ସମ୍ବଲପୁର

ପରିବାର ଲାଗି ଦାଦନ ଖଟୁଛନ୍‌ ପଢ଼ୁଆ ପୁଓ: ଭିନ୍ନକ୍ଷମ ଭତା ଲାଗି ବାପ୍‌ ବାରଦୁଆର

ପରିବାର ଲାଗି ଦାଦନ ଖଟୁଛନ୍‌ ପଢ଼ୁଆ ପୁଓ:  ଭିନ୍ନକ୍ଷମ ଭତା ଲାଗି ବାପ୍‌ ବାରଦୁଆର

ବେଲପଡା, ୧୬ା୧(ଡି.ଏନ.ଏ): ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ ସିହିନୀ ପଁଚେତ୍‌ ସିହିନୀ ଗଁାର ସ୍ବର୍ଗତ ଗୋପୀନାଥ ରଣାକଁର ପୁଓ ଯୁବରାଜ ରଣା(୬୨)। ଗଲା ୨୦୦୯ ମସିହାରେ କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପଡ଼ି ତାକର ଦୁଇ ହାତ୍‌ ଅକାମି ହେଇଗଲା। ସେଦିନ୍‌ଠାନୁ ସେ ଅକାମିକା ହେଇଗଲେ। ନିଜର ଦେଢ଼ ଏକର ବଲି ଚାଷ୍‌ ଜମିକେ ଗହନା ପକେଇ ସେ ଟଁକାରେ ଚିକିସତ୍ା ଲାଗି ଭିନେ ଭିନେ ଡାକ୍‌ତରଖାନା ବୁଲି ନିରାଶ ହେଲେ। ରୋଗ୍‌ ଭଲ ନାଇଁ ହେଲା। ୨୦୦୯ ସାଲେ ବ୍ଲକରେ ଅନୁଷ୍‌ଠିତ ଭୀମଭୋଇ ସାମର୍ଥ ଶିବିରରେ ବି ଡାକ୍‌ତରକୁଁ ଦେଖେଇଥିଲେ। ଯେନ୍‌ଥିରଲାଗି ଜିଲା ମୁଖିଆ ଡାକ୍‌ତରଖାନା ତରଫୁ ତାହାକୁ ୬୦ ପରତିଶତ ଭିନ୍ନକ୍ଷମ ପରମାନପତର ଦିଆଯାଇଥିଲା। ଯୁବରାଜକଁର ପରିବାର କହେଲେ ମାଏକିନା ଚନ୍ଦ୍ରମା ଆର ପୁଓ ଉମେଶ(୧୮), ଝି’ ବିହାଚୁରା ହେଇ ଶାଶ୍‌ଘରେ ଖଟୁଛନ୍‌। ଅକାମିକା ହେଲାରୁ ଯୁବରାଜ କାମବୁତା ନାଇଁ କରିପାରବାର। ଇଆଡ଼େ ଚିକିସତ୍ାରେ ନିଜର ଜମି ବି ବଁଧା ପକେଇଛନ୍‌। ଏନ୍‌ତାଥି ଘର ଚଲାବାର ଲାଗି ଯୁକ୍ତ ଦୁଇ ପଢ଼ୁଥିବାର ପୁଓ ଉମେଶ ତାମିଲନାଡୁ ଦାଦନ ଖଟିଯାଇଛନ୍‌।  ଯୁବରାଜ ଭିନ୍ନକ୍ଷମ ଭତା ପାଏବାର ଲାଗି ଗଲା ୯ ବଛର ହେଲା ପରମାନପତର ଧରି କିଁଦ୍‌ରୁଛନ୍‌। ସେ ପଁଚେତ୍‌ନୁ ମୂଲ କରି ବ୍ଲକ୍‌, ଭିନେ ଭିନେ ଅଫିସର, ରାଜନେତା, ସରପଁଚ୍‌, ଓ୍ବାର୍ଡ ମ୍ବେରକୁଁ ଭେଟି ତାକର ଦୁଖ ଗୁହାରିଛନ୍‌, ହେଲେ ଯୁବରାଜକଁର ଗୁହାରି ଶୁନବାକେ କାହାରି ପାସେ ସମିଆ ନାଇଁ। ପରିବାରଟା ଯେନ୍‌ ସମିଆରେ ଦୁଖ୍‌ସୁଖ୍‌ କରି ଚଲୁଥିଲେ ଦୁଇ ବଖ୍‌ରା ପକାଘର ତିଆରିଥିଲେ। ହେଲେ ମୁନୁଷ୍‌ ଜିବନ୍‌ରେ ସବୁବେଲେ ଭଲେ ଭଲେ ନାଇଁଯାଏ, ଇ କଥା ସଭେ ଜାନିଛନ୍‌। ହେଲେ ହୁରୁଦ୍‌ହୀନ ପରଶାସନ ଇ କଥା ନାଇଁ ବୁଝ୍‌ଲା, ଆମେ ପାଉଥିବାର ସରକାରୀ ଚାଉଲକେ ବଁଦ୍‌ କରି ଆମର ଭୁଖା ପେଟେ ଲାତ୍‌ ମାଏଲା ବଲି ଯୁବରାଜ କହିଛନ୍‌। ଇ ସବୁ ସମସିଆ ବାବ୍‌ଦେ ଗୁହାରି କରବାକେ ମଙ୍ଗଲବାର ଯୁବରାଜ ଚାଷୀ ନେତା କନ୍ଦର୍ପ ଦନ୍ତାକଁର ସଂଗେ ବେଲପଡ଼ା ବିଡିଓକୁଁ ଭେଟବାକେ ଆସିଥିଲେ। ହେଲେ ବିଡିଓକଁର ଭେଟ ନାଇଁପାଇ  ନିରାଶ ହେଇ ଘରକେ ଫିରିଛନ୍‌। ଇ ବାବ୍‌ଦେ ବେଲପଡ଼ା ବିଡିଓ ପ୍ରିୟଦର୍ଶିନୀ ମିର୍ଦ୍ଧାକୁଁ ପଚରାଲାରୁ ମୁଇଁ ଇ ବିଷେରେ ଆପନକରନୁ ଜାନବାକେ ପାଇଲି। ଆଏଜକାଲି ଅନ୍‌ଲାଇନ୍‌ରେ ଭତାର ଲାଗି ଆବେଦନ କରବାକେ ପଡ଼ୁଛେ ଆର ସେଟାକେ ଉପଜିଲାପାଲ ମଂଜୁର କରୁଛନ୍‌।  ସେ ଆବେଦନ୍‌ କଲେ ମୁଇଁ ନିଜେ ଉପଜିଲାପାଲକୁଁ କହି ମଂଜୁର କରାବାର ଚେଷ୍‌ଟା କରମି। ଆର ତାକର ରାଶନ କାର୍ଡ ବାବ୍‌ଦେ ଯୋଗାଣ ଅଧ୍‌କାରୀକଁର ସଂଗେ କଥା ହେଇ ଯେନ୍‌ଟା ହେବା ପଦକ୍ଷେପ ନେମି ବଲି କହିଥିଲେ। ଜିଲାପାଲ ଇ ଅସାହା ପରିବାର ଉପରେ ଦୁରୁଷ୍‌ଟି ଦେଇ ତାକର ଏହେଦ୍‌କାର ଥିତି ବାବ୍‌ଦେ ତଦଁତ୍‌ କରି ସବୁ ପରକାର ସରକାରୀ ସାହାଯ୍‌ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌। 

All Right Reserved By

ସମ୍ବଲପୁର

ବ୍ରିଜ୍‌ ତଳକୁ ଠେଲି ନାବାଳକଙ୍କୁ ହତ୍ୟା, ୨ ଗିରଫ

ବ୍ରିଜ୍‌ ତଳକୁ ଠେଲି ନାବାଳକଙ୍କୁ ହତ୍ୟା, ୨ ଗିରଫ

ବରଗଡ଼ ଅଫିସ୍‌,୧୮ା୨:ବରଗଡ଼ ପୌର ପରିଷଦ ଅନ୍ତର୍ଗତ ୱାର୍ଡ଼ ନଂ-୯ ଭିଏସଏସ ନଗର ବିଶି କଲୋନୀର ଜଣେ ନାବାଳକ ଇନେଶ ତାଣ୍ଡି(୧୫)ଙ୍କୁ ସମ୍ବଲପୁର ଜିଲା ବୁର୍ଲା ପି.ସି ବ୍ରିଜ ତଳକୁ ଠେଲି ହତ୍ୟା କରାଯାଇଛି ।

ଶୀତ ଗଲାପରେ କମ୍ବଳ କଥା ମନେ ପଡୁଛି

ଶୀତ ଗଲାପରେ କମ୍ବଳ କଥା ମନେ ପଡୁଛି

ସମ୍ବଲପୁର,୧୮ା୨(ବ୍ୟୁରୋ):ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟର ବୃଦ୍ଧାବୃଦ୍ଧ, ବିଧବା, ଭିନ୍ନକ୍ଷମମାନଙ୍କୁ ମାସିକ ଭତ୍ତା ମିଳୁଛି। ୬୦ ବର୍ଷ ବୟସ ଭିତରେ ହିତାଧିକାରୀଙ୍କୁ ପୂର୍ବରୁ ୩୦୦ ଟଙ୍କା ମିଳୁଥିଲା। ଏବେ ଆଉ ୨ ଶହ ଟଙ୍କା ବଢିଛି। 

ଅଙ୍ଗନୱାଡି କର୍ମୀ, ସହାୟିକା ସମାବେଶ: ପ୍ରେକ୍ଷାଳୟରେ ସିଟ୍‌ ମିଳିଲାନି

ଅଙ୍ଗନୱାଡି କର୍ମୀ, ସହାୟିକା ସମାବେଶ: ପ୍ରେକ୍ଷାଳୟରେ ସିଟ୍‌ ମିଳିଲାନି

ସମ୍ବଲପୁର, ୧୮।୨ (ବ୍ୟୁରୋ)-ପଶ୍ଚିମ ଓଡିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ସଂଘର ସମାବେଶ (ମହାଯୋଟ) ତପସ୍ବିନୀ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହୋଇଯାଇଛି । 

ଆଜି ୧୨ ଘଣ୍ଟିଆ ଦେବଗଡ ବନ୍ଦ

ଆଜି ୧୨ ଘଣ୍ଟିଆ ଦେବଗଡ ବନ୍ଦ

ଦେବଗଡ,୧୮ା୨(ସ୍ବ.ପ୍ର.):ରେଙ୍ଗାଳି ବନ୍ଧ ବାସଚ୍ୟୁତଙ୍କ ସମସ୍ୟା ଓ ଦାବି ପ୍ରତି ରାଜ୍ୟ ସରକାର ଓ ଜିଲା ପ୍ରଶାସନ ଅଣଦେଖା କରୁଛି। 

‘ପିଠା’ରେ ବିଜେଡି ନେତାଙ୍କୁ ବିରୋଧ

‘ପିଠା’ରେ ବିଜେଡି ନେତାଙ୍କୁ ବିରୋଧ

ବାମରା, ୧୮।୨ (ସ୍ବ.ପ୍ର.):ସମ୍ବଳପୁର ଜିଲା ବାମରା ବ୍ଲକ ରଙ୍ଗିଆଟିକ୍ରା ପଞ୍ଚାୟତରେ ରବିବାର ଚାଲିଥିବା ପିଠା କାର୍ଯ୍ୟକ୍ରମରେ ଜଣେ ବ୍ୟକ୍ତିଙ୍କୁ ୱାର୍ଡ ମେମ୍ବର କଲ୍ୟାଣ ସଂଘ ବିରୋଧ କରି ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ମାରିଛି ।

ଅତି ଚାଲାକି ମହଙ୍ଗା ପଡିଲା

ଅତି ଚାଲାକି ମହଙ୍ଗା ପଡିଲା

ବାମରା, ୧୮।୨ (ସ୍ବ.ପ୍ର.):ବିହାରରେ ନିଜ କାକାକୁ ହତ୍ୟା କରି ଫେରାର ଥିବା ଜଣେ ଅଭିଯୁକ୍ତ ନିଜର ଅତି ଚାଲାକି ଯୋଗୁଁ ଗୋବିନ୍ଦପୁର ଥାନା ପୋଲିସ ହାତରେ ଧରା ପଡିଛନ୍ତି। ପୋଲିସ ତାଙ୍କୁ ଅଟକ ରଖିଛି। ଅଭିଯୁକ୍ତଙ୍କୁ ନେବା ପାଇଁ ବିହାର ପୋଲିସ ଆସି ପହଞ୍ଚତ୍ଛି । 

ଅଜ୍ଞତାରୁ ବଢୁଛି ସାଇବର କ୍ରାଇମ୍‌

ଅଜ୍ଞତାରୁ ବଢୁଛି ସାଇବର କ୍ରାଇମ୍‌

ବୀରମହାରାଜପୁର, ୧୮ା୨(ଡି.ଏନ୍‌.ଏ.):ସମ୍ପ୍ରତି ଇଣ୍ଟରନେଟର ପ୍ରସାର ଯୋଗୁଁ କମ୍ପ୍ୟୁଟର ଓ ସ୍ମାର୍ଟ ଫୋନର ବ୍ୟବହାର ବଢି ଚାଲିଥିବା ବେଳେ ଏହାର ଦୁରୂପଯୋଗ ଅନେକ କ୍ଷେତ୍ରରେ କ୍ଷତି ଘଟାଇ ଚାଲିଛି। 

ରାଣୀପୁର-ଝରିଆଲରେ ବେଆଇନ ଖନନ: ସ୍ମାରକୀ ଉପରେ ମାଟି ପୋତିଦେଲେ

ରାଣୀପୁର-ଝରିଆଲରେ ବେଆଇନ ଖନନ: ସ୍ମାରକୀ ଉପରେ ମାଟି ପୋତିଦେଲେ

ବଲାଙ୍ଗୀର ଅଫିସ, ୧୮ା୨:ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ(ଏଏସ୍‌ଆଇ) ଅଧିନରେ ଥିବା ରାଣୀପୁର-ଝରିଆଲ ପ୍ରାଚୀନ ଐତିହ୍ୟ ସମୂହ ନିକଟରେ ବେଆଇନ ଗାତ ଖୋଳାଯିବା ପରେ ଏବେ ଐତିହାସିକ ଭଗ୍ନ ସ୍ମାରକୀ ଉପରେ ମାଟି ପୋତି ଦିଆଯାଇଛି ା

ତମାଖୁ ବର୍ଜନ ସଚେତନତା ଅଭିଯାନ

ତମାଖୁ ବର୍ଜନ ସଚେତନତା ଅଭିଯାନ

ଅମରପାଲି, ୧୭ା୨(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଯୁବରାଣୀ ସୀତାପୁର ଗ୍ରାମରେ ତମାଖୁ ବର୍ଜନ ସଚେତନତା ଅଭିଯାନ ରବିବାର ଅନୁଷ୍ଠିତ ହୋଇଯାଇଛି। ଗାଁ କଲ୍ୟାଣ ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମର ଶତାଧିକ ମହିଳା, ପୁରୁଷ ଓ  ଛାତ୍ରୀଛାତ୍ର ଉପସ୍ଥିତ ଥିଲେ।

ବିଜୟ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ: ସେମିରେ ରାୟପୁର

ବିଜୟ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ: ସେମିରେ ରାୟପୁର

ଅମରପାଲି, ୧୭।୨ (ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଖଣ୍ଡହତାସ୍ଥିତ ରୟାଲ ପଡିଆରେ ଚାଲିଥିବା ନବମ ସର୍ବଭାତୀୟ ବିଜୟ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟର ରବିବାର  ମ୍ୟାଚରେ ପିକେ ଏକାଡେମୀ ବିଳାସପୁରକୁ ହରାଇ ରିୟାନ ଏକାଡେମୀ ରାୟପୁର ସେମିଫାଇନାଲରେ ପ୍ରବେଶ କରିଛି। ଖେଳ ଟି-୨୦ ଓ ଟି-୧୦ ଫର୍ମାଟରେ ଖେଳାଯାଇଥିଲା ।

୩ ସ୍ଥାନରେ ଦୁର୍ଘଟଣା ଘଟାଇ ଓଲଟିଲା ଟ୍ରକ: ଡ୍ରାଇଭର ସମେତ ୮ଗୁରୁତର

୩ ସ୍ଥାନରେ ଦୁର୍ଘଟଣା ଘଟାଇ ଓଲଟିଲା ଟ୍ରକ: ଡ୍ରାଇଭର ସମେତ ୮ଗୁରୁତର

କଣ୍ଟାମାଳ,୧୭।୨(ଡି.ଏନ୍‌.ଏ.): ବୌଦ୍ଧ ଜିଲା କଣ୍ଟାମାଳ-ମନମୁଣ୍ଡା ରାସ୍ତାରେ ରବିବାର ଅପରାହ୍ନ ୧୨ଟାରେ ଏକ ଟ୍ରକ ୩ଟି ସ୍ଥାନରେ ଦୁର୍ଘଟଣା ଘଟାଇ ଭାରସାମ୍ୟ ହରାଇ ଓଲଟି ପଡିଛି । 

ଅଙ୍ଗନୱାଡି ସହାୟିକା ଚୟନରେ ପାତରଅନ୍ତର: ସିଡିପିଓଙ୍କୁ ଘେରିଲେ ମହିଳା

ଅଙ୍ଗନୱାଡି ସହାୟିକା ଚୟନରେ ପାତରଅନ୍ତର: ସିଡିପିଓଙ୍କୁ ଘେରିଲେ ମହିଳା

ଅମରପାଲି, ୧୭।୨(ଡି.ଏନ.ଏ) ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ  କେଞ୍ଜିରିଆପାଲି ପଞ୍ଚାୟତ ଅନ୍ତର୍ଗତ ଅଚିଣ୍ଡା ଗ୍ରାମରେ ଅଙ୍ଗନୱାଡି ସହାୟକ ଚୟନରେ ପାତରଅନ୍ତର ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଶନିବାର ଗଁାର ବହୁ ମହିଳା  ଏ ନେଇ ସିଡିପିଓ ସଞ୍ଜୁରାଣୀ ମିଶ୍ରଙ୍କୁ ଘେରାଉ କରି ପ୍ରତିବାଦ କରିଛନ୍ତି ।