ସମ୍ବଲପୁର

କାଗଜପତରରେ ସୀମିତ ବିଦ୍ୟୁତ ସଂଯୋଗ

କାଗଜପତରରେ ସୀମିତ ବିଦ୍ୟୁତ ସଂଯୋଗ

ଲୋଇସିଂହା,  ୯।୧(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ସଦର ପଁଚେତର ପତ୍ରାପାଲି ଗାଁ ପରଶାସନର ନାକତଲେ ଅଛେ। ହେଲେ ଗାଁ ବାସୀ ନିରମଲ ପିଇଲା ପାଏନ୍‌ନୁ ମୂଲ୍‌ କରି ବିଦ୍ୟୁତ, ରାଶନ କାର୍ଡ, ବିଧବା ଭତା, ବୁଢ଼ାବୁଢ଼ୀ ଭତା, ଆବାସ ଘର ଲେଖେଁ ମଉଲିକ ସୁବିଧା ସୁଯୋଗ୍‌ନୁ ବଁଚିତ ହେଇ ରହିଛନ୍‌। ସରକାରୀ କାଗଜପତରରେ ଗଁାବାସୀ ୧୦ ବଛରରୁ ଅଧ୍‌କା ହେଲା ବିଦ୍ୟୁତ୍‌ ସେବା ଉପଭୋଗ କରୁଛନ୍‌। ଗଁାବାସୀ ସମସିଆ ବାବ୍‌ଦେ ବିଧାୟକ, ସରପଁଚ ଆର ବ୍ଲକ୍‌ ପରଶାସନକେ କହି କହି ନିରାଶ ହେଇଥିବାର ଅଭିଯୋଗ କରିଛନ୍‌। ଲୋଇସିଂହା ପଁଚେତ୍‌ର ୪ନଂ ଓ୍ବାର୍ଡର ପତ୍ରାପାଲି ଗଁାରେ ୨ଟା ପଡ଼ା ଅଛେ। ଗଁାର ଉଭଏ ପଡ଼ାର ୬୦ ଲେଖେଁ ପରିବାର୍‌ର ପାଖାପାଖି ୫ଶହ ଲୋକ୍‌ ବାସ କରୁଛନ୍‌। ସେନ୍‌ତା ଉପରପଡ଼ାରେ ପ୍ରାଥମିକ ସ୍କୁଲ ଆର ଗୁଟେ ନଲ୍‌ଚୁଅଁା ଅଛେ। ସେନ୍‌ତା ତଲିପଡ଼ାରେ ୨ଟା ନଲ୍‌ଚୁଅଁା ଥିଲେ ବି ବଛ୍‌ରେ ଉପରେ ହେଲା ଗୁଟେ ଅଚଲ ହେଇପଡ଼ିଛେ। ଗଁାରେ ଗୁଟେ ବଁଧ୍‌ ଅଛେ, ହେଲେ ମାଏଟ୍‌ କାମ୍‌ ଅଭାବୁ ଦିନା ୧୫ ଗଲେ ବଁଧର ପାଏନ୍‌ ଶୁଖି ଯିବା। ଏନ୍‌ତାଥି ତଲିପଡ଼ାର ୬୦ ପରିବାରର ଲୋକ୍‌ ଖୁଆପିଆ, ଗଧାମଖା ଲାଗି ଗୁଟେବଲି ସଚଲ ନଲ୍‌ଚୁଅଁା ଉପରେ ନିରଭର କରବେ। ପଡ଼ାବାସୀ ପାଏନ୍‌ ସମସିଆର ସମାଧାନ ଲାଗି ପରଶାସନକେ କହିଆସୁଥିଲେ ବି ନାଇଁ ଶୁନୁଥିବାର ଅଭିଯୋଗ କରିଛନ୍‌। ସେନ୍‌ତା ଗଁାରେ ବିପିଏଲ ପରିବାରମାନକୁ ବିଦ୍ୟୁତ ସେବା ଯୁଗେଇ ଦେବାର ଲାଗି ୧୦ ବଛର ତଲେ କାମ୍‌ ମୂଲ ହେଇଥିଲା। ଖୁଁଟ ତୁପାହେଇ ତାର ଟନା ଯାଇଥିଲା, ଘରେ ଘରେ ବୋର୍ଡ ବସା ଯାଇଥିଲା। ହେଲେ ଆଶିରିଯ୍‌ର କଥା ବିଦ୍ୟୁତ ସଂଯୋଗ ଲାଗି ବିଭାଗକେ ଗଲେ ସେମାନେ ଗଁାରେ ବିଦ୍ୟୁତ ସଂଯୋଗ ହେଇଥିବାର କହୁଛନ୍‌। ଇଆଡ଼େ ଗଁାରେ ଦହନା ପଧାନ, ଦୁଃଖିନି ମିର୍ଦ୍ଧା ବଛର ବଛର ବିତିଗଲାନ ବିଧବା ଭତା ନୁହେପାଆନ। ସେନ୍‌ତା ଗଁାର ପ୍ରସନ୍ନ ପଧାନ(୬୩), ରଇବାରି ପଧାନ(୬୨), ସାଧୁ ପଧାନ(୬୩), କିଶୋରୀ ପଧାନକଁର ସମେତ ୪୦ ଝନ୍‌ ବୁଢ଼ାବୁଢ଼ୀ ଭତା ପାଏବାରୁ ବଁଚିତ ହେଇଛନ୍‌। ଇମାନେ ଭତାର ଲାଗି ପଁଚେତ୍‌ରେ ଅନେକ ଥର ଆବେଦନ କରି ନିରାଶ ହେଇଛନ୍‌। ସେନ୍‌ତା ଗଁାର ଖୁଦ୍ର ପଧାନକଁର ସମେତ ଆରକେତେ ପରିବାର ରାଶନ କାର୍ଡ ପାଏବାରୁ ବଁଚିତ ରହିଛନ୍‌। ନିରଞ୍ଜନ ପଧାନକଁର ୪ ପ୍ରାଣୀ କୁଟୁମ୍‌। ହେଲେ ରାଶନ କାର୍ଡରେ ମାଏଝିମୁନୁଷର ନଁା ଥିଲାବେଲେ ଦୁଇ ପିଲାକୁ ବାଦ୍‌ ଦିଆଯାଇଥିବାର ଅଭିଯୋଗ୍‌ ହେଉଛେ। ଗଁାର ଗୁଟେ ବଡ଼ ସମସିଆ ହେଉଛେ ନଲ୍‌ଚୁଅଁା ପାସେ ଥିବାର ଟ୍ରାନ୍ସଫର୍ମର। ସେଠାନେ ଖୁଁଟାରେ ଗୁଟେ ଫ୍ୟୁଜ କଲ ବସାଯାଇଛେ, ତାରମାନେ ବିପଦ ଅବସ୍‌ତାରେ ଝୁଲୁଛେ। ସେ ପାସେ ଗଁାର ଛୋଟ ଛୋଟ ଛୁଆମାନେ ଖେଲାବୁଲା କରୁଛନ୍‌। ଏନ୍‌ତାଥି କେତେବେଲେ ଦୁରଘଟନାରେ କାହାର ଜୀବନ୍‌ ପଲେଇ ଯିବା କିଛି କହି ନାଇଁହୁଏ। ଇ ବାବ୍‌ଦେ ବିଭାଗର ଅଧ୍‌କାରିମାନକୁ କହେଲେ ବି କେହି ନାଇଁ ଶୁନବାର। ଇ ବାବ୍‌ଦେ ବିଡିଓ ରାମଚନ୍ଦ୍ର ଖାଡ଼ିଆକୁଁ ପଚରାଲାରୁ ଗଁାବାସୀ ଏନ୍‌ତା କିଛି ଅଭିଯୋଗ ନାଇଁକରି। ଅଭିଯୋଗ ପାଏଲେ ନିହାତି ସମସିଆର ସମାଧାନ ଦିଗେ ପଦକ୍ଷେପ ନିଆଯିବ ବଲି କହିଥିଲେ। 

All Right Reserved By

ସମ୍ବଲପୁର

୫ ଗାଁ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ

୫ ଗାଁ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ

ନାକଟିଦେଉଳ,୨୫।୩(ଡି.ଏନ.ଏ.): ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ଗିରିଶ୍ଚନ୍ଦ୍ରପୁର ପଞ୍ଚାୟତର ପାଣିଗ୍ରାହୀପାଲି  ଗ୍ରାମର ଆଡ଼ି ସାହି, ଭୁଲକି, କଞ୍ଚନପୁର, ଗିରିଶ୍ଚନ୍ଦ୍ରପୁର ଓ ଟୁରିବାହାଲରେ ଲୋକେ ଝାଡାବାନ୍ତିର ଆକ୍ରାନ୍ତ ହୋଇଛନ୍ତି। 

ବିଜେଡି, ଭାଜପା ସମେତ ନାମାଙ୍କନପତ୍ର ଦାଖଲ କଲେ ୯ ପ୍ରାର୍ଥୀ

ବିଜେଡି, ଭାଜପା ସମେତ ନାମାଙ୍କନପତ୍ର ଦାଖଲ କଲେ ୯ ପ୍ରାର୍ଥୀ

ରାଉରକେଲା ଅଫିସ,୨୫।୩: ସୁନ୍ଦରଗଡ଼ ଲୋକ ସଭା ଏବଂ ଏହା ଅଧୀନ ୭ ବିଧାନସଭା ଆସନ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୧୮ ତାରିଖରେ ଭୋଟଗ୍ରହଣ କରାଯିବ। 

   ଶେଷ ଦିନରେ ୧୯ଜଣ ଦାଖଲ କଲେ ନାମାଙ୍କନ

ଶେଷ ଦିନରେ ୧୯ଜଣ ଦାଖଲ କଲେ ନାମାଙ୍କନ

ନୂଆପଡା ଅଫିସ,୨୫ା୩: ସାଧାରଣ ନିର୍ବାଚନ ସକାଶେ ଗତ ୧୮ତାରିଖଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଏଥିପାଇଁ ସୋମବାର ଶେଷ ଦିନ ଥିଲା । ଏହି ଦିନ ସୁଦ୍ଧା ଜିଲାରେ ମୋଟ ୧୯ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । 

ଖଡିଆଳରେ କଂଗ୍ରେସର ବିଶାଳ ଶୋଭାଯାତ୍ରା

ଖଡିଆଳରେ କଂଗ୍ରେସର ବିଶାଳ ଶୋଭାଯାତ୍ରା

ଖଡିଆଳ,୨୫।୩(ଡି.ଏନ.ଏ.): ଆସନ୍ତା ସାଧାରଣ ନିର୍ବାଚନକୁ ନେଇ ଖଡିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଉଷ୍ମତା ବଢ଼ିବାରେ ଲାଗିଥିବା ବେଳେ ସୋମବାର ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ କଂଗ୍ରେସ ନିଜର ଶକ୍ତି ପ୍ରଦର୍ଶନ ସ୍ବରୂପ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରିଥିଲା । 

ମିଳିଲାନି ସରକାରୀ ସହାୟତା : ପର ଘରେ ମୁଣ୍ଡ ଗୁଞ୍ଜୁଛନ୍ତି  ସେବତୀଙ୍କ ପରିବାର

ମିଳିଲାନି ସରକାରୀ ସହାୟତା : ପର ଘରେ ମୁଣ୍ଡ ଗୁଞ୍ଜୁଛନ୍ତି ସେବତୀଙ୍କ ପରିବାର

କର୍ଲାମୁଣ୍ଡା,୨୫।୩(ଡି.ଏନ.ଏ.):ବାସହୀନଙ୍କ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବାସଗୃହ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କଘର ଯୋଜନା କରିଛନ୍ତି । 

ବେଆଇନ ବନ୍ଧୁକ ରଖି ଗିରଫ

ବେଆଇନ ବନ୍ଧୁକ ରଖି ଗିରଫ

ଘଣ୍ଟାପଡା, ୨୫।୩ (ଡି.ଏନ.ଏ):କଣ୍ଟାମାଳ ଥାନା ଘଣ୍ଟାପଡା ଫାଣ୍ଡି ଅନ୍ତର୍ଗତ ଉମା ଗ୍ରାମରେ ରବିବାର ପୋଲିସ ଚଢାଉ କରି ବେଆଇନ ଭାବେ ବନ୍ଧୁକ ରଖିଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। 

ଦାବି ପୂରଣ ହେଲାନି, ଭୋଟ ବର୍ଜନ ନିଷ୍ପତ୍ତି

ଦାବି ପୂରଣ ହେଲାନି, ଭୋଟ ବର୍ଜନ ନିଷ୍ପତ୍ତି

ଜାମଟିକ୍ରା, ୨୫।୩ (ଡି.ଏନ.ଏ): ବରଗଡ ଜିଲା ପଞ୍ଚାୟତିରାଜ ଗ୍ରାମୀଣ ଜଳଯୋଗାଣ ସ୍ବାବଲମ୍ବୀ କାରିଗର ସଂଘର ଏକ ଜରୁରୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି ।

ବିଜେଡି ଟିକେଟ ପୁନର୍ବିଚାର ଦାବିରେ ନିହାର ବେହେରାଙ୍କ ସମର୍ଥକଙ୍କର ରାଜପଥ ଅବରୋଧ

ବିଜେଡି ଟିକେଟ ପୁନର୍ବିଚାର ଦାବିରେ ନିହାର ବେହେରାଙ୍କ ସମର୍ଥକଙ୍କର ରାଜପଥ ଅବରୋଧ

ଲୋଇସିଂହା,୨୫।୩(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଭାବେ ପ୍ରଦୀପ ବେହେରାଙ୍କୁ ଟିକେଟ ଦିଆଯାଇଛି ।

 ନାମାଙ୍କନ ଦାଖଲ କଲେ ସୁରେଶ ପୂଜାରୀ

ନାମାଙ୍କନ ଦାଖଲ କଲେ ସୁରେଶ ପୂଜାରୀ

ବରଗଡ଼ ଅଫିସ୍‌, ୨୫।୩: ବରଗଡ଼ ଲୋକ ସଭା ଆସନ ପାଇଁ ଭାଜପା ପ୍ରାର୍ଥୀ ସୁରେଶ ପୂଜାରୀ ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । 

  ବିଜେଡି, ଭାଜପା ପ୍ରାର୍ଥୀ କୋଳାକୋଳି

ବିଜେଡି, ଭାଜପା ପ୍ରାର୍ଥୀ କୋଳାକୋଳି

ବରଗଡ଼ ଅଫିସ୍‌,୨୫।୩: ବରଗଡ଼ ଲୋକ ସଭା ଆସନ ପାଇଁ ସୋମବାର ଉଭୟ ବିଜେଡି ଓ ଭାଜପା ପ୍ରାର୍ଥୀ ଜିଲାପାଳଙ୍କ ଅଫିସରେ ନାମାଙ୍କନପତ୍ର ଦାଖଲ କରିଛନ୍ତି ।

ନାମାଙ୍କନ ଦାଖଲ କଲେ ପ୍ରସନ୍ନ ଆଚାର୍ଯ୍ୟ

ନାମାଙ୍କନ ଦାଖଲ କଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼ ଅଫିସ୍‌,୨୫।୩: ବରଗଡ଼ ଲୋକ ସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ନାମାଙ୍କନ ପତ୍ର ଦାଖଲ କଲେ କେ.ଭି.

ନାମାଙ୍କନ ପତ୍ର ଦାଖଲ କଲେ କେ.ଭି.

ପାଟଣାଗଡ଼,୨୫।୩(ଡି.ଏନ୍‌.ଏ.):  ବଲାଙ୍ଗୀର ଜିଲା ପାଟଣାଗଡ଼ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ସୋମବାର ମଧ୍ୟାହ୍ନ ୧୨ ଟାରେ କନକ ବର୍ଦ୍ଧନ ସିଂଦେଓ ପାଟଣାଗଡ଼ ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। 


Model This Week

ରଶ୍ମି
Why Dharitri