକ 

କନ୍ୟା ଅପହରଣ ମାମଲାକୁ ନେଇ ସିକରରେ ଇଣ୍ଟରନେଟ୍‌ ସେବା ବନ୍ଦ

କନ୍ୟା ଅପହରଣ ମାମଲାକୁ ନେଇ ସିକରରେ ଇଣ୍ଟରନେଟ୍‌ ସେବା ବନ୍ଦ

ଜୟପୁର,୨୫।୪: ରାଜସ୍ଥାନର ସିକରରେ ଏକ କନ୍ୟା ଅପହରଣ ମାମଲାକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଜାଠ ସମାଜର ବିଭିନ୍ନ ସଙ୍ଗଠନ ପକ୍ଷରୁ ଗୁରୁବାର ସିକର ବନ୍ଦ ଘୋଷଣା କରାଯିବା ସହ ଲୋକେ ଜିଲାପାଳ ଓ ଏସ୍‌ପି ଅଫିସ ଘେରାଉ କରିଛନ୍ତି।

ଆଳୁ ଚାଷୀଙ୍କ ଭୋକିଲା ପେଟରେ ପେପ୍ସିକୋର ଆଇନ ଛାଟ: ଚିପ୍ସ୍‌ରେ ବ୍ୟବହୃତ କିସମ ପାଇଁ ମାଗିଲା କ୍ଷତିପୂରଣ

ଆଳୁ ଚାଷୀଙ୍କ ଭୋକିଲା ପେଟରେ ପେପ୍ସିକୋର ଆଇନ ଛାଟ: ଚିପ୍ସ୍‌ରେ ବ୍ୟବହୃତ କିସମ ପାଇଁ ମାଗିଲା କ୍ଷତିପୂରଣ

ଅହମ୍ମଦାବାଦ,୨୫।୪: ଦେଶରେ ଚାଷୀ ଆତ୍ମହତ୍ୟା ଏବେ ବି ଥମିନି। ଚାଷୀ ଫସଳ ଅମଳ ପାଇଁ ଋଣ ପରିଶୋଧ କରିବାକୁ ଅକ୍ଷମ ହେଉଛନ୍ତି। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri