ରାଜ୍ୟ | ଉପକୂଳ ଓଡିଶା

ପାଗଳ ଯୁବକଙ୍କ ଉନ୍ମୁକ୍ତ କାଣ୍ଡ : ଠେଙ୍ଗା, ପଥର ମାଡରେ ଦୁଇ ମୃତ, ଦୁଇ ଗୁରୁତର

ପାଗଳ ଯୁବକଙ୍କ ଉନ୍ମୁକ୍ତ କାଣ୍ଡ : ଠେଙ୍ଗା, ପଥର ମାଡରେ ଦୁଇ ମୃତ, ଦୁଇ ଗୁରୁତର

ଓଡ଼ଗାଁ, ୧୭।୧ (ସ୍ବ.ପ୍ର.)-ନୟାଗଡ଼ ଜିଲା ଓଡ଼ଗାଁ ବଜାରରେ ପାଗଳର ଠେଙ୍ଗା, ପଥର ମାଡରେ ଦୁଇଜଣଙ୍କ ମୃତ୍ୟୁ ହୋଇବେଳେ ଦୁଇଜଣ ଗୁରତର ଭାବେ ଆହତ ହୋଇଛନ୍ତି। ଆହତଙ୍କୁ ପ୍ରଥମେ ନୟାଗଡ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି ା ସ୍ଥାନୀୟ ଥାନା ଆଇଆଇସି ଜ୍ୟୋତିପ୍ରକାଶ ପଣ୍ଡା ପାଗଳର ବୋଲୁଅ ମାଡରେ ଆହାତ ହୋଇଛନ୍ତି ା ଗୁରୁବାର ଭୋର ୨ଟାରୁ ପ୍ରାୟ ୪ଟା ପର୍ଯ୍ୟନ୍ତ ଜଣେ ପାଗଳ ଯୁବକଙ୍କ ଉନ୍ମୁକ୍ତକାଣ୍ଡ ଯୋଗୁ ସହରରେ ଆତଙ୍କ ଖେଳିଯାଇଥିଲାା