ଜାତୀୟ |

ଦୋଷୀ ସାବ୍ୟସ୍ତ ହେଲେ ରାମ ରହିମ

ଦୋଷୀ ସାବ୍ୟସ୍ତ ହେଲେ ରାମ ରହିମ

ପଞ୍ଚକୁଲା,୧୧।୧: ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମ ରହିମ ସିଂଙ୍କୁ ପଞ୍ଚକୁଲାର ସ୍ବତନ୍ତ୍ର ସିବିଆଇ କୋର୍ଟର ଜଜ୍‌ ଜଗଦିପ ସିଂ ଶୁକ୍ରବାର ଦୋଷୀ ସାବ୍ୟସ୍ତ କରିଛନ୍ତି। ଖବରଦାତା ରାମ ଚନ୍ଦର ଛତ୍ରପତିଙ୍କ ହତ୍ୟା ମାମଲାରେ ଗୁରମିତଙ୍କ ସହ ଅନ୍ୟ ୩ ଜଣଙ୍କୁ ମଧ୍ୟ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆଇପିସି ଧାରା ୩୦୨ ଓ ୧୨୦ ବି ଆଧାରରେ ଏମାନଙ୍କୁ ଦୋଷୀ କରାଯାଇଛି। ଅନ୍ୟ ୩ ଜଣ ହେଲେ ଡେରାର ମ୍ୟାନେଜର କ୍ରିଷନ୍‌ ଲାଲ, ଶୁଟର କୁଲଦିପ ସିଂ ଓ ନିର୍ମଳ ସିଂ। ଏହି ମାମଲାରେ ଦଣ୍ଡବିଧାନର ଶୁଣାଣି ଜାନୁୟାରୀ ୧୭ରେ ହେବ। ସୂଚନାଯୋଗ୍ୟ, ଶୁକ୍ରବାର ଏହି ମାମଲାର ଶୁଣାଣି ହେବାକୁ ଥିବା ବେଳେ ଗଣ୍ଡଗୋଳକୁ ଦୃଷ୍ଟିରେ ରଖି ପଞ୍ଚକୁଲାରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। 

All Right Reserved By

ଜାତୀୟ |

ଜୟାଲଳିଥାଙ୍କ ବାୟୋପିକ୍‌ରେ କଙ୍ଗନା

ଜୟାଲଳିଥାଙ୍କ ବାୟୋପିକ୍‌ରେ କଙ୍ଗନା

ମୁମ୍ବାଇ,୨୩।୩: ବଲିଉଡ୍‌ରେ ଏବେ ଚାଲିଛି ବାୟୋପିକ୍‌ ଟ୍ରେଣ୍ଡ। ନିକଟରେ ଏଥିରେ ସାମିଲ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌। ତେବେ ଖୁବ୍‌ଶୀଘ୍ର ଏହିକ୍ରମରେ ସାମିଲ ହେବାକୁ ଯାଉଛି ତାମିଲନାଡୁର ମୁଖ୍ୟମନ୍ତ୍ରୀ ସ୍ବର୍ଗତା ଜୟାଲଳିଥାଙ୍କ ବାୟୋପିକ୍‌। ଟ୍ରେଡ୍‌ ଆନାଲିସିଷ୍ଟ ତରୁଣ ଆଦର୍ଶ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି।

ମହଙ୍ଗା ପଡିଲା ଅଖିଳେଶ-ମାୟାବତୀଙ୍କ ଫଟୋ ପୋଡିବା: ଭାଜପା ନେତାଙ୍କ ବିରୋଧରେ ମାମଲା ରୁଜୁ

ମହଙ୍ଗା ପଡିଲା ଅଖିଳେଶ-ମାୟାବତୀଙ୍କ ଫଟୋ ପୋଡିବା: ଭାଜପା ନେତାଙ୍କ ବିରୋଧରେ ମାମଲା ରୁଜୁ

ବାରବାଙ୍କୀ,୨୩।୩: ହୋଲିକା ଦହନରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଓ ମାୟାବତୀଙ୍କ ଫଟୋ ପୋଡିବା ମାମଲାରେ ଭାଜପା ନେତାଙ୍କ ବିରୋଧରେ ଶନିବାର ମାମଲା ରୁଜୁ କରାଯାଇଛି। 

