ରାଜ୍ୟ | ସମ୍ବଲପୁର

ଚେତି ଶୁଇଛେ ପରଶାସନ : ବେଧଡ଼କ ଚାଲିଛେ ଅସାଧୁ ବେପାରିକର ରାଜୁତି

ଚେତି ଶୁଇଛେ ପରଶାସନ : ବେଧଡ଼କ ଚାଲିଛେ ଅସାଧୁ ବେପାରିକର ରାଜୁତି

ସମ୍ବଲପୁର,୧୨ା୧(ବ୍ୟୁରୋ): ସମ୍ବଲପୁର ଜିଲାରେ ବିଲମ୍‌ରେ ଧାନ ଘିନା ଆରମ୍‌ ହେଇଥିଲା। ହେଲେ ଏହେଦେ ବଡ଼ଭାଗି ଚାଷୀକର ଧାନବିକା ସରିଯାଇଛେ। ଜିଲା କୃଷକ ସଂଗଠନ ତରଫୁ ଆଗ୍‌ରୁ ଜିଲା ପରଶାସନକେ ଚଲତି ବଛର ଶେଷ ଆଡ଼କେ ଧାନ ଚୁରା ଚାଲାନ ହେବା ବଲି ସଚେତନ କରିଥିଲା। ହେଲେ ପରଶାସନ ଇ କଥାକେ ଗୁରୁତ୍‌ ନାଇଁ ଦେବାର। ଯେନ୍‌ଥିରଲାଗି ଏହେଦେ ସେ ଅସବିଧାଟା ଭିନେ ଭିନେ ମାର୍କେଟରେ ଦେଖ୍‌ବାକେ ମିଲୁଛେ। ଚାଷୀମାନେ ପରଶାସନ ଚେତି ଶୁଇଛେ ବଲି ଅଭିଯୋଗ କରିଛନ୍‌। ମାର୍କେଟ ୟାର୍ଡମାନକେ ଏହେଦେ ବେପାରୀ ଲାଗିପଡ଼ିଛନ୍‌। ଫିଦିନ ଜିଲା ବାହାରୁ ମାର୍କେଟ ୟାର୍ଡମାନକେ ଧାନ ଆସୁଛେ। ଆରଏମସି ଗେଟମାନ ଉଠିଯିବା ଆର ରାସ୍‌ତାରେ ଧରପଗଡ଼ ନାଇଁ ହେବାର ଲାଗି ବେପାରୀମାନେ ଆରାମରେ ଧାନ ନେବାର ଆନବାର କରୁଛନ୍‌। ଆଘର ରାତିରୁ ଧାନ ଆନି ମାର୍କେଟ ୟାର୍ଡରେ ବିକୁଛନ୍‌। ଥାନୀୟ ଚାଷୀମାନକରନୁ କୁଇଣ୍ଟାଲ ପିଛା ୧ଶହ ଟଁକା ଦେଇ କାର୍ଡ ଘିନୁଛନ୍‌ ଆର ତାକର ନଁାରେ ବିକୁଛନ୍‌। ଏନ୍‌ତା ଗୁଁଦ୍‌ଲାଗୁପା କରି ଭାଗ ଚାଷୀ ନଁାରେ କାର୍ଡ ବି ତିଆର କରୁଛନ୍‌। ମାର୍କେଟରେ ଧାନ ବିକ୍‌ଲା ଉତାରୁ ଖାଲି କରବାକେ ମିଲକେ ନାଇଁଯିବାର। ବେପାରୀମାନେ ମିଲର୍ସମାନକର ସଂଗେ ସଲାସୁତରା କରୁଛନ୍‌। ସେଥିରଲାଗି ମିଲରେ ଧାନ ଅନଲୋନ ନାଇଁକରି ବି ମିଲର୍ସମାନେ ଉଜନର ରିପୋର୍ଟ ସମବାୟ ସମିତିକେ ଦେଉଛନ୍‌। କାଗଜ କଲମରେ ଚାଲିଛେ ଧାନ ଘିନାବିକା। ଇଥ୍‌ରେ ଯୋଗାଣ ବିଭାଗ ପଁାଝଲଗୁଲି ସାଜିଥିବାର ଅଭିଯୋଗ ହେଉଛେ।  ସେନ୍‌ତା ଅଦିନିଅଁା ବର୍ଷାରେ ଜିଲାର ରେଢ଼ାଖୋଲ ଆର ନାକଟିଦେଉଲ ବ୍ଲକରେ କମ ଫସଲ ଖରାପ ହେଇଥିଲା ବେଲେ ପାଖାପାଖି ସବୁ ବ୍ଲକ୍‌ମାନକେ ଫସଲ ଖରାପ ହେଇଥିବାର କୃଷି ବିଭାଗ ରିପୋର୍ଟ ଦେଇଥିଲା। ଇଆଡ଼େ ଚଲତି ବଛର ଧାନ ଅମଲ ଠିକ୍‌ ନାଇଁ ହେଇଥିବାର ଚାଷୀମାନେ ଅଭିଯୋଗ କରିଛନ୍‌। ହେଲେ ଏହେଦେ ଫିଦିନ ମାର୍କେଟମାନକେ ବାହାରୁ ଟ୍ରକ ଟ୍ରକ ଧାନ ଆସୁଛେ। ଇ ବାବ୍‌ଦେ ଉପ ଜିଲାପାଲ ପ୍ରଦୀପ କୁମାର ସାହୁକୁଁ ପଚରାଲାରୁ ମାର୍କେଟମାନକେ ଇ ସବୁ ବଁଦ୍‌ କରବାର ଲାଗି ଖାସ୍‌ ବେବସ୍‌ତା କରାଯିବା ବଲି କହିଥିଲେ। ସେନ୍‌ତା ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ଆବାହକ ଅଶୋକ ପ୍ରଧାନ କହିଛନ୍‌ ଯେ ଚାଷୀ ସଂଗଠନ ତରଫୁ ଇ କଥାଟାକେ ସଁଧେ କରି ଅଭିଯୋଗ କରାଯାଇଥିଲା। ଫିଦିନ ମାର୍କେଟ ୟାର୍ଡକେ ହଜାର ହଜାର ବସ୍‌ତା ଧାନ ଆସୁଛେ। ଇ ବାବ୍‌ଦେ ଜିଲାପାଲ ସମର୍ଥ ବର୍ମାକୁଁ ଉପ ସମିତି ବଇଠକ୍‌ରେ ଅଭିଯୋଗ କରିଥିଲୁଁ। ଜାନୁୟାରୀ ୧୨ ତାରିଖରୁ ସମ୍ବଲପୁର ଉପଖଣ୍ଡରେ ଥିବାର ମାର୍କେଟ ୟାର୍ଡମାନ ବଁଦ୍‌ ହେବା। ସେନ୍‌ତା କୁଚିଣ୍ଡା ଆର ରେଢ଼ାଖୋଲରେ ଥିବାର ମାର୍କେଟ ୟାର୍ଡମାନ ଜାନୁୟାରୀ ଶେଷ ତକ୍‌ ଖୁଲା ରଖ୍‌ବାକେ ଥିର ହେଇଛେ ବଲି ସେ କହିଥିଲେ।

All Right Reserved By

ରାଜ୍ୟ | ସମ୍ବଲପୁର

ରାସ୍ତା କାମ ନିମ୍ନମାନର: ବଢ଼ୁଛି ପ୍ରଦୂଷଣ

ରାସ୍ତା କାମ ନିମ୍ନମାନର: ବଢ଼ୁଛି ପ୍ରଦୂଷଣ

କେନ୍ଦୁଝର, ୨୦ା୩ (ସ୍ବ.ପ୍ର.): ଜାତୀୟ ରାଜପଥ ୫୨୦ର ରିମୁଳିଠାରୁ କୋଇଡା ପର୍ଯ୍ୟନ୍ତ ଚାରିଲେନ୍‌ ରାସ୍ତା କାମ ଚାଲୁ ରହିଛି। ଏହି କାମ ପାଇଁ ପ୍ରଥମେ ୨୦୧୧ ମସିହାରେ ଟେଣ୍ଡର ହୋଇଥିଲା।

‘ଦାବି ପୂରଣ ନ ହେଲେ ଭୋଟ ବର୍ଜନ’

‘ଦାବି ପୂରଣ ନ ହେଲେ ଭୋଟ ବର୍ଜନ’

କେନ୍ଦୁଝର, ୨୦ା୩ (ସ୍ବ.ପ୍ର.): ମୌଳିକ ସୁବିଧାରୁ ବଞ୍ଚିତ ବାଂଶପାଳ ବ୍ଲକର କେନ୍ଦୁଘାଟି ଓ କାଶିଆ ଗ୍ରାମର ଲୋକମାନେ ଦାବି ପୂରଣ ନ ହେଲେ ଭୋଟ ବର୍ଜନ କରିବା ସହ ପ୍ରଚାର ପାଇଁ ନେତାଙ୍କୁ ଗ୍ରାମରେ ପୂରାଇ ଦେବେନାହିଁ ବୋଲି ଚେତାବନୀ ଦେଇଛନ୍ତି। 

