ଜାତୀୟ |

ରାଜଧାନୀରେ ବଦଳିଲା ପାଣିପାଗର ମିଜାଜ୍‌

ରାଜଧାନୀରେ ବଦଳିଲା ପାଣିପାଗର ମିଜାଜ୍‌

ନୂଆଦିଲ୍ଲୀ,୨୨।୧: ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ରାଜଧାନୀ ଦିଲ୍ଲୀରେ ସୋମବାର ରାତି ଓ ମଙ୍ଗଳବାର ସକାଳୁ ବର୍ଷା ହୋଇଛି। ଫଳରେ ସାଧାରଣ ଜୀବନଯାତ୍ରା ମନ୍ଥର ହୋଇଯାଇଛି। ଅନ୍ୟପଟେ ବର୍ଷା ଯୋଗୁ ଥଣ୍ଡାର ପ୍ରକୋପ ମଧ୍ୟ ବଢି ଯାଇଛି। ସେପଟେ ହିମାଚଳ ପ୍ରଦେଶର ଓ  ଉତ୍ତରାଖଣ୍ଡରେ ତୁଷାରପାତ ହୋଇଛି। 

All Right Reserved By

ଜାତୀୟ |

ଏନ୍‌କାଉଣ୍ଟର ପରେ ଜମ୍ମୁ-କଶ୍ମୀରରେ ସ୍ଥାନୀୟ ଲୋକଙ୍କ ବିରୋଧ ପ୍ରଦର୍ଶନ

ଏନ୍‌କାଉଣ୍ଟର ପରେ ଜମ୍ମୁ-କଶ୍ମୀରରେ ସ୍ଥାନୀୟ ଲୋକଙ୍କ ବିରୋଧ ପ୍ରଦର୍ଶନ

ଶ୍ରୀନଗର,୧୮।୨: ପରେ ଜମ୍ମୁ-କଶ୍ମୀର ପୁଲଓ୍ବାମା ପିଙ୍ଗଲିନ ଅଞ୍ଚଳରେ ଏନ୍‌କାଉଣ୍ଟର ପରେ ସ୍ଥାନୀୟ ଜନତା ଆରମ୍ଭ କରିଛନ୍ତି ବିରୋଧ ପ୍ରଦର୍ଶନ।

ପାକିସ୍ତାନ କଳାକାରଙ୍କୁ ବାରଣ କଲା ଏଆଇସିଡବ୍ଲୁଏ

ପାକିସ୍ତାନ କଳାକାରଙ୍କୁ ବାରଣ କଲା ଏଆଇସିଡବ୍ଲୁଏ

ନୂଆଦିଲ୍ଲୀ,୧୮।୨: ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ସବୁ ମହଲରୁ ନିନ୍ଦା କରାଯାଉଛି। ସୋମବାର ଅଲ ଇଣ୍ଡିଆ ସିନେ ଓ୍ବାର୍କର୍ସ ଆସୋସିଏଶନ(ଏଆଇସିଡବ୍ଲୁଏ) ପକ୍ଷରୁ କୌଣସି ପାକିସ୍ତାନ କଳାକାରଙ୍କୁ ସୁଯୋଗ ଦିଆଯିବ ନାହିଁ ବୋଲି ଦୃଢ ଭାବେ ପ୍ରକାଶ କରିଛି। 

ବିବାହରେ ସାତଫେରା ପରେ ଯୌତୁକ ଲୋଭୀ ବର ସାଙ୍ଗରେ ଯିବାକୁ ମନା କଲେ କନ୍ୟା

ବିବାହରେ ସାତଫେରା ପରେ ଯୌତୁକ ଲୋଭୀ ବର ସାଙ୍ଗରେ ଯିବାକୁ ମନା କଲେ କନ୍ୟା

ଗ୍ବାଲିୟର,୧୮।୨: ବିବାହରେ ଯୌତୁକ ନେଇ ଅନେକ ସମୟରେ କନ୍ୟାପିତାଙ୍କୁ ଭିିନ୍ନ ଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତେବେ ମଧ୍ୟପ୍ରଦେଶ ଦତିଆରେ ଜଣେ କନ୍ୟା ବିବାହରେ ସାତଫେରା ପରେ ଯୌତୁକ ଲୋଭୀ ବର ସାଙ୍ଗରେ ଯିବାକୁ ମନା କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି।

ଭାଜପାର ନିଲମ୍ବିତ ନେତା ଧରିଲେ କଂଗ୍ରେସର ହାତ

ଭାଜପାର ନିଲମ୍ବିତ ନେତା ଧରିଲେ କଂଗ୍ରେସର ହାତ

ନୂଆଦିଲ୍ଲୀ,୧୮।୨: ଭାଜପାରୁ ନିଲମ୍ବିତ ଲୋକସଭା ସଦସ୍ୟ କିର୍ତ୍ତି ଆଜାଦ ସୋମବାର କଂଗ୍ରେସରେ ସାମିଲ ହୋଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ସୋମବାର ସେ ଦଳରେ ସାମିଲ ହୋଇଥିବା ନେଇ ଟୁଇଟର ମାଧ୍ୟମରେ ଜଣାଇଛନ୍ତି। 

୨୬୨ ନବବିବାହିତ ଯୋଡ଼ି ଶହୀଦ୍‌ ପରିବାରଙ୍କୁ ଦେଲେ ୬୧ ଲକ୍ଷ ଆର୍ଥିକ ସହାୟତା

୨୬୨ ନବବିବାହିତ ଯୋଡ଼ି ଶହୀଦ୍‌ ପରିବାରଙ୍କୁ ଦେଲେ ୬୧ ଲକ୍ଷ ଆର୍ଥିକ ସହାୟତା

ସୁରଟ,୧୮।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ୍‌ ପରିବାରଙ୍କ ପାଇଁ ଦେଶର ବିଭିନ୍ନ ବର୍ଗଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କାର୍ଯ୍ୟ ଜାରି ରହିଛି।

କଶ୍ମୀର ସମସ୍ୟାର ସମାଧାନ ନ ହେଲେ ପୁଲଓ୍ବାମା ଭଳି ଆକ୍ରମଣ ଜାରି ରହିବ: ଫାରୁକ୍‌ ଅବଦୁଲ୍ଲା

କଶ୍ମୀର ସମସ୍ୟାର ସମାଧାନ ନ ହେଲେ ପୁଲଓ୍ବାମା ଭଳି ଆକ୍ରମଣ ଜାରି ରହିବ: ଫାରୁକ୍‌ ଅବଦୁଲ୍ଲା

ନୂଆଦିଲ୍ଲୀ,୧୮।୨: ନ୍ୟାଶନାଲ କନଫରେନ୍ସର ନେତା ଫାରୁକ୍‌ ଅବଦୁଲ୍ଲା ପୁଣି ଥରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ପୁଲଓ୍ବାମାରେ ସିଆର୍‌ପିଏଫ୍‌ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ସେ ଏମିତି ବୟାନ ଦେଇଛନ୍ତି। 

ଧାରା ୩୭୦ର ଉଚ୍ଛେଦ ପାଇଁ ଏହା କ’ଣ ଉପଯୁକ୍ତ ସମୟ!

ଧାରା ୩୭୦ର ଉଚ୍ଛେଦ ପାଇଁ ଏହା କ’ଣ ଉପଯୁକ୍ତ ସମୟ!

ନୂଆଦିଲ୍ଲୀ,୧୮।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଦେଶରେ ଜାରି ରହିଛି ଶୋକାକୁଳ ସ୍ଥିତି। ସେହିପରି ଜମ୍ମୁ-କଶ୍ମୀରରେ ମଧ୍ୟ ସାମ୍ପ୍ରଦାୟିକ ଉତ୍ତେଜନା ଦେଖାଦେଇଛି।

ଭାଜପା ନେତାଙ୍କ ଝିଅ ଅପହରଣ ମାମଲା: ବାପା ଗିରଫ

ଭାଜପା ନେତାଙ୍କ ଝିଅ ଅପହରଣ ମାମଲା: ବାପା ଗିରଫ

କୋଲକାତା,୧୮।୨: ପଶ୍ଚିମବଙ୍ଗ ବୀରଭୂମି ଜିଲାରେ ଗତ ଗୁରୁବାର ଜଣେ ଭାଜପା ନେତାଙ୍କ ଝିଅଙ୍କୁ ଅପହରଣ କରାଯାଇଥିଲା।

ଭୁଲରେ ବି ଡାଉନ ଲୋଡ୍‌ କରନ୍ତୁ ନାହିଁ ଏହି ଆପ

ଭୁଲରେ ବି ଡାଉନ ଲୋଡ୍‌ କରନ୍ତୁ ନାହିଁ ଏହି ଆପ

ନୂଆଦିଲ୍ଲୀ,୧୮।୨: ଯେଉଁମାନେ ନେଟ୍‌ ବ୍ୟାଙ୍କିଙ୍ଗ କରୁଛନ୍ତି ସେମାନେ ଭୁଲରେ ମଧ୍ୟ Any Desk App ଡାଉନ୍‌ଲୋଡ୍‌ କରନ୍ତୁ ନାହିଁ। ଏକଥା କହିଛି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ। କାରଣ ଯେଉଁମାନେ ଗୁଗଲ ପ୍ଲେ ଷ୍ଟୋର ଯାଇ ଏହି ଆପ ଡାଉନଲୋଡ୍‌ କରୁଛନ୍ତି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଖାଲି ହୋଇ ଯାଉଛି। 

ପଚି ଯିବ ପଛେ ପାକିସ୍ତାନକୁ ଦେବୁନି ଟମାଟୋ; କହିଲେ ଭାରତୀୟ ଚାଷୀ

ପଚି ଯିବ ପଛେ ପାକିସ୍ତାନକୁ ଦେବୁନି ଟମାଟୋ; କହିଲେ ଭାରତୀୟ ଚାଷୀ

ଗ୍ବାଲିୟର,୧୮।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତରେ ସୃଷ୍ଟି ହୋଇଛି ଶୋକାକୂଳ ସ୍ଥିତି। ପାକିସ୍ତାନ ବିରୋଧରେ ଭାରତୀୟଙ୍କ ମଧ୍ୟରେ ଦେଖାଦେଇଛି ଆକ୍ରୋଶ ଭାବ। 

୪ ମାସ ତଳେ ରଚାଯାଇଥିଲା ପୁଲଓ୍ବାମା ଆକ୍ରମଣ ଷଡ଼ଯନ୍ତ୍ର:ରାଓ୍ବଲପିଣ୍ଡିରୁ ମିଳିଥିଲା ନିର୍ଦ୍ଦେଶ

୪ ମାସ ତଳେ ରଚାଯାଇଥିଲା ପୁଲଓ୍ବାମା ଆକ୍ରମଣ ଷଡ଼ଯନ୍ତ୍ର:ରାଓ୍ବଲପିଣ୍ଡିରୁ ମିଳିଥିଲା ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୮ା୨:ପାକିସ୍ତାନ ଯେତେ ମନାକଲେ ବି ସତକୁ ଆଉ ଲୁଚାଇ ପାରୁନାହିଁ। ପୁଲଓ୍ବାମା ଆକ୍ରମଣରେ ପଡ଼ୋଶୀ ଦେଶର ସମ୍ପୃକ୍ତି ନେଇ ଗୋଟିଏ ପରେ ଗୋଟିଏ ପ୍ରମାଣ ସାମ୍ନାକୁ ଆସିବାରେ ଲଗିଲାଣି। 

ନକଲି ପ୍ରମାଣପତ୍ର ଦେଇ ସେନାରେ ନିଯୁକ୍ତିି: ୪୨ ପ୍ରାର୍ଥୀଙ୍କ ଉପରେ ତଦନ୍ତ ଆରମ୍ଭ

ନକଲି ପ୍ରମାଣପତ୍ର ଦେଇ ସେନାରେ ନିଯୁକ୍ତିି: ୪୨ ପ୍ରାର୍ଥୀଙ୍କ ଉପରେ ତଦନ୍ତ ଆରମ୍ଭ

ଚଣ୍ଡିଗଡ଼,୧୮।୨: ପଞ୍ଜାବ ଲୁଧିଆନାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଥିବା ସ୍ଥଳସେନା ନିଯୁକ୍ତି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ଯେ, ୪୨ ଜଣ ପ୍ରାର୍ଥୀ ନକଲି ପ୍ରମାଣ ପତ୍ର ଦେଇ ସେନାରେ ନିଯୁକ୍ତି ପାଇଛନ୍ତି।