ଫୁରସତ |

ପୁରୁଷ ବି ଗପସପ କରିବାକୁ ପାଆନ୍ତି ଭଲ...

ପୁରୁଷ ବି ଗପସପ କରିବାକୁ ପାଆନ୍ତି ଭଲ...

ସାଧାରଣତଃ ଗପସପ କରିବାକୁ ମହିଳାମାନେ ବେଶୀ ପସନ୍ଦ କରିଥାନ୍ତିି । ତେବେ ପୁରୁଷମାନେ ମଧ୍ୟ ଗପସପ କରବାକୁ ଭଲ ପାଆନ୍ତି। କେତେକ ପୁରୁଷ ସୁପରିୟର ଦେଖାଇ ହେବା ପାଇଁ ବେଶି ଗପସପ ହୁଅନ୍ତି। ସେମାନେ ନିଜ ଭାବନାକୁ ଅନ୍ୟସହ ଶେୟାର କରି ମାନସିକ ଶାନ୍ତି ପାଇଥାନ୍ତି ବୋଲି ବେଜିଂ ବିଶ୍ୱ ବିଦ୍ୟାଳୟର ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ପୁରୁଷମାନେ ନିଜ ମୁଡ୍‌ ଭଲ କରିବା ପାଇଁ ସାଙ୍ଗସାଥିଙ୍କ ସହ କିଛି ସମୟ ଗପସପ କରିବାକୁ ପସନ୍ଦ କରନ୍ତି। ସେହିପରି କେତେକ ମନର ଈର୍ଷା ପରିପ୍ରକାଶ କରିବା ପାଇ ଅନ୍ୟମାନଙ୍କ ବିଷୟରେ ଗପି ଥାନ୍ତି। କେତେକ ପୁରୁଷ ଅନ୍ୟମାନଙ୍କ ଧ୍ୟାନ ନିଜ ଉପରେ କେନ୍ଦ୍ରିତ କରିବା ପାଇଁ ଗପସପର ସାହାରା ନେଇଥାନ୍ତି। କ୍ରୋଧ କିମ୍ବା ଦୁଃଖରୁ ବାହାରକୁ ଆସିବା ପାଇଁ ମଧ୍ୟ ପୁରୁଷମାନେ ଗପସପ କରିଥାନ୍ତି।

All Right Reserved By

ଫୁରସତ |

ଯେଉଁଠି ମହିଳାଙ୍କ ସମ୍ବେଦନଶୀଳ ଅଙ୍ଗକୁ କାଟି ଦିଆଯାଏ

ଯେଉଁଠି ମହିଳାଙ୍କ ସମ୍ବେଦନଶୀଳ ଅଙ୍ଗକୁ କାଟି ଦିଆଯାଏ

ପ୍ରଥା ଓ ପରମ୍ପରାକୁ ନେଇ ଏବେବି ମଣିଷ ବଞ୍ଚିଛି। କେତେକ ସ୍ଥଳେ ଏହା ଅନ୍ଧବିଶ୍ୱାସ ବୋଲି ପ୍ରମାଣ ହେବା ପରେ ମଧ୍ୟ ଲୋକେ ଏହାକୁ ଛାଡି ପାରନ୍ତି ନାହିଁ। ଏମିତି ଏକ ପରମ୍ପରା ଦେଖିବାକୁ ମିଳେ ଉଗାଣ୍ଡାରେ।

ଜନ୍ମ ତାରିଖ ବି ଦିଏ କ୍ୟାରିୟରର ସୂଚନା...

ଜନ୍ମ ତାରିଖ ବି ଦିଏ କ୍ୟାରିୟରର ସୂଚନା...

ଜୀବନରେ କେଉଁ କ୍ୟାରିୟର ଗ୍ରହଣ କଲେ ଜଣେ ସଫଳ ହେବେ ସେ ନେଇ ଜ୍ୟୋତିଷ ଶାସ୍ତ୍ରରେ ଜନ୍ମ ତାରିଖ ଅଧାରରେ କ୍ୟାରିୟର ଚୟନକୁ ଦିଆଯାଇଥାଏ ଗୁରୁତ୍ୱ। 

ଏମିତି ଏକ ମନ୍ଦିର ଯେଉଁଠି ଲାଗି ହୁଏ ମଟନ୍‌ ବିରିୟାନୀ...

ଏମିତି ଏକ ମନ୍ଦିର ଯେଉଁଠି ଲାଗି ହୁଏ ମଟନ୍‌ ବିରିୟାନୀ...

ଭାରତର ବିଭିନ୍ନ ମନ୍ଦିରରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। ତାମିଲନାଡୁ ମଦୁରାଇ ଜିଲାର ତିରୁମଙ୍ଗଳମ୍‌ ସ୍ଥିତ ଓ୍ବାଡକମ୍‌ପଟ୍ଟିଠାରେ ରହିଛି ମୁନିୟାନ୍‌ନଦୀ ସ୍ବାମୀଙ୍କ ମନ୍ଦିର।

ଲଭ୍‌ ହଟ୍‌

ଲଭ୍‌ ହଟ୍‌

କାମ୍ବୋଡିଆରେ ବହୁ ବର୍ଷ ଧରି ଚାଲିଆସିଛି ଏକ ପରମ୍ପରା। ଏହି ପରମ୍ପରା ଅନୁଯାୟୀ ବାପା ଝିଅକୁ ଏକ ଲଭ୍‌ ହଟ୍‌(କୁଡିଆ) ଉପହାର ଦେଇଥାନ୍ତି।  ଝିଅ ଯେତେବେଳେ ବଡ଼ ହୋଇଯାଏ ଅର୍ଥାତ୍‌ ଶାରୀରିକ ସମ୍ପର୍କ ରକ୍ଷା ଲାଗି ଯୋଗ୍ୟ ହୁଏ ସେତେବେଳେ ବାପା  ତାକୁ  ଗୋଟିଏ ଲଭ୍‌ ହଟ୍‌ ତିଆରି କରି ଦେଇଥାନ୍ତି।

ଯେଉଁଠି ଲଗାଇବାକୁ ପଡ଼େନାହିଁ; ଆପେ ଆପେ ଜଳିଉଠେ ନିଆଁ...

ଯେଉଁଠି ଲଗାଇବାକୁ ପଡ଼େନାହିଁ; ଆପେ ଆପେ ଜଳିଉଠେ ନିଆଁ...

ଆଧୁନିକ ବିଜ୍ଞାନ ଯୁଗରେ ଏଭଳି ଅନେକ ରହସ୍ୟ ରହିଛି ଯାହାର ଉତ୍ତର ଏପର୍ଯ୍ୟନ୍ତ ମିଳିପାରିନାହିଁ। ଅନେକ ଗବେଷଣାପରେ ଗବେଷକ ମଧ୍ୟ ଏଭଳି ଅନେକ ରହସ୍ୟ ଭେଦ କରିବାକୁ ହୋଇ ନାହାଁନ୍ତି ସକ୍ଷମ।

ଯେଉଁଠି ପାଠପଢ଼ା ପାଇଁ କରାଯାଏ ବୈଶ୍ୟାବୃତ୍ତି...

ଯେଉଁଠି ପାଠପଢ଼ା ପାଇଁ କରାଯାଏ ବୈଶ୍ୟାବୃତ୍ତି...

ଶିକ୍ଷା ଉପରେ ବାଳକ ବାଳିକା ଉଭୟଙ୍କର ରହିଛି ସମାନ ଅଧିକାର। ତେବେ ଶିକ୍ଷା ଲାଗି ହେଉଥିବା ଖର୍ଚ୍ଚ ପାଇଁ ଅନେକ ପାଠପଢ଼ିବାକୁ ଚାହୁଁଥିଲେ ମଧ୍ୟ ପଛଘୁଞ୍ଚା ଦେଇଥାନ୍ତି। ବିଶ୍ୱର ଅନେକ ରାଷ୍ଟ୍ରରେ ସରକାର ମହିଳାଙ୍କ ବିକାଶ ପାଇଁ ନାନା ପ୍ରକାର ଶିକ୍ଷା ଯୋଜନା ପ୍ରଣୟନ କରାଯାଉଛି। 

ରାତିରେ ମଲ୍‌ଚା ମହଲରୁ ଶୁଭେ ମହିଳାଙ୍କ କାନ୍ଦିବା ଶବ୍ଦ...

ରାତିରେ ମଲ୍‌ଚା ମହଲରୁ ଶୁଭେ ମହିଳାଙ୍କ କାନ୍ଦିବା ଶବ୍ଦ...

ଦିଲ୍ଲୀ ଆର୍ଥ ଷ୍ଟେସନ୍‌ ନିକଟରେ ବୁଦ୍ଧ ଜୟନ୍ତୀ ପାର୍କ ପଛପଟେ ରହିଛି ମଲ୍‌ଚା ମହଲ। ଏଠାରେ ପ୍ରେତାତ୍ମା ରହିଥିବାନେଇ ଅନେକ କହିଥାନ୍ତି। ଅନେକ ସମୟରେ ଏଠାରେ ଅନେକ ଆତ୍ମହତ୍ୟା କରିଥାନ୍ତି। କାହିଁକି ଏକ ନିଦ୍ଦିଷ୍ଟ ସ୍ଥାନରେ ଲୋକମାନେ ଆତ୍ମହତ୍ୟା କରନ୍ତି ତାହାର ରହସ୍ୟ କାହାକୁ ଜଣାନାହିଁ। 

୭୨ ଘଣ୍ଟା ନୋ ଟଏଲେଟ୍‌

୭୨ ଘଣ୍ଟା ନୋ ଟଏଲେଟ୍‌

ବିବାହ ସମୟରେ ୭୨ ଘଣ୍ଟା ଟଏଲେଟ ନ ଯିବା ବିଶ୍ୱର ଟିଡୋଙ୍ଗ ଆଦିବାସୀ ସମ୍ପ୍ରଦାୟର ଏକ ପ୍ରାଚୀନ ପରମ୍ପରା। ଏହି ପରମ୍ପରା ଅନୁସାରେ ନବବିବାହିତଙ୍କୁ ବିବାହ ଦିନଠାରୁ ୩ ଦିନ ପର୍ଯ୍ୟନ୍ତ ଟଏଲେଟ୍‌ ବ୍ୟବାହର କରିବାକୁ ଦିଆଯାଇ ନ ଥାଏ। 

୧୦୭ ବର୍ଷରେ ଫିଟ୍‌: ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇଗଲେ

୧୦୭ ବର୍ଷରେ ଫିଟ୍‌: ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇଗଲେ

ନୂଆଦିଲ୍ଲୀ, ୨୩।୧: ଯଦି ମନୋବଳ ଦୃଢ, ତେବେ ଜୀବନରେ ଯେ କୌଣସି ଝଡଝଞ୍ଜା ଆସିଲେ ମଧ୍ୟ ତାହାର ସାମ୍ନା କରିବା ସହଜ ମନେ ହୁଏ। ଏମିତି ଜଣେ ଦୃଢମନା ବ୍ୟକ୍ତି ହେଉଛନ୍ତି ଗୁରୁଚରଣ ସିଂହ ସାନ୍ଧୁ। 

ଥଣ୍ଡାରେ କମ୍‌ ପୋଷାକ ପିନ୍ଧିବା ପଡ଼ିଲା ମହଙ୍ଗା: ପର୍ବତ ଶିଖରରେ ଚଢ଼ି ବିକିନିରେ ସେଲ୍‌ଫି ଉଠାଉଥିବା ମହିଳା ଗିଗୀ ମୃତ

