ଜାତୀୟ |

ବିବାହର ୩୮ ବର୍ଷ ପରେ ଏମିତି ହେବାର ଥିଲା: ନିତୁ ସିଂ

ବିବାହର ୩୮ ବର୍ଷ ପରେ ଏମିତି ହେବାର ଥିଲା: ନିତୁ ସିଂ

ମୁମ୍ବାଇ.୧୭।୧: ବଲିଉଡ୍‌ର ବିଗତ ଦିନର ନାୟିକା ନିତୁ ସିଂ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଆଉ ଏଥିରେ ସେ ଯେଉଁ ବାର୍ତ୍ତା ଲେଖିଛନ୍ତି ତାହା ଖୁବ୍‌ ହୃଦୟସ୍ପର୍ଶୀ। ତେବେ ବିବାହର ୩୮ ବର୍ଷ ପରେ ତାଙ୍କ ସହ ଏମିତି ହେବାର ଥିଲା ବୋଲି ସେ ଲେଖିଛନ୍ତି। ଆହୁରି ମଧ୍ୟ ଲେଖିଛନ୍ତି ବଲିଉଡ୍‌ ନାୟକ ରିଷି କପୁରଙ୍କୁ ବିବାହ କରିବାର ୩୮ ବର୍ଷ ବିତିଯାଇଛି। ଆଜି ଆମେ ଏକାଠି ଅଛୁ ହେଲେ କେହି କାହା ପାଖରେ ନ ଥିଲା ଭଳି ଅନୁଭବ ହେଉଛି। କାରଣ ଉକ୍ତ ଫଟୋରେ ରିଷି କପୁର ଫୋନରେ ବ୍ୟସ୍ତ ଥିବା ବେଳେ ନିତୁ ସେଲ୍‌ଫି ନେଉଛନ୍ତି। ତେଣୁ ଆଜିକାଲିର ସ୍ମାର୍ଟଫୋନ ଯେ ଆପଣାର ଲୋକଙ୍କୁ ପର କରି ଦେଉଛି ତାହା କହିବାକୁ ଚାହିଁଛନ୍ତି ନିତୁ। ଏହି ଫଟୋଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୂଚନାଯୋଗ୍ୟ, କିଛି ମାସ ହେବ ରିଷି କପୁର ସ୍ବାସ୍ଥ୍ୟଗତ ସମସ୍ୟା ନେଇ ଆମେରିକାରେ ଚିକିତ୍ସିତ ହେଉଛନ୍ତି। ଆଉ ପତ୍ନୀ ନିତୁ ତାଙ୍କ ନିକଟରେ ଅଛନ୍ତି। 

All Right Reserved By

ଜାତୀୟ |

 ଆଇଡି ବିସ୍ଫୋରଣରେ ସେନା ଅଧିକାରୀ ଶହୀଦ: ଦୁଇ ଯବାନ ଗୁରୁତର

ଆଇଡି ବିସ୍ଫୋରଣରେ ସେନା ଅଧିକାରୀ ଶହୀଦ: ଦୁଇ ଯବାନ ଗୁରୁତର

ଶ୍ରୀନଗର, ୧୬।୨: ପୁଲଓ୍ବାମା ଆକ୍ରମଣର ଦୁଇଦିନ ନ ପୂରୁଣ ପୁଣି ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ବର୍ବରତା ଜାରି ରହିଛି। 

ପିତାଙ୍କୁ ମୁଖାଗ୍ନି ଦେଲେ ଅଢେଇ ବର୍ଷର ପୁଅ

ପିତାଙ୍କୁ ମୁଖାଗ୍ନି ଦେଲେ ଅଢେଇ ବର୍ଷର ପୁଅ

ଡେରାଡୁନ, ୧୬।୨: ଆତଙ୍କବାଦୀଙ୍କ ଆକ୍ରମଣରେ ୪୦ ଯବାନଙ୍କ ପ୍ରାଣ ଯିବାପରେ ଦେଶରେ ଶୋକର ଛାୟା ଖେଳିଯାଇଛି।

