ଅନ୍ତର୍ଜାତୀୟ |

ଆମେରିକାରେ କର୍ମଚାରୀଙ୍କୁ ମାଗଣାରେ କମ୍ପାନୀ ଦେଉଛି ପିଜା

ଆମେରିକାରେ କର୍ମଚାରୀଙ୍କୁ ମାଗଣାରେ କମ୍ପାନୀ ଦେଉଛି ପିଜା

ଓ୍ବାଶିଂଟନ,୧୫।୧: ଆମେରିକା ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ସଟ୍‌ଡାଉନ୍‌ ଘୋଷଣା ହେବାର ୩ ସପ୍ତାହ ହୋଇଯାଇଥିବା ବେଳେ ଏବେ ସେଠାରେ ସରକାରୀ କର୍ମଚାରୀମାନେ ବିନା ଦରମାରେ କାମ କରୁଛନ୍ତି। ଏହି ପରିସ୍ଥିତିରେ ଆମେରିକା ଭ୍ରମଣରେ ଆସିଥିବା ଏକ ଫୁଟବଳ ଦଳକୁ ଆପ୍ୟାୟିତ କରିବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ‘ଅଲ୍‌ ଆମେରିକା’ ନାମକ ଏକ ପିଜା ଓ ବର୍ଗର ଫେଷ୍ଟର ଆୟୋଜନ କରିଥିବା ଜଣାପଡିଛି।  କେବଳ ସେତିକି ନୁହେଁ ଏହି ସମୟରେ ଆମେରିକାର ପଡୋଶୀ ଦେଶ କାନାଡାର ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ୍‌ କର୍ମଚାରୀ ଯେଉଁମାନେ ଆମେରିକାରେ ଅବସ୍ଥାପିତ ସେମାନଙ୍କ ପାଇଁ ମାଗଣାରେ ପିଜା ଯୋଗାଇ ଦେଉଥିବା ଜଣାପଡିଛି। 

All Right Reserved By

ଅନ୍ତର୍ଜାତୀୟ |

ଶ୍ରୀଲଙ୍କା ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୧୮୫ ଛୁଇଁଲା, ସାରା ଦେଶରେ କଫ୍ୟୁ ଜାରି, ସୋସିଆଲ ମିଡିଆ ଉପରେ ରୋକ

ଶ୍ରୀଲଙ୍କା ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୧୮୫ ଛୁଇଁଲା, ସାରା ଦେଶରେ କଫ୍ୟୁ ଜାରି, ସୋସିଆଲ ମିଡିଆ ଉପରେ ରୋକ

କଲମ୍ବୋ,୨୧।୪: ଶ୍ରୀଲଙ୍କାର ରାଜଧାନୀ କଲମ୍ବୋ ସମେତ ଦେଶର ଆଠଟି ସ୍ଥାନରେ ରବିବାର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୮୫ ପହଞ୍ଚିଥିବାବେଳେ ୪୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଶ୍ରୀଲଙ୍କା ବିସ୍ଫୋରଣ ବଢୁଛି ମୃତ୍ୟୁ ସଂଖ୍ୟା

ଶ୍ରୀଲଙ୍କା ବିସ୍ଫୋରଣ ବଢୁଛି ମୃତ୍ୟୁ ସଂଖ୍ୟା

କଲମ୍ବୋ,୨୧।୪: ଶ୍ରୀଲଙ୍କାର ପ୍ରାୟ ୮ଟି ସ୍ଥାନରେ ହୋଇଥିବା ସିରିଏଲ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ୧୬୩ରେ ପହଞ୍ଚିଲାଣି। ୫ଶହରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ବେଳେ ଏଥିରେ ଅନେକଙ୍କ ଅବସ୍ଥା ଗୁରୁତର ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି। 

୧୦ ଦିନ ପୂର୍ବରୁ ବିସ୍ଫୋରଣ ସମ୍ପର୍କରେ ସୂଚନା ଦେଇଥିଲେ ଶ୍ରୀଲଙ୍କା ପୋଲିସ ମୁଖ୍ୟ

୧୦ ଦିନ ପୂର୍ବରୁ ବିସ୍ଫୋରଣ ସମ୍ପର୍କରେ ସୂଚନା ଦେଇଥିଲେ ଶ୍ରୀଲଙ୍କା ପୋଲିସ ମୁଖ୍ୟ

କଲମ୍ବୋ,୨୧।୪: ଶ୍ରୀଲଙ୍କାରେ ହୋଇଥିବା ସିରିଏଲ ବ୍ଲାଷ୍ଟରେ ଏପର୍ଯ୍ୟନ୍ତ ପ୍ରାୟ ୧୬୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। 

ଆଇଏସ୍‌ ଆକ୍ରମଣରେ ୫୦ ସିରିଆ ସୈନ୍ୟ ମୃତ

ଆଇଏସ୍‌ ଆକ୍ରମଣରେ ୫୦ ସିରିଆ ସୈନ୍ୟ ମୃତ

ଦାମାସ୍‌କସ୍‌,୨୧।୪: ଆଇଏସ୍‌ ଆତଙ୍କବାଦୀଙ୍କ ଆକ୍ରମଣରେ ୫୦ ଜଣ ସିରିଆ ସୈନ୍ୟଙ୍କ ମୃତ୍ୟୁ ଘଟିଛି। 

ଇଷ୍ଟର ଉତ୍ସବରେ ରକ୍ତର ଛିଟା: କଲମ୍ବୋର ଚର୍ଚ୍ଚ ଏବଂ ହୋଟେଲରେ ବୋମା ବିସ୍ଫୋରଣ

ଇଷ୍ଟର ଉତ୍ସବରେ ରକ୍ତର ଛିଟା: କଲମ୍ବୋର ଚର୍ଚ୍ଚ ଏବଂ ହୋଟେଲରେ ବୋମା ବିସ୍ଫୋରଣ

କଲମ୍ବୋ,୨୧।୪: ଶ୍ରୀଲଙ୍କାରେ ଇଷ୍ଟର ଉତ୍ସବରେ ଖୁସି ଓ ଆନନ୍ଦର ବାତାବରଣରେ ପଡ଼ିଛି ରକ୍ତର ଛିଟା। 

ୟୁଏଇରେ ହିନ୍ଦୁ ମନ୍ଦିରର ଶିଳାନ୍ୟାସ

ୟୁଏଇରେ ହିନ୍ଦୁ ମନ୍ଦିରର ଶିଳାନ୍ୟାସ

ଆବୁ ଧାବି,୨୧।୪: ୟୁନାଇଟେଡ ଆରବ ଏମିରେଟ୍‌ସ (ୟୁଏଇ)ର ରାଜଧାନୀ ଆବୁ ଧାବିରେ ପ୍ରଥମ ହିନ୍ଦୁ ମନ୍ଦିରର ଶିଳାନ୍ୟାସ ହୋଇଛି। ସ୍ବାମୀନାରାୟଣନ ସଂସ୍ଥାର ମହନ୍ତ ସ୍ବାମୀ ମହାରାଜ ଉପସ୍ଥିତ ରହି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ।

ଦୁବାଇ ଏୟାରପୋର୍ଟରେ ଭାରତୀୟ ମହିଳାଙ୍କ ସନ୍ତାନ ଜନ୍ମ

ଦୁବାଇ ଏୟାରପୋର୍ଟରେ ଭାରତୀୟ ମହିଳାଙ୍କ ସନ୍ତାନ ଜନ୍ମ

ଦୁବାଇ,୨୧ା୪(ପି.ଟି): ଦୁବାଇ ଏୟାରପୋର୍ଟରେ ଜଣେ ଭାରତୀୟ ମହିଳା ଏକ ଶିଶୁ ଜନ୍ମ କରିଛନ୍ତି । 

ଅଜ୍ଞାତ ବନ୍ଧୁକଧାରୀଙ୍କ ଗୁଳିରେ ୧୩ ମୃତ

ଅଜ୍ଞାତ ବନ୍ଧୁକଧାରୀଙ୍କ ଗୁଳିରେ ୧୩ ମୃତ

ମିନାଟିଟଲାନ୍‌,୨୧ା୪(ଏଏଫ୍‌ପି):  ମେକ୍ସିକୋର ଭେରାକ୍ରୁଜ୍‌ରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଗୁଳିମାଡରେ ୧୩ ଜଣଙ୍କ ମୃତ୍ୟୁ ଘଟିଛି। 

ଦୃଷ୍ଟି ବାଧିତ ନାବିକ ପ୍ରଶାନ୍ତ ମହାସାଗର ଯାତ୍ରା କରି କଲେ ରେକର୍ଡ

ଦୃଷ୍ଟି ବାଧିତ ନାବିକ ପ୍ରଶାନ୍ତ ମହାସାଗର ଯାତ୍ରା କରି କଲେ ରେକର୍ଡ

ଟୋକିଓ,୨୦।୪: ଇଛା ଶକ୍ତି ସମ୍ମୁଖରେ ସମସ୍ତ ପ୍ରତିବନ୍ଧକ ହାର ମାନିଥାଏ। ଏଭଳି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଜାପାନର ଜଣେ ଦୃଷ୍ଟି ବାଧିତ ନାବିକ। 

ପୁଣି ଜୀବିତ ହୋଇ ପାରିବ ଡେଡ୍‌ ବ୍ରେନ୍‌ କୋଷିକା

ପୁଣି ଜୀବିତ ହୋଇ ପାରିବ ଡେଡ୍‌ ବ୍ରେନ୍‌ କୋଷିକା

ଓ୍ବାଶିଂଟନ,୨୦।୪: ଚିକିତ୍ସା ବିଜ୍ଞାନମାନେ ଏକ ନୂତନ ଜ୍ଞାନକୌଶଳ ବିକଶିତ କରିଛନ୍ତି। ଏହାଦ୍ୱାରା ଡେଡ୍‌ ବ୍ରେନ୍‌ କୋଷିକାକୁ ପୁଣି ଜୀବିତ କରାଯାଇପାରିବ। 

ୟୁଏଇରେ ହିନ୍ଦୁ ମନ୍ଦିରର ଶିଳାନ୍ୟାସ

ୟୁଏଇରେ ହିନ୍ଦୁ ମନ୍ଦିରର ଶିଳାନ୍ୟାସ

ଆବୁ ଧାବି,୨୦।୪: ୟୁଏଇର ଆବୁ ଧାବିରେ ପ୍ରଥମ ହିନ୍ଦୁ ମନ୍ଦିରର ଶିଳାନ୍ୟାସ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଉକ୍ତ କାର୍ଯ୍ୟକ୍ରମରେ ସ୍ବାମୀନାରାୟଣ ସଂସ୍ଥାର ମହନ୍ତ ସ୍ବାମୀ ମହାରାଜ ଉପସ୍ଥିତ ରହିବେ।

ଭୋପାଳ ଗ୍ୟାସ୍‌ ଲିକ୍‌ ବିଂଶ ଶତାବ୍ଦୀର ଏକ ଦୁଃଖଦ ଘଟଣା: ଜାତିସଂଘ

ଭୋପାଳ ଗ୍ୟାସ୍‌ ଲିକ୍‌ ବିଂଶ ଶତାବ୍ଦୀର ଏକ ଦୁଃଖଦ ଘଟଣା: ଜାତିସଂଘ

ଓ୍ବାଶିଂଟନ,୨୦।୪: ମଧ୍ୟପ୍ରଦେଶର ଭୋପାଳରେ ଘଟିଥିବା ୟୁନିୟନ୍‌ କାର୍ବାଇଡ୍‌ ପ୍ଲାଣ୍ଟ୍‌ରୁ ଲିକ୍‌ ହୋଇଥିବା ମିଥାଇଲ୍‌ ଆଇସୋସିଆନେଟ୍‌ ଗ୍ୟାସ୍‌ ବିଂଶ ଶତାବ୍ଦୀର ଏକ ପ୍ରମୁଖ ଦୁଃଖଦ ଘଟଣା ବୋଲି ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ ହୋଇଛି। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri