ସମ୍ବଲପୁର

କଟକରେ ଚିକିସତ୍ା ହେବେ ଦୁଇ ଭାଇ ସାହାଯ୍‌ର ହାତ୍‌ ବଢ଼ାଲେ ସହୁରୁଦ୍‌ ଲୋକ୍‌

କଟକରେ ଚିକିସତ୍ା ହେବେ ଦୁଇ ଭାଇ  ସାହାଯ୍‌ର ହାତ୍‌ ବଢ଼ାଲେ ସହୁରୁଦ୍‌ ଲୋକ୍‌

ସଇଁତଲା,୧୫ା୧ (ଡିଏନଏ):  ସଇଁତଲା ବ୍ଲକ ଡୁଙ୍ଗୁରିପାଲି ପଁଚେତ ଟୁର୍ଚ୍ଚାଉପେର ଗଁାର ବାହାଦୂର ସାହୁକଁର ଦୁଇ ପୁଓ ବହୁତ୍‌ ଦିନ ହେଲା ଗୁଟେ ଅଜନା ରୋଗ୍‌ରେ ପୀଡ଼ିତ ଅଛନ୍‌। ଇ ବାବ୍‌ଦେ ଗଲା ୧୧ ଡିସେମ୍ବର ୨୦୧୮ରେ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ଦୁଇ ପୁଓକୁ ଦାନ କରବାର ନିସପତି ନେଲେ ବାପା’ ଶୀରଷକ୍‌ରେ ନିକିନିଖିନୁ ଖବର ବାହାରିଥିଲା। ଖବର ବାହାରଲା ଉତାରୁ ଭିନେ ଭିନେ ସହୁରୁଦ୍‌ ଲୋକ୍‌ ଫୋନ୍‌ରେ ବାହାଦୂରକୁଁ ଯୋଗାଯୋଗ କରବାର ସଂଗେ ସଇଁତଲା ଥାନା ଅଧ୍‌କାରୀ ସାହାଯ୍‌ର ହାତ୍‌ ବଢ଼େଇଛନ୍‌। ଥାନା ଅଧ୍‌କାରୀ ଅବନୀ ସାହୁ ଷ୍ଟାଫ୍‌ ସଂଗେ ଟୁର୍ଚ୍ଚାଉପେର ଗଁାକେ ଯାଇ ବାହାଦୂର ସାହୁକଁର ଅସାହା ପରିବାରକେ ଭେଟିଥିଲେ। ସୁବିଧା ଅସବିଧା ପଚାରି ବୁଝବାର ସଂଗେ ପରିବାରକେ କିଛି ଟଁକା, ଚାଉଲ ବସ୍‌ତେ, ଦୁଇଟା କମଲ ଆର ବିସ୍କୁଟ ଦେଇଥିଲେ। ଇ ବାବ୍‌ଦେ ଖବର ପାଇ ଥାନୀୟ ଧରିତ୍ରୀ ପରତିନିଧି ବାହାଦୂରକଁର ଘରକେ ଯାଇ ପରିବାର ଲୁକ୍‌କୁ ଭେଟିଥିଲେ। ବାହାଦୂରକଁର କହେବାର ହିସାବେ ଧରିତ୍ରୀ ଖବର କାଗଜରେ ମୋର ଦୁଇ ପୁଓକର ବିଷେରେ ବାହାରଲାରୁ ଆଏଜ୍‌ କିଛି ଟଁକା ପଏସା ସାହାଯ୍‌ ପାଇଛୁଁ। କେତେ ସହୁରୁଦ୍‌ ଲୋକ୍‌ ମୋତେ ଫୋନରେ ଯୋଗାଯୋଗ କରି ମୋର ଦୁଇ ଭିନ୍ନକ୍ଷମ ପୁଓକୁ ଚିକିସତ୍ା କରାବାକେ କହିଥିବାର ସେ କହିଥିଲେ। ସେନ୍‌ତା ରାଉରକେଲାର ସରୋଜ କୁମାର ସ୍ବାଇଁ ବାହାଦୂର ସାହୁକଁର ବ୍ୟାଙ୍କ ଖାତା ନମ୍ବର ନେବାର ସଂଗେ ସେ ଟଁକା ପଏସା ସାହାଯ୍‌ କରବେ ବଲି କହିଛନ୍‌। ସେ ଆଏବାର ଫେବୃୟାରୀ ମାସେ ବାହାଦୂରକଁର ଦୁଇ ପୁଓକୁ କଟକର ନଁାକରା ନ୍ୟୁରୋଲୋଜି ଡାକ୍‌ତରକୁଁ ଦେଖାବାର ଲାଗି ବି କଥା ଦେଇଛନ୍‌ ବଲି ବାହାଦୂର କରିଛନ୍‌। ଇଥିରଲାଗି ବାହାଦୂର ଧରିତ୍ରୀ ଆର ଥାନୀୟ ପରତିନିଧିକୁଁ ଧଏନବାଦ ସେବାଦର ସଂଗେ ସାହାଯ୍‌ କରିଥିବାର ଆର କଥା ଦେଇଥିବାର ଲୋକ୍‌ମାନକୁ ବି ଧଏନବାଦ ଦେଇଛନ୍‌। ଇ ବାବ୍‌ଦେ ଟିଟିଲାଗଡ଼ ବିଧାୟିକା ଟୁକୁନୀ ସାହୁକୁଁ ପଚରାଲାରୁ ମୁଇଁ ଇ ବାବ୍‌ଦେ ନାଇଁଜାନି, ଆପନକରନୁ ଜାନବାକେ ପାଇଲି। ମୁଇଁ ନିଜେ ସେ ଗଁାକେ ଯାଇ ଦୁଖି ପରିବାରକେ ଭେଟମି ଆର ସରକାରକଁର ତରଫରୁ ଯେନ୍‌ଟା ହେଇପାରବା ସାହାଯ୍‌ ଯୁଗେଇ ଦେବାର ଚେଷ୍‌ଟା କରମି ବଲି କହିଥିଲେ। ହେଲେ ଦୁଖର କଥା ଯେ ଆଏଜ୍‌ତକ୍‌ ଇ ଦୁଖି ଗରିବ ପରିବାରକେ ସରକାର କି ପରଶାସନ ତରଫୁ କେହେନ୍‌ସି ପରକାର ସାହାଯ୍‌ ନାଇଁ ମିଲିପାରି।

All Right Reserved By

ସମ୍ବଲପୁର

ଭୂମି ଅଧିକାର ଦାବିରେ ରଣହୁଙ୍କାର

ଭୂମି ଅଧିକାର ଦାବିରେ ରଣହୁଙ୍କାର

ବରଗଡ଼ ଅଫିସ୍‌,୧୫।୨: ଭୂମି ଅଧିକାର ପ୍ରଦାନ ଦାବି ନେଇ ବରଗଡ଼ରେ ଆନ୍ଦୋଳନ ଜୋର୍‌ ଧରିଛି ।

ଧରାପଡିଲେ ୪ ହାଇୱେ ଲୁଟେରା:  ୩୧ଟନ୍‌ ଲୁଟ୍‌ ଲୁହାରଡ୍‌, ଟ୍ରକ୍‌  ଜବତ୍‌

ଧରାପଡିଲେ ୪ ହାଇୱେ ଲୁଟେରା: ୩୧ଟନ୍‌ ଲୁଟ୍‌ ଲୁହାରଡ୍‌, ଟ୍ରକ୍‌ ଜବତ୍‌

 ବଲାଙ୍ଗୀର ଅଫିସ, ୧୫ା୨:ବଲାଙ୍ଗୀର ଜିଲା ପୋଲିସ ଏକ ହାଇୱେ ଲୁଟେରା ଦଳକୁ ଗିରଫ କରି ସେମାନଙ୍କଠାରୁ ସମସ୍ତ ଲୁଟ୍‌ ସାମଗ୍ରୀ ଓ ଲୁଟ୍‌ରେ ବ୍ୟବହୃତ ସାମଗ୍ରୀ ଜବତ୍‌ କରିଛି ।  

ଆନ୍ତଃରାଜ୍ୟ କେନ୍ଦୁକାଠ ର଼୍ୟାକେଟ୍‌ ଠାବ, ୬ଗିରଫ

ଆନ୍ତଃରାଜ୍ୟ କେନ୍ଦୁକାଠ ର଼୍ୟାକେଟ୍‌ ଠାବ, ୬ଗିରଫ

ବଲାଙ୍ଗୀର ଅଫିସ, ୧୫ା୨:ବଲାଙ୍ଗୀର ବନବିଭାଗ ଟିମ୍‌ ଏକ ବଡଧରଣର ଆନ୍ତଃରାଜ୍ୟ କେନ୍ଦୁକାଠ ର଼୍ୟାକେଟ୍‌ ଠାବ କରିଛି ।  ଗୁରୁବାର ବିଳମ୍ବିତ ରାତିରେ କେନ୍ଦୁ କାଠଗଣ୍ଡି ବୋଝେଇ ଏକ ଟ୍ରକ୍‌, ଏକ କାର ଓ ବାଇକ୍‌ ସହ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।  

ପିରବତୀ ଯୁକ୍ତ ୨ ମହିଳା କଲେଜର ତୃତୀୟ ବାର୍ଷିକ ଉତ୍ସବ

ପିରବତୀ ଯୁକ୍ତ ୨ ମହିଳା କଲେଜର ତୃତୀୟ ବାର୍ଷିକ ଉତ୍ସବ

କର୍ଲାମୁଣ୍ଡା,୧୫।୨(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା ଅଞ୍ଚଳର ଏକମାତ୍ର ପିରବତୀ ଯୁକ୍ତ ୨ ମହିଳା ମହାବିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସବ ଶୁକ୍ରବାର ପାଳିତ ହୋଇଯାଇଛି। 

ବିପୁଳ ପରିମାଣର ମଦ, ମହୁଲ ପୋଚ ଜବତ

ବିପୁଳ ପରିମାଣର ମଦ, ମହୁଲ ପୋଚ ଜବତ

ପାଟଣାଗଡ, ୧୫।୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ପାଟଣାଗଡ ବ୍ଲକର ରେଙ୍ଗାଲି ଏବଂ ଛେଲଖାଇ ଗ୍ରାମରେ ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣର ଦେଶୀ ରନ୍ଧାମଦ ଏବଂ ମହୁଲ ପୋଚ ଜବତ କରିଛି। 

ସଂକଳ୍ପିତ ହେଲେ ସବୁକାମ ସମ୍ଭବ ହେବ

ସଂକଳ୍ପିତ ହେଲେ ସବୁକାମ ସମ୍ଭବ ହେବ

ଅମରପାଲି,୧୫।୨(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ଗ୍ରାମ ପଞ୍ଚାୟତର ଭୁତିଆପାଲିସ୍ଥିତ ପରମେଶ୍ୱରୀ କଲେଜରେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି।

ଅବକାରୀ ବିଭାଗ ଚଢ଼ାଉ: ଦେଶୀ ମଦ ଜବତ, ୬ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଅବକାରୀ ବିଭାଗ ଚଢ଼ାଉ: ଦେଶୀ ମଦ ଜବତ, ୬ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ପାଟଣାଗଡ଼,୧୫।୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକର ରେଙ୍ଗାଲି ଏବଂ ଛେଲଖାଇ ଗ୍ରାମରେ ଅବକାରୀ ବିଭାଗ ଶୁକ୍ରବାର ଚଢ଼ାଉ କରିଛିି। ଏହି ଚଢ଼ାଉରେ ଜଣେ ମହିଳା ସମେତ ୫ ଜଣଙ୍କୁ ଗିରଫ କରାଯିବା ବେଳେ ୧୭୬ ଲିଟର ଦେଶୀ ରନ୍ଧା ମଦ, ୧୨୦ କେଜି ମହୁଲ ଏବଂ ରେଙ୍ଗାଲି ଜଙ୍ଗଲରୁ ୩.୫ କୁଇଣ୍ଟାଲ ମହୁଲ ପୋଚ ଜବତ କରିଥିଲେ। 

ସପନ୍‌ ହେଇ ରହିଗଲା ପକାଘର: ଭୁଲ କଲା ପରଶାସନ, ଦୁଖ୍‌ ଭୁଗ୍‌ଲେ ଅମ୍ବରିଶ

ସପନ୍‌ ହେଇ ରହିଗଲା ପକାଘର: ଭୁଲ କଲା ପରଶାସନ, ଦୁଖ୍‌ ଭୁଗ୍‌ଲେ ଅମ୍ବରିଶ

ଉଲୁଣ୍ଡା, ୧୫।୨ (ଡି.ଏନ.ଏ): ପଁଚେତ୍‌ କଁଥିରେ ୨୦୧୬ ଏପ୍ରିଲ ମାସେ ଛପାହେଲା ନାଁ। ସରକାରୀ ଆବାସ ଯୋଜନାରେ ପକାଘର ଖଁଡ଼େ ମିଲବା ଇ ଆଶାରେ ସେ ଖୁସ୍‌ଥିଲେ। 

ଆଦିବାସୀକର ଲାଗି ସାତ୍‌ସପନ୍‌ ହେଇଛେ ବିକାଶ: ସରଲତାର ସୁଯୋଗ ନେଉଛନ୍‌ ନେତା, ପରଶାସକ୍‌

ଆଦିବାସୀକର ଲାଗି ସାତ୍‌ସପନ୍‌ ହେଇଛେ ବିକାଶ: ସରଲତାର ସୁଯୋଗ ନେଉଛନ୍‌ ନେତା, ପରଶାସକ୍‌

ଭବାନୀପାଟଣା,୧୫।୨(ଡି.ଏନ.ଏ.): ଗାଁ ଗଁଲିର ବିକାଶ ଲାଗି ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ଭିନେ ଭିନେ ଯୋଜନା କରୁଛନ୍‌। ହେଲେ ଆଏଜ୍‌ବି କଳାହାଣ୍ଡି ଜିଲାର ଅନେକ ଗାଁ ରେ ବିକାଶ ଅପହଁଚ୍‌ ହେଇ ରହିଛେ। 

ଏମ୍‌.ସି.ସି କ୍ରିକେଟ୍‌ ଟୁର୍ନାମେଣ୍ଟ: ଦେଓଗାଁ ଚାମ୍ପିୟନ

ଏମ୍‌.ସି.ସି କ୍ରିକେଟ୍‌ ଟୁର୍ନାମେଣ୍ଟ: ଦେଓଗାଁ ଚାମ୍ପିୟନ

ମଦନପୁର,୧୪।୨(ଡି.ଏନ.ଏ.): କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ଅନ୍ତର୍ଗତ ମଦନପୁର ଖେଳ ପଡିଆଠାରେ ଚାଲିଥିବା ଏମ୍‌.ସି.ସି କ୍ରିକେଟ ଟୁର୍ନାମେଣ୍ଟ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି। ମଦନପୁର ଏମ୍‌.ସି.ସି ଓ ଦେଓଗାଁ ଦଳ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଦେଓଗାଁ ଦଳ ଚାମ୍ପିୟନ ହୋଇଛି। 

ଗାର୍‌ହନ୍ ନାଟକକୁ ୯ଟି ପୁରସ୍କାର

ଗାର୍‌ହନ୍ ନାଟକକୁ ୯ଟି ପୁରସ୍କାର

ଭବାନୀପାଟଣା,୧୪।୨(ଡି.ଏନ.ଏ.): ଝାଡ଼ଖଣ୍ଡ କଳାସଙ୍ଗମ ଗିରିଡିହରେ ଜାତୀୟସ୍ତରୀୟ ନାଟକ ମହୋତ୍ସବ ଆୟୋଜିତ ହୋଇଯାଇଛି। 

କୁକୁର ଆକ୍ରମଣରେ କୁଟୁରା ମୃତ

କୁକୁର ଆକ୍ରମଣରେ କୁଟୁରା ମୃତ

ଭବାନୀପାଟଣା,୧୪।୨(ଡି.ଏନ.ଏ.): ଭବାନୀପାଟଣା ସହରର ୮କିଲୋମିଟର ଦୂରରେ ଥିବା ନାରେଙ୍ଗଖୋଲା ଜଙ୍ଗଲ ନିକଟରେ ଏକ କୁଟୁରାକୁ କୁକୁରମାନେ ଆକ୍ରମଣ କରି ଆହତ କରିଦେଇଥିଲେ।