ଅନ୍ତର୍ଜାତୀୟ |

ସୌଦିର ୧୧ ଯୁବରାଜ ଗିରଫ

ସୌଦିର ୧୧ ଯୁବରାଜ ଗିରଫ

ରିଆଦ୍‌, ୫।୧୧: ସୌଦି ରାଜା ଶାହ ସଲମାନ୍‌ ୧୧ ଜଣ ଯୁବରାଜଙ୍କୁ ଦୁନୀର୍ତି ଅଭିଯୋଗରେ ବିଭିନ୍ନ ପଦପଦବୀରୁ ହଟାଇବା ସହିତ ସେମାନଙ୍କୁ ଗିରଫ କରିଛନ୍ତି। ଏକ ଦୁନୀର୍ତି ନିବାରଣ କମିଟି ଗଠନ କରାଯାଇ ଏହା କରାଯାଇଛି। କମିଟି ଗଠନର ୪ ଘଣ୍ଟା ମଧ୍ୟରେ ଯୁବରାଜମାନଙ୍କ ସମେତ ୧୨ରୁ ଅଧିକ ପୂର୍ବ ମନ୍ତ୍ରୀଙ୍କୁ ମଧ୍ୟ ଗିରଫ କରାଯାଇଛି। ୪ ମନ୍ତ୍ରୀ ଏବଂ କେତେକ ପୂର୍ବମନ୍ତ୍ରୀଙ୍କୁ ପଚରା ଉଚରା ଜାରି ରହିଛି। ୨୦୦୯ରେ ଜେଦାରେ ହୋଇଥିବା ବନ୍ୟା ଏବଂ ୨୦୧୨ରେ ମର୍ସ ଭୁତାଣୁ ସଂକ୍ରମଣର ଯାଞ୍ଚ୍‌ ପୁଣି ଥରେ ଆରମ୍ଭ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ନାମ ପ୍ରକାଶ କରାଯାଇ ନାହିଁ। ଅନେକ ଦିନ ଧରି ଦୁନୀର୍ତିର ଯାଞ୍ଚ୍‌ ପାଇଁ ଦାବି ହେଉଥିଲା। ତେବେ କମିଟି ଗଠନ ହୋଇ ନ ଥିବାରୁ ଯାଞ୍ଚ୍‌ କାର୍ଯ୍ୟ ବିଳମ୍ବ ହେଉଥିଲା ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

All Right Reserved By

ଅନ୍ତର୍ଜାତୀୟ |

ଚଳିତ ବର୍ଷ ଶେଷ ସୁଦ୍ଧା ସମରାଭ୍ୟାସ କରିବେ ଭାରତ-ଆମେରିକା ସେନା

ଚଳିତ ବର୍ଷ ଶେଷ ସୁଦ୍ଧା ସମରାଭ୍ୟାସ କରିବେ ଭାରତ-ଆମେରିକା ସେନା

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୫।୭: ଭାରତ ଓ ଆମେରିକାର ୩ ସେନାଙ୍କ ମଧ୍ୟରେ ଚଳିତ ବର୍ଷ ଶେଷ ସୁଦ୍ଧା ସମରାଭ୍ୟାସ ହେବା ଅନୁମାନ କରାଯାଉଛି। ଏହା ପୂର୍ବରୁ ଯଦିଓ ଆମେରିକା ସେନା ସହ ଭାରତୀୟ ସେନା ସମରାଭ୍ୟାସ କରି ସାରିଛନ୍ତି ତଥାପି ଏକାସାଙ୍ଗରେ ସ୍ଥଳ ସେନା, ବାୟୁ ସେନା ଓ ନୌସେନାଙ୍କର ସମରାଭ୍ୟାସ ଇତିହାସରେ ପ୍ରଥମ ଥର ହେବ।

ନିର୍ବାଚନ ପୂର୍ବରୁ ହାଫିଜଙ୍କୁ ଝଟ୍‌କା

ନିର୍ବାଚନ ପୂର୍ବରୁ ହାଫିଜଙ୍କୁ ଝଟ୍‌କା

ଲାହୋର,୧୫।୬: ପାକିସ୍ତାନ ସାଧାରଣ ନିର୍ବାଚନ ପୂର୍ବରୁ ମିଲ୍ଲି ମୁସଲିମ୍‌ ଲିଗ୍‌(ଏମ୍‌ଏମ୍‌ଏଲ୍‌)ନେତା ତଥା ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ୍‌ ସୟିଦଙ୍କୁ ଲାଗିଛି ଝଟ୍‌କା।

ଉତ୍ତର-ପୂର୍ବ ରାଜ୍ୟରେ ବଢୁଛି ଉଚ୍ଚ ରକ୍ତଚାପ ଓ ମସ୍ତିଷ୍କାଘାତ ରୋଗୀଙ୍କ ସଂଖ୍ୟା

ଉତ୍ତର-ପୂର୍ବ ରାଜ୍ୟରେ ବଢୁଛି ଉଚ୍ଚ ରକ୍ତଚାପ ଓ ମସ୍ତିଷ୍କାଘାତ ରୋଗୀଙ୍କ ସଂଖ୍ୟା

ନୂଆଦିଲ୍ଲୀ/ଟରୋଣ୍ଟୋ,୧୫।୭: ଦେଶର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଉଚ୍ଚ ରକ୍ତଚାପ ଓ ମସ୍ତିଷ୍କାଘାତ ରୋଗୀଙ୍କ ସଂଖ୍ୟା ବଢୁଛି। ପରିବର୍ତ୍ତିତ ଜୀବନଶୈଳୀ ଏବଂ ଅନ୍ୟ କେତେକ କାରଣରୁ ଏହା ହେଉଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଟୁଇଟରକୁ ପୂରିଲା ୧୨ ବର୍ଷ

ଟୁଇଟରକୁ ପୂରିଲା ୧୨ ବର୍ଷ

ସାନ୍‌ ଫ୍ରାନ୍ସିସ୍‌କୋ,୧୫।୭: ସୋସିଆଲ ମିଡ଼ିଆ ସାଇଟ୍‌ ଟୁଇଟରକୁ ୧୨ ବର୍ଷ ପୂରିଛି। ୨୦୦୬ ଜୁଲାଇ ୧୫ରେ ଏହାର ଶୁଭାରମ୍ଭ ହୋଇଥିଲା। ୨୦୦୬ ମାର୍ଚ୍ଚ ୨୧ରେ ଏହାର ପ୍ରତିଷ୍ଠା ହୋଇଥିଲା।

ମ୍ୟାନମାର୍‌ରେ ଭୂସ୍ଖଳନ

ମ୍ୟାନମାର୍‌ରେ ଭୂସ୍ଖଳନ

ନାପିଦ୍ୱ,୧୫।୭: ଉତ୍ତର ମ୍ୟାନମାର୍‌ରେ ଭୂସ୍ଖଳନ ଘଟିଛି। ଏକ ପୁରୁଣା ଖଣିରେ ଶ୍ରମିକ କାମ କରୁଥିବାବେଳେ ଘଟିଛି ଏହି ଅଘଟଣ।

ଚିଲ ଜଗୁଛି ଖେଳ ପଡ଼ିଆ

ଚିଲ ଜଗୁଛି ଖେଳ ପଡ଼ିଆ

ଲଣ୍ଡନ,୧୫।୭: ଇଂଲଣ୍ଡରେ ଖେଳାଯାଉଥିବା ଓ୍ବିମ୍ବଲଡନ୍‌ ଚମ୍ପିଅନ୍‌ଶିପ୍‌ ଖେଳପଡ଼ିଆକୁ ଗତ ୧୦ ବର୍ଷ ଧରି ଜଗୁଛି ଏକ ଚିଲ। ସେ ହେଉଛି ରୁଫସ୍‌।

ଶିଶୁଙ୍କ ଟେଲକମ୍‌ ପାଉଡ଼ରରେ କର୍କଟ ସୃଷ୍ଟିକାରୀ ପଦାର୍ଥ

ଶିଶୁଙ୍କ ଟେଲକମ୍‌ ପାଉଡ଼ରରେ କର୍କଟ ସୃଷ୍ଟିକାରୀ ପଦାର୍ଥ

ସେଣ୍ଟ୍‌ ଲୁଇ,୧୫।୭: ଶିଶୁଙ୍କ ଉପଯୋଗୀ ଟେଲକମ୍‌ ପାଡ଼ଡରରେ କର୍କଟ ସୃଷ୍ଟିକାରୀ ପଦାର୍ଥ ରହିଥିବା ଜଣାପଡ଼ିଛି। ଆମେରିକାର ମିସୌରୀର ଏକ ଅଦାଲତ ଜନସନ୍‌ ଆଣ୍ଡ୍‌ ଜନସନ୍‌ କମ୍ପାନୀକୁ ଏନେଇ ଦୋଷୀ ସାବ୍ୟସ୍ତ କରି ୨୨ଜଣ ମହିଳାଙ୍କୁ ୩୨ ହଜାର କୋଟି ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମଝି ଆକାଶରେ ଅକ୍ସିଜେନ୍‌ ଅଭାବ: ୩୩ ଯାତ୍ରୀ ଗୁରୁତର

ମଝି ଆକାଶରେ ଅକ୍ସିଜେନ୍‌ ଅଭାବ: ୩୩ ଯାତ୍ରୀ ଗୁରୁତର

ଡବଲିନ୍‌, ୧୫।୭: ମଝି ଆକାଶରେ ଅକ୍ସିଜେନ୍‌ ଅଭାବରୁ ଅୟାରଲାଣ୍ଡର ଏକ ବିମାନ ଜରୁରୀକାଳୀନ ଅବତରଣ କରିଛି। ୩୩ ଜଣ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବିମାନ ବନ୍ଦର ପକ୍ଷରୁ ସୂଚିତ କରାଯାଇଛି।

ନଓ୍ବାଜ ଶରିଫ୍‌ଙ୍କୁ ଜେଲ୍‌ରେ ମିଳିଲା ‘ବି’ କ୍ଲାସ ସୁବିଧା

ନଓ୍ବାଜ ଶରିଫ୍‌ଙ୍କୁ ଜେଲ୍‌ରେ ମିଳିଲା ‘ବି’ କ୍ଲାସ ସୁବିଧା

ଇସ୍‌ଲାମାବାଦ,୧୪।୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ୍‌ ଓ ତାଙ୍କ ଝିଅ ମରିୟମ୍‌ ଶୁକ୍ରବାର ପାକିସ୍ତାନରେ ପହଞ୍ଚିବା ପରେ କଡ଼ା ସୁରକ୍ଷା ସହ ତାଙ୍କୁ ରାଓ୍ବଲପିଣ୍ଡିସ୍ଥିତ ଆଦିଆଲା ଜେଲ ନିଆଯାଇଥିଲା।

ଶରିଫ୍‌, ମରିୟମ୍‌ ଗିରଫ

ଶରିଫ୍‌, ମରିୟମ୍‌ ଗିରଫ

ଲାହୋର/ଲଣ୍ଡନ,୧୪।୭(ପି.ଟି.): ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ୍‌ ଶରିଫ୍‌ ଏବଂ ଝିଅ ମରିୟମଙ୍କୁ ଶୁକ୍ରବାର ଗିରଫ କରାଯାଇଛି।

ପାକିସ୍ତାନ ବିସ୍ଫୋରଣ ମୃତ୍ୟୁ ସଂଖ୍ୟା ୧୩୩କୁ ବୃଦ୍ଧି

ପାକିସ୍ତାନ ବିସ୍ଫୋରଣ ମୃତ୍ୟୁ ସଂଖ୍ୟା ୧୩୩କୁ ବୃଦ୍ଧି

ପେଶାଓ୍ବର,୧୪।୭: ନିର୍ବାଚନ ସମୟ ପାଖେଇ ଆସୁଥିବା ବେଳେ ଉଷ୍ମ ହୋଇ ଚାଲିଛି ପାକିସ୍ତାନ ପରିବେଶ। ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ ଗିରଫ ହେବାର କିଛି ସମୟ ପୂର୍ବରୁ ଶୁକ୍ରବାର ନିର୍ବାଚନ ରାଲିକୁ ଟାର୍ଗେଟ କରି କରାଯାଇଥିବା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ବଢି ୧୩୩ରେ ପହଞ୍ଚିଛି।

ନଓ୍ବାଜ ଶରିଫ୍‌ଙ୍କୁ ଯିଏ ଗ୍ରହଣ କରିବେ ସେମାନେ ଗଧ: ଇମରାନ

ନଓ୍ବାଜ ଶରିଫ୍‌ଙ୍କୁ ଯିଏ ଗ୍ରହଣ କରିବେ ସେମାନେ ଗଧ: ଇମରାନ

ନାରୋଓ୍ବାଲ,୧୩।୭: ପାକିସ୍ତାନ ତେହେରିକ୍‌-ଇ-ଇନସାଫ(ପିଟିଆଇ)ର ଅଧ୍ୟକ୍ଷ ଇମରାନ ଖାଁ ପାକିସ୍ତାନ ମୁସଲିମ୍‌ ଲିଗ୍‌-ନଓ୍ବାଜ(ପିଏମ୍‌ଏଲ୍‌-ଏନ୍‌)ର ମୁଖ୍ୟ ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କୁ ଲାହୋରର ଆଲାମା ଇକବାଲ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଯେଉଁମାନେ ଗ୍ରହଣ(ରିସିଭ୍‌) କରିବେ ସେମାନେ ସମସ୍ତେ ଗଧ ବୋଲି କହିଛନ୍ତି।

Model This Week

ରୂପେଶ