ଜାତୀୟ |

ମୃତ ପୋଲିସ ବାବୁଙ୍କର ହେଲା ବଦଳି

ମୃତ ପୋଲିସ ବାବୁଙ୍କର ହେଲା ବଦଳି

ଲକ୍ଷ୍ନୌ,୧୨।୧: ଉତ୍ତର ପ୍ରଦେଶ ପୋଲିସ ଦ୍ୱାରା ଶୁକ୍ରବାର ଏକ ବଦଳି ତାଲିକା ପ୍ରକାଶ ପାଇଥିଲା। ଏହି ତାଲିକାରେ ମୃତ୍ୟୁ ହୋଇଥିବା ଡେପୁଟି ସୁପରିଟେଣ୍ଡେଣ୍ଟ ଅଫ୍‌ ପୋଲିସ(ଡିଏସ୍‌ପି) ସତ୍ୟ ନାରାୟନ ସିଂଙ୍କ ନାଁ ମଧ୍ୟ ଥିଲା। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହା ଜାଣିବା ପରେ ଉତ୍ତର ପ୍ରଦେଶ ଡାଇରେକ୍ଟର ଜେନରାଲ ଅଫ୍‌ ପୋଲିସ(ଡିଜିପି) ଓପି ସିଂ ତୁରନ୍ତ କ୍ଷମା ମାଗିଛନ୍ତି। ଯିଏ ଏଭଳି ଭୂଲ୍‌ କରିଛି ତାଙ୍କ ବିରୋଧରେ ଦୃଢ କାର୍ଯା୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜିପି କହିଛନ୍ତି। 

All Right Reserved By

ଜାତୀୟ |

ନିର୍ବାଚନ ଜିତିଲେ ମାଗଣାରେ ମିଳିବ ମଦ

ନିର୍ବାଚନ ଜିତିଲେ ମାଗଣାରେ ମିଳିବ ମଦ

ଚେନ୍ନାଇ, ୨୩।୩: ଲୋକସଭା ନିର୍ବାଚନ ବିଗୁଲ ବାଜିସାରିଛି। ଭୋଟରଙ୍କୁ ନିଜ ଆଡକୁ ଟାଣିବା ପାଇଁ ପ୍ରାର୍ଥୀଙ୍କ ପକ୍ଷରୁ କସରତ ଆରମ୍ଭ ମଧ୍ୟ ହୋଇଯାଇଛି। 

କମଳନାଥଙ୍କ ଚ୍ୟାଲେଞ୍ଜ୍‌ ଗ୍ରହଣ କଲେ ଦିଗବିଜୟ ସିଂହ: ଭୋପାଳରୁ ଲଢିବେ

କମଳନାଥଙ୍କ ଚ୍ୟାଲେଞ୍ଜ୍‌ ଗ୍ରହଣ କଲେ ଦିଗବିଜୟ ସିଂହ: ଭୋପାଳରୁ ଲଢିବେ

ଭୋପାଳ, ୨୩।୩: କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ଏଥର ଭୋପାଳ ଲୋକସଭା ଆସନରୁ ନିର୍ବାଚନ ଲଢିବେ। 

ପଶ୍ଚିମବଙ୍ଗରେ ଜଣେ ବ୍ୟକ୍ତିଙ୍କ ପାଇଁ ସରକାର ଚାଲୁଛି: ରାହୁଲ

ପଶ୍ଚିମବଙ୍ଗରେ ଜଣେ ବ୍ୟକ୍ତିଙ୍କ ପାଇଁ ସରକାର ଚାଲୁଛି: ରାହୁଲ

କୋଲକତା, ୨୩।୩: ନିର୍ବାଚନ ଯେତିକି ପାଖେଇ ଆସୁଛି ଦେଶରେ ରାଜନୈତିକ ପାଣିପାଗ ସେତିକି ଉଷ୍ମ ହେବାରେ ଲାଗିଛି।

ମୋମୋ ଖାଉଛନ୍ତି କି? ଦୁର୍ବଳ ହୋଇଯାଇପାରେ ହାଡ଼

ମୋମୋ ଖାଉଛନ୍ତି କି? ଦୁର୍ବଳ ହୋଇଯାଇପାରେ ହାଡ଼

ନୂଆଦିଲ୍ଲୀ, ୨୩।୩:ଆଜିକାଲି ଫାଷ୍ଟଫୁଡ୍‌ ଖାଦ୍ୟ ଭିତରେ ‘ମୋମୋ’ର ଚାହିଦା ବେଶ୍‌ ଅଧିକ। ବିଭିନ୍ନ ମଲ, ରେଷ୍ଟୁରାଣ୍ଟ, ତାରକା ହୋଟେଲରେ ଏବେ ‘ମୋମୋ’ର ପସରା ମେଲୁଛି।

କରମବୀର ସିଂହ ହେଲେ ପରବର୍ତ୍ତୀ ନୌସେନା ମୁଖ୍ୟ

କରମବୀର ସିଂହ ହେଲେ ପରବର୍ତ୍ତୀ ନୌସେନା ମୁଖ୍ୟ

ନୂଆଦିଲ୍ଲୀ, ୨୩।୩: ନୌସେନାର ପରବର୍ତ୍ତୀ ମୁଖ୍ୟ ହେବେ ଭାଇସ୍‌ ଆଡମିରାଲ୍‌ କରମବୀର ସିଂହ। 

 ଆଜି ଜନ୍ମଦିନ: ଅଭିନେତ୍ରୀରୁ ରାଜନେତ୍ରୀ ସ୍ମୃତି

ଆଜି ଜନ୍ମଦିନ: ଅଭିନେତ୍ରୀରୁ ରାଜନେତ୍ରୀ ସ୍ମୃତି

ନୂଆଦିଲ୍ଲୀ,୨୩।୩: ଭାଜପା ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଆଜି ଜନ୍ମଦିନ। ଏହି ଉପଲକ୍ଷେ ସ୍ମୃତିଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। ରାଜନୀତିକୁ ଆସିବା ପୂର୍ବରୁ ସେ ଜଣେ ମଡେଲ ଓ ଅଭିନେତ୍ରୀ ଥିଲେ। ତେଣୁ ତାଙ୍କୁ ଅଭିନୟ ଜଗତ ସହ ଜଡ଼ିତ ପ୍ରମୁଖ ନିର୍ଦ୍ଦେଶକମାନେ ମଧ୍ୟ ଜନ୍ମଦିନର ବଧାଇ ଜଣାଇଛନ୍ତି।

ପିଏମ୍‌ ମୋଦିଙ୍କ ବାୟୋପିକ୍‌: ଜାଭେଦ ଅଖତର ପରେ ଏହି ଗୀତିକାର ଆଣିଲେ ଅଭିଯୋଗ

ପିଏମ୍‌ ମୋଦିଙ୍କ ବାୟୋପିକ୍‌: ଜାଭେଦ ଅଖତର ପରେ ଏହି ଗୀତିକାର ଆଣିଲେ ଅଭିଯୋଗ

ମୁମ୍ବାଇ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ ‘ପିଏମ୍‌ ନରେନ୍ଦ୍ର ମୋଦି’ ଏବେ ଚର୍ଚ୍ଚାରେ ରହିଛି। ଉମଙ୍ଗ କୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଟ୍ରେଲର ହୋଲିରେ ରିଲିଜ୍‌ ହୋଇସାରିଛି। ଟ୍ରେଲର ରିଲିଜ୍‌ ପରେ ସବୁ ମହଲରୁ ବହୁ ପ୍ରତିକ୍ରିୟା ଆସୁଥିବା ଦେଖିବାକୁ ମିଳିଛି। 

ନିଜ ଲୋଗୋରୁ କଂଗ୍ରେସ ଶବ୍ଦ ହଟାଇଲା ଟିଏମ୍‌ସି

ନିଜ ଲୋଗୋରୁ କଂଗ୍ରେସ ଶବ୍ଦ ହଟାଇଲା ଟିଏମ୍‌ସି

ନୂଆଦିଲ୍ଲୀ,୨୩।୩: କଂଗ୍ରେସ ଦଳରୁ ଅଲଗା ହେବାର ୨୧ ବର୍ଷ ପରେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳର ଲୋଗୋରୁ କଂଗ୍ରେସ ଶବ୍ଦକୁ ହଟାଇ ଦିଆଯାଇଛି। ଦଳର ଲୋଗୋରେ ତୃଣମୂଳ କଂଗ୍ରେସ ବଦଳରେ କେବଳ ତୃଣମୂଳ ରଖାଯାଇଛି। 

ଜୟାଲଳିଥାଙ୍କ ବାୟୋପିକ୍‌ରେ କଙ୍ଗନା

ଜୟାଲଳିଥାଙ୍କ ବାୟୋପିକ୍‌ରେ କଙ୍ଗନା

ମୁମ୍ବାଇ,୨୩।୩: ବଲିଉଡ୍‌ରେ ଏବେ ଚାଲିଛି ବାୟୋପିକ୍‌ ଟ୍ରେଣ୍ଡ। ନିକଟରେ ଏଥିରେ ସାମିଲ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌। ତେବେ ଖୁବ୍‌ଶୀଘ୍ର ଏହିକ୍ରମରେ ସାମିଲ ହେବାକୁ ଯାଉଛି ତାମିଲନାଡୁର ମୁଖ୍ୟମନ୍ତ୍ରୀ ସ୍ବର୍ଗତା ଜୟାଲଳିଥାଙ୍କ ବାୟୋପିକ୍‌। ଟ୍ରେଡ୍‌ ଆନାଲିସିଷ୍ଟ ତରୁଣ ଆଦର୍ଶ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି।

ମହଙ୍ଗା ପଡିଲା ଅଖିଳେଶ-ମାୟାବତୀଙ୍କ ଫଟୋ ପୋଡିବା: ଭାଜପା ନେତାଙ୍କ ବିରୋଧରେ ମାମଲା ରୁଜୁ

ମହଙ୍ଗା ପଡିଲା ଅଖିଳେଶ-ମାୟାବତୀଙ୍କ ଫଟୋ ପୋଡିବା: ଭାଜପା ନେତାଙ୍କ ବିରୋଧରେ ମାମଲା ରୁଜୁ

ବାରବାଙ୍କୀ,୨୩।୩: ହୋଲିକା ଦହନରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଓ ମାୟାବତୀଙ୍କ ଫଟୋ ପୋଡିବା ମାମଲାରେ ଭାଜପା ନେତାଙ୍କ ବିରୋଧରେ ଶନିବାର ମାମଲା ରୁଜୁ କରାଯାଇଛି। 

ଶପଥ ନେଲେ ଦେଶର ପ୍ରଥମ ଲୋକପାଳ

ଶପଥ ନେଲେ ଦେଶର ପ୍ରଥମ ଲୋକପାଳ

ନୂଆଦିଲ୍ଲୀ, ୨୩।୩: ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ପିନାକୀ ଚନ୍ଦ୍ର ଘୋଷ ଦେଶର ପ୍ରଥମ ଲୋକପାଳ ଭାବେ ଶପଥ ନେଇଛନ୍ତି।

ମଥୁରାରୁ ନିର୍ବାଚନ ଲଢ଼ିବେ ହେମାମାଳିନୀ: ପ୍ରଚାର କରିବେ ଯୋଗୀ

ମଥୁରାରୁ ନିର୍ବାଚନ ଲଢ଼ିବେ ହେମାମାଳିନୀ: ପ୍ରଚାର କରିବେ ଯୋଗୀ

ଲକ୍ଷ୍ନୌ,୨୩।୩: ଭାଜପା ପକ୍ଷରୁ ଗୁରୁବାର ସାରା ଦେଶର ୧୮୪ ନିର୍ବାଚନ ମଣ୍ଡଳି ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଥିବା ବେଳେ ଏଥିରେ ଉତ୍ତର ପ୍ରଦେଶର ମଥୁରାରୁ ଅଭିନେତ୍ରୀରୁ ନେତ୍ରୀ ବନିଥିବା ହେମାମାଳିନୀଙ୍କ ନାଁ ଥିବା ଜଣାପଡିଛି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା