ଜୀବନଚର୍ଯ୍ୟା |

ମେଦବହୁଳତାରୁ ହୋଇଥାଏ କ୍ୟାନ୍‌ସର

ମେଦବହୁଳତାରୁ ହୋଇଥାଏ କ୍ୟାନ୍‌ସର

ଆଧୁନିକ ଜୀବନଶୈଳୀରେ ମେଦବହୁଳତା ଏକ ଏପରି ସମସ୍ୟା  ଯାହାକୁ ନେଇ ପ୍ରତ୍ୟେକ ବ୍ୟକ୍ତିଙ୍କ ଚିନ୍ତା ହୋଇଥାଏ। ମେଦବହୁଳତା ବ୍ୟକ୍ତିକୁ ଯେତିକି ଚିନ୍ତାରେ ପକାଏ  ତାହାଠାରୁ ଅଧିକ ଚିନ୍ତାରେ ପକାଏ ଏହା ଜନିତ ରୋଗ। ମେଦବହୁଳତା କାରଣରୁ ମଧୁମେହ, ଉଚ୍ଚ ରକ୍ତଚାପ, ହୃଦ୍‌ଘାତ ଆଦି ଅନେକ ରୋଗ ହୋଇଥାଏ। ତେବେ ତାହାଠାରୁ ଏକ ମାରାତ୍ମକ ରୋଗ ହେଉଛି କ୍ୟାନ୍‌ସର। ଏକ ଗବେଷଣାରୁ ଜଣାପଡ଼ିଛି ଯେ, ବିଶ୍ୱର ୩ ବିଲିୟନ ଲୋକେ ମେଦବହୁଳତାର ଶିକାର ହୋଇଥିବା ବେଳେ ସେଥିମଧ୍ୟରୁ ୪ ପ୍ରତିଶତ ଲୋକ କ୍ୟାନ୍‌ସରରେ ପୀଡ଼ିତ।

ମୋଟାପଣ ବଢ଼ିବା କାରଣରୁ ଏକ ବର୍ଷରେ  ବିଶ୍ୱର ହାରାହାରି ୫୪୪,୩୦୦ କ୍ୟାନ୍‌ସର ଘଟଣା ସମ୍ମାକୁ ଆସିଥିବା ଗବେଷଣାରୁ ଜଣାପଡ଼ିଛି।

ତେବେ ଏଯାବତ୍‌  କ୍ୟାନ୍‌ସର ଓ ମେଦବହୁଳତା ମଧ୍ୟରେ ଥିବା ଠିକ୍‌ ସମନ୍ଧ ଜଣାପଡ଼ି ନ ଥିବାବେଳେ ଅଧିକାଂଶ ଗବେଷଣାରୁ ଜଣାପଡ଼ିଛି ଯେ ମୋଟା ଲୋକଙ୍କଠାରେ ଇନ୍‌ସୁଲିନ୍‌ ମାତ୍ରା ଅଧିକ ଥିବାରୁ ଏହା  କ୍ୟାନ୍‌ସର କାରଣ ହୋଇଥାଏ। ଅଧିକ ଓଜନ ଥିବା ମହିଳା ମାନଙ୍କଠାରେ ଏଷ୍ଟ୍ରୋଜେନ୍‌ ହରମୋନ ବଢ଼ି ଯାଇଥାଏ ଯେଉଁଥିପାଇଁ ଏଣ୍ଡୋମାଟେରିଆଲ  କ୍ୟାନ୍‌ସର ହେବାର ଆଶଙ୍କା ବଢ଼ାଇଥାଏ।

ମେଦବହୁଳତାରେ ଶିକାର ହୋଇଥିବା ବ୍ୟକ୍ତିଙ୍କୁ ୧୩ ପ୍ରକାର  କ୍ୟାନ୍‌ସର ହେବା ସମ୍ଭାବନା ଥାଏ। ତେଣୁ ଏହି  କ୍ୟାନ୍‌ସର ପରି ମାରାତ୍ମକ ବେମାରୀରୁ ରକ୍ଷା ପାଇବାକୁ ହେଲେ ଆମକୁ ମେଦବହୁଳତା ଉପରେ ଧ୍ୟାନ ଦେଇ ଓଜନ୍‌ କମ୍‌ କରିବାକୁ ହେବ।


All Right Reserved By

ଜୀବନଚର୍ଯ୍ୟା |

ଆଣ୍ଠୁଗଣ୍ଠି ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାକପ୍‌...

ଆଣ୍ଠୁଗଣ୍ଠି ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାକପ୍‌...

ଲବଙ୍ଗର ରହିଛି ଅନେକ ପୋଷାକତତ୍ତ୍ୱ। କ୍ୟାଲସିୟମ ଏବଂ ଓମେଗା-୩ ଏସିଡ୍‌ ଥାଏ। ପ୍ରତିଦିନ ସକାଳେ ଲବଙ୍ଗ ପାଣି ଅଧାକପ୍‌ ପିଇଲେ ଆଣ୍ଠୁଗଣ୍ଠି ସମସ୍ୟାରୁ ମୁକ୍ତି ମିଳିଥାଏ ବୋଲି ଆୟୁବେର୍ଦରେ ଉଲ୍ଲେଖ ରହିଛି।

ଭଗନ୍ଦରରୁ ଦୂରେଇ ରଖେ ଏହି ଫଳ...

ଭଗନ୍ଦରରୁ ଦୂରେଇ ରଖେ ଏହି ଫଳ...

ଫଳରେ ରହିଥାଏ ଅନେକ ପୋଷକ ତତ୍ତ୍ୱ। ଫଳରେ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ୍‌ ରହିଥାଏ। ତେଣୁ ଫଳ ଖାଇଲେ ତ୍ୱଚା ସତେଜ ରହିଥାଏ। 

ସିଗାରେଟ ଅଭ୍ୟାସରୁ ଦୂରେଇ ରହିବା ପାଇଁ ସପ୍ତାହରେ ୩ ଥର ଖାଆନ୍ତୁ ଏହି ଭଜା...

ସିଗାରେଟ ଅଭ୍ୟାସରୁ ଦୂରେଇ ରହିବା ପାଇଁ ସପ୍ତାହରେ ୩ ଥର ଖାଆନ୍ତୁ ଏହି ଭଜା...

ବାଇଗଣ ପ୍ରତି ଲୋକଙ୍କର ଏକ ପସନ୍ଦର ପରିବା। ଏଥିରେ ଅନେକ ପୋଷକତତ୍ତ୍ୱ ରହିଛି। ୧୫ ଶହ ଶତାବ୍ଦୀରୁ ଭାରତରେ ଏହି ପରିବା ଚାଷ ଆରମ୍ଭ ହୋଇଥିଲା। 

ଉଷୁମ ପାଣିରେ ଏହାକୁ ମିଶାଇ ପିଇଲେ ଶରୀରରେ ସୃଷ୍ଟି ହୁଏ ବିଷ କ୍ରିୟା....

ଉଷୁମ ପାଣିରେ ଏହାକୁ ମିଶାଇ ପିଇଲେ ଶରୀରରେ ସୃଷ୍ଟି ହୁଏ ବିଷ କ୍ରିୟା....

ମେବବହୁଳତାରୁ ଦୂରେଇ ରହିବା ପାଇଁ କେତେକ ଉଷୁମ ପାଣିରେ ମହୁ ମିଶାଇ ପିଇଥାନ୍ତି। ତେବେ ଏହା ପିଇଲେ ଶରୀରରେ ବିଷ କ୍ରିୟା ସୃଷ୍ଟି ହୋଇଥାଏ ଆୟୁବେର୍ଦରେ ଉଲ୍ଲେଖ ରହିଛି। ମହୁ ଅନେକ ପୋଷକ ତତ୍ତ୍ୱରେ ଭରପୁର।

ଏହି ସବୁ ସମସ୍ୟାରୁ ମୁକ୍ତିଦିଏ ସୋରିଷ ତେଲ

ଏହି ସବୁ ସମସ୍ୟାରୁ ମୁକ୍ତିଦିଏ ସୋରିଷ ତେଲ

ସୋରିଷ ତେଲ, ଘିଅ, ରିଫାଇନ୍‌ ଆଦି ତେଲକୁ ଆମେ ଖାଦ୍ୟ ପ୍ରସ୍ତୁତିରେ  ବ୍ୟବହାର କରିଥାଉ। କେତେକ ସ୍ଥାନରେ ନଡ଼ିଆ ତେଲ ବ୍ୟବହାର କରାଯାଇ ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ। ପ୍ରତ୍ୟେକ ତେଲରେ ବିଭିନ୍ନ ଖାଦ୍ୟସାର ରହୁଥିଲେ ହେଁ ସୋରିଷ ତେଲରେ ପ୍ରସ୍ତୁତ ବ୍ୟଞ୍ଜନ ଶରୀର ପାଇଁ ବିଶେଷ ଉପକାରୀ ହୋଇଥାଏ। 

ଉଡେନ୍‌ ବାସନର ଯତ୍ନ

ଉଡେନ୍‌ ବାସନର ଯତ୍ନ

ଲେମ୍ବୁ: ଉଡେନ ବାସନକୁ ସଫା କରିବାକୁ ହେଲେ ଲେମ୍ବୁରସର ବ୍ୟବହାର କରିବା ବହୁତ ଭଲ। ଏଥିପାଇଁ ଆପଣ ଗରମପାଣିରେ ଲେମ୍ବୁରସ କେଇ ବୁନ୍ଦା ମିଶାଇ ଦିଅନ୍ତୁ। ଏଥିରେ ୧୫ମିନିଟ୍‌ ବୁଡ଼ାଇ ଛାଡ଼ି ଦିଅନ୍ତୁ। ପୁଣି ଏହାକୁ କାଢ଼ି ଶୁଖିଲା କପଡ଼ାରେ ପୋଛି ସଫାକରି ଦିଅନ୍ତୁ। 

ସୋୟା ୬୫,ପ୍ରସ୍ତୁତି ପ୍ରଣାଳୀ

ସୋୟା ୬୫,ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଏକ ପାତ୍ରରେ କିଛି ପାଣି ଗ୍ୟାସରେ ଗରମ କରନ୍ତୁ। ପାଣି ଫୁଟିବାକୁ ଆରମ୍ଭ କଲେ ଆଞ୍ଚ ବନ୍ଦ କରି ଦିଅନ୍ତୁ। ଏହାପରେ ସୋୟାବିନ୍‌କୁ ପକାଇ ୧୦-୧୫ ମିନିଟ୍‌ ପର୍ଯ୍ୟନ୍ତ ଢାଙ୍କି ରଖନ୍ତୁ। ନିର୍ଦ୍ଧାରିତ ସମୟ ପରେ ସୋୟାବିନ୍‌କୁ ପାଣିରୁ କାଢ଼ି ତାକୁ ଭଲଭାବେ ହାତରେ ଚିପୁଡି  ଏକ ପାତ୍ରରେ ରଖନ୍ତୁ। ଏବେ ସେହି ପାତ୍ରରେ ଅଦା ରସୁଣ ପେଷ୍ଟ, ହଳଦୀ, ଦହି, ବେସନ, କର୍ନଫ୍ଲୋର,

ହୋଲି ସମୟରେ  କେଶର ଯତ୍ନ

ହୋଲି ସମୟରେ କେଶର ଯତ୍ନ

ହୋଲି ରଙ୍ଗର ଖେଳ। ଏହି ପର୍ବରେ ଚାରିଆଡ଼େ ଖାଲି ରଙ୍ଗ। ଏଥିରେ ସମସ୍ତେ ସମସ୍ତଙ୍କୁ ରଙ୍ଗ ଲଗାଇଥାନ୍ତି। କେମିକାଲଯୁକ୍ତ ରଙ୍ଗରୁ କିପରି କେଶକୁ ରକ୍ଷା କରିବେ । କେଶରେ ରଙ୍ଗ ଲଗାଇବା ଦ୍ୱାରା କେଶ ଡ୍ରାଏ ହୋଇଯାଏ,କେଶ ଝଡ଼ିବା,କେଶର ଚମକ କମିବା ଏକ ସାଧାରଣ ସମସ୍ୟା ।

ଅସ୍ବାଭାବିକ ଗର୍ଭାଶୟ, ଗର୍ଭପାତ

ଅସ୍ବାଭାବିକ ଗର୍ଭାଶୟ, ଗର୍ଭପାତ

ଡା. ଲିପ୍‌ସା ମିଶ୍ର 

ବେଳେବେଳେ ଗର୍ଭାଶୟରେ ହେଉଥିବା ବନ୍ଧ୍ୟାତ୍ୱ ଜନ୍ମଜାତ ହୋଇପାରେ (ଜନ୍ମଗତ ତ୍ରୁଟି) । ବନ୍ଧ୍ୟାତ୍ୱ ବ୍ୟତୀତ, ସେଗୁଡ଼ିକ ଅସ୍ବାଭାବିକ ଗର୍ଭପାତର କାରଣ ହୋଇପାରେ ଏବଂ ଗର୍ଭଧାରଣ ପାଇଁ ଅସୁବିଧା ସୃଷ୍ଟିକରିପାରେ।

ଏକ ଅସ୍ବାଭାବିକ ଗର୍ଭାଶୟ ସହିତ ସମ୍ପୂର୍ଣ୍ଣ ଗର୍ଭଧାରଣର ସମ୍ଭାବନା ଖୁବ୍‌ କମ୍‌ ରହିଥାଏ । 

ହୋଲି ଖେଳିବା ପୂର୍ବରୁ..

ହୋଲି ଖେଳିବା ପୂର୍ବରୁ..

ହୋଲି ଖେଳିବା ପୂର୍ବରୁ ଆପଣ ନିଜ ଶରୀର ଏବଂ କେଶରେ ଭଲ ଭାବରେ  ତେଲ ଲଗାଇ ଦିଅନ୍ତୁ। ତେଲ ଲଗାଇବା ଦ୍ୱାରା ଏହା ଶରୀର ସଂସ୍ପର୍ଶରେ ଏତେଟା ଆସି ନ ଥାଏ ଫଳରେ ତ୍ୱଚା ଏବଂ କେଶକୁ ରଙ୍ଗ ଦାଉରୁ ରକ୍ଷା ମିଳିଥାଏ। 

ଅର୍ଶରୁ ଦୂରେଇ ରହିବା ପାଇଁ ଦରଫୁଟା ଭାତ ଉତୁରା ପେଜରେ ପିଅନ୍ତୁ ଚାମଚେ ଏହି କ୍ଷୀର...

ଅର୍ଶରୁ ଦୂରେଇ ରହିବା ପାଇଁ ଦରଫୁଟା ଭାତ ଉତୁରା ପେଜରେ ପିଅନ୍ତୁ ଚାମଚେ ଏହି କ୍ଷୀର...

ଅମୃତଭଣ୍ଡାରେ ଭରି ରହିଛି ଅନେକ ଅମୃତ ଗୁଣ। ଏହାର ବହୁ ଔଷଧୀୟ ଗୁଣ ଥିବାରୁ ଖାଦ୍ୟରେ ଏହାକୁ ନିୟମିତ ଗ୍ରହଣ କଲେ ଅନେକ ରୋଗ ଦୂର ହୁଏ। 

ମୁଖମଣ୍ଡଳରେ  ଚମକ ଆଣିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ମୁଖମଣ୍ଡଳରେ ଚମକ ଆଣିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ସ୍ବାସ୍ଥ୍ୟ ସମ୍ବନ୍ଧିତ ଛୋଟ ଛୋଟ ସମସ୍ୟା ପାଇଁ କେତେକ ଡାକ୍ତରଙ୍କ ସହିତ ପରାମର୍ଶ କରିଥାନ୍ତି । କିନ୍ତୁ କେତେକ ସମସ୍ୟା ଘରୋଇ ଉପଚାରରେ ସହଜରେ ଦୂର ହୋଇପାରିଥାଏ। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା