ଜାତୀୟ |

ମୁମ୍ବାଇରେ ଖୋଲିବ ଡ୍ୟାନ୍ସ୍‌ବାର୍‌: ହେବନି ଟଙ୍କା ବର୍ଷା; ରାୟ ଦେଲେ ସୁପ୍ରିମ୍‌କୋର୍ଟ

ମୁମ୍ବାଇରେ ଖୋଲିବ ଡ୍ୟାନ୍ସ୍‌ବାର୍‌: ହେବନି ଟଙ୍କା ବର୍ଷା; ରାୟ ଦେଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୭।୧: ଡ୍ୟାନ୍ସ୍‌ବାର୍‌ ମାମଲାରେ ସୁପ୍ରିମ୍‌କୋର୍ଟ ଗୁରୁବାର ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ରାୟ। ମୁମ୍ବାଇରେ ଡ୍ୟାନ୍ସ୍‌ବାର୍‌ ଖୋଲାଯିବା ପାଇଁ କୌଣସି ବାରଣ ନାହିଁ ତେବେ ଏଠାରେ ଟଙ୍କା ବର୍ଷା କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ମନା କରିଛନ୍ତି। ୨୦୧୮ ଅଗଷ୍ଟ ୩୦ରେ ସୁପ୍ରିମ୍‌କୋର୍ଟ ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ୨୦୦୫ଠାରୁ କୌଣସି ଡ୍ୟାନ୍ସ୍‌ବାର୍‌କୁ ଲାଇସେନ୍ସ୍‌ ଦିଆଯାଇ ନାହିଁ। ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ, ଇତିମଧ୍ୟରେ ଅଶ୍ଳୀଳତାର ପରିଭାଷା ବଦଳିଛି। ପୂର୍ବରୁ ଫିଲ୍ମରେ ଚୁମ୍ବନ ଦୃଶ୍ୟକୁ ଦୁଇଫୁଲର ମିଳନ ମାଧ୍ୟମରେ ପ୍ରଦର୍ଶିତ କରାଯାଉଥିବାବେଳେ ଏବେ ଫିଲ୍ମରେ ଏହାକୁ ଖୋଲାଖୋଲି ପ୍ରଦର୍ଶିତ କରାଯାଉଛି। ସମୟ ସହିତ ଅଶ୍ଳୀଳତାର ପରିଭାଷା ବଦଳିଥିବାରୁ ଡ୍ୟାନ୍ସ୍‌ବାର୍‌ ଖୋଲିବା ନେଇ କୌଣସି ବାଧା ନାହିଁ ବୋଲି ଅଦାଲତ କହିଛନ୍ତି। ତେବେ ଏଠାରେ ସୁରକ୍ଷା ବ୍ୟବସ୍ଥା କରାଯିବାର ରହିଛି ଆବଶ୍ୟକତା। ସେହିପରି ଏସବୁଠାରେ ସିସିଟିଭି କ୍ୟାମେରା ଲଗାଯିବାର ଆବଶ୍ୟକତା ନାହିଁ। ଏହାଦ୍ୱାରା ବ୍ୟକ୍ତିଗତ ଗୋପନୀୟତାର ଉଲ୍ଲଂଘନ ହେବ ବୋଲି ଅଦାଲତ କହିଛନ୍ତି।

All Right Reserved By

ଜାତୀୟ |

 ଆଇଡି ବିସ୍ଫୋରଣରେ ସେନା ଅଧିକାରୀ ଶହୀଦ: ଦୁଇ ଯବାନ ଗୁରୁତର

ଆଇଡି ବିସ୍ଫୋରଣରେ ସେନା ଅଧିକାରୀ ଶହୀଦ: ଦୁଇ ଯବାନ ଗୁରୁତର

ଶ୍ରୀନଗର, ୧୬।୨: ପୁଲଓ୍ବାମା ଆକ୍ରମଣର ଦୁଇଦିନ ନ ପୂରୁଣ ପୁଣି ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ବର୍ବରତା ଜାରି ରହିଛି। 

ପିତାଙ୍କୁ ମୁଖାଗ୍ନି ଦେଲେ ଅଢେଇ ବର୍ଷର ପୁଅ

ପିତାଙ୍କୁ ମୁଖାଗ୍ନି ଦେଲେ ଅଢେଇ ବର୍ଷର ପୁଅ

ଡେରାଡୁନ, ୧୬।୨: ଆତଙ୍କବାଦୀଙ୍କ ଆକ୍ରମଣରେ ୪୦ ଯବାନଙ୍କ ପ୍ରାଣ ଯିବାପରେ ଦେଶରେ ଶୋକର ଛାୟା ଖେଳିଯାଇଛି।

ରବର୍ଟ ଭଦ୍ରାଙ୍କ ଜାମିନ ଅବଧି ମାର୍ଚ୍ଚ ୨ ପର୍ଯ୍ୟନ୍ତ ବଢିଲା

ରବର୍ଟ ଭଦ୍ରାଙ୍କ ଜାମିନ ଅବଧି ମାର୍ଚ୍ଚ ୨ ପର୍ଯ୍ୟନ୍ତ ବଢିଲା

ନୂଆଦିଲ୍ଲୀ, ୧୬।୨: ବେଆଇନ ଅର୍ଥ କାରବାର ମାମଲାରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରବର୍ଟ ଭଦ୍ରାଙ୍କ ଅନ୍ତରୀଣ ଜାମିନକୁ ମାର୍ଚ୍ଚ ୩ ପର୍ଯ୍ୟନ୍ତ ବଢାଇଦେଇଛନ୍ତି ଦିଲ୍ଲୀର ସ୍ବତନ୍ତ୍ର କୋର୍ଟ।

ବସ୍‌ଟି ବୁଲେଟ୍‌ ପ୍ରୁଫ୍‌ ନ ଥିବାରୁ ଗଲା ୪୦ ଯବାନଙ୍କ ଜୀବନ

ବସ୍‌ଟି ବୁଲେଟ୍‌ ପ୍ରୁଫ୍‌ ନ ଥିବାରୁ ଗଲା ୪୦ ଯବାନଙ୍କ ଜୀବନ

ଶ୍ରୀନଗର,୧୬।୨: ପୁଲଓ୍ବାମା ଆକ୍ରମଣ ଘଟଣାରେ କଡା ଆଭିମୁଖ୍ୟ ଗ୍ରହଣ କରିଛି ଭାରତ। ଆତଙ୍କବାଦୀଙ୍କୁ ଦେଶରୁ ନିପାତ ପାଇଁ ଆରମ୍ଭ ହୋଇଛି ତଦନ୍ତ ପ୍ରକ୍ରିୟା।

କାନ୍ଦି କାନ୍ଦି ଶହୀଦ୍‌ ପିତାଙ୍କୁ ମୁଖାଗ୍ନି ଦେଲେ ଦୁଇ କୁନି ଝିଅ

କାନ୍ଦି କାନ୍ଦି ଶହୀଦ୍‌ ପିତାଙ୍କୁ ମୁଖାଗ୍ନି ଦେଲେ ଦୁଇ କୁନି ଝିଅ

କନୌଜ୍‌/ଡେରାଡୁନ୍‌, ୧୬।୨: ଜମ୍ମୁ-କଶ୍ମୀର ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଶହୀଦ୍‌ ହୋଇଛନ୍ତି ୪୦ଜଣ ସିଆର୍‌ଏଲଫ୍‌ ଯବାନ୍‌। 

ମହଙ୍ଗା ପଡିଲା ପାକିସ୍ତାନ ପ୍ରେମ: କପିଲ୍‌ ଶର୍ମା କମେଡି ଶୋ’ରୁ ସିଦ୍ଧୁ ଆଉଟ୍‌

ମହଙ୍ଗା ପଡିଲା ପାକିସ୍ତାନ ପ୍ରେମ: କପିଲ୍‌ ଶର୍ମା କମେଡି ଶୋ’ରୁ ସିଦ୍ଧୁ ଆଉଟ୍‌

ନୂଆଦିଲ୍ଲୀ, ୧୬।୨: ଜମ୍ମୁକଶ୍ମୀରର ପୁଲୱାମାଠାରେ ୪୦ ଜଣ ସିଆରପିଏଫ ଯବାନ ଶହୀଦ ହେବା ଭଳି ସମ୍ବେଦନଶୀଳ ଘଟଣାକୁ ନେଇ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କ ମନ୍ତବ୍ୟ ତାଙ୍କୁ ମହଙ୍ଗା ପଡିଛି।

ଆତଙ୍କବାଦ ନିପାତ ପାଇଁ ସରକାରଙ୍କ ସହ ହାତ ମିଳାଇଲେ ବିରୋଧୀ

ଆତଙ୍କବାଦ ନିପାତ ପାଇଁ ସରକାରଙ୍କ ସହ ହାତ ମିଳାଇଲେ ବିରୋଧୀ

ନୂଆଦିଲ୍ଲୀ, ୧୬।୨: ଜମ୍ମୁକାଶ୍ମୀର ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ସରକାରଙ୍କ ସହ ହାତ ମିଳାଇଛନ୍ତି ବିରୋଧୀ। 

ଶହୀଦଙ୍କ ପିଲାମାନଙ୍କ ଶିକ୍ଷା, ନିଯୁକ୍ତି ଦାୟିତ୍ୱ ନେଲା ରିଲାଏନ୍ସ

ଶହୀଦଙ୍କ ପିଲାମାନଙ୍କ ଶିକ୍ଷା, ନିଯୁକ୍ତି ଦାୟିତ୍ୱ ନେଲା ରିଲାଏନ୍ସ

ମୁମ୍ବାଇ,୧୬।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ସମସ୍ତ ସିଆର୍‌ପିଏଫ୍‌ ଯବାନଙ୍କ ପିଲାମାନଙ୍କ ପାଠପଢ଼ା ଓ ନିଯୁକ୍ତି ଦାୟିତ୍ୱ ରିଲାଏନ୍ସ ଫାଉଣ୍ଡେଶନ ବହନ କରିବ ବୋଲି ଶନିବାର ଘୋଷଣା କରିଛି।

ଏହି ବ୍ୟକ୍ତିଙ୍କ ଇସାରାରେ ହୋଇଥିଲା ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ

ଏହି ବ୍ୟକ୍ତିଙ୍କ ଇସାରାରେ ହୋଇଥିଲା ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ

ନୂଆଦିଲ୍ଲୀ, ୧୬।୨: ଜମ୍ମୁକାଶ୍ମୀର ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଜୈଶ-ଏ-ମହମ୍ମଦ ଆତଙ୍କୀ ସଂଗଠନ ନିଜକୁ ଦାୟୀ କରିଛି। 

ମୋଦିଙ୍କ ଚେତାବନୀ: ବେକାର ଯିବନି ଯବାନଙ୍କ ବଳିଦାନ

ମୋଦିଙ୍କ ଚେତାବନୀ: ବେକାର ଯିବନି ଯବାନଙ୍କ ବଳିଦାନ

ଯଭତମାଲ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ମହାରାଷ୍ଟ୍ର ଗସ୍ତ କରିଛନ୍ତି। ସେଠାରେ ସେ ବିଭିନ୍ନ ବିକାଶମୂଳକ ପରିଯୋଜନାର ଶୁଭାରମ୍ଭ କରିଛନ୍ତି। 

ବର ମୂର୍ଚ୍ଛା ଯିବାରୁ ମଣ୍ଡପରୁ ଫେରି ଆସିଲେ କନ୍ୟା

ବର ମୂର୍ଚ୍ଛା ଯିବାରୁ ମଣ୍ଡପରୁ ଫେରି ଆସିଲେ କନ୍ୟା

ଲକ୍ଷ୍ନୌ,୧୬।୨: ଉତ୍ତର ପ୍ରଦେଶ ଲକ୍ଷ୍ନୌର ଏକ ଗାଁରେ ଗୁରୁବାର ରାତିରେ ଘଟିଛି ଅକ ଅଜବ ଘଟଣା। ବେଦୀ ଉପରେ ବର ମୂର୍ଚ୍ଛା ଯିବାରୁ ବିବାହ କରିବାକୁ ମନା କରି ଏକେଲା ଘରକୁ ଫେରିଛନ୍ତି କନ୍ୟା। 

ଉଦ୍‌ଘାଟନର ଗୋଟିଏ ଦିନ ପରେ ଖରାପ ହେଲା ‘ବନ୍ଦେ ଭାରତ’ ଏକ୍ସପ୍ରେସ ଟ୍ରେନ୍‌

ଉଦ୍‌ଘାଟନର ଗୋଟିଏ ଦିନ ପରେ ଖରାପ ହେଲା ‘ବନ୍ଦେ ଭାରତ’ ଏକ୍ସପ୍ରେସ ଟ୍ରେନ୍‌

ନୂଆଦିଲ୍ଲୀ,୧୬।୨: ଭାରତରେ ଆରମ୍ଭ କରାଯାଇଥିବା ସେମି ହାଇସ୍ପିଡ ଟ୍ରେନ୍‌ ‘ବନ୍ଦେ ଭାରତ’ ଏକ୍ସପ୍ରେସକୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିଥିଲେ।