ଜାତୀୟ |

ମୋଦି, ଟ୍ରମ୍ପଙ୍କ ମଧ୍ୟରେ ସମ୍ପର୍କ ଦୃଢ

ମୋଦି, ଟ୍ରମ୍ପଙ୍କ ମଧ୍ୟରେ ସମ୍ପର୍କ ଦୃଢ

ନୂଆଦିଲ୍ଲୀ/ଓ୍ବାଶିଂଟନ,୮।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ସୋମବାର ରାତିରେ ଟେଳିଫୋନ୍‌ ବାର୍ତ୍ତାଳାପ ହୋଇଛି। ଏଥିରେ ମୋଦି-ଟ୍ରମ୍ପ ପରସ୍ପରକୁ ନୂଆବର୍ଷ ଅଭିନନ୍ଦନ ଜଣାଇଛନ୍ତି। ଦୁଇ ନେତା ୨୦୧୮ରେ ଦୁଇ ଦେଶ ମଧ୍ୟରେ ଯେଉଁ ପ୍ରଗତି ହୋଇଛି ତାକୁ ନେଇ ଖୁସି ବ୍ୟକ୍ତ କରିଥିଲେ। ଏହାସହ ନୂଆଦିଲ୍ଲୀ-ଓ୍ବାଶିଂଟନ ଭିତରେ ବାର୍ତ୍ତା ଆରମ୍ଭ ଓ ଜାପାନ ସହ ତ୍ରିସ୍ତରୀୟ ବାର୍ତ୍ତକୁ ନେଇ ମଧ୍ୟ ଉଭୟ ନେତା ଖୁସି ପ୍ରକାଶ କରିଛନ୍ତି। ୨୦୧୮ ଭଳି ୨୦୧୯ରେ ମଧ୍ୟ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଦୃଢ ରହିବ ବୋଲି ଉଭୟ ନେତା ପରସ୍ପରକୁ କଥା ଦେଇଛନ୍ତି। 

All Right Reserved By

ଜାତୀୟ |

ଭୁଷୁଡି ଯାଇଥିବା ଘର ତଳୁ ୪ଦିନ ପରେ ଜୀବିତ ଉଦ୍ଧାର ହେଲେ ଦମ୍ପତି

ଭୁଷୁଡି ଯାଇଥିବା ଘର ତଳୁ ୪ଦିନ ପରେ ଜୀବିତ ଉଦ୍ଧାର ହେଲେ ଦମ୍ପତି

ବେଙ୍ଗାଲୁରୁ,୨୨।୩: ଗତ ୧୯ ତାରିଖରେ କର୍ନାଟକର ଧରଓ୍ବାଡ ବିଲଡିଂ ଭୁଷୁଡି ପଡିବା ଫଳରେ ଏଥିରେ ପ୍ରାୟ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଅର୍ଦ୍ଧ ନିର୍ମିତ କୋଠାଟି ଭୁଷୁଡିବା ଫଳରେ କେତେଜଣ ଆହତ ମଧ୍ୟ ହୋଇଥିଲେ।

କ୍ରିକେଟ ପଡ଼ିଆ ଛାଡି  ରାଜନୀତିରେ ଯୋଗ ଦେଲେ ଗୌତମ ଗମ୍ଭୀର: ଭାଜପାରେ  ସାମିଲ

କ୍ରିକେଟ ପଡ଼ିଆ ଛାଡି ରାଜନୀତିରେ ଯୋଗ ଦେଲେ ଗୌତମ ଗମ୍ଭୀର: ଭାଜପାରେ ସାମିଲ

ନୂଆଦିଲ୍ଲୀ, ୨୨।୩: ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର କ୍ରିକେଟ ପଡ଼ିଆ ଛାଡି ରାଜନୀତିରେ ଯୋଗଦେଇଛନ୍ତି। ସେ ଭାଜପାରେ ଶୁକ୍ରବାର ସାମିଲ୍‌ ହୋଇଛନ୍ତି। 

ପୁଲଓ୍ବାମା ଘଟଣାରେ ସାମ୍‌ ପିଟ୍ରୋଡାଙ୍କ ବିବାଦୀୟ ମନ୍ତବ୍ୟ

ପୁଲଓ୍ବାମା ଘଟଣାରେ ସାମ୍‌ ପିଟ୍ରୋଡାଙ୍କ ବିବାଦୀୟ ମନ୍ତବ୍ୟ

 ନୂଆଦିଲ୍ଲୀ/ସିକାଗୋ,୨୨।୩: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ କଂଗ୍ରେସ ଓଭରସିଜ୍‌ ଅଧ୍ୟକ୍ଷ ସାମ୍‌ ପିଟ୍ରୋଡା ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ତାଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜାରି ରହିଛି।

ପୁଲଓ୍ବାମା ଆକ୍ରମଣରେ ସମ୍ପୃକ୍ତ ଥିବା ଆତଙ୍କବାଦୀ ସାଜିଦ୍‌ ଗିରଫ

ପୁଲଓ୍ବାମା ଆକ୍ରମଣରେ ସମ୍ପୃକ୍ତ ଥିବା ଆତଙ୍କବାଦୀ ସାଜିଦ୍‌ ଗିରଫ

ନୂଆଦିଲ୍ଲୀ,୨୨।୩: ପୁଲଓ୍ବାମା ଆତଙ୍କବାଦୀ ଘଟଣା ସହିତ ସମ୍ପୃକ୍ତ ଥିବା ଆତଙ୍କବାଦୀ ସାଜିଦ୍‌ ଖାଁଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ପୁଲଓ୍ବାମା ଘଟଣା ପରେ ସାଜିଦ୍‌ ଲୁଚି ଦିଲ୍ଲୀ ପଳାଇ ଆସିଥିଲେ। 

୨୪ ଘଣ୍ଟାରେ ୪ ଏନ୍‌କାଉଣ୍ଟର: ଲଶ୍କର କମାଣ୍ଡର ଅଲ୍ଲୀ ସମେତ ୫ ଆତଙ୍କବାଦୀ ନିହତ

୨୪ ଘଣ୍ଟାରେ ୪ ଏନ୍‌କାଉଣ୍ଟର: ଲଶ୍କର କମାଣ୍ଡର ଅଲ୍ଲୀ ସମେତ ୫ ଆତଙ୍କବାଦୀ ନିହତ

ଶ୍ରୀନଗର,୨୨।୩: ଜମ୍ମୁ-କଶ୍ମୀରରେ ଗତ ୨୪ ଘଣ୍ଟା ମଧ୍ୟରେ ୪  ଏନ୍‌କାଉଣ୍ଟର ହୋଇଛି। ଏଥିରେ ଲଶ୍କର-ଇ-ତୋଏବା ଆତଙ୍କବାଦୀ ସଂଗଠନ କମାଣ୍ଡର ଅଲ୍ଲୀ ଭାଇ ଏବଂ ତାଙ୍କ ସହଯୋଗୀ ନିହତ ହୋଇଛନ୍ତି। 

ପିତାମହଙ୍କ ରାଜନୈତିକ ଜୀବନର ଅବସାନ

ପିତାମହଙ୍କ ରାଜନୈତିକ ଜୀବନର ଅବସାନ

ନୂଆଦିଲ୍ଲୀ,୨୨।୩: ଭାରତୀୟ ଜନତା ପାର୍ଟି(ଭାଜପା)ର ପିତାମହ କୁହଯାଉଥିବା ବରିଷ୍ଠ ନେତା ଲାଲ୍‌କୃଷ୍ଣ ଆଡଓ୍ବାଣୀଙ୍କ ରାଜନୈତିକ ଜୀବନର ଅବସାନ ଘଟିଛି ବୋଲି ଚର୍ଚ୍ଚା ହେଉଛି। 

ପ୍ରକାଶ ପାଇଲା  ବିଧାନସଭା ଲାଗି ଭାଜପାର ପ୍ରାର୍ଥୀ ତାଲିକା : ୯୯ ଟି ଆସନ ଲାଗି ନାମ ଘୋଷଣା କଲା ଦଳ

ପ୍ରକାଶ ପାଇଲା ବିଧାନସଭା ଲାଗି ଭାଜପାର ପ୍ରାର୍ଥୀ ତାଲିକା : ୯୯ ଟି ଆସନ ଲାଗି ନାମ ଘୋଷଣା କଲା ଦଳ

ନୂଆଦିଲ୍ଲୀ/ଭୁବନେଶ୍ୱର୨୧/୩(ବ୍ୟୁରୋ): ଗୁରୁବାର ଭାଜପା ପକ୍ଷରୁ ଓଡ଼ିଶା ବିଧାନସଭାର ୧୪୭ଟି ଆସନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୯୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।

ରାଜନୀତିରେ ପ୍ରବେଶ ଚର୍ଚ୍ଚାରେ ଫୁଲଷ୍ଟଫ ଲଗାଇଲେ ଭାଇଜାନ୍‌

ରାଜନୀତିରେ ପ୍ରବେଶ ଚର୍ଚ୍ଚାରେ ଫୁଲଷ୍ଟଫ ଲଗାଇଲେ ଭାଇଜାନ୍‌

ମୁମ୍ବାଇ,୨୧।୩: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ଏଥର ରାଜନୀତିରେ ପ୍ରବେଶ କରିବେ ବୋଲି ବହୁ ଦିନରୁ ଆଲୋଚନା ହେଉଥିଲା। ଏବେ ଏଥିରେ ଫୁଲଷ୍ଟପ ଲଗାଇଛନ୍ତି ନିଜେ ସଲମାନ। 

ହିନ୍ଦୁ ପିଲାଙ୍କ ସହ ହୋଲି ଖେଳିଲେ ଆଫଗାନିସ୍ତାନ ଛାତ୍ରୀଛାତ୍ର

ହିନ୍ଦୁ ପିଲାଙ୍କ ସହ ହୋଲି ଖେଳିଲେ ଆଫଗାନିସ୍ତାନ ଛାତ୍ରୀଛାତ୍ର

ଶିମ୍‌ଲା,୨୧।୩: ରଙ୍ଗର ପର୍ବ ହୋଲି ଗୁରୁବାର ଦେଶର ବିଭିନ୍ନ ସ୍ଥାନରେ ପାଳନ କରାଯାଇଥିବା ବେଳେ ଆଉ କେତେକ ଅଞ୍ଚଳରେ ଏହା ଶୁକ୍ରବାର ପାଳନ କରାଯିବ। 

ମୋଦିଙ୍କୁ ଚୌକିଦାର କହିବାରୁ ରାହୁଲଙ୍କୁ ସମାଲୋଚନା କଲେ ଓ୍ବାଚମ୍ୟାନ ତଥା ବଲିଉଡ୍‌ର ବିଗତ ଦିନର ଅଭିନେତା

ମୋଦିଙ୍କୁ ଚୌକିଦାର କହିବାରୁ ରାହୁଲଙ୍କୁ ସମାଲୋଚନା କଲେ ଓ୍ବାଚମ୍ୟାନ ତଥା ବଲିଉଡ୍‌ର ବିଗତ ଦିନର ଅଭିନେତା

ନୂଆଦିଲ୍ଲୀ,୨୧।୩: ସାଭି ସିଦ୍ଧୁ ନାମକ ଜଣେ ଓ୍ବାଚମ୍ୟାନ ବା ଚୌକିଦାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି। ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚୌକିଦାର କହିଥିବାରୁ ସେ ତାଙ୍କୁ ସମାଲୋଚନା କରିଛନ୍ତି।

ଏଥର ନିର୍ବାଚନ ଲଢିବେନି ଭାଜପାର ବରିଷ୍ଠ ନେତା କଲରାଜ ମିଶ୍ର

ଏଥର ନିର୍ବାଚନ ଲଢିବେନି ଭାଜପାର ବରିଷ୍ଠ ନେତା କଲରାଜ ମିଶ୍ର

ନୂଆଦିଲ୍ଲୀ,୨୧।୩: ଭାଜପାର ବରିଷ୍ଠ ନେତା ତଥା ଦେଓରିଆର ଲୋକ ସଭା ଏମ୍‌ପି ଥିବା କଲରାଜ ମିଶ୍ର ଏଥର ସାଧାରଣ ନିର୍ବାଚନ ଲଢିବେ ନାହିଁ ବୋଲି ଗୁରୁବାର ପ୍ରକାଶ କରିଛନ୍ତି। 

ରାଜନୀତିରେ ବଂଶବାଦ: ୨୫ ପ୍ରତିଶତ ଏମ୍‌ପି ରାଜବଂଶୀ; ଭାଜପାଠାରୁ କଂଗ୍ରେସ ଆଗରେ

ରାଜନୀତିରେ ବଂଶବାଦ: ୨୫ ପ୍ରତିଶତ ଏମ୍‌ପି ରାଜବଂଶୀ; ଭାଜପାଠାରୁ କଂଗ୍ରେସ ଆଗରେ

ନୂଆଦିଲ୍ଲୀ,୨୧।୩: ଏବେ ଦେଶର ଗଣତାନ୍ତ୍ରିକ ରାଜନୀତିରେ ବଂଶବାଦ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଦେଶର ଗତ ୨୦୦୪. ୨୦୦୯ ଏବଂ ୨୦୧୪ରେ ଶେଷ ହୋଇଥିବା ୩ ଟି ଲୋକସଭା ନିର୍ବାଚନରେ ନିର୍ବାଚିତ ହୋଇଥିବା ୧୬୧୧ ଜଣ ଏମ୍‌ପିଙ୍କ ମଧ୍ୟରୁ ୩୯୦ ଜଣ ରାଜବଂଶୀ ରହିଛନ୍ତି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା