ଜାତୀୟ |

ଅଙ୍କିତାଙ୍କ ପରେ କୃତି ସେନନ୍‌ଙ୍କ ସହ ଡେଟିଂ କରୁଥିଲେ ସୁଶାନ୍ତ ସିଂ

ଅଙ୍କିତାଙ୍କ ପରେ କୃତି ସେନନ୍‌ଙ୍କ ସହ ଡେଟିଂ କରୁଥିଲେ ସୁଶାନ୍ତ ସିଂ

ମୁମ୍ବାଇ,୨୧।୧: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ସୋମବାର ୩୩ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୬ ଜାନୁୟାରୀ ୨୧ରେ ସେ ବିହାର ପାଟନାଠାରେ ଜନ୍ମଗ୍ରହଣ କରିଥିଲେ। ଇଞ୍ଜିନିୟରିଂ ପାଠ ଶେଷ ପରେ ସେ ଛୋଟ ପରଦାରେ ପବିତ୍ର ରିସ୍ତା ସିରିଏଲ୍‌ରେ ଅଙ୍କିତା ଲୋଖଣ୍ଡେଙ୍କ ସହିତ ଅଭିନୟ କରି ଦେଶର ଘରେ ଘରେ ବେଶ୍‌ ଚର୍ଚ୍ଚାରେ ରହିଥିଲେ। ଏହି ସିରିଏଲ୍‌ରୁ ଅଙ୍କିତାଙ୍କ ସହିତ ତାଙ୍କର ଅନ୍‌ସ୍କ୍ରିନ୍‌ ତଥା ଅଫ୍‌ସ୍କ୍ରିନ୍‌ ରୋମାନ୍ସ୍‌ ଆରମ୍ଭ ହୋଇଥିଲା। ପରେ ସୁଶାନ୍ତଙ୍କୁ ବଲିଉଡ୍‌ରୁ ମିଳିଥିଲା ଅଫର। ପିକେ ଫିଲ୍ମ ତାଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା। ପରେ ଅଙ୍କିତାଙ୍କ ସହିତ ହୋଇଥିଲା ତାଙ୍କର ବ୍ରେକ୍‌ ଅପ୍‌। ଏହାପରେ ସୁଶାନ୍ତ କୃତି ସେନନଙ୍କ ସହିତ ତାଙ୍କର ଡେଟିଂ ନେଇ ବଲିଉଡ୍‌ରେ ବେଶ୍‌ ଚର୍ଚ୍ଚା ହୋଇଥିଲା।

All Right Reserved By

ଜାତୀୟ |

ନିଜ ରକ୍ତ ଦେଇ ନବଜାତ ଶିଶୁ ଏବଂ ମା’ ଜୀବନ ବଞ୍ଚାଇଲେ ଯବାନ

ନିଜ ରକ୍ତ ଦେଇ ନବଜାତ ଶିଶୁ ଏବଂ ମା’ ଜୀବନ ବଞ୍ଚାଇଲେ ଯବାନ

ଶ୍ରୀନଗର, ୨୧।୪: ନିଜ ରକ୍ତ ଦେଇ ଜଣେ ନବଜାତ ଶିଶୁ ଏବଂ ତାଙ୍କ ମା’ଙ୍କ ଜୀବନ ବଞ୍ଚାଇଛନ୍ତି ଜଣେ ସିଆରପିଏଫ ଯବାନ। 

କଂଗ୍ରେସ ଅଧ୍ୟକ୍ଷଙ୍କ ଅନୁମତି ମିଳିଲେ ମୁଁ ନିର୍ବାଚନ ଲଢିବି: ପ୍ରିୟଙ୍କା

କଂଗ୍ରେସ ଅଧ୍ୟକ୍ଷଙ୍କ ଅନୁମତି ମିଳିଲେ ମୁଁ ନିର୍ବାଚନ ଲଢିବି: ପ୍ରିୟଙ୍କା

ନୂଆଦିଲ୍ଲୀ,୨୧।୪: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ନିର୍ବାଚନ ଲଢନ୍ତୁ ବୋଲି ଅନେକ କଂଗ୍ରେସ କର୍ମୀ ଚାହାଁନ୍ତି। ଏମିତିକି ସେ ଉତ୍ତର ପ୍ରଦେଶରୁ ନିର୍ବାଚନ ଲଢନ୍ତୁ ବୋଲି ତାଙ୍କୁ ଅନୁରୋଧ କରାଯାଇଛି।

ନିଆରା ପ୍ରାର୍ଥୀ: ପ୍ରତିଦିନ ୬୦ କିମି ସାଇକେଲ ଚଲାଇ କରୁଛନ୍ତି ପ୍ରଚାର, ପ୍ରଦୂଷଣ ମୁକ୍ତ ପାଇଁ ମୋତେ ଦିଅନ୍ତୁ ଭୋଟ

ନିଆରା ପ୍ରାର୍ଥୀ: ପ୍ରତିଦିନ ୬୦ କିମି ସାଇକେଲ ଚଲାଇ କରୁଛନ୍ତି ପ୍ରଚାର, ପ୍ରଦୂଷଣ ମୁକ୍ତ ପାଇଁ ମୋତେ ଦିଅନ୍ତୁ ଭୋଟ

ପୁଣେ, ୨୧।୪: ଦେଶରେ ଏବେ ନିର୍ବାଚନୀ ମାହୋଲ। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ ପକ୍ଷରୁ ଚାଲିଛି ଜୋରଦାର ପ୍ରଚାର। ପ୍ରାର୍ଥୀମାନେ ସୁସଜ୍ଜିତ ଗାଡିରେ ବସି ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି। 

ବାହାଘର ଅଧାରୁ ବନ୍ଦ କରି ପ୍ରେମିକଙ୍କୁ ବିବାହ କରିବାକୁ ଜିଦ୍‌ ଧରିଲେ କନ୍ୟା

ବାହାଘର ଅଧାରୁ ବନ୍ଦ କରି ପ୍ରେମିକଙ୍କୁ ବିବାହ କରିବାକୁ ଜିଦ୍‌ ଧରିଲେ କନ୍ୟା

ଇଟାଓ୍ବା,୨୧।୪: ଉତ୍ତର ପ୍ରଦେଶ ଇଟାଓ୍ବା ଜିଲା ଅନ୍ତର୍ଗତ ଶାହିନ ଗାଁରେ ଶନିବାର ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି। ଗତ ଶନିବାର ଏହି ଗାଁର ଏକ ପରିବାର ବାହାଘର ପାଇଁ ଖୁବ୍‌ ବ୍ୟସ୍ତ ଥାଆନ୍ତି।

ଦୁଃଖ ସମୟରେ ଶ୍ରୀଲଙ୍କା ସହିତ ଭାରତ ରହିଛି: ମୋଦି

ଦୁଃଖ ସମୟରେ ଶ୍ରୀଲଙ୍କା ସହିତ ଭାରତ ରହିଛି: ମୋଦି

ନୂଆଦିଲ୍ଲୀ,୨୧।୪: କଲମ୍ବୋରେ ହୋଇଥିବା ସିରିଜ୍‌ ବିସ୍ଫୋରଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଡ଼ା ସମାଲୋଚନା କରିବା ସହିତ ଏଭଳି ଦୁଃଖଦ ସ୍ଥିିତିରେ ଶ୍ରୀଲଙ୍କା ସହିତ ଭାରତ ରହିଛି ବୋଲି ପ୍ରକାଶ କରିଛନ୍ତି। 

କହ୍ନେୟା କୁମାରଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଲେ ବଲିଉଡ୍‌ ଷ୍ଟାର

କହ୍ନେୟା କୁମାରଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଲେ ବଲିଉଡ୍‌ ଷ୍ଟାର

ନୂଆଦିଲ୍ଲୀ,୨୧।୪: ଲୋକ ସଭା ନିର୍ବାଚନ ୨୦୧୯ରେ ବିହାରର ବେଗୁସରାଇ ଆସନ ହଟ୍‌ ସିଟ୍‌ ପାଲଟିଛି। କହ୍ନେୟା କୁମାର ଏହି ଆସନରୁ ନିର୍ବାଚନ ଲଢୁଥିବା ବେଳେ ଭାଜପାର ଫାୟାରବ୍ରାଣ୍ଡ ନେତା ଗିରିରାଜ ସିଂ ମଧ୍ୟ ଏହି ଆସନରୁ ନିର୍ବାଚନ ଲଢୁଛନ୍ତି।

ହାର୍ଦ୍ଦିକ ପଟେଲଙ୍କ ଜୀବନ ପ୍ରତି ବିପଦ: ଲୋଡିଲେ ପୋଲିସ ସହାୟତା

ହାର୍ଦ୍ଦିକ ପଟେଲଙ୍କ ଜୀବନ ପ୍ରତି ବିପଦ: ଲୋଡିଲେ ପୋଲିସ ସହାୟତା

ଜାମ୍‌ନଗର,୨୧।୪:  ଏକ ନିର୍ବାଚନୀ ସଭାରେ ଜଣେ ବ୍ୟକ୍ତି ହାର୍ଦ୍ଦିକ ପଟେଲଙ୍କୁ ଚାପୁଡ଼ା ମାରିଥିଲେ। ଏହାପରେ ହାର୍ଦ୍ଦିକ ତାଙ୍କ ଜୀବନପ୍ରତି ବିପଦଥିବା ସୂଚିତ କରି ସ୍ଥାନୀୟ ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି।

ଜେଟ୍‌ଲୀଙ୍କୁ ଭେଟିଲେ ଜେଟ୍‌ ଏୟାରଓ୍ବେଜ୍‌ କର୍ମଚାରୀ

ଜେଟ୍‌ଲୀଙ୍କୁ ଭେଟିଲେ ଜେଟ୍‌ ଏୟାରଓ୍ବେଜ୍‌ କର୍ମଚାରୀ

ନୂଆଦିଲ୍ଲୀ,୨୧।୪: ଆର୍ଥିକ ସଙ୍କଟ କାରଣରୁ ଜେଟ୍‌ ଏୟାରଓ୍ବେଜ ବନ୍ଦ ହୋଇଯିବା ପରେ ପ୍ରାୟ ୨୨ ହଜାର କର୍ମଚାରୀଙ୍କ ଭବିଷ୍ୟତ ଏବେ ଅନ୍ଧକାରରେ ବୁଡ଼ି ଯାଇଛି।

ଜେଟ ଏୟାରରେ ଫଶିିଛି ଯାତ୍ରୀଙ୍କ ରିଫଣ୍ଡ ବାବଦ ୩,୫୦୦ କୋଟି ଟଙ୍କା

ଜେଟ ଏୟାରରେ ଫଶିିଛି ଯାତ୍ରୀଙ୍କ ରିଫଣ୍ଡ ବାବଦ ୩,୫୦୦ କୋଟି ଟଙ୍କା

ନୂଆଦିଲ୍ଲୀ, ୨୧।୪: ଜେଟ ଏୟାର ବିମାନ ସେବା ବନ୍ଦ କରିବା ପରେ ଆଗୁଆ ବୁକିଂ କରିଥିବା ଗ୍ରାହକ ଏବେ ଅସୁବିଧାରେ ପଡି ଯାଇଛନ୍ତି। ଅଗ୍ରିମ ବୁକିଂ ବାବଦକୁ କମ୍ପାନୀ ନିକଟରେ ଗ୍ରାହକଙ୍କ ୩,୫୦୦ କୋଟି ଟଙ୍କା ରହିଯାଇଛି। 

ଭାଜପାର ଏହି ବାହୁବଳୀ ପ୍ରାର୍ଥୀଙ୍କ ନାଁରେ ଥିବା ଆପରାଧିକ ମାମଲାର ବିବରଣୀ ଦେବାକୁ ଲାଗିଲା ୪ପୃଷ୍ଠା କାଗଜ

ଭାଜପାର ଏହି ବାହୁବଳୀ ପ୍ରାର୍ଥୀଙ୍କ ନାଁରେ ଥିବା ଆପରାଧିକ ମାମଲାର ବିବରଣୀ ଦେବାକୁ ଲାଗିଲା ୪ପୃଷ୍ଠା କାଗଜ

ଥିରୁଭାନନ୍ତପୁରମ,୨୧।୪: କେରଳର ପାଥନମଥିଟ୍ଟା ଲୋକ ସଭା ଆସନରୁ ଏଥର ଭାଜପା ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି କେ. ସୁରେନ୍ଦ୍ରନ୍‌। 

ଛତିଗଡ଼ରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ

ଛତିଗଡ଼ରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ

ବିଜାପୁର,୨୧।୪: ଛତିଶଗଡ଼ ପୋଲିସ ଓ ଗ୍ରେହାଉଣ୍ଡ ଫୋର୍ସଙ୍କ ମିଳିତ ଉଦ୍ୟମରେ ବିଜାପୁରରେ ହୋଇଥିବା ଅପରେଶନରେ ରବିବାର ୨ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। 

ଅଭିନେତ୍ରୀ ସାଇରା ଖାଁଙ୍କ ପରଲୋକ

ଅଭିନେତ୍ରୀ ସାଇରା ଖାଁଙ୍କ ପରଲୋକ

ମୁମ୍ବାଇ,୨୧।୪: ଫିଲ୍ମ ‘କାମସୂତ୍ର ୩ଡି’ରେ କାମ କରିଥିବା ଅଭିନେତ୍ରୀ ସାଇରା ଖାଁଙ୍କ ପରଲୋକ ହୋଇଛି। ଶୁକ୍ରବାର ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri