ଅନ୍ତର୍ଜାତୀୟ |

କାର୍‌ ବୋମା ବିସ୍ଫୋରଣ: ୫୦ରୁ ଅଧିକ ଆହତ

କାର୍‌ ବୋମା ବିସ୍ଫୋରଣ: ୫୦ରୁ ଅଧିକ ଆହତ

କାବୁଲ,୧୫।୧: ଆଫଗାନୀସ୍ତାନ କାବୁଲରେ ଏକ କାର୍‌ ବୋମା ବିସ୍ଫୋରଣରେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏଠାରେ ଉଦ୍ଧାରକାର୍ଯ୍ୟ ଜାରି ରହିବା ସହିତ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  କାବୁଲର ପୂର୍ବାଞ୍ଚଳରେ ଘଟିଥିବା ଏହି ବିସ୍ଫୋରଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରି ନାହାଁନ୍ତି।  ଏଠାରେ ଥିବା ଗ୍ରୀନ୍‌ ଭିଲେଜ୍‌ ନିକଟରେ ଏହି ବିସ୍ଫୋରଣ ଘଟିଥିବା କୁହାଯାଉଛି। ଗ୍ରୀନ୍‌ ଭିଲେଜରେ ବିଦେଶୀ ନାଗରିକ ରହୁଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କୁ

All Right Reserved By

ଅନ୍ତର୍ଜାତୀୟ |

ଭାରତକୁ ସହଯୋଗର ହାତ ବଢାଇଲା ଇସ୍ରାଏଲ

ଭାରତକୁ ସହଯୋଗର ହାତ ବଢାଇଲା ଇସ୍ରାଏଲ

ନୂଆଦିଲ୍ଲୀ/ଜେରୁଜେଲମ,୧୫।୨: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ବିଭିନ୍ନ ଦେଶ ନିନ୍ଦା କରିଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେନଜାମିନ ନେତାନ୍ୟାହୁ ଏହି ଘଟଣାର ନିନ୍ଦା କରିବା ସହ ଇସ୍ରାଏଲ ଭାରତ ସହ ଅଛି ବୋଲି ସେ କହିଛନ୍ତି। 

୨୭୬ ଶିଶୁଙ୍କୁ ବଳାତ୍କାର କରିଥିବା ଅପରାଧୀଙ୍କୁ ୬୦ ବର୍ଷ ଜେଲ୍‌

୨୭୬ ଶିଶୁଙ୍କୁ ବଳାତ୍କାର କରିଥିବା ଅପରାଧୀଙ୍କୁ ୬୦ ବର୍ଷ ଜେଲ୍‌

ଓ୍ବାଶିଂଟନ,୧୫।୨: କଲମ୍ବିଆରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ୨୭୬ ଜଣ ଶିଶୁଙ୍କୁ ବଳାତ୍କାର କରିଥିବା ଜଣେ ବ୍ୟକ୍ତିଙ୍କୁ ୬୦ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି।

ମହଙ୍ଗା ପଡିଲା ଘୁଷୁରିଙ୍କ ଦ୍ୱୀପରେ ମଡେଲଙ୍କ ଫଟୋଶୁଟ୍‌: ଭାଇରାଲ ଭିଡିଓକୁ  ଦେଖିଲେ ୫ ମିଲିୟନ୍‌ ୟୁଜର

ମହଙ୍ଗା ପଡିଲା ଘୁଷୁରିଙ୍କ ଦ୍ୱୀପରେ ମଡେଲଙ୍କ ଫଟୋଶୁଟ୍‌: ଭାଇରାଲ ଭିଡିଓକୁ ଦେଖିଲେ ୫ ମିଲିୟନ୍‌ ୟୁଜର

ନାଶାଉ,୧୫।୨: ବାହାମସରେ ଥିବା ପିଗ୍‌ ଆଇଜଲାଣ୍ଡ ବା ଘୁଷୁରି ଦ୍ୱୀପକୁ ଫଟୋ ଶୁଟ୍‌ କରିବାକୁ ବାହାରି ଥିଲେ ଫିଟ୍‌ନେଶ୍‌ ମଡେଲ ମିଖାଇଲ୍‌ ଲିଓ୍ବିନ। କିଛି ହଟ୍‌ ଫଟୋ ଉଠାଇ ସେ ତାଙ୍କ ଇନଷ୍ଟାଗ୍ରାମରେ ଅପଲୋଡ କରିବାକୁ ଇଚ୍ଛା ରଖିଥିଲେ।

ଆତଙ୍କବାଦ ବିରୋଧରେ ଯୁଦ୍ଧ ଘୋଷଣା: ସୁରକ୍ଷାକର୍ମୀଙ୍କୁ ପୂର୍ଣ୍ଣ ସ୍ବାଧୀନତା ଦେଲେ ମୋଦି; ପାକିସ୍ତାନର ଏମ୍‌ଏଫ୍‌ଏନ୍‌ ମାନ୍ୟତା ରଦ୍ଦ

ଆତଙ୍କବାଦ ବିରୋଧରେ ଯୁଦ୍ଧ ଘୋଷଣା: ସୁରକ୍ଷାକର୍ମୀଙ୍କୁ ପୂର୍ଣ୍ଣ ସ୍ବାଧୀନତା ଦେଲେ ମୋଦି; ପାକିସ୍ତାନର ଏମ୍‌ଏଫ୍‌ଏନ୍‌ ମାନ୍ୟତା ରଦ୍ଦ

ନୂଆଦିଲ୍ଲୀ/ଇସଲାମାବାଦ୍‌,୧୫।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଶୁକ୍ରବାର କ୍ୟାବିନେଟ୍‌ କମିଟି ବୈଠକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିଲା। 

ପାକିସ୍ତାନରେ ଲୁଚି ବସିଛନ୍ତି ମୋଷ୍ଟ ଓ୍ବାଣ୍ଟେଡ୍‌ ୩ ଆତଙ୍କବାଦୀ

ପାକିସ୍ତାନରେ ଲୁଚି ବସିଛନ୍ତି ମୋଷ୍ଟ ଓ୍ବାଣ୍ଟେଡ୍‌ ୩ ଆତଙ୍କବାଦୀ

ନୂଆଦିଲ୍ଲୀ/ଇସଲାମାବାଦ୍‌, ୧୫।୨: ଭାରତରେ ଆତଙ୍କବାଦୀ କାଣ୍ଡ ଭିଆଇ ପାକିସ୍ତାନରେ ଲୁଚିବସିଛନ୍ତି ୩ ମୋଷ୍ଟ ଓ୍ବାଣ୍ଟେଡ୍‌ ଆତଙ୍କବାଦୀ। ପୁଲଓ୍ବାମାରେ ଭାରତୀୟ ଯବାନଙ୍କ ଉପରେ ଆତ୍ମଘାତୀ ଆକ୍ରମଣ କରିଥିବା ଜୈଶ୍‌-ଇ-ମହମ୍ମଦ ମୁଖ୍ୟ ମସୁଦ୍‌ ଅଝହର ପାକିସ୍ତାନରେ ଖୋଲାରେ ବୁଲୁଛନ୍ତି। 

ସିଂହ ସହ ଖେଳି ପାରିବେ ପର୍ଯ୍ୟଟକ

ସିଂହ ସହ ଖେଳି ପାରିବେ ପର୍ଯ୍ୟଟକ

ଜେରୁଜେଲମ,୧୪।୨: ଚିଡିଆଖାନାରେ ଥିବା ଜୀବଜନ୍ତୁଙ୍କୁ ସାଧାରଣତଃ ଦୂରରୁ ଦେଖିବାର ମଜା ମିଳିଥାଏ। ହେଲେ ଏବେ ଗାଜାର ଯୁଦ୍ଧଗ୍ରସ୍ତ ପାଲେଷ୍ଟାଇନରେ ଥିବା ଏକ ଚିଡିଆଘରେ ଥିବା ସିଂହ ସହ ପିଲାମାନେ ଖେଳିପାରିବେ ବୋଲି ଜଣାପଡିଛି। 

୫୦ ବର୍ଷ ମଧ୍ୟରେ ଭାରତର ଜାତୀୟ ପଶୁ ଲୋପ ପାଇବା ଆଶଙ୍କା

୫୦ ବର୍ଷ ମଧ୍ୟରେ ଭାରତର ଜାତୀୟ ପଶୁ ଲୋପ ପାଇବା ଆଶଙ୍କା

ନୂଆଦିଲ୍ଲୀ/ମେଲବର୍ନ,୧୪।୨: ସୁନ୍ଦରବନରେ ଦେଖାଯାଉଥିବା ଭାରତର ଜାତୀୟ ପଶୁ ଉପରେ ଦେଖାଦେଇଛି ସଙ୍କଟ। ଆସନ୍ତା ୫୦ ବର୍ଷ ମଧ୍ୟରେ ଜଙ୍ଗଲ ରାଜା ପାଇଁ ଅଭାବ ପଡ଼ିବ ଜଙ୍ଗଲ। 