ମଣ୍ଡିରେ କିଣା ହେଉନି ଧାନ: ରାସ୍ତାରେ ଧାନବସ୍ତା ରଖି ୫ଘଣ୍ଟା ପ୍ରତିବାଦ

ମଣ୍ଡିରେ କିଣା ହେଉନି ଧାନ: ରାସ୍ତାରେ ଧାନବସ୍ତା ରଖି ୫ଘଣ୍ଟା ପ୍ରତିବାଦ

କପ୍ତିପଦା,୨୦ା୩ (ଡି.ଏନ.ଏ)- ମଣ୍ଡି ଠିକ୍‌ ସମୟରେ ଖୋଲୁନି। ଖୋଲିଲେ ବି ଚାଷୀଙ୍କ ଧାନ କିଣାଯାଉନି। ମିଲର ଏବଂ ପ୍ରଶାସନର ଭିତିରି ସମ୍ପର୍କ ହେତୁ ଚାଷୀଙ୍କ ଧାନ ମଣ୍ଡିରେ କିଣାଯାଉନି ।

ସମିତିରେ ପଡ଼ିରହିଛି ଧାନବସ୍ତା: ପ୍ରତିବାଦରେ ତାଲା ପକାଇ ଚାଷୀଙ୍କ ଧାରଣା

ସମିତିରେ ପଡ଼ିରହିଛି ଧାନବସ୍ତା: ପ୍ରତିବାଦରେ ତାଲା ପକାଇ ଚାଷୀଙ୍କ ଧାରଣା

ତିହିଡ଼ି, ୨୦।୩ (ଡି.ଏନ.ଏ.) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅନ୍ତର୍ଗତ ସୟା ପଞ୍ଚାୟତ ନିଶ୍ଚିନ୍ତପୁର ସେବା ସମବାୟ ସମିତିରେ ୧ ହଜାର ବସ୍ତା ଧାନ ପଡ଼ିରହିଛି। ମିଲର ଧାନ ଉଠାଉ ନ ଥିବାରୁ ଏଭଳି ପରିସ୍ଥିତି ଉପୁଜିଛି।

ସ୍ବଂୟ ସହାୟିକା ସଭାନେତ୍ରୀଙ୍କଠାରୁ ଟଙ୍କା ଲୁଟ୍‌

ସ୍ବଂୟ ସହାୟିକା ସଭାନେତ୍ରୀଙ୍କଠାରୁ ଟଙ୍କା ଲୁଟ୍‌

ବଇଣ୍ଡା, ୨୦ା୩(ଡି.ଏନ.ଏ.): ଅନୁଗୋଳ ଜିଲା ହଣ୍ଡପା ଥାନା ବଇଣ୍ଡା ଚନ୍ଦନ ପୋଖରୀ ନିକଟରେ ଥିବା ସାହୁ ଲେଡିଜ କର୍ଣ୍ଣରଠାରୁ ଆନନ୍ଦମୁଣ୍ଡା ଗ୍ରାମ ମା’ ମହାଲକ୍ଷ୍ମୀ ସ୍ବଂୟ ସହାୟିକା ଗୋଷ୍ଠୀର ସଭାନେତ୍ରୀ ଲକିନ ସାହୁ(୨୪)ଙ୍କଠାରୁ ୧ ଲକ୍ଷ ୬୫ ହଜାର ଟଙ୍କା ଲୁଟ୍‌ ହୋଇଛି। 

ଅସାବଧାନତାରୁ ବ୍ୟକ୍ତିଙ୍କ ମୃତ୍ୟୁ

ଅସାବଧାନତାରୁ ବ୍ୟକ୍ତିଙ୍କ ମୃତ୍ୟୁ

ବଳଙ୍ଗା,୨୦।୩(ଡି.ଏନ୍‌.ଏ.): ବଳଙ୍ଗା ଥାନା ଅନ୍ତର୍ଗତ ସାଇଁଶଶାସନ ପଞ୍ଚାୟତ ଭଗବତୀପୁର ଗ୍ରାମର ଶରତ କୁମାର ରଥ (ଟୁଟୁ) ୫୨ ବର୍ଷ ଧାନକଳ ଚଳାଉ ଥିବାବେଳେ  ଅସାବଧାନତା ବଶତଃ କଳ ଫିତାରେ ହାତ ଏବଂ ମୁଣ୍ଡ ପଶିଯାଇଥିଲା।

ଜେସିବି ମେଶିନ ପୋଡ଼ିଲେ ଦୁର୍ବୃତ୍ତ

ଜେସିବି ମେଶିନ ପୋଡ଼ିଲେ ଦୁର୍ବୃତ୍ତ

ବାଲିଅନ୍ତା,୨୦।୩(ଡି.ଏନ୍‌.ଏ.):  ବାଲିଅନ୍ତା ଥାନା ଅଧୀନ ବେଣୁପୁର ମୌଜା ବିଲଗହୀରରେ ମାଟି ଖୋଳା କାର୍ଯ୍ୟରେ ନିୟୋଜିତ ଥିବା ଏକ ଜେସିବି ମେଶିନକୁ ମଙ୍ଗଳବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। 

ବୌଦ୍ଧରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ

ବୌଦ୍ଧରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ

ବୌଦ୍ଧ,୨୦।୩(ସ୍ବ.ପ୍ର): ସାରା ରାଜ୍ୟରେ ଟିକେଟ ବଣ୍ଟନ ନେଇ କସରତ ଚାଲିଥିବା ବେଳେ ବୌଦ୍ଧରେ କଂଗ୍ରେସର ଟିକେଟ ବଣ୍ଟନ ନେଇ କର୍ମୀ ଓ ନେତାଙ୍କ ଅସନ୍ତେ।ଷ ବୃଦ୍ଧି ପାଇଛି । 

ବିଜେଡିରୁ ଇସ୍ତଫା, ହାତ ଧରିପାରନ୍ତି ପ୍ରଶାନ୍ତ

ବିଜେଡିରୁ ଇସ୍ତଫା, ହାତ ଧରିପାରନ୍ତି ପ୍ରଶାନ୍ତ

ରାଉରକେଲା ଅଫିସ,୨୦।୩: ରଘୁନାଥପାଲି ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ଟିକେଟ ଆଶାୟୀ ଯୁବନେତା ପ୍ରଶାନ୍ତ ସେଠୀ ବୁଧବାର ଦଳରୁ ଇସ୍ତଫା ଦେଇଛନ୍ତି। 

କଳାପଥର ଡାକ ପିଅନଙ୍କୁ ହତ୍ୟା: ଜଙ୍ଗଲରୁ ମିଳିଲା ମୃତଦେହ

କଳାପଥର ଡାକ ପିଅନଙ୍କୁ ହତ୍ୟା: ଜଙ୍ଗଲରୁ ମିଳିଲା ମୃତଦେହ

ସୋନପୁର,୨୦।୩(ନି.ପ୍ର.): ସୋନପୁର ଥାନା ଏସ୍‌ କଳାପଥର ଡାକ ପିଅନ ଶତୃଘ୍ନ ଷାଣ୍ଢ(୫୫)ଙ୍କୁ ବୁଧବାର ଭୋର ସମୟରେ କେହି ନିର୍ମମ ଭାବେ ହତ୍ୟା କରିଛନ୍ତି ।   ନିକଟସ୍ଥ ଅର୍ଜୁନପୁର ଜଙ୍ଗଲରୁ ତାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି । 

ଜାତୀୟ ରାଜପଥରେ ଭ୍ରୂଣ: ୧୦୮ ଆମ୍ବୁଲାନ୍ସ କର୍ମଚାରୀ ପକାଇ ଚାଲିଯାଇଥିବା ଅଭିଯୋଗ

ଜାତୀୟ ରାଜପଥରେ ଭ୍ରୂଣ: ୧୦୮ ଆମ୍ବୁଲାନ୍ସ କର୍ମଚାରୀ ପକାଇ ଚାଲିଯାଇଥିବା ଅଭିଯୋଗ

ଲୋଇସିଂହା,୨୦।୩(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଞ୍ଚଳରେ ବୁଧବାର ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି। 

ହକ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ: କେନ୍ଦ୍ରସରକାର ଚାଷୀଙ୍କୁ ଧାନର ଉଚିତ ମୂଲ୍ୟ ନ ଦେବାରୁ କ୍ଷୋଭ

ହକ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ: କେନ୍ଦ୍ରସରକାର ଚାଷୀଙ୍କୁ ଧାନର ଉଚିତ ମୂଲ୍ୟ ନ ଦେବାରୁ କ୍ଷୋଭ

ରିଆମାଳ,୨୦।୩ (ଡି.ଏନ.ଏ.): ଦେବଗଡ଼ ଜିଲା ରିଆମାଳ ହାଟ ପଡ଼ିଆଠାରେ ବିଜେଡି ପକ୍ଷରୁ ହକ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା