ବ୍ରହ୍ମପୁର

ନାବାଳିକା ଛାତ୍ରୀ ମା’ ହେବା ଘଟଣା: ସେବାଶ୍ରମ ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ, ଏସ୍‌ପି

ନାବାଳିକା ଛାତ୍ରୀ ମା’ ହେବା ଘଟଣା:  ସେବାଶ୍ରମ ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ, ଏସ୍‌ପି

ଦାରିଙ୍ଗବାଡ଼ି,୧୭।୧(ଡି.ଏନ.ଏ)-ଦାରିଙ୍ଗବାଡ଼ି ବ୍ଲକର ଏକ ସେବାଶ୍ରମରେ ଜଣେ ନାବାଳିକା ଛାତ୍ରୀ ମା’ ହେବା ଘଟଣାକୁ ୪ ଦିନ ବିତିଛି। ବୁଧବାର ପ୍ରଶାସନିକ ଅଧିକାରୀମାନେ ଉକ୍ତ ସେବାଶ୍ରମକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ବୁଧବାର ପୂର୍ବାହ୍ନରେ ବାଲିଗୁଡ଼ା ଉପଜିଲାପାଳ ସିନ୍ଧେ ଦତ୍ତାତ୍ରେୟ ବାହୁସାହେବ ଏବଂ ତହସିଲଦାର ନୀତୀଶ ତ୍ରିପାଠୀ, ମଧ୍ୟାହ୍ନରେ କନ୍ଧମାଳ ଜିଲାପାଳ ବୃନ୍ଦା ଡି, ଏସପି ପ୍ରତୀକ ସିଂ ଓ ତାଙ୍କ ସହ ବାଲିଗୁଡ଼ା ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ରାଜେନ୍ଦ୍ର ରଣଜିତ, ଅତିରିକ୍ତ ଜିଲା ମଙ୍ଗଳ ଅଧିକାରୀ ଦୟାନିଧି ନାୟକ ପ୍ରମୁଖ ସେବାଶ୍ରମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଜିଲାପାଳ ଏବଂ ଏସ୍‌ପି ହଷ୍ଟେଲ ଯାଇ ଛାତ୍ରୀମାନଙ୍କ ସହ କଥା ହୋଇଥିଲେ। ପରେ ପ୍ରଧାନ ଶିକ୍ଷୟିତ୍ରୀ ଝୁନୁରାଣୀ ପ୍ରଧାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ସେବାଶ୍ରମର ମୁଖ୍ୟ ଫାଟକରେ ତାଲା ପକାଯାଇଥିବାରୁ ଅଭିଭାବକମାନେ ମୁଖ୍ୟ ଫାଟକ ଆଗରେ ଅପେକ୍ଷା କରି ରହିଥିଲେ। ମଧ୍ୟାହ୍ନ ଭୋଜନ ପାଇଁ ଦିବାଧ୍ୟାୟୀ ଛାତ୍ରୀଛାତ୍ରଙ୍କୁ ମଧ୍ୟ ବାହାରକୁ ଛଡ଼ା ଯାଇନଥିଲା। 

ଅପରାହ୍ନରେ ରାଜ୍ୟ ମହିଳା କଂଗ୍ରେସ କାର୍ଯ୍ୟକାରୀ ସଦସ୍ୟ ତଥା ପୂର୍ବତନ ବିଧାୟିକା ଅଜୟନ୍ତୀ ପ୍ରଧାନଙ୍କ ସମେତ ଜିଲା ସଭାନେତ୍ରୀ ଜାନକୀ ପ୍ରଧାନ, ବ୍ଲକ ସଭାନେତ୍ରୀ ମଣୀ ନାୟକ, ଉପସଭାନେତ୍ରୀ ଲକ୍ଷ୍ମୀ ପ୍ରଧାନ, ଗୋଲାପି ନାୟକ, ୧୦ନଂ ଜୋନ ସଭାପତି କାଳୀ ପ୍ରସାଦ ମଲ୍ଲିକ, ବରିଷ୍ଠ ନେତା ସୁରେନ୍ଦ୍ର ସାହୁ ପ୍ରମୁଖ ସେବାଶ୍ରମରେ ପହଞ୍ଚି ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। କାର୍ଯ୍ୟକାରୀ ସଦସ୍ୟା ଅଜୟନ୍ତୀ କହିଛନ୍ତି, ରବିବାର ଘଟଣା ପରେ ଭୟରେ କିଛି ଛାତ୍ରୀ ହଷ୍ଟେଲ ଛାଡ଼ିଥିବା ଶୁଣି ଏଠାକୁ ଆସିଥିଲୁ। ତେବେ ଏ ସମ୍ପର୍କରେ ପ୍ରଧାନ ଶିକ୍ଷୟିତ୍ରୀଙ୍କଠାରୁ କୌଣସି ସନ୍ତୋଷଜନକ ଉତ୍ତର ମିଳି ନ ଥିବା ଅଜୟନ୍ତୀ କହିଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ କରାଯିବାକୁ ମହିଳା କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ନଚେତ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ସେହିପରି ଦାରିଙ୍ଗବାଡ଼ି ଭାଜପାର ମଣ୍ଡଳ ସଭାପତି ଅରୁଣ କୁମାର ପ୍ରଧାନ ଗୁରୁବାର କନ୍ଧମାଳ ବନ୍ଦ ଡାକରା ଦିଆଯାଇଥିବା ସୂଚନା ଦେଇଛନ୍ତି। ପୂର୍ବରୁ କନ୍ଧମାଳ ସୁରକ୍ଷା ଅଭିଯାନ ପକ୍ଷରୁ ଆବାହକ ପ୍ରତାପ ପ୍ରଧାନ ମଧ୍ୟ ବନ୍ଦ ଡାକରା ଦେଇଛନ୍ତି।

All Right Reserved By

ବ୍ରହ୍ମପୁର

ଭାଜପା ସମର୍ଥକଙ୍କୁ ହତ୍ୟା ଘଟଣାରେ ଜଣେ ଗିରଫ

ସୋରଡ଼ା,୧୮।୪(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ସୋରଡ଼ା ଥାନ ଲାଠିପଡ଼ା ପଞ୍ଚାୟତ କଦଳୀଝୋଳା ଗ୍ରାମରେ ବୁଧବାର ରାତିରେ ଜଣେ ଭାଜପା ସମର୍ଥକ ସନ୍ତୋଷ କୁମାର ପତିଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ କଦଳୀଝୋଳା ଗଁାର କୁମର ନାଇକ।

ବାଲିଗୁଡା ବ୍ଲକର ୪ ଗ୍ରାମର  ୬ଶହରୁ ଊର୍ଦ୍ଧ୍ୱ ଭୋଟରଙ୍କ ଭୋଟ ବର୍ଜନ

ବାଲିଗୁଡା ବ୍ଲକର ୪ ଗ୍ରାମର ୬ଶହରୁ ଊର୍ଦ୍ଧ୍ୱ ଭୋଟରଙ୍କ ଭୋଟ ବର୍ଜନ

ବାଲିଗୁଡ଼ା, ୧୮।୪(ଡି.ଏନ୍‌.ଏ.): କନ୍ଧମାଳ ଜିଲାରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଥିବା ବେଳେ ବାଲିଗୁଡା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଲିଗୁଡ଼ା ବ୍ଲକର ୪ ଗ୍ରାମର ୬ଶହରୁ ଊର୍ଦ୍ଧ୍ୱ ଭୋଟର ଗୁରୁବାର ଭୋଟ ବର୍ଜନ କରିଛନ୍ତି।  

କଂସାମାରି ମତଦାନ କେନ୍ଦ୍ରରେ ବୃଦ୍ଧ ଭୋଟରଙ୍କ ମୃତ୍ୟୁ

କଂସାମାରି ମତଦାନ କେନ୍ଦ୍ରରେ ବୃଦ୍ଧ ଭୋଟରଙ୍କ ମୃତ୍ୟୁ

ଦିଗପହଣ୍ଡି, ୧୮।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସାନଖେମୁଣ୍ଡି ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନ କଂସାମାରି ଗ୍ରାମ ମତଦାନକେନ୍ଦ୍ର ନଂ-୧୮୪କୁ ଭୋଟ ଦେବାକୁ ଯାଇଥିବା ବେଳେ ଜଣେ ବୃଦ୍ଧ ଭୋଟରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର ନଟବର ବେହେରା(୯୪)।

ବ୍ରହ୍ମପୁରର ୬୩ନଂ ବୁଥ୍‌ରେ ସାନି ମତଦାନ

ବ୍ରହ୍ମପୁରର ୬୩ନଂ ବୁଥ୍‌ରେ ସାନି ମତଦାନ

ବ୍ରହ୍ମପୁର ଅଫିସ,୧୮ା୪: ବ୍ରହ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀ ସିଟି ହାଇସ୍କୁଲ ୬୩ ନଂ ବୁଥ୍‌ରେ ଗୁରୁବାର ସାନି ମତଦାନ ହୋଇଛି। ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଯାଇଛି। ବୁଥ୍‌ରେ ସିସିଟିଭି କ୍ୟାମେରା ଲଗାଯିବା ସହ ୱେବ କାଷ୍ଟିଂ କରାଯାଉଛି ।

ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ: କନ୍ଧମାଳରେ ଏକାଧିକ କେନ୍ଦ୍ରରେ ବିଳମ୍ବରେ ଭୋଟ ଗ୍ରହଣ,  ଗ୍ରୀନବାଡ଼ିରେ ଅଢ଼େଇ ଘଣ୍ଟା ବିଳମ୍ବ

ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ: କନ୍ଧମାଳରେ ଏକାଧିକ କେନ୍ଦ୍ରରେ ବିଳମ୍ବରେ ଭୋଟ ଗ୍ରହଣ, ଗ୍ରୀନବାଡ଼ିରେ ଅଢ଼େଇ ଘଣ୍ଟା ବିଳମ୍ବ

ଦାରିଙ୍ଗବାଡ଼ି,୧୮।୪(ଡି.ଏନ୍‌.ଏ):  ସାଧାରଣ ନିର୍ବାଚନ ପାଇଁ  ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ସଂଗ୍ରହ।  ଏଥିପାଇଁ କନ୍ଧମାଳ ଜିଲାର ଜି.ଉଦୟଗିରି ନିର୍ବାଚନମଣ୍ଡଳୀ, ଦାରିଙ୍ଗବାଡ଼ି ବ୍ଲକର ୨୫ ପଞ୍ଚାୟତରେ ୧୦୬ଟି ବୁଥ୍‌ରେ ଭୋଟ ଗ୍ରହଣ ଚାଲିଛି। 

ପୁରୁଷୋତ୍ତମପୁର ବ୍ଲକରେ ଶାନ୍ତି ଶୃଙ୍ଖଳାର ସହ ଚାଲିଛି ମତଦାନ

ପୁରୁଷୋତ୍ତମପୁର ବ୍ଲକରେ ଶାନ୍ତି ଶୃଙ୍ଖଳାର ସହ ଚାଲିଛି ମତଦାନ

ପୁରୁଷୋତ୍ତମପୁର,୧୮।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ୨୬ ଗୋଟି ପଞ୍ଚାୟତ ଓ ପୁରୁଷୋତ୍ତମପୁର ଏନ୍‌ଏସିରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ଚାଲିଛି।

୨୧୬ ଲିଟର ମଦ ଜବତ : ୩ ଗିରଫ

୨୧୬ ଲିଟର ମଦ ଜବତ : ୩ ଗିରଫ

ବ୍ରହ୍ମପୁର ଅଫିସ,୧୮ା୪: ବୈଦ୍ୟନାଥପୁର ଥାନା ପୋଲିସ  ବୁଧବାର ରାତିରେ ଖୋଦାସିଙ୍ଗି ହଂସିକା  ମଦ ଦୋକାନ ନିକଟରେ ଥିବା ଏକ ରୁମ ଭିତରୁ ୨୧୬ ଲିଟର ବିଦେଶୀ ମଦ ଜବତ କରିବା ସହ  ଉକ୍ତ ମଦ ଦୋକାନର ୩ ଜଣ କର୍ମଚାରୀଙ୍କୁ ଗିରଫ କରିଛି।

Model This Week

କ୍ରିଷ୍ଣା
Why Dharitri