ଜଳ ପାଇଁ ତୃତୀୟ ବିଶ୍ୱଯୁଦ୍ଧ: ୫ ନଦୀ ମଧ୍ୟରୁ ଭାରତରେ ୩

ଜଳ ପାଇଁ ତୃତୀୟ ବିଶ୍ୱଯୁଦ୍ଧ: ୫ ନଦୀ ମଧ୍ୟରୁ ଭାରତରେ ୩

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୪।୨: ଆଗାମୀ ଶହେ ବର୍ଷ ମଧ୍ୟରେ ଜଳ ସଙ୍କଟ ଉତ୍କଟ ହେବାର ଆଶଙ୍କା ରହିଛି। ଏପରି ହେଲେ ଜଳ ପାଇଁ ତୃତୀୟ ବିଶ୍ୱଯୁଦ୍ଧ ହୋଇପାରେ ବୋଲି କେତେକ ବୁଦ୍ଧିଜୀବୀ ମତ ଦେଇଛନ୍ତି।

ଇରାନରେ ଆତ୍ମଘାତୀ ବିସ୍ଫୋରଣ: ୨୩ ମୃତ, ୧୭ ଆହତ

ଇରାନରେ ଆତ୍ମଘାତୀ ବିସ୍ଫୋରଣ: ୨୩ ମୃତ, ୧୭ ଆହତ

ତେହେରାନ,୧୪।୨: ଦକ୍ଷିଣ-ପୂର୍ବ ଇରାନରେ ହୋଇଥିବା ଏକ ଆତ୍ମଘାତୀ ବିସ୍ଫୋରଣରେ ଅତିକମ୍‌ରେ ୨୩ଜଣ କ୍ରାନ୍ତିକାରୀ ଯବାନଙ୍କ ମୃତ୍ୟୁ ହୋଇଥିବା କହିଛି ସ୍ଥାନୀୟ ଗଣମାଧ୍ୟମ। 

୪ଟି ସନ୍ତାନ ହେଲେ ଦେବାକୁ ପଡିବନି ଟ୍ୟାକ୍ସ

୪ଟି ସନ୍ତାନ ହେଲେ ଦେବାକୁ ପଡିବନି ଟ୍ୟାକ୍ସ

ଭିଏନା, ୧୩।୨: ୪ଟି ସନ୍ତାନ ଜନ୍ମ କଲେ ମହିଳାଙ୍କୁ ଆଜୀବନ ଟ୍ୟାକ୍ସ ଦେବାକୁ ପଡିବନି। ଦେଶରେ ଜନସଂଖ୍ୟା ବଢାଇବା ପାଇଁ ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଅର୍ବନ ଏହି ଘୋଷଣା କରିଛନ୍ତି।

ପଞ୍ଜାବ ଯିବାର ଥିଲା ପାର୍ସଲ, ପହଞ୍ଚିଲା ଚାଇନାରେ

ପଞ୍ଜାବ ଯିବାର ଥିଲା ପାର୍ସଲ, ପହଞ୍ଚିଲା ଚାଇନାରେ

ଚଣ୍ଡିଗଡ/ବେଜିଂ: ଗୋଟିଏ ଅକ୍ଷର ଭୂଲ ଯୋଗୁ ପଞ୍ଚାବ ପରିବର୍ତ୍ତେ ପାର୍ସଲ ପହଞ୍ଚିଲା ଚାଇନାରେ।

୧୨୫ ବର୍ଷ ତଳେ ଅଷ୍ଟ୍ରେଲିଆରେ ଗୋଟିଏ ବଲରେ ହୋଇଥିଲା ୨୮୬ ରନ୍‌

୧୨୫ ବର୍ଷ ତଳେ ଅଷ୍ଟ୍ରେଲିଆରେ ଗୋଟିଏ ବଲରେ ହୋଇଥିଲା ୨୮୬ ରନ୍‌

 କାନବେରା,୧୩।୨: ଗୋଟିଏ ବଳରେ ପୁଣି ୨୮୬ ରନ୍‌ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ। ତେବେ ୧୨୫ ବର୍ଷ ତଳେ ଅଷ୍ଟ୍ରେଲିଆ ବାନବରୀ ପଡ଼ିଆରେ ଖେଳା ଯାଇଥିବା ଏକ ମ୍ୟଚ୍‌ରେ ଏହା ସମ୍ଭବ ହୋଇଥିଲା।