ରାଜ୍ୟ | ସମ୍ବଲପୁର

ଅବେବସ୍‌ତା ଘେରରେ ୭୦ ବଛର୍‌ର ପୁରନା ବନାଞ୍ଚଲ

ଅବେବସ୍‌ତା ଘେରରେ ୭୦ ବଛର୍‌ର ପୁରନା ବନାଞ୍ଚଲ

ଲାଠୋର, ୧୩ା୧ (ଡି.ଏନ.ଏ): 

ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ବନାଞ୍ଚଲକେ ୭୦ ବଛର ବିତିଯାଇଥିଲେ ବି ଅବହେଲିତ ଅବସ୍‌ତାରେ ପଡ଼ିଛେ। ଯେନ୍‌ଟାକି ଜଂଗଲି ଜୀବ୍‌ଜଁତୁ ଆର ଜଂଗଲ ଉପରେ ବିପଦ ସୁରୁଷ୍‌ଟି କରୁଛେ। ସୂଚନା ଅନ୍‌ସାରେ ଯେତେବେଲେ ଖପ୍ରାଖୋଲ ରେଞ୍ଜରେ ଲାଠୋର ସାମିଲ ଥିଲା ସେ ସମିଆରେ ୨୬.୭.୧୯୪୮ରେ ଲାଠୋରରେ  ସରକାରୀ ହିସାବେ ଗୁଟେ ବନକାର୍ଯ୍ୟାଲୟ ଥାପନ କରାଗଲା। ଇ କାର୍ଯ୍ୟାଲୟ ଝନେ ଫରେଷ୍ଟର ଆର ୨ ଝନ୍‌ ଗାର୍ଡକୁଁ ନେଇ ପହେଲା ତାର କାଯ୍‌ ଆରମ୍‌ କରିଥିଲା।  ପଛେ ୨୩.୧୨.୧୯୫୨ରେ ପହେଲା କରି ରେଞ୍ଜର ହିସାବେ ଏମ.ପଣ୍ଡା ଯୋଗଦେଇଥିଲେ। ଏହେଦ୍‌କା ୪୦ ହଜାର ହେକ୍ଟର ଜଂଗଲକେ ଲାଠୋର, ଗମ୍ଭାରି, ବେନ୍ଦେର, ଘାଗୁର୍ଲି କରି ୪ଟା ସେକ୍ସନରେ ଭାଗ କରାଯାଇଛେ। ଇ ୪ଟା ସେକ୍ସନ ଅଧିନରେ ଲାଠୋର, ଗଇନ୍ଦିମାଲ, ପିପଲବାହାଲ, ମହନିଲହ, ଝଳିଆଲିଟି, ଖର୍ଲି, ସନ୍ଧିମୁଣ୍ଡା, ଜାମଜୁରି, କର୍ଲାକୁଟନା, ବେନ୍ଦେର, ବାଗଦୋର, ଧଉଁରାଖମନ, ଘାଗୁର୍ଲି, ତାଲଭଟା, ରେଙ୍ଗାଲି ଲେଖେଁ ୧୫ଟା ବିଟ ଅଛେ। ୪ଟା ସେକ୍ସନକେ ଗୁଟେ ରେଞ୍ଜର ଆର ୪ଟା ଫରେଷ୍ଟର ଥିଲା ବେଲେ ୧୧ଟା ଫରେଷ୍ଟ ଗାର୍ଡ ରହିଛନ୍‌। ଯେନ୍‌ଟା କି ଦରକାରଠାନୁ ବି ବହୁତ କମ୍‌ କରମଚାରୀ ଅଛନ୍‌। ଦୁଖର କଥା ଗଲା ଡିସେମ୍ବର ୨୦୧୮ରେ ଜିଲାର ଭିନେ ଭିନେ ରେଞ୍ଜରେ ଗାର୍ଡମାନକୁ ନିଯୁକ୍ତି ଦିଆଯାଇଥିଲା ବେଲେ ଲାଠୋର ଲେଖେଁ ଗୁଟେ ସମ୍‌ବେଦନଶୀଲ ରେଞ୍ଜକେ ଗୁଟେ ବି ଗାର୍ଡ ନାଇଁ ଦିଆଯାଇ। ଏହେଦ୍‌କା ଲାଠୋର ସେକ୍ସନର ଝଲିଆଲିଟି ଆର ଖର୍ଲି, ବେନ୍ଦେର ସେକ୍ସନର ବାଘଦୋର, ଗମ୍ଭାରି ସେକ୍ସନର କର୍ଲାକୁଟନା, ଘାଗୁର୍ଲି ସେକ୍ସନର ଘାଗୁର୍ଲି ବିଟରେ ଗୁଟେ ବି ଗାର୍ଡ ନଁାଇଁନ। ଯେନ୍‌ଥିରଲାଗି ଜଂଗଲରେ ଥିବାର ଦାମ୍‌କିଆ ଶାଲ, ପିଆଶାଲ, ଖଇର, ଗମ୍ଭାରୀ, ସାଗୁଆନ ଗଛ କାଟବାର ସଂଗେ ଜଂଗଲି ଜୀବ୍‌ଜଁତୁକର ଜୀବନ୍‌ ଉପରେ ବିପଦ ଦେଖା ଦେଇଛେ। ରେଞ୍ଜ ଅଧିନରେ କାଯ୍‌ କରୁଥିବାର କରମଚାରୀମାନକର ରହେବାର ଲାଗି ବି ସରକାରୀ ଘର୍‌ର ଅଭାବ ରହିଛେ। ଯେନ୍‌ଥିରଲାଗି ଗୁଟେ ଘରେ ଦୁଇଝନ୍‌ ତିନ୍‌ଝନ୍‌ ଲେଖେଁ କରମଚାରୀ ରହୁଛନ୍‌। ଇ ବାବ୍‌ଦେ ବଲାଙ୍ଗୀର ଡିଏଫଓ ସମୀର ସତପଥୀକୁଁ ପଚରାଲାରୁ ଲାଠୋର ବନାଞ୍ଚଲରେ ଲାଗି ରହିଥିବାର ସମସିଆ ବାବ୍‌ଦେ ମୁଇଁ ଜାନିଛେଁ। ଗାର୍ଡମାନେ ତାଲିମ ନେଉଛନ୍‌ ସେଥିରଲାଗି ନିଯୁକ୍ତି ଦିଆଯାଇ ନାଇଁପାରବାର। ହେଲେ ତିନ୍‌ରୁ ଚାଏର ଦିନ୍‌ ଭିତରେ ନିହାତି ଭାବେ ଲାଠୋର ରେଞ୍ଜ ଲାଗି ଗୁଟେ ଗାର୍ଡ ଯୁଗେଇ ଦିଆଯିବା। ସେନ୍‌ତା ବାକି ସମସିଆମାନ ଦିନୁ ଦିନ୍‌କେ ସମାଧାନ କରାଯିବା ବଲି ସେ କହିଥିଲେ।

All Right Reserved By

ରାଜ୍ୟ | ସମ୍ବଲପୁର

ଓଟିଭି ବିରୋଧରେ ଅଭିଯୋଗ:  ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି

ଓଟିଭି ବିରୋଧରେ ଅଭିଯୋଗ: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର,୧୭ା୪(ବ୍ୟୁରୋ): ଭାଜପା ପ୍ରଚାରରେ ବେଆଇନ ହୋଡିର୍ଂ ବ୍ୟବହାର ଏବଂ ଭାଜପାର ପେଡ୍‌ ନ୍ୟୁଜ ପ୍ରସାରଣ କରୁଥିବା ଅଭିଯୋଗ ଆଣି ଓଟିଭି ଚ୍ୟାନେଲ ବିରୋଧରେ ପୁଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛି ବିଜୁ ଜନତା ଦଳ। ଏହି ସବୁ ଗୁରୁତର ମାମଲାରେ ନିର୍ବାଚନ କମିଶନଙ୍କ ନିରବତାକୁ ଦଳ ପ୍ରଶ୍ନ କରିବା ସହ କାଳବିଳମ୍ବ ନକରି କଠୋର ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡି ଦାବି କରିଛି।

ଫାଣ୍ଡି ସମ୍ମୁଖରେ କଙ୍ଗାରୁ କୋର୍ଟ : ଦୁର୍ବୃତ୍ତଙ୍କୁ ୩ ଲକ୍ଷ ଟଙ୍କା ଜରିମାନା

ଫାଣ୍ଡି ସମ୍ମୁଖରେ କଙ୍ଗାରୁ କୋର୍ଟ : ଦୁର୍ବୃତ୍ତଙ୍କୁ ୩ ଲକ୍ଷ ଟଙ୍କା ଜରିମାନା

ନୟାଗଡ଼ ଅଫିସ,୧୮।୪- ନୟାଗଡ଼ ଜିଲା ସଦର ଥାନା ଅନ୍ତର୍ଗତ ମାଳିସାହି ଫାଣ୍ଡି ସମ୍ମୁଖରେ ଗୁରୁବାର କଙ୍ଗାରୁ କୋର୍ଟ ବସିଥିବା ଜଣାପଡିଛି। କଙ୍ଗାରୁ କୋର୍ଟ ମାଧ୍ୟମରେ ୪ ଜଣ ବ୍ୟକ୍ତିଙ୍କୁ ୩ ଲକ୍ଷ ୪୦ ହଜାର ଟଙ୍କା ଜରିମାନା କରାଯାଇଛି, ଯାହା ପୋଲିସର ପାରିଲାପଣିଆ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି।  

ରାଜ୍ୟରେ ଏକଛତ୍ରବାଦ ଶାସନ ଚାଲିଛି, ପରିବର୍ତ୍ତନ ଲୋଡ଼ା

ରାଜ୍ୟରେ ଏକଛତ୍ରବାଦ ଶାସନ ଚାଲିଛି, ପରିବର୍ତ୍ତନ ଲୋଡ଼ା

ବଇଣ୍ଡା,୧୮।୪(ଡି.ଏନ.ଏ.)- ରାଜ୍ୟରେ ଦୀର୍ଘ ୧୯ ବର୍ଷ ସରକାରର ଏକଛତ୍ରବାଦ ଶାସନ ଚାଲିଛି। ଅପରାଧ ବଢିବାସହ ସରକାରୀ ଯୋଜନାକୁ ବାଟ ମାରଣା କରାଯାଉଛି। କେନ୍ଦ୍ରୀୟ ଯୋଜନାକୁ  ଠିକ୍‌ ଭାବେ ପ୍ରଚଳନ କରୁ ନ ଥିବାବେଳେ  ଗରିବ ଲୋକଙ୍କୁ  ଯୋଜନାରୁ  ବଞ୍ଚିତ କରାଯାଉଛି। 

ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ପାଣି ଛାଡିବା ଦାବି: ଜାରିଙ୍ଗଠାରେ ଚାଷୀଙ୍କ ରାସ୍ତାରୋକୋ

ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ପାଣି ଛାଡିବା ଦାବି: ଜାରିଙ୍ଗଠାରେ ଚାଷୀଙ୍କ ରାସ୍ତାରୋକୋ

ଜୁନାଗଡ,୧୮।୪(ଡି.ଏନ.ଏ.): ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ପାଣି ଛାଡିବା ପାଇଁ ଜାରିଙ୍ଗ ଡ୍ରିଷ୍ଟିବ୍ୟୁଟାରୀର ଚାଷୀମାନେ ଦାବି କରିଛନ୍ତି । ଏହି ପରିପ୍ରେକ୍ଷୀରେ ଜାରିଙ୍ଗ ଛକ ୨୬ନଂ. ଜାତୀୟ ରାଜପଥ ଉପରେ ଗୁରୁବାର ପୂର୍ବାହ୍ନ ୧୦ଟାରୁ ସାଢେ ୧୧ଟା ଦେଢ ଘଣ୍ଟା ଧରି ଚାଷୀମାନେ ରାସ୍ତାରୋକୋ କରିଥିଲେ। ଫଳରେ ରାସ୍ତାରେ ଶତାଧିକ ଯାନବାହନ ଅଟକି ରହିଥିଲା। 

ଅବହେଳିତ କଣ୍ଡରାଗଡିଆ ଗ୍ରାମ: ଭୋଟବର୍ଜନ ଲାଗି ଗ୍ରାମବାସୀଙ୍କ ଚେତାବନୀ

ଅବହେଳିତ କଣ୍ଡରାଗଡିଆ ଗ୍ରାମ: ଭୋଟବର୍ଜନ ଲାଗି ଗ୍ରାମବାସୀଙ୍କ ଚେତାବନୀ

ଖଇରା, ୧୮।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ସାରକୋଣା ପଞ୍ଚାୟତ ଅଧୀନ କଣ୍ଡରାଗଡିଆ ଗ୍ରାମକୁ ନିତିଦିନିଆ ରାସ୍ତା ନାହିଁ। ଘରପୋଡି ବେଳେ ଦମକଳ ଗାଡିଟିଏ ଗଁାକୁ ପଶିପାରୁନି। 

୬ ବୁଥ୍‌ରେ ମତଦାନ ହୋଇପାରିଲାନି: ଦୋଷୀ ପୋଲିଂ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ

୬ ବୁଥ୍‌ରେ ମତଦାନ ହୋଇପାରିଲାନି: ଦୋଷୀ ପୋଲିଂ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ

ଭୁବନେଶ୍ୱର, ୧୮।୪(ବ୍ୟୁରୋ): ରାଜ୍ୟର କେତେକ ସ୍ଥାନରେ ଇଭିଏମ୍‌ରେ ତ୍ରୁଟି ପରିଲଖିତ ହେବା ଯୋଗୁ ମତଦାନ ପ୍ରକ୍ରିୟା ବିଳମ୍ବିତ ହୋଇଥିଲା। ୬ଟି ବୁଥ୍‌ରେ ଇଭିଏମ୍‌  ତ୍ରୁଟି ଏବଂ ପୋଲିଂ କର୍ମଚାରୀଙ୍କ ଅବହେଳା ଯୋଗୁ ନିର୍ବାଚନକୁ ବାତିଲ କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ଶୋ’ ବେଳେ ଦୁର୍ଘଟଣା, ଜଣେ କର୍ମୀ ଆହତ

ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ଶୋ’ ବେଳେ ଦୁର୍ଘଟଣା, ଜଣେ କର୍ମୀ ଆହତ

ଭୁବନେଶ୍ୱର/ ଖୋର୍ଦ୍ଧା ଅଫିସ, ୧୮।୪(ବ୍ୟୁରୋ):  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଖୋର୍ଦ୍ଧା ଜିଲାର ବେଗୁନିଆରୁ ଭୁବନେଶ୍ୱର ପର୍ଯ୍ୟନ୍ତ ରୋଡ୍‌ ଶୋ’ କରିଥିଲେ। ଏହି ସମୟରେ ଦୁର୍ଭାଗ୍ୟବଶତଃ ଦୁର୍ଘଟଣା ଘଟିଥିଲା। ଏଥିରେ ଜଣେ କର୍ମୀ ଆହତ ହୋଇଛନ୍ତି। 

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ: ୫ଟା ସୁଦ୍ଧା ୬୪% ମତଦାନ

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ: ୫ଟା ସୁଦ୍ଧା ୬୪% ମତଦାନ

ଭୁବନେଶ୍ୱର, ୧୮।୪(ବ୍ୟୁରୋ):  ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୫ ଲୋକ ସଭା ଓ ୩୫ ବିଧାନସଭା ଲାଗି ମତଦାନ ହୋଇଛି। ତେବେ ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ମୋଟ ୬୪ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

ବିଜେଡିର ହିଂସାକୁ ରାଜ୍ୟବାସୀ ଭୋଟରେ ଜବାବ ଦେବେ: ଧର୍ମେନ୍ଦ୍ର ପ୍ରଧାନ

ବିଜେଡିର ହିଂସାକୁ ରାଜ୍ୟବାସୀ ଭୋଟରେ ଜବାବ ଦେବେ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୧୮।୪(ବ୍ୟୁରୋ): ପରାଜୟର ଭୟରେ ବିଜେଡି ହିଂସାର ମାର୍ଗ ଆପଣେଇଛି। ଭାଜ୍ୟବାସୀ ଭୋଟରେ ଏହାର ଜବାବ ଦେବେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଏପରି କହିଛନ୍ତି। 

ସୁନ୍ଦରଗଡ଼ରେ ନିର୍ବାଚନୀ ହିଂସା: ବିଜେଡି ପ୍ରାର୍ଥୀ ଯୋଗେଶ ସିଂଙ୍କ ଭାଇ, ଖବରଦାତାଙ୍କ ଉପରେ ଭାଜପା ସମର୍ଥକଙ୍କ ଆକ୍ରମଣ ଅଭିଯୋଗ; ୪ ଗିରଫ

ସୁନ୍ଦରଗଡ଼ରେ ନିର୍ବାଚନୀ ହିଂସା: ବିଜେଡି ପ୍ରାର୍ଥୀ ଯୋଗେଶ ସିଂଙ୍କ ଭାଇ, ଖବରଦାତାଙ୍କ ଉପରେ ଭାଜପା ସମର୍ଥକଙ୍କ ଆକ୍ରମଣ ଅଭିଯୋଗ; ୪ ଗିରଫ

ସୁନ୍ଦରଗଡ , ୧୮।୪ (ଡି.ଏନ୍‌.ଏ.): ଭୋଟଗ୍ରହଣ ପୂର୍ବରୁ ବୁଧୁବାର ସନ୍ଧ୍ୟା ଓ ବିଳମ୍ବିତ ରାତିରେ ପୃଥକ ଭାବେ ୨ଟି ସ୍ଥାନରେ ନିର୍ବାଚନୀ ହିଂସା ହୋଇଛି। ସୁନ୍ଦରଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀର ସାଲେପାଲି ଓ ରାଏବଗା ଗ୍ରାମରେ ପୂର୍ବତନ ବିଧାୟକ ତଥା ବିଜେଡି ପ୍ରାର୍ଥୀ ଯୋଗେଶ ସିଂଙ୍କ  ଭାଇ ଓ ସମର୍ଥକଙ୍କ ସମେତ ଜଣେ ଖବରଦାତାଙ୍କ ଉପରେ ପ୍ରତିପକ୍ଷ ଭାଜପା ବିଧାୟକ ପ୍ରାର୍ଥୀନୀ କୁସୁମ ଟେଟେଙ୍କ ସମର୍ଥକ ମାନେ  ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ  ହୋଇଛି। 

ବିଜେଡି ଜିଲା ସଭାପତିଙ୍କ କାର୍ଯ୍ୟାଳୟ ଉପରକୁ ବୋମାମାଡ଼ ଘଟଣା, ଥାନା ଘେରିଲେ ସମର୍ଥକ

ବିଜେଡି ଜିଲା ସଭାପତିଙ୍କ କାର୍ଯ୍ୟାଳୟ ଉପରକୁ ବୋମାମାଡ଼ ଘଟଣା, ଥାନା ଘେରିଲେ ସମର୍ଥକ

କଟକରୋଡ,୧୮।୪(ଡି.ଏନ୍‌.ଏ.): ଲକ୍ଷ୍ମୀସାଗର ଥାନା ଅଧୀନ ଚିନ୍ତାମଣିଶ୍ୱର ଛକ ନିକଟରେ ଥିବା ବିଜେଡି  ଭୁବନେଶ୍ୱର ଜିଲା ସଭାପତି ଅମରେଶ ଜେନାଙ୍କ କାର୍ଯ୍ୟାଳୟ ଉପରକୁ ହୋଇଥିବା ବୋମାମାଡ଼ ଘଟଣାରେ ପୋଲିସ ଗୁରୁବାର ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ କରିଛି। 

ବାଲିଗୁଡା ବ୍ଲକର ୪ ଗ୍ରାମର  ୬ଶହରୁ ଊର୍ଦ୍ଧ୍ୱ ଭୋଟରଙ୍କ ଭୋଟ ବର୍ଜନ

ବାଲିଗୁଡା ବ୍ଲକର ୪ ଗ୍ରାମର ୬ଶହରୁ ଊର୍ଦ୍ଧ୍ୱ ଭୋଟରଙ୍କ ଭୋଟ ବର୍ଜନ

ବାଲିଗୁଡ଼ା, ୧୮।୪(ଡି.ଏନ୍‌.ଏ.): କନ୍ଧମାଳ ଜିଲାରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଥିବା ବେଳେ ବାଲିଗୁଡା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଲିଗୁଡ଼ା ବ୍ଲକର ୪ ଗ୍ରାମର ୬ଶହରୁ ଊର୍ଦ୍ଧ୍ୱ ଭୋଟର ଗୁରୁବାର ଭୋଟ ବର୍ଜନ କରିଛନ୍ତି।  


Model This Week

କ୍ରିଷ୍ଣା
Why Dharitri