ଶପଥ ନେଲେ ଦେଶର ପ୍ରଥମ ଲୋକପାଳ

ଶପଥ ନେଲେ ଦେଶର ପ୍ରଥମ ଲୋକପାଳ

ନୂଆଦିଲ୍ଲୀ, ୨୩।୩: ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ପିନାକୀ ଚନ୍ଦ୍ର ଘୋଷ ଦେଶର ପ୍ରଥମ ଲୋକପାଳ ଭାବେ ଶପଥ ନେଇଛନ୍ତି।

ମଥୁରାରୁ ନିର୍ବାଚନ ଲଢ଼ିବେ ହେମାମାଳିନୀ: ପ୍ରଚାର କରିବେ ଯୋଗୀ

ମଥୁରାରୁ ନିର୍ବାଚନ ଲଢ଼ିବେ ହେମାମାଳିନୀ: ପ୍ରଚାର କରିବେ ଯୋଗୀ

ଲକ୍ଷ୍ନୌ,୨୩।୩: ଭାଜପା ପକ୍ଷରୁ ଗୁରୁବାର ସାରା ଦେଶର ୧୮୪ ନିର୍ବାଚନ ମଣ୍ଡଳି ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଥିବା ବେଳେ ଏଥିରେ ଉତ୍ତର ପ୍ରଦେଶର ମଥୁରାରୁ ଅଭିନେତ୍ରୀରୁ ନେତ୍ରୀ ବନିଥିବା ହେମାମାଳିନୀଙ୍କ ନାଁ ଥିବା ଜଣାପଡିଛି। 

ଟୁଇଟରରେ ଶହୀଦଙ୍କ ତାରିଖ ଭୁଲ ଲେଖି ଟ୍ରୋଲ ହେଲା କଂଗ୍ରେସ

ଟୁଇଟରରେ ଶହୀଦଙ୍କ ତାରିଖ ଭୁଲ ଲେଖି ଟ୍ରୋଲ ହେଲା କଂଗ୍ରେସ

ନୁଆଦିଲ୍ଲୀ,୨୩।୩: ଶହୀଦ ଦିବସ ଅବସରରେ କଂଗ୍ରେସର ଏକ ଟୁଇଟ ଭାଇରାଲ ହେବାରେ ଲାଗିଛି। ଟୁଇଟରେ ଭଗତ ସିଂହ, ରାଜଗୁରୁ, ସୁଖଦେବଙ୍କ ଫାଶୀ ଦିଆଯିବାର ତାରିଖ ଭୁଲ ଲେଖାଯାଇଛି।

ଶତ୍ରୁଘ୍ନ ନୁହେଁ ଏଥର ପାଟନା ସାହିବରୁ ଲଢ଼ିବେ ରବିଶଙ୍କର

ଶତ୍ରୁଘ୍ନ ନୁହେଁ ଏଥର ପାଟନା ସାହିବରୁ ଲଢ଼ିବେ ରବିଶଙ୍କର

ନୂଆଦିଲ୍ଲୀ,୨୩।୩: ଅଭିନେତାରୁ ରାଜନେତା ହୋଇଥିବା ଭାଜପାର ପୂର୍ବତନ ନେତା ଶତ୍ରୁଘ୍ନ ସିହ୍ନା କିଛିଦିନ ହେବ ଭାଜପା ଉପରେ ଘୋର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଆଲୋଚନା ହେଉଥିଲା କି ଏଥର ଭାଜପା ପକ୍ଷରୁ ତାଙ୍କୁ ଟିକେଟ ମିଳି ନ ପାରେ। 

ଝିମିଟି ଖେଳରୁ ମହାଭାରତ: ପାକିସ୍ତାନ ଚାଲିଯିବାକୁ କହି ଘରେ ପଶି ମାଡ ମାରିଲେ ଦୁର୍ବୃତ୍ତ

ଝିମିଟି ଖେଳରୁ ମହାଭାରତ: ପାକିସ୍ତାନ ଚାଲିଯିବାକୁ କହି ଘରେ ପଶି ମାଡ ମାରିଲେ ଦୁର୍ବୃତ୍ତ

ଗୁରଗାଁଓ,୨୩।୩:  ସାରା ଦେଶ ହୋଲି ଉତ୍ସବ ପାଳନ କରୁଥିବା ବେଳେ ହରିଆଣା ଗୁଡଗାଁଓରେ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। 

ପାକିସ୍ତାନ ଜାତୀୟ ଦିବସରେ ଶୁଭେଚ୍ଛା ଜଣାଇଲେ ମୋଦି: ଇମ୍ରାନ

ପାକିସ୍ତାନ ଜାତୀୟ ଦିବସରେ ଶୁଭେଚ୍ଛା ଜଣାଇଲେ ମୋଦି: ଇମ୍ରାନ

ନୂଆଦିଲ୍ଲୀ/ଇସଲାମାମବାଦ,୨୩।୩: ପାକସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଟୁଇଟ୍‌ ଦାବି କରିଛନ୍ତି କି ପାକିସ୍ତାନର ଜାତୀୟ ଦିବସରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି। 

ମୋଦିଙ୍କୁ ହିଟ୍‌ଲର କହିଲେ କେଜରିଓ୍ବାଲ

ମୋଦିଙ୍କୁ ହିଟ୍‌ଲର କହିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୩।୩: ଲୋକ ସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ ଆଣୁଛନ୍ତି ବିଭିନ୍ନ ଦଳ। ଗତକାଲି ଦିଲ୍ଲୀର ଗୁରୁଗ୍ରାମରେ ଗୋଟିଏ ମୁସଲିମ ପରିବାରର ମହିଳାଙ୍କୁ କେତେଜଣ ବ୍ୟକ୍ତି ମାଡ ମାରିବାର ଭିଡିଓ ଭାଇରାଲ ହେବା ପରେ ଏବେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି। 

ବିଧାନସଭା: କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୫୪

ବିଧାନସଭା: କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୫୪

ନୂଆଦିଲ୍ଲୀ/ଭୁବନେଶ୍ୱର,୨୩।୩: କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ବିଧାନସଭା ପାଇଁ  ଶୁକ୍ରବାର ୫୪ ଜଣଙ୍କ ନାଁ ଘୋଷଣା କରାଯାଇଛି। ଏଥିରେ ଦିଗପହଣ୍ଡିରୁ ବିସ୍ମୟ ମହାପାତ୍ରଙ୍କ ସ୍ଥାନରେ ପ୍ରଫୁଲ୍ଲ ପଣ୍ଡାଙ୍କୁ ଟିକେଟ ମିଳିଛି। 

ଜେକେଏଲ୍‌ଏଫକୁ ବ୍ୟାନ୍‌ କଲା କେନ୍ଦ୍ର

ଜେକେଏଲ୍‌ଏଫକୁ ବ୍ୟାନ୍‌ କଲା କେନ୍ଦ୍ର

ନୂଆଦିଲ୍ଲୀ,୨୨।୩: କେନ୍ଦ୍ର ସରକାର ଜମ୍ମୁ କଶ୍ମୀର ଲିବରେଶନ ଫ୍ରଣ୍ଟ(ଜେକେଏଲ୍‌ଏଫ୍‌)କୁ ଆତଙ୍କବାଦ ନିରୋଧୀ ଆଇନ ଅନୁଯାୟୀ ବ୍ୟାନ୍‌ କରିଥିବା ସୂଚନା ମିଳିଛି। ଆତଙ୍କବାଦ ବିରୋଧରେ କେନ୍ଦ୍ରର ଏହା ଏକ ବଡ ଧରଣର ପଦକ୍ଷେପ ବୋଲି ଆଲୋଚନା ହେଉଛି।

ଶୁଣିଲେନି ମା’ବାପାଙ୍କ ଗୁହାରି ୧୦ ବର୍ଷ ଶିଶୁକୁ ହତ୍ୟା କଲେ ଆତଙ୍କବାଦୀ

ଶୁଣିଲେନି ମା’ବାପାଙ୍କ ଗୁହାରି ୧୦ ବର୍ଷ ଶିଶୁକୁ ହତ୍ୟା କଲେ ଆତଙ୍କବାଦୀ

ନୂଆଦିଲ୍ଲୀ,୨୨।୩: ଜମ୍ମୁ-କଶ୍ମୀରର ବନ୍ଦିପୁରାରେ ପୁଣି ଥରେ ଆତଙ୍କବାଦୀଙ୍କ ବର୍ବରତା ଦେଖିବାକୁ ମିଳିଛି। ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଏନ୍‌କାଉଣ୍ଟର ସମୟରେ ଆତଙ୍କଦୀମାନେ ଜଣେ ୧୦-୧୨ ବର୍ଷର ବାଳକଙ୍କୁ ନିଜ କବ୍‌ଜାକୁ ନେଇ ଯାଇଥିଲେ।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା