ମନୋରଞ୍ଜନ |

ବିବାହ ବନ୍ଧନରେ ଆଉ ଜଣେ ବଲିଉଡ୍‌ ସେଲିବ୍ରିଟି

ବିବାହ ବନ୍ଧନରେ ଆଉ ଜଣେ ବଲିଉଡ୍‌ ସେଲିବ୍ରିଟି

ମୁମ୍ବାଇ: ଗତବର୍ଷ ବଲିଉଡ୍‌ରେ ବିବାହ ଋତୁ ଚାଲିଥିବା ବେଳେ ଏବର୍ଷ ଆରମ୍ଭରୁ ମଧ୍ୟ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଲାଣି ବଲିଉଡ୍‌ରେ। ମାୟାନଗରୀର ବରିଷ୍ଠ ଅଭିନେତା ରାଜ ବାବର ଓ ସ୍ମିତା ପାଟିଲଙ୍କ ପୁଅ ପ୍ରତିକ ବାବର ବିବାହ ବନ୍ଧରେ ଆବନ୍ଧ ହେବାକୁ ଯାଉଛନ୍ତି। ଜାନୁୟାରୀ ୨୨ ଓ୨୩  ଦୁଇଦିନ ଧରି ଏବି ବିବାହ ଉତ୍ସବ ଚାଲିବ ବୋଲି ଜଣାପଡିଛି। ବଲିଉଡ୍‌ରେ ପ୍ରତିକ ଜଣେ ପରିଚିତ ଚେହେରା ନ ହୋଇଥିଲେ ମଧ୍ୟ ତାଙ୍କ ମାତା ପିତାଙ୍କ ପରିଚୟକୁ ନେଇ ସେ ବେଶ୍‌ ପରିଚିତ। ପ୍ରେମିକା ସାନ୍ୟାଙ୍କ ସହ କିଛିଦିନ ରିଲେସନଶିପରେ ରହିବା ପରେ ଏବେ ପ୍ରତିକ ତାଙ୍କୁ ବିବାହ କରୁଛନ୍ତି। ଏହି ଉତ୍ସବରେ ବଲିଉଡ୍‌ ସେଲିବ୍ରିଟିମାନେ ଯୋଗ ଦେବାର କାର୍ଯ୍ୟକ୍ରମ ଥିବା ବେଳେ ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ରିସେପଶନ୍‌ ପାର୍ଟିରେ ବଲିଉଡ୍‌ ତାରକାଙ୍କ ସହ କେତେଜଣ ରାଜନେତା ମଧ୍ୟ ନଜର ଆସିପାରନ୍ତି। କାରଣ ପ୍ରତିକଙ୍କ ପିତା ରାଜ ବାବର ଏବେ ରାଜନୀତି ସହ ଜଡିତ। 

All Right Reserved By

ମନୋରଞ୍ଜନ |

‘ରେସ୍‌-୩’ ଫ୍ଲପ ପରେ ବବି ଦେଓଲଙ୍କ ନୂଆ ଲୁକ୍‌

‘ରେସ୍‌-୩’ ଫ୍ଲପ ପରେ ବବି ଦେଓଲଙ୍କ ନୂଆ ଲୁକ୍‌

ଫିଲ୍ମ ‘ରେସ୍‌ -୩’ଫ୍ଲପ ହେବା ପରେ ବି ବବି ଦେଓଲଙ୍କ ପାଖରେ ଅଫରର ଅଭାବ ନାହିଁ। ଶେଷଥର ବବି ପିତା ଧର୍ମେନ୍ଦ୍ର ଏବଂ ଭାଇ ସନ୍ନ ଦେଓଲଙ୍କ ସହିତ ‘ୟମଲା ପଗଲା ଦିଓ୍ବାନା ଫିର୍‌ ସେ’ ନଜର ଆସିଥିଲେ। 

ସଲମାନଙ୍କୁ ଭେଟିଲେ ତାଙ୍କର କୁନି ପ୍ରଶଂସକ

ସଲମାନଙ୍କୁ ଭେଟିଲେ ତାଙ୍କର କୁନି ପ୍ରଶଂସକ

ଇନ୍ଦୋର: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ତାଙ୍କ ଅଭିନୟକୁ ନେଇ ଯେତିକି ଚର୍ଚ୍ଚିତ ତା’ଠାରୁ ଅଧିକ ଚର୍ଚ୍ଚିତ ତାଙ୍କ ମାନବିକତା ପାଇଁ। ଏମିତିକି ଅନେକ ସମୟରେ ସେ ତାଙ୍କ ପ୍ରଶଂସକଙ୍କୁ ସାକ୍ଷାତ କରି ମଧ୍ୟ ଆସି ଥାଆନ୍ତି ଚର୍ଚ୍ଚାକୁ। ଦେଶ ବିଦେଶରେ ରହିଛନ୍ତି ତାଙ୍କର ଅନେକ ପ୍ରଶଂସକ।

ଐଶ୍ୱର୍ଯ୍ୟା- ଅଭିଷେକଙ୍କ ଯୋଡ଼ି ଏହିସବୁ ଫିଲ୍ମରେ ହିଟ୍‌ ହୋଇଥିଲା

ଐଶ୍ୱର୍ଯ୍ୟା- ଅଭିଷେକଙ୍କ ଯୋଡ଼ି ଏହିସବୁ ଫିଲ୍ମରେ ହିଟ୍‌ ହୋଇଥିଲା

ଐଶ୍ୱର୍ଯ୍ୟା ଏବଂ ଅଭିଷେକ ବଚ୍ଚନଙ୍କୁ ବିଗ୍‌ ଟାଉନର ବେଷ୍ଟ ଯୋଡ଼ି କୁହାଯାଏ। ଐଶ୍ୱର୍ଯ୍ୟା-ଅଭିଷେକଙ୍କ ଯୋଡ଼ି ରିଲ୍‌ରେ ଦର୍ଶକଙ୍କ ଯେତିକି ପସନ୍ଦ ଆସିଥାଏ ରିୟଲରେ ମଧ୍ୟ ତା’ଠୁ ବେଶୀ ପସନ୍ଦ ଆସିଥାଏ। ଅଭି ପରିବାରର ଆଦର୍ଶ। 

ଶୁଟିଂ ସେଟ୍‌ରେ ବିକି କୌଶଲ ଆହତ: ମୁହଁରେ ପଡ଼ିଛି ୧୩ ଷ୍ଟିଚ୍‌

ଶୁଟିଂ ସେଟ୍‌ରେ ବିକି କୌଶଲ ଆହତ: ମୁହଁରେ ପଡ଼ିଛି ୧୩ ଷ୍ଟିଚ୍‌

ମୁମ୍ବାଇ,୨୦।୪: ସଞ୍ଜୁ ଓ ଉରି: ଦ ସର୍ଜିକାଲ ଷ୍ଟ୍ରାଇକ୍‌ ଭଳି ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିବା ଅଭିନେତା ବିକି କୌଶଲ ଏବେ ସଫଳତାର ପାହାଚ ଚଢ଼ିବାରେ ଲାଗିଛନ୍ତି। 

ବଲିଉଡ୍‌ର ଟାଟୁ ଗର୍ଲ: କିଏ ପ୍ରେମିକଙ୍କ ପାଇଁ ତ କିଏ ଭଗବାନଙ୍କ ନାମରେ କରିଛନ୍ତି; ଦେଖନ୍ତୁ ଫଟୋ

ବଲିଉଡ୍‌ର ଟାଟୁ ଗର୍ଲ: କିଏ ପ୍ରେମିକଙ୍କ ପାଇଁ ତ କିଏ ଭଗବାନଙ୍କ ନାମରେ କରିଛନ୍ତି; ଦେଖନ୍ତୁ ଫଟୋ

ବଲିଉଡ୍‌ ଅଭିନେତ୍ରୀମାନଙ୍କ ମଧ୍ୟରେ ଟାଟୁ କରିବାକୁ ନେଇ କ୍ରେଜ୍‌ ରହି ଆସିଛି। ସେ ଦୀପିକା ପାଦୁକୋନ୍‌ ହୁଅନ୍ତୁ ଅଥବା ଅନ୍ୟ ଅଭିନେତ୍ରୀ, ଶରୀରର ବିଭିନ୍ନ ଅଙ୍ଗରେ ଟାଟୁ କରି ଚର୍ଚ୍ଚାକୁ ଆସିଛନ୍ତି। 

ନିର୍ଦ୍ଦେଶକ ରାମଗୋପାଳ ବର୍ମାଙ୍କ ବିରୋଧରେ ମାମଲା ରୁଜୁ

ନିର୍ଦ୍ଦେଶକ ରାମଗୋପାଳ ବର୍ମାଙ୍କ ବିରୋଧରେ ମାମଲା ରୁଜୁ

ମୁମ୍ବାଇ,୨୦।୪: ନିଜ ବୟାନକୁ ନେଇ ସବୁବେଳେ ବିବାଦରେ ରହୁଥିବା ଫିଲ୍ମ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଏବେ ପୁଣି ଥରେ ବିବାଦରେ ଫଶିଯାଇଛନ୍ତି। ଚଳିତ ଥର କୌଣସି ବୟାନକୁ ନେଇ ନୁହଁ ବରଂ ଏକ ଫେକ ଫଟୋକୁ ନିଜ ସୋସିଆଲ ଆକାଣ୍ଟରେ ଶେୟାର କରି।

‘କଲଙ୍କ’ରେ ଭୂମିକାକୁ ନେଇ ଖୁସି

‘କଲଙ୍କ’ରେ ଭୂମିକାକୁ ନେଇ ଖୁସି

ମୁମ୍ବାଇ,୨୦ା୪(ଆଇଏଏନ୍‌ଏସ୍‌): ଅଭିଷେକ୍‌ ବର୍ମନଙ୍କ ଚଳଚ୍ଚିତ୍ର ‘କଲଙ୍କ’ରେ ନିଜର ଭୂମିକାକୁ ନେଇ ଅଭିନେତ୍ରୀ ସୋନାକ୍ଷୀ  ସିହ୍ନା ସନ୍ତୋଷ ବ୍ୟକ୍ତ କରିଛନ୍ତି।

ଇମ୍ରାନ୍‌ ହାସ୍‌ମିଙ୍କ ସହ ଫିଲ୍ମ କରି ରାତାରାତି ହିଟ୍‌ ହୋଇଥିଲେ ରୟାଲ ଫ୍ୟାମିଲିର ଏହି ଲଳନା

ଇମ୍ରାନ୍‌ ହାସ୍‌ମିଙ୍କ ସହ ଫିଲ୍ମ କରି ରାତାରାତି ହିଟ୍‌ ହୋଇଥିଲେ ରୟାଲ ଫ୍ୟାମିଲିର ଏହି ଲଳନା

ମୁମ୍ବାଇ: ବଲିଉଡ୍‌ର କିସିଙ୍ଗ ବୟ ଇମ୍ରାନ୍‌ ହାସ୍‌ମିଙ୍କ ସହ ଅଭିନୟ କରି ରାତା ରାତି ହିଟ୍‌ ହୋଇଥିଲେ ‘ଜନ୍ନତ’ର ନାୟିକା ସୋନାଲ ଚୌହାନ। ଅବଶ୍ୟ ଏବେ ସେ ଲାଇମ୍‌ ଲାଇଟରୁ ବହୁ ଦୂରରେ।

ଭାରତର ୫ମ ପୋଷ୍ଟର ରିଲିଜ୍‌

ଭାରତର ୫ମ ପୋଷ୍ଟର ରିଲିଜ୍‌

ମୁମ୍ବାଇ,୧୯।୪: ଅଲୀ ଅବ୍ବାସ ଜଫରଙ୍କ ଆଗାମୀ ଫିଲ୍ମ ଓ ସଲମାନଙ୍କ ବହୁ ପ୍ରତିକ୍ଷିତ  ଫିଲ୍ମ ଭାରତର ୫ମ ପୋଷ୍ଟର ରିଲିଜ୍‌ ହୋଇଛି। ପୂର୍ବରୁ ଏହି ଫିଲ୍ମର ୪ଟି ପୋଷ୍ଟର ରିଲିଜ ହୋଇସାରିଛି। 

ଅଭିଶେକଙ୍କ ସହ ଫିଲ୍ମ ରିଜେକ୍ଟ କଲେ ଐଶ୍‌

ଅଭିଶେକଙ୍କ ସହ ଫିଲ୍ମ ରିଜେକ୍ଟ କଲେ ଐଶ୍‌

ଐଶ୍ୱରା ରାୟ ବଚ୍ଚନଙ୍କ ଆଗାମୀ ସିନେମା କ’ଣ ତାହା କାହାକୁ ଜଣା ନାହିଁ। ନିକଟରେ ମଣିରତ୍ନମଙ୍କ ପ୍ରୋଜେକ୍ଟରେ ସେ ଶ୍ୱଶୁର ଅମିତାଭ ବଚ୍ଚନଙ୍କ ସହ ଅଭିନୟ କରିବେ ବୋଲି ଶୁଣିବାକୁ ମିଳୁଥିଲା।

ସ୍ବାର୍ଥପର ଶାହରୁଖ, କରନ୍‌

ସ୍ବାର୍ଥପର ଶାହରୁଖ, କରନ୍‌

କିଙ୍ଗ୍‌ ଖାନ୍‌ ଶାହରୁଖ୍‌ ଏବଂ ବଲିଉଡ୍‌ ନିର୍ଦ୍ଦେଶକ କରନ ଜୋହର ବହୁତ ସ୍ବାର୍ଥପର। ଏପରି କହିଛନ୍ତି ‘ବଧାଇ ହୋ’ ଫେମ୍‌ ନୀନା ଗୁପ୍ତା। ପ୍ରକୃତ କଥାଟା ହେଲା ନୀନାଙ୍କ ଝିଅ ମସାବା ବଲିଉଡ୍‌ରେ କ୍ୟାରିୟର କରିବାକୁ ଚାହୁଁଛନ୍ତି। 

ଭାଜପା ସହ କୌଣସି ସମ୍ବନ୍ଧ ନାହିଁ, ୫ ଥର ଏମ୍‌ପି ହେବାର ଅଫର୍‌କୁ ମନା କରିସାରିଛି: ବିବେକ

ଭାଜପା ସହ କୌଣସି ସମ୍ବନ୍ଧ ନାହିଁ, ୫ ଥର ଏମ୍‌ପି ହେବାର ଅଫର୍‌କୁ ମନା କରିସାରିଛି: ବିବେକ

ବମ୍ବେ: ଚଳଚ୍ଚିତ୍ର ‘ପିଏମ୍‌ ନରେନ୍ଦ୍ର ମୋଦି’କୁ ନେଇ ଚର୍ଚ୍ଚାରେ ଅଭିନେତା ବିବେକ୍‌ ଓବରଏ। ଫିଲ୍ମଟି ମୋଦିଙ୍କ ବାୟୋପିକ୍‌ ହୋଇଥିବା ହେତୁ ଏହାକୁ ରିଲିଜ କରାଯାଉନାହିଁ।


Model This Week

କ୍ରିଷ୍ଣା
Why Dharitri