ରବର୍ଟ ଭଦ୍ରାଙ୍କ ଜାମିନ ଅବଧି ମାର୍ଚ୍ଚ ୨ ପର୍ଯ୍ୟନ୍ତ ବଢିଲା

ରବର୍ଟ ଭଦ୍ରାଙ୍କ ଜାମିନ ଅବଧି ମାର୍ଚ୍ଚ ୨ ପର୍ଯ୍ୟନ୍ତ ବଢିଲା

ନୂଆଦିଲ୍ଲୀ, ୧୬।୨: ବେଆଇନ ଅର୍ଥ କାରବାର ମାମଲାରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରବର୍ଟ ଭଦ୍ରାଙ୍କ ଅନ୍ତରୀଣ ଜାମିନକୁ ମାର୍ଚ୍ଚ ୩ ପର୍ଯ୍ୟନ୍ତ ବଢାଇଦେଇଛନ୍ତି ଦିଲ୍ଲୀର ସ୍ବତନ୍ତ୍ର କୋର୍ଟ।

ବସ୍‌ଟି ବୁଲେଟ୍‌ ପ୍ରୁଫ୍‌ ନ ଥିବାରୁ ଗଲା ୪୦ ଯବାନଙ୍କ ଜୀବନ

ବସ୍‌ଟି ବୁଲେଟ୍‌ ପ୍ରୁଫ୍‌ ନ ଥିବାରୁ ଗଲା ୪୦ ଯବାନଙ୍କ ଜୀବନ

ଶ୍ରୀନଗର,୧୬।୨: ପୁଲଓ୍ବାମା ଆକ୍ରମଣ ଘଟଣାରେ କଡା ଆଭିମୁଖ୍ୟ ଗ୍ରହଣ କରିଛି ଭାରତ। ଆତଙ୍କବାଦୀଙ୍କୁ ଦେଶରୁ ନିପାତ ପାଇଁ ଆରମ୍ଭ ହୋଇଛି ତଦନ୍ତ ପ୍ରକ୍ରିୟା।

କାନ୍ଦି କାନ୍ଦି ଶହୀଦ୍‌ ପିତାଙ୍କୁ ମୁଖାଗ୍ନି ଦେଲେ ଦୁଇ କୁନି ଝିଅ

କାନ୍ଦି କାନ୍ଦି ଶହୀଦ୍‌ ପିତାଙ୍କୁ ମୁଖାଗ୍ନି ଦେଲେ ଦୁଇ କୁନି ଝିଅ

କନୌଜ୍‌/ଡେରାଡୁନ୍‌, ୧୬।୨: ଜମ୍ମୁ-କଶ୍ମୀର ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଶହୀଦ୍‌ ହୋଇଛନ୍ତି ୪୦ଜଣ ସିଆର୍‌ଏଲଫ୍‌ ଯବାନ୍‌। 

ମହଙ୍ଗା ପଡିଲା ପାକିସ୍ତାନ ପ୍ରେମ: କପିଲ୍‌ ଶର୍ମା କମେଡି ଶୋ’ରୁ ସିଦ୍ଧୁ ଆଉଟ୍‌

ମହଙ୍ଗା ପଡିଲା ପାକିସ୍ତାନ ପ୍ରେମ: କପିଲ୍‌ ଶର୍ମା କମେଡି ଶୋ’ରୁ ସିଦ୍ଧୁ ଆଉଟ୍‌

ନୂଆଦିଲ୍ଲୀ, ୧୬।୨: ଜମ୍ମୁକଶ୍ମୀରର ପୁଲୱାମାଠାରେ ୪୦ ଜଣ ସିଆରପିଏଫ ଯବାନ ଶହୀଦ ହେବା ଭଳି ସମ୍ବେଦନଶୀଳ ଘଟଣାକୁ ନେଇ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କ ମନ୍ତବ୍ୟ ତାଙ୍କୁ ମହଙ୍ଗା ପଡିଛି।

ଆତଙ୍କବାଦ ନିପାତ ପାଇଁ ସରକାରଙ୍କ ସହ ହାତ ମିଳାଇଲେ ବିରୋଧୀ

ଆତଙ୍କବାଦ ନିପାତ ପାଇଁ ସରକାରଙ୍କ ସହ ହାତ ମିଳାଇଲେ ବିରୋଧୀ

ନୂଆଦିଲ୍ଲୀ, ୧୬।୨: ଜମ୍ମୁକାଶ୍ମୀର ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ସରକାରଙ୍କ ସହ ହାତ ମିଳାଇଛନ୍ତି ବିରୋଧୀ। 

ଶହୀଦଙ୍କ ପିଲାମାନଙ୍କ ଶିକ୍ଷା, ନିଯୁକ୍ତି ଦାୟିତ୍ୱ ନେଲା ରିଲାଏନ୍ସ

ଶହୀଦଙ୍କ ପିଲାମାନଙ୍କ ଶିକ୍ଷା, ନିଯୁକ୍ତି ଦାୟିତ୍ୱ ନେଲା ରିଲାଏନ୍ସ

ମୁମ୍ବାଇ,୧୬।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ସମସ୍ତ ସିଆର୍‌ପିଏଫ୍‌ ଯବାନଙ୍କ ପିଲାମାନଙ୍କ ପାଠପଢ଼ା ଓ ନିଯୁକ୍ତି ଦାୟିତ୍ୱ ରିଲାଏନ୍ସ ଫାଉଣ୍ଡେଶନ ବହନ କରିବ ବୋଲି ଶନିବାର ଘୋଷଣା କରିଛି।

ଏହି ବ୍ୟକ୍ତିଙ୍କ ଇସାରାରେ ହୋଇଥିଲା ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ

ଏହି ବ୍ୟକ୍ତିଙ୍କ ଇସାରାରେ ହୋଇଥିଲା ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ

ନୂଆଦିଲ୍ଲୀ, ୧୬।୨: ଜମ୍ମୁକାଶ୍ମୀର ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଜୈଶ-ଏ-ମହମ୍ମଦ ଆତଙ୍କୀ ସଂଗଠନ ନିଜକୁ ଦାୟୀ କରିଛି। 

ମୋଦିଙ୍କ ଚେତାବନୀ: ବେକାର ଯିବନି ଯବାନଙ୍କ ବଳିଦାନ

ମୋଦିଙ୍କ ଚେତାବନୀ: ବେକାର ଯିବନି ଯବାନଙ୍କ ବଳିଦାନ

ଯଭତମାଲ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ମହାରାଷ୍ଟ୍ର ଗସ୍ତ କରିଛନ୍ତି। ସେଠାରେ ସେ ବିଭିନ୍ନ ବିକାଶମୂଳକ ପରିଯୋଜନାର ଶୁଭାରମ୍ଭ କରିଛନ୍ତି। 

ବର ମୂର୍ଚ୍ଛା ଯିବାରୁ ମଣ୍ଡପରୁ ଫେରି ଆସିଲେ କନ୍ୟା

ବର ମୂର୍ଚ୍ଛା ଯିବାରୁ ମଣ୍ଡପରୁ ଫେରି ଆସିଲେ କନ୍ୟା

ଲକ୍ଷ୍ନୌ,୧୬।୨: ଉତ୍ତର ପ୍ରଦେଶ ଲକ୍ଷ୍ନୌର ଏକ ଗାଁରେ ଗୁରୁବାର ରାତିରେ ଘଟିଛି ଅକ ଅଜବ ଘଟଣା। ବେଦୀ ଉପରେ ବର ମୂର୍ଚ୍ଛା ଯିବାରୁ ବିବାହ କରିବାକୁ ମନା କରି ଏକେଲା ଘରକୁ ଫେରିଛନ୍ତି କନ୍ୟା। 

ଉଦ୍‌ଘାଟନର ଗୋଟିଏ ଦିନ ପରେ ଖରାପ ହେଲା ‘ବନ୍ଦେ ଭାରତ’ ଏକ୍ସପ୍ରେସ ଟ୍ରେନ୍‌

ଉଦ୍‌ଘାଟନର ଗୋଟିଏ ଦିନ ପରେ ଖରାପ ହେଲା ‘ବନ୍ଦେ ଭାରତ’ ଏକ୍ସପ୍ରେସ ଟ୍ରେନ୍‌

ନୂଆଦିଲ୍ଲୀ,୧୬।୨: ଭାରତରେ ଆରମ୍ଭ କରାଯାଇଥିବା ସେମି ହାଇସ୍ପିଡ ଟ୍ରେନ୍‌ ‘ବନ୍ଦେ ଭାରତ’ ଏକ୍ସପ୍ରେସକୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିଥିଲେ।