ଜୀବନଚର୍ଯ୍ୟା |

ଶୀତରେ ବି ରହିବ ଗ୍ଲୋ

ଶୀତରେ ବି  ରହିବ ଗ୍ଲୋ

ଶୀତଦିନେ ଅଧିକାଂଶ ଗାଧୋଇବା ଲାଗି ଗରମ ପାଣି ବ୍ୟବହାର କରିଥାନ୍ତି। ଯଦିଓ ଏହା ଆରାମଦାୟକ, ହେଲେ ଏଥି ଯୋଗୁ ତ୍ୱଚା ଡ୍ରାଏ ହେବା, ଫାଟିବା ଏବଂ କଳା ପଡିବା ସମସ୍ୟା ଦେଖା ଦେଇଥାଏ। ତେଣୁ କେଉଁ ଉପାୟ ଆପଣାଇଲେ ଆପଣ ଗରମ ପାଣିରେ ଗାଧେଇବାର ସୁବିଧା ନେବା ସହ ପୂର୍ବ ପରି ତ୍ୱଚାର ଗ୍ଲୋ ରକ୍ଷା କରିପାରିବେ, ଜାଣି ରଖନ୍ତୁ ସେ ସମ୍ପର୍କରେ...

ସାବୁନ ବଦଳରେ ଲିକ୍ୱିଡ୍‌ ବଡି ଓ୍ବାଶ୍‌ ବ୍ୟବହାର କରନ୍ତୁ। ବର୍ତ୍ତମାନ ଶୀତଦିନ ଲାଗି ବିଭିନ୍ନ  କମ୍ପାନୀର ମଶ୍ଚରାଇଜର ବେସ୍‌ଡ ସାଓ୍ବାର୍‌ ଜେଲ୍‌ ମଧ୍ୟ ଉପଲବ୍ଧ, ଯାହା ମଧ୍ୟ ଆପଣଙ୍କ ତ୍ୱଚାକୁ ଡ୍ରାଏ ହେବାକୁ ଦେବ ନାହିଁ। 

ଏହି ଦିନେ ସପ୍ତାହରେ ଅତନ୍ତଃ ଦୁଇଥର ବେସନ ଏବଂ କ୍ଷୀର ପ୍ୟାକ୍‌ ଲଗାନ୍ତୁ। ଗାଧୋଇବା ପୂର୍ବରୁ ଏହି ପ୍ୟାକ୍‌କୁ ସାରା ଶରୀରରେ ଲଗାଇ କିଛି ସମୟ ରଖିବା ପରେ ସାବୁନ ବଦଳରେ କେବଳ ପାଣିରେ ହାଲୁକା ରଗଡି ଧୋଇ ଦିଅନ୍ତୁ। ଏହା ତ୍ୱଚାର ଡ୍ରାଏନେସ୍‌ ଦୂର କରି ଗ୍ଲୋ ବଢାଇବା ସହ ରଙ୍ଗ ସଫା କରିବାରେ ସାହାଯ୍ୟ କରିବ।

 ଯଦି ଆପଣ ଗାଧୋଇବାର ଅଧଘଣ୍ଟା ପୂର୍ବରୁ ଦେହରେ ଭଲ ଭାବେ ତେଲ ମସାଜ କରିବେ ତେବେ ତ୍ୱଚା ଆଦୌ ରୁକ୍ଷ ହେବ ନାହିଁ।

କ୍ଷୀରରେ ଅଧିକ ପରିମାଣରେ ମଶ୍ଚରାଇଜିଂ ତତ୍ତ୍ୱ ଭରି ରହିଛି, ଯାହାକି ତ୍ୱଚାର ଡ୍ରାଏନେସ୍‌ ଦୂର କରିବା ସହ ରଙ୍ଗ ମଧ୍ୟ ଗୋରା କରାଇଥାଏ। ତେଣୁ ଏକ ତୁଳା ସାହାଯ୍ୟରେ କ୍ଷୀର ନେଇ ମୁହଁ ଏବଂ ଦେହରେ ଭଲ ଭାବେ ଘଷି ଘଷି ଲଗାନ୍ତୁ। କିଛି ସମୟ ରଖିବା ପରେ ଗାଧେଇ ପଡନ୍ତୁ।

All Right Reserved By

ଜୀବନଚର୍ଯ୍ୟା |

କ୍ୟାନସରକୁ  ବି ଦୂରେଇଦିଏ ଏହି ଫଳ

କ୍ୟାନସରକୁ ବି ଦୂରେଇଦିଏ ଏହି ଫଳ

ଅଙ୍ଗୁରରେ ଥିବା ପୋଷକତତ୍ତ୍ୱ କ୍ୟାନସର ଓ ଡାଇବେଟିସ୍‌ ଭଳି ମାରାତ୍ମକ ରୋଗକୁ ଦୂରେଇ ଦେଇଥାଏ। ନିକଟରେ ଆମେରିକାରେ କରାଯାଇଥିବା ଏକ ଗବେଷଣାରୁ ଜଣାଯାଏ ଯେ ଅଙ୍ଗୁର ମଞ୍ଜିର ରସ ପିଇଲେ କ୍ୟାନସର ଭଳି ମାରାତ୍ମକ ବ୍ୟାଧି ବ୍ୟାପି ନ ଥାଏ। 

ଯୁବ ସୁଲଭ ଠାଣି ବଜାୟ ରଖିବା ପାଇଁ ସକାଳେ ଆପଣାନ୍ତୁ ଏହି ସହଜ ଉପାୟ...

ଯୁବ ସୁଲଭ ଠାଣି ବଜାୟ ରଖିବା ପାଇଁ ସକାଳେ ଆପଣାନ୍ତୁ ଏହି ସହଜ ଉପାୟ...

କପେ ଚା’ ଦିନଯାକର ମାନସିକ ଚାପରୁ ମୁକ୍ତି ଦେବା ସହିତ ଶରୀରରେ ଆଣିଥାଏ ଫୁର୍ତ୍ତି। ଚା’ର କେତେକ ଔଷଧୀୟ ଗୁଣ ରହିଛି ।

କଫ ହେଉଥିଲେ ସକାଳୁ ଆପଣାନ୍ତୁ ଏହି ସହଜ ଉପାୟ...

କଫ ହେଉଥିଲେ ସକାଳୁ ଆପଣାନ୍ତୁ ଏହି ସହଜ ଉପାୟ...

ଲବଙ୍ଗର ଔଷଧୀୟ ଗୁଣ ଅନେକ। ବର୍ଷାଦିନେ ସକାଳୁ ଲବଙ୍ଗକୁ ଗରମ ପାଣିରେ ଫୁଟାଇ  ପିଇଲେ ଏହା ଶରୀର ଲାଗି ହୋଇଥାଏ ହିତକର । 

ଆଣ୍ଠୁଗଣ୍ଠି ବାତରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ଆଣ୍ଠୁଗଣ୍ଠି ବାତରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ସାଲାଡ୍‌ ଖାଇବା ସ୍ବାସ୍ଥ୍ୟ ପାଇଁ ଖୁବ୍‌ ଲାଭଦାୟକ। ସାଲାଡ୍‌ରେ ପ୍ରଚୁର ପରିମାଣରେ ଭିଟାମିନ୍‌, ଫୋଲିକ୍‌ ଏସିଡ୍‌, କ୍ୟାଲସିୟମ, ମ୍ୟାଗ୍ନେସିୟମ, ଲୌହ ଓ ପୋଟାସିୟମ ଭଳି ପୁଷ୍ଟିକର ଉପାଦାନ ରହିଥାଏ।

ଅମୃତ ଭଣ୍ଡାର ଅମୃତ ଗୁଣ...

ଅମୃତ ଭଣ୍ଡାର ଅମୃତ ଗୁଣ...

ଅମୃତଭଣ୍ଡାରେ ଭରି ରହିଛି ଅନେକ ଅମୃତ ଗୁଣ। ଏହାର ବହୁ ଔଷଧୀୟ ଗୁଣ ଥିବାରୁ ଖାଦ୍ୟରେ ଏହାକୁ ନିୟମିତ ଗ୍ରହଣ କଲେ ଅନେକ ରୋଗ ଦୂର ହୁଏ। 

ରକ୍ତହୀନତାରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ରକ୍ତହୀନତାରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ସକାଳୁ ଆଖୁରସ ପିଇଲେ ମିଳେ ଅନେକ ଉପକାର। ଆଖୁରସରେ ଶରୀରକୁ ସୁସ୍ଥ ରଖିବା ଭଳି ଭିଟାମିନ୍‌,କ୍ୟାଲସିୟମ୍‌, ଫସଫରସ୍‌, ଗ୍ଲୁକୋଜ୍‌ ଆଦି ତତ୍ତ୍ୱ ଭରି ରହିଛି।

ସକାଳେ ଖାଆନ୍ତୁ ୪ଟି ଚିନା ବାଦାମ; ମିଳିବ ଅନେକ ଫାଇଦା...

ସକାଳେ ଖାଆନ୍ତୁ ୪ଟି ଚିନା ବାଦାମ; ମିଳିବ ଅନେକ ଫାଇଦା...

ପ୍ରତିଦିନ ସକାଳେ କିଛି ସମୟ ବ୍ୟାୟାମ ପରେ ୪ଟି ଚିନା ବାଦାମ ଖାଇଲେ ମିଳିଥାଏ ଅନେକ ଉପକାର। ନିୟମିତ ଏପରି କଲେ କ୍ୟାନସରରୁ ମୁକ୍ତି ମିଳିପାରିିବ ବୋଲି ଆୟୁର୍ବେଦରେ ଉଲ୍ଲେଖ କରାଯାଇଛି। 

ଥ୍ରେଡିଂ ପରେ...

ଥ୍ରେଡିଂ ପରେ...

ମୁହଁକୁ ସୁନ୍ଦର ଦେଖାଯିବାକୁ  ହେଲେ ମହିଳାମାନେ ଥ୍ରେଡିଂ କରିଥାନ୍ତି । ଥ୍ରେଡିଂ ପରେ ସେମାନେ ଏମିତି କିଛି ଭୁଲ୍‌ କରିଥାନ୍ତି ତାହା ପରବର୍ତ୍ତୀ ସମୟରେ ଚିନ୍ତାର କାରଣ ହୋଇଥାଏ । ତେବେ ଏଭଳି ସମସ୍ୟାରୁ ଦୂରେଇ ରହିବାପାଇଁ ନିମ୍ନୋକ୍ତ ଟିପ୍ସକୁ ଆପଣାଇପାରିବେ.....

ସକାଳେ ଖାଆନ୍ତୁ ଡ୍ରାଏ ଫ୍ରୁଟସ୍‌ ରହିବେ ବହୁ ରୋଗରୁ ଦୂରେଇ...

ସକାଳେ ଖାଆନ୍ତୁ ଡ୍ରାଏ ଫ୍ରୁଟସ୍‌ ରହିବେ ବହୁ ରୋଗରୁ ଦୂରେଇ...

ସକାଳେ ଡ୍ରାଏ ଫ୍ରୁଟସ୍‌  ଖାଇଲେ ମିଳିଥାଏ ଅନେକ ସୁଫଳ। ଏହା ଯୋଗୁ ମେଦବହୁଳତା ହ୍ରାସ ପାଇଥାଏ। ନିୟମିତ ଏପରି କଲେ ୬ମାସରୁ ଏକ ବର୍ଷ ମଧ୍ୟରେ ବିନା ଡାଏଟିଂରେ ତଥା ବ୍ୟାୟାମରେ ଜଣେ ସ୍ଲିମ୍‌ ହୋଇପାରିବେ। 

ସକାଳେ ପିଅନ୍ତୁ ଅଧାକପ୍‌ କିସ୍‌ମିସ୍‌ ପାଣି; ରହିବେ ବହୁ ରୋଗରୁ ଦୂରେଇ...

ସକାଳେ ପିଅନ୍ତୁ ଅଧାକପ୍‌ କିସ୍‌ମିସ୍‌ ପାଣି; ରହିବେ ବହୁ ରୋଗରୁ ଦୂରେଇ...

ସକାଳୁ କିଛି ସମୟ ବ୍ୟାୟାମ କରିବା ପରେ ଖାଲି ପେଟରେ କିସ୍‌ମିସ୍‌ ପାଣି ପିଇଲେ ସ୍ବାସ୍ଥ୍ୟ ଲାଗି ଖୁବ୍‌ ଭଲ। ନିୟମିତ ଏପରିକଲେ ହାର୍ଟ ଆଟାକ୍‌ରୁ ମୁକ୍ତି ମିଳିଥାଏ। ଏହା ଲିଭରର କାର୍ଯ୍ୟକୁ ସ୍ବାଭାବିକ କରିବା ସହିତ ଏସିଡିଟି ସମସ୍ୟା ଦୂର କରେ।

ଅନ୍ତର୍ଜାତୀୟ ଅପସ୍ମାର ଦିବସ  ସମ୍ପର୍କରେ ଉପସ୍ଥାପନା...

ଅନ୍ତର୍ଜାତୀୟ ଅପସ୍ମାର ଦିବସ ସମ୍ପର୍କରେ ଉପସ୍ଥାପନା...

ଆଜି (ପ୍ରତିବର୍ଷ ଫେବୃୟାରୀ ଦ୍ୱିତୀୟ ସୋମବାର) ହେଉଛି ଅନ୍ତର୍ଜାତୀୟ ଅପସ୍ମାର ଦିବସ। ସେ ସମ୍ପର୍କରେ ଉପସ୍ଥାପନା...

କ୍ୟାନସର ଚିହ୍ନଟର ନୂଆ ଉପାୟ

କ୍ୟାନସର ଚିହ୍ନଟର ନୂଆ ଉପାୟ

ସମଗ୍ର ବିଶ୍ୱରେ ଚିନ୍ତାର କାରଣ ପାଲଟିଥିବା ପ୍ରମୁଖ କେତୋଟି ରୋଗ ମଧ୍ୟରୁ କ୍ୟାନ୍‌ସର ଅନ୍ୟତମ। ପ୍ରାରମ୍ଭିକ ଅବସ୍ଥାରେ କେତେକ କ୍ୟାନ୍‌ସରକୁ ଚିହ୍ନଟ କରାଯାଇପାରିଲେ ଏଥିରୁ ଆରୋଗ୍ୟ ମିଳି ପାରୁଛି।