ଥଣ୍ଡାରେ କମ୍‌ ପୋଷାକ ପିନ୍ଧିବା ପଡ଼ିଲା ମହଙ୍ଗା: ପର୍ବତ ଶିଖରରେ ଚଢ଼ି ବିକିନିରେ ସେଲ୍‌ଫି ଉଠାଉଥିବା ମହିଳା ଗିଗୀ ମୃତ

ତାଇଓ୍ବାନ: ବହୁତ ଲୋକଙ୍କର ପର୍ବତାରୋହଣ କରି ଶିଖର ଛୁଇଁବା ଭଳି ସଉକ ଥାଏ। ମାତ୍ର ଏପରି କରିବା ପୂର୍ବରୁ ସମସ୍ତ ପ୍ରତିକୂଳ ପରିସ୍ଥିତିରେ ନିଜର ସୁରକ୍ଷା ଓ ସ୍ବାସ୍ଥ୍ୟ ଆଦି ବିଷୟରେ ଧ୍ୟାନ ରଖିବା ଉଚିତ୍‌। ନଚେତ ଜୀବନ ବି ଯାଇପାରେ। ନିକଟରେ ଏଭଳି ଏକ ଘଟଣାର ଶିକାର ହୋଇଛନ୍ତି ତାଇଓ୍ବାନର ଜଣେ ମହିଳା ପର୍ବତାରୋହୀ।

୧୦ ବର୍ଷରେ ଶିକାର ହେଲେଣି ୧୦୨ ଏକଶିଙ୍ଗି ଗଣ୍ଡା

୧୦ ବର୍ଷରେ ଶିକାର ହେଲେଣି ୧୦୨ ଏକଶିଙ୍ଗି ଗଣ୍ଡା

ନୋଇଡା(ୟୁପି): ୨୦୦୮ରୁ ଏପର୍ଯ୍ୟନ୍ତ ୧୦୨ ଏକଶିଙ୍ଗି ଗଣ୍ଡା ଶିକାର କରାଗଲାଣି ଏବଂ ଏଥିପାଇଁ ୨୦୯ ଶିକାରୀଙ୍କୁ ଗିରଫ କରାଯାଇଥିବା ସୂଚନା ଅଧିକାର ଆଇନ (ରାଇଟ୍‌ ଟୁ ଇନଫରମେଶନ୍‌) ତଥ୍ୟରୁ ଜଣାଯାଇଛି। ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ଅଧୀନ ଓ୍ବାଇଲ୍ଡ ଲାଇଫ୍‌ କ୍ରାଇମ୍‌ କଣ୍ଟ୍ରୋଲ ବ୍ୟୁରୋ (ଡବ୍ଲ୍ୟୁସିସିବି) ଦ୍ୱାରା ମିଳିଥିବା ତଥ୍ୟ ଅନୁସାରେ ଆସାମରୁ ସର୍ବାଧିକ ୮୪ ଏକଶିଙ୍ଗି ଗଣ୍ଡା ଶିକାର କରାଯାଇଛି। ଏହି ସମୟ ମଧ୍ୟରେ ପଶ୍ଚିମବଙ୍ଗରେ ୧୭ଟି ଗଣ୍ଡା ଶିକାର କରାଯାଇଥିବା ବେଳେ ଉତ୍ତରପ୍ରଦେଶରେ ଗୋଟିଏ ଗଣ୍ଡାର ମୃତ୍ୟୁ ଘଟିଛି। 

ସକାଳେ ବିଛଣାଛାଡ଼ି  ଏସବୁ କାହିଁକି  ମନା...

ସକାଳେ ବିଛଣାଛାଡ଼ି ଏସବୁ କାହିଁକି ମନା...

ସକାଳେ ବିଛଣା ଛାଡିବା ପରେ ନିରୋଗ ଜୀବନଚର୍ଯ୍ୟା ଆପଣେଇବା ଆବଶ୍ୟକ। ଏହାଦ୍ୱାରା ମନ ଓ ଶରୀର ଉପରେ ପଡ଼ିଥାଏ ସକାରାତ୍ମକ ପ୍ରଭାବ।