ବ୍ରହ୍ମପୁର

ଡ୍ରେନ୍‌ରୁ ବୃଦ୍ଧଙ୍କ ଗଳିତ ମୃତଦେହ ଉଦ୍ଧାର

ଡ୍ରେନ୍‌ରୁ ବୃଦ୍ଧଙ୍କ ଗଳିତ ମୃତଦେହ ଉଦ୍ଧାର

ଜି.ଉଦୟଗିରି,୧୫।୧(ଡି.ଏନ.ଏ.)-ଜି.ଉଦୟଗିରି ଏନ୍‌ଏସି କାର୍ଯ୍ୟାଳୟରୁ ଅଳ୍ପ ଦୂରରେ ଥିବା ଏକ ଡ୍ରେନ୍‌ରୁ ଜଣେ ବୃଦ୍ଧ (୭୦)ଙ୍କ ମତଦେହ ଉଦ୍ଧାର କରାଯାଇଛି। ସେ ହେଲେ ଜି.ଉଦୟଗିରି ନିକଟସ୍ଥ ବାଡ଼ାନାଯୁ ଗ୍ରାମର ରଥ ପ୍ରଧାନ। ଜି.ଉଦୟଗିରି ପୋଲିସ ନଂ. ୨/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଡ୍ରେନ୍‌ଟି ଖୋଲାଥିବାରୁ ଏଥିରେ ପଡ଼ି ମୃତ୍ୟୁ ଘଟିଥାଇପାରେ ବୋଲି ଆଲୋଚନା ହେଉଛି।

All Right Reserved By

ବ୍ରହ୍ମପୁର

ରାତିରେ ଭୋଟ ବକ୍ସ ଧରି ଜଙ୍ଗଲରେ ୧୭କି.ମି. ଚାଲି ଚାଲି ଗଲେ ଅଧିକାରୀ

ରାତିରେ ଭୋଟ ବକ୍ସ ଧରି ଜଙ୍ଗଲରେ ୧୭କି.ମି. ଚାଲି ଚାଲି ଗଲେ ଅଧିକାରୀ

ତୁମୁଡ଼ିବନ୍ଧ,୧୯।୪(ଡି.ଏନ୍‌.ଏ.): ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଗୁରୁବାର ଅନୁଷ୍ଠିତ ହୋଇଥିଲା। କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ ସିର୍ଲା ପଞ୍ଚାୟତର ୧୩୭ ଓ ୧୩୮ ନମ୍ବର ବୁଥ୍‌ରେ ଭୋଟ ଗ୍ରହଣ ହୋଇଥିଲା।

କନ୍ଧମାଳରେ ୫୭.୪ ପ୍ରତିଶତ ମତଦାନ 

କନ୍ଧମାଳରେ ୫୭.୪ ପ୍ରତିଶତ ମତଦାନ 

ଫୁଲବାଣୀ ଅଫିସ, ୧୯ା୪-କନ୍ଧମାଳ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଗୁରୁବାର ଅନୁଷ୍ଠିତ ହୋଇଯାଇଛି| 

୬୩ନଂ. ବୁଥ୍‌ରେ ସାନି ମତଦାନ: ୯୯୬ରୁ ୫୩୯ଜଣ ଦେଲେ ଭୋଟ 

୬୩ନଂ. ବୁଥ୍‌ରେ ସାନି ମତଦାନ: ୯୯୬ରୁ ୫୩୯ଜଣ ଦେଲେ ଭୋଟ 

ବ୍ରହ୍ମପୁର ଅଫିସ୍‌,୧୯ା୪-ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ୬୩ନମ୍ବର ବୁଥ୍‌ରେ ଗୁରୁବାର ସାନି ମତଦାନ ଅନୁଷ୍ଠିତ ହୋଇଯାଇଛି। ସିଟି ହାଇସ୍କୁଲସ୍ଥିତ ବୁଥ୍‌ରେ ମତଦାନ ଗ୍ରହଣ କରାଯାଇଥିଲା। 

ବୋମା ବିସ୍ଫୋରଣରେ ଯୁବକଙ୍କ ମୃତ୍ୟୁ: ରାଜନୈତିକ ଶତ୍ରୁତାରୁ ହତ୍ୟା ଅଭିଯୋଗ ଆଣିଲେ ପରିବାର

ବୋମା ବିସ୍ଫୋରଣରେ ଯୁବକଙ୍କ ମୃତ୍ୟୁ: ରାଜନୈତିକ ଶତ୍ରୁତାରୁ ହତ୍ୟା ଅଭିଯୋଗ ଆଣିଲେ ପରିବାର

ଭଞ୍ଜନଗର,୧୯।୪(ଡି.ଏନ.ଏ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଗଝୋଳରେ ବୁଧବାର ରାତିରେ ବୋମା ବିସ୍ଫୋରଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। 

କିରୋସିନ ଢାଳି ମହିଳାଙ୍କ ଆତ୍ମହତ୍ୟା 

କିରୋସିନ ଢାଳି ମହିଳାଙ୍କ ଆତ୍ମହତ୍ୟା 

ବ୍ରହ୍ମପୁର ଅଫିସ,୧୯ା୪-କିରୋସିନ ଢାଳି ଜଣେ ମହିଳା ଗୁରୁବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଶିଶିର କୁମାର ବାଡ଼ତ୍ୟାଙ୍କ ସ୍ତ୍ରୀ ଲୋପାମୁଦ୍ରା (୩୨) ।  ଘର ବଡ଼ବଜାର ଥାନା ଅନ୍ତର୍ଗତ ଆସ୍କା ରୋଡ ରଘୁପତି ନଗର ଦ୍ୱିତୀୟ ଲେନ୍‌  ବୋଲି ପୋଲିସ କହିଛି । 

ସରିଲା ଆସିକା ଲୋକ ସଭା, ୭ ବିଧାନସଭା ନିର୍ବାଚନ:  ଇଭିଏମ୍‌ରେ ସିଲ୍‌ ହେଲା ୫୨ ପ୍ରାର୍ଥୀଙ୍କ ଭାଗ୍ୟ

ସରିଲା ଆସିକା ଲୋକ ସଭା, ୭ ବିଧାନସଭା ନିର୍ବାଚନ: ଇଭିଏମ୍‌ରେ ସିଲ୍‌ ହେଲା ୫୨ ପ୍ରାର୍ଥୀଙ୍କ ଭାଗ୍ୟ

ବ୍ରହ୍ମପୁର ଅଫିସ,୧୯ା୪-ସାଧାରଣ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଆସିକା ଲୋକ ସଭା ଆସନ ଓ ଏହା ଅଧୀନ ଖଲ୍ଲିକୋଟ, ପୋଲସରା, କବିସୂର୍ଯ୍ୟନଗର, ଆସିକା, ହିଞ୍ଜିଳି, ସାନଖେମୁଣ୍ଡି ଓ ସୋରଡ଼ା ବିଧାନସଭା କ୍ଷେତ୍ରରେ ଗୁରୁବାର ମତଦାନ ହୋଇଯାଇଛି।

ଭାଜପା ସମର୍ଥକଙ୍କୁ ହତ୍ୟା ଘଟଣାରେ ଜଣେ ଗିରଫ

ସୋରଡ଼ା,୧୮।୪(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ସୋରଡ଼ା ଥାନ ଲାଠିପଡ଼ା ପଞ୍ଚାୟତ କଦଳୀଝୋଳା ଗ୍ରାମରେ ବୁଧବାର ରାତିରେ ଜଣେ ଭାଜପା ସମର୍ଥକ ସନ୍ତୋଷ କୁମାର ପତିଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ କଦଳୀଝୋଳା ଗଁାର କୁମର ନାଇକ।

ବାଲିଗୁଡା ବ୍ଲକର ୪ ଗ୍ରାମର  ୬ଶହରୁ ଊର୍ଦ୍ଧ୍ୱ ଭୋଟରଙ୍କ ଭୋଟ ବର୍ଜନ

ବାଲିଗୁଡା ବ୍ଲକର ୪ ଗ୍ରାମର ୬ଶହରୁ ଊର୍ଦ୍ଧ୍ୱ ଭୋଟରଙ୍କ ଭୋଟ ବର୍ଜନ

ବାଲିଗୁଡ଼ା, ୧୮।୪(ଡି.ଏନ୍‌.ଏ.): କନ୍ଧମାଳ ଜିଲାରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଥିବା ବେଳେ ବାଲିଗୁଡା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଲିଗୁଡ଼ା ବ୍ଲକର ୪ ଗ୍ରାମର ୬ଶହରୁ ଊର୍ଦ୍ଧ୍ୱ ଭୋଟର ଗୁରୁବାର ଭୋଟ ବର୍ଜନ କରିଛନ୍ତି।  

କଂସାମାରି ମତଦାନ କେନ୍ଦ୍ରରେ ବୃଦ୍ଧ ଭୋଟରଙ୍କ ମୃତ୍ୟୁ

କଂସାମାରି ମତଦାନ କେନ୍ଦ୍ରରେ ବୃଦ୍ଧ ଭୋଟରଙ୍କ ମୃତ୍ୟୁ

ଦିଗପହଣ୍ଡି, ୧୮।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସାନଖେମୁଣ୍ଡି ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନ କଂସାମାରି ଗ୍ରାମ ମତଦାନକେନ୍ଦ୍ର ନଂ-୧୮୪କୁ ଭୋଟ ଦେବାକୁ ଯାଇଥିବା ବେଳେ ଜଣେ ବୃଦ୍ଧ ଭୋଟରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର ନଟବର ବେହେରା(୯୪)।

ବ୍ରହ୍ମପୁରର ୬୩ନଂ ବୁଥ୍‌ରେ ସାନି ମତଦାନ

ବ୍ରହ୍ମପୁରର ୬୩ନଂ ବୁଥ୍‌ରେ ସାନି ମତଦାନ

ବ୍ରହ୍ମପୁର ଅଫିସ,୧୮ା୪: ବ୍ରହ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀ ସିଟି ହାଇସ୍କୁଲ ୬୩ ନଂ ବୁଥ୍‌ରେ ଗୁରୁବାର ସାନି ମତଦାନ ହୋଇଛି। ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଯାଇଛି। ବୁଥ୍‌ରେ ସିସିଟିଭି କ୍ୟାମେରା ଲଗାଯିବା ସହ ୱେବ କାଷ୍ଟିଂ କରାଯାଉଛି ।

ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ: କନ୍ଧମାଳରେ ଏକାଧିକ କେନ୍ଦ୍ରରେ ବିଳମ୍ବରେ ଭୋଟ ଗ୍ରହଣ,  ଗ୍ରୀନବାଡ଼ିରେ ଅଢ଼େଇ ଘଣ୍ଟା ବିଳମ୍ବ

ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ: କନ୍ଧମାଳରେ ଏକାଧିକ କେନ୍ଦ୍ରରେ ବିଳମ୍ବରେ ଭୋଟ ଗ୍ରହଣ, ଗ୍ରୀନବାଡ଼ିରେ ଅଢ଼େଇ ଘଣ୍ଟା ବିଳମ୍ବ

ଦାରିଙ୍ଗବାଡ଼ି,୧୮।୪(ଡି.ଏନ୍‌.ଏ):  ସାଧାରଣ ନିର୍ବାଚନ ପାଇଁ  ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ସଂଗ୍ରହ।  ଏଥିପାଇଁ କନ୍ଧମାଳ ଜିଲାର ଜି.ଉଦୟଗିରି ନିର୍ବାଚନମଣ୍ଡଳୀ, ଦାରିଙ୍ଗବାଡ଼ି ବ୍ଲକର ୨୫ ପଞ୍ଚାୟତରେ ୧୦୬ଟି ବୁଥ୍‌ରେ ଭୋଟ ଗ୍ରହଣ ଚାଲିଛି। 

ପୁରୁଷୋତ୍ତମପୁର ବ୍ଲକରେ ଶାନ୍ତି ଶୃଙ୍ଖଳାର ସହ ଚାଲିଛି ମତଦାନ

ପୁରୁଷୋତ୍ତମପୁର ବ୍ଲକରେ ଶାନ୍ତି ଶୃଙ୍ଖଳାର ସହ ଚାଲିଛି ମତଦାନ

ପୁରୁଷୋତ୍ତମପୁର,୧୮।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ୨୬ ଗୋଟି ପଞ୍ଚାୟତ ଓ ପୁରୁଷୋତ୍ତମପୁର ଏନ୍‌ଏସିରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ଚାଲିଛି।


Model This Week

କ୍ରିଷ୍ଣା
Why Dharitri