ଫୁରସତ |

ପ୍ରେମରେ ଥାଏ ଡ୍ରଗସ୍‌ଠାରୁ ଶହେଗୁଣା ଅଧିକ ନିଶା...

ପ୍ରେମରେ ଥାଏ ଡ୍ରଗସ୍‌ଠାରୁ ଶହେଗୁଣା ଅଧିକ ନିଶା...

ପ୍ରେମରେ ଡ୍ରଗସ୍‌ଠାରୁ ଶହେଗୁଣା ଅଧିକ ନିଶା ଥାଏ। ଏହା ଥରେ ମୁଣ୍ଡରେ ପଶିଲେ ପ୍ରେମିକା ପ୍ରେମିକ ଦୁନିଆର ସବୁକିଛି ଭୁଲି ଯାଆନ୍ତି। ଏନେଇ କାର୍ଲିଫର୍ନିଆ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟର ଗବେଷକମାନେ ସେମାନଙ୍କର ଗବେଷଣା ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ପ୍ରେମ ଭାବନା ଜାଗ୍ରତ କରିବା ପାଇଁ କେତେକ ହରମୋନ୍‌ ଦାୟୀ। ସେଥିମଧ୍ୟରୁ ଟେଷ୍ଟୋଷ୍ଟେରନ୍‌ ଓ ଇଷ୍ଟ୍ରୋଜେନ୍‌ ଯୌନକ୍ଷୁଧା ଜାଗ୍ରତ କରିଥାଏ। ସେହିପରି ଡୋପୋମାଇନ୍‌, ନୋରେପାଇନ୍‌ ଫେରାଇନ୍‌, ସେରୋଟୋନିଟ୍‌ ଆଦି ହରମୋନ୍‌  ବିପରୀତ ଲିଙ୍ଗଙ୍କ ପ୍ରତି ଆକର୍ଷଣ ଭାବନା ସୃଷ୍ଟି କରିଥାଏ। ଶରୀରରୁ କ୍ଷରଣ ହେଉଥିବା ଅକ୍ସିଟୋସିନ୍‌ ଏବଂ ଭାସୋପ୍ରେସିନ୍‌ ହରମୋନ୍‌ ପ୍ରେମିକା ପ୍ରେମିକଙ୍କ ମଧ୍ୟରେ ଅନ୍ତରଙ୍ଗ ସମ୍ପର୍କ ବଢ଼ାଇଥାଏ। ଏସବୁ ହରମୋନ୍‌ର ପ୍ରଭାବରେ ମସ୍ତିଷ୍କରେ ଏକ ପ୍ରକାର ନିଶା ଭଳି ସ୍ଥିତି ସୃଷ୍ଟି ହୋଇଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ଅନେକ ସମୟ ଲାଗିଥାଏ। ତେଣୁ ପ୍ରେମରେ ଧୋକା ପାଇଥିବା ବ୍ୟକ୍ତି ନିଜକୁ ସମ୍ଭାଳିବାକୁ ଅନେକ ସମୟ ନେଇଥାନ୍ତି।

All Right Reserved By

ଫୁରସତ |

ଯେଉଁଠି ମୃତ ଶରୀରକୁ କାଟି ଶାଗୁଣାଙ୍କୁ ଖାଇବାକୁ ଦିଆଯାଏ

ଯେଉଁଠି ମୃତ ଶରୀରକୁ କାଟି ଶାଗୁଣାଙ୍କୁ ଖାଇବାକୁ ଦିଆଯାଏ

ତିବ୍ବତର ଲାରୁଙ୍ଗଓ୍ବେଲିରେ ରହୁଥିବା ବୌଦ୍ଧ ଭିକ୍ଷୁ ଓ ନନ୍‌ ମାନେ ଏକ ଅଜବ ପ୍ରଥାକୁ ଆପଣେଇ ନେଇଛନ୍ତି। କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ପରେ ସେହି ମୃତ ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ସେମାନେ ଶାଗୁଣାଙ୍କୁ ଖାଇବାକୁ ଦେଇଥାଆନ୍ତି।

ମଣିଷଙ୍କ ପରି ସେଲ୍‌ଫି ନେଉଛି ଗରିଲା

ମଣିଷଙ୍କ ପରି ସେଲ୍‌ଫି ନେଉଛି ଗରିଲା

ଆଜିକାଲି ଯାହାକୁ ଦେଖ ସେଲ୍‌ଫି ନେବାରେ ବ୍ୟସ୍ତ। ସାଧାରଣତଃ ମଣିଷ ସେଲ୍‌ଫି ନେବାର ଦେଖିଛନ୍ତି। କିନ୍ତୁ କେବେ ଜୀବଜନ୍ତୁ ସେଲ୍‌ଫି ନେବାର ଦେଖିଛନ୍ତି କି? ବିଶ୍ୱାସ ନ ହେଲେ ବି ସତ। ଆଜି ଏମିତି ଦୁଇ ଗରିଲା ସମ୍ପର୍କରେ କହିବୁ ସେମାନେ ବି ସେଲ୍‌ଫି ନେବାରେ ବ୍ୟସ୍ତ।

ନିଆରା ପ୍ରାର୍ଥୀ: ପ୍ରତିଦିନ ୬୦ କିମି ସାଇକେଲ ଚଲାଇ କରୁଛନ୍ତି ପ୍ରଚାର, ପ୍ରଦୂଷଣ ମୁକ୍ତ ପାଇଁ ମୋତେ ଦିଅନ୍ତୁ ଭୋଟ

ନିଆରା ପ୍ରାର୍ଥୀ: ପ୍ରତିଦିନ ୬୦ କିମି ସାଇକେଲ ଚଲାଇ କରୁଛନ୍ତି ପ୍ରଚାର, ପ୍ରଦୂଷଣ ମୁକ୍ତ ପାଇଁ ମୋତେ ଦିଅନ୍ତୁ ଭୋଟ

ପୁଣେ, ୨୧।୪: ଦେଶରେ ଏବେ ନିର୍ବାଚନୀ ମାହୋଲ। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ ପକ୍ଷରୁ ଚାଲିଛି ଜୋରଦାର ପ୍ରଚାର। ପ୍ରାର୍ଥୀମାନେ ସୁସଜ୍ଜିତ ଗାଡିରେ ବସି ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି। 

ପୁଅଙ୍କର ଏହି ୫ ଗୁଣକୁ ଝିଅମାନେ  ପସନ୍ଦ କରିଥାନ୍ତି

ପୁଅଙ୍କର ଏହି ୫ ଗୁଣକୁ ଝିଅମାନେ ପସନ୍ଦ କରିଥାନ୍ତି

ସମସ୍ତଙ୍କ ସ୍ବଭାବ ଅଲଗା ହୋଇଥାଏ। କିଛି ଲୋକ ଲାଜୁଆ ହୋଇଥିବାବେଳେ ଆଉ କିଛି ନିଜ ମନ କଥା କହି ଦେଇଥାନ୍ତି। କିନ୍ତୁ ପ୍ରେମସମ୍ପର୍କରେ ଏ କଥା ଟିକେ ନିଆରା। କପଲ ଚାହିଁଥାନ୍ତି ତାଙ୍କୁ ଯେମିତି ଅଧିକ କିଛି କହିବାକୁ ନ ପଡୁ। ପାର୍ଟନର ତାଙ୍କ ମନ କଥା ଜାଣିପାରନ୍ତୁ। ପାର୍ଟନର କ’ଣ ଚାହଁୁଛନ୍ତି। ତାଙ୍କର ପସନ୍ଦ କ’ଣ ଇତ୍ୟାଦି ଇତ୍ୟାଦି। ଆସନ୍ତୁ ଜାଣିବା ଝିଅଙ୍କର ଏହି ସିକ୍ରେଟକୁ। 

ଏହି ରେଷ୍ଟୁରାଣ୍ଟରେ ଦେହରୁ ପୋଷାକ ଖୋଲି ଡିନର କରିଥାନ୍ତି ଗ୍ରାହକ

ଏହି ରେଷ୍ଟୁରାଣ୍ଟରେ ଦେହରୁ ପୋଷାକ ଖୋଲି ଡିନର କରିଥାନ୍ତି ଗ୍ରାହକ

ଘରଖାଦ୍ୟ ଖାଇଖାଇ ଯେତେବେଳେ ପାଟି ଅରୁଚି ହୋଇଯାଏ ଲୋକେ ରେଷ୍ଟୁରାଣ୍ଟ ଯାଇଥାନ୍ତି କିଛି ସ୍ବାଦିଷ୍ଟ ଖାଦ୍ୟ ଖାଇବାକୁ। ଖାଦ୍ୟ ତ ମିଳିଯାଏ ମାତ୍ର ରେଷ୍ଟୁରାଣ୍ଟ ଅଜବ ଧରଣର ହୋଇଥାଏ। ଯେଉଁ ରେଷ୍ଟୁରାଣ୍ଟରେ ଦେହରୁ କପଡ଼ା ଖୋଲି ଡିନର କରିବାକୁ ପଡ଼ିଥାଏ ଗ୍ରାହକଙ୍କୁ।

ସାଥୀକୁ ପ୍ରଶ୍ନ: ଲାଜୁଆ ହସକୁ ଚୋରା ଚାହାଣି, ରଙ୍ଗିଲା ମନକୁ ନେଇଛି କିଣି

ସାଥୀକୁ ପ୍ରଶ୍ନ: ଲାଜୁଆ ହସକୁ ଚୋରା ଚାହାଣି, ରଙ୍ଗିଲା ମନକୁ ନେଇଛି କିଣି

ପ୍ରଶ୍ନ-ସେ ମୋତେ ଦେଖି ଲାଜେଇ ଯାଇଥିଲା। ଲାଜ ଲାଜ ହସରେ ସେ ଏମିତି ଚାହିଁଲା ଯେ ମୁଁ ସେଥିରେ ପାଗଳ ହୋଇଯାଇଥିଲି। ଏବେ ସେ ମୋତେ ଭଲ ପାଉଛି ବୋଲି ଜାଣିବି କେମିତି?

ଦି ରେନ୍‌ କିଙ୍ଗ୍‌

ଦି ରେନ୍‌ କିଙ୍ଗ୍‌

ଜଣେ ମଣିଷ ଭିତରେ ଅହରହ ଆଧ୍ୟାତ୍ମିକ ଅନ୍ବେଷଣ ଚାଲିଥାଏ। ସେ ଭିତରେ ଭିତରେ କାହାକୁ ନା କାହାକୁ ସାରା ଜୀବନ ଖୋଜି ହେଉଥାଏ। ମିଳେ କି ନ ମିଳେ ତାହା ଭିନ୍ନ କଥା; ମାତ୍ର ଆଧ୍ୟାତ୍ମିକ ଉପଲବ୍‌ଧି ହିଁ ମଣିଷକୁ ଆତ୍ମସତ୍ତାର ସନ୍ଧାନ ଲାଗି ପ୍ରେରିତ କରେ। 

ପ୍ରଥମ ରୋଜଗାର ଟଙ୍କା ବାପାଙ୍କୁ ଦେଇଥିଲି: ପାଲା ଗାୟକ ଅତିଥି ଚରଣ ସାହୁ

ପ୍ରଥମ ରୋଜଗାର ଟଙ୍କା ବାପାଙ୍କୁ ଦେଇଥିଲି: ପାଲା ଗାୟକ ଅତିଥି ଚରଣ ସାହୁ

ପୁରୀ ଜିଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ତୋରିହଁବନ୍ଧ ଗାଁର ରାବଣା ସାହିରେ ମୋର ଜନ୍ମ। ବାପା ମା’ଙ୍କର ତିନୋଟି ସନ୍ତାନ ଭିତରେ ମୁଁ ଥିଲି ସବା ସାନ। ଅଭାବୀ ସଂସାର ଭିତରେ ଆମମାନଙ୍କୁ ପାଠ ପଢ଼ାଇବା ବାପାଙ୍କ ପକ୍ଷେ ଥିଲା ଅତ୍ୟନ୍ତ କଷ୍ଟକର, ଯେଉଁଥିପାଇଁ ମଣିଜଙ୍ଗ ପବିତ୍ର ଉଚ୍ଚ ବିଦ୍ୟାଳୟରେ ନବମ ପଢିଲା ପରେ ଆର୍ଥିକ ଅନଟନ ଯୋଗୁ ଆଉ ଆଗକୁ ପଢ଼ିପାରିଲି ନାହିଁ।

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଚାଙ୍ଗ୍‌ଲାଙ୍ଗ: ଜାଣନ୍ତୁ କ’ଣ ଦେଖିବେ, କେବେ ଯିବେ

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଚାଙ୍ଗ୍‌ଲାଙ୍ଗ: ଜାଣନ୍ତୁ କ’ଣ ଦେଖିବେ, କେବେ ଯିବେ

ଅରୁଣାଚଳ ପ୍ରଦେଶର ଚାଙ୍ଗ୍‌ଲାଙ୍ଗ ଜିଲା ଅନ୍ତର୍ଗତ ଚାଙ୍ଗ୍‌ଲାଙ୍ଗ ହେଉଛି ଏପରି ଏକ ସହର, ଯାହାର ସଂସ୍କୃତି, ପରମ୍ପରା ତଥା ପ୍ରାକୃତିକ ପରିବେଶ ବେଶ୍‌ ମନଛୁଆଁ। ଖାସ୍‌ କରି ଏଠାରେ ଦେଖିବାକୁ ମିଳୁଥିବା ପାହାଡ଼, ପର୍ବତ ତଥା ସବୁଜ ବନାନୀ ପର୍ଯ୍ୟଟକଙ୍କୁ ଖୁବ୍‌ ଆକର୍ଷିତ କରିଥାଏ। ସେଇଥିପାଇଁ ପ୍ରକୃତିପ୍ରେମୀଙ୍କର ଏଠାରେ ବେଶ୍‌ ଭିଡ଼ ଜମେ।

ଚାଲନ୍ତୁ ପୁଣି ଥରେ ଖୋଜିବା ସେଇ ପୁରୁଣା ସାଥି ‘ମୋ ସାଇକେଲ’କୁ: ପରିବେଶକୁ ସୁସ୍ଥ କରିବା

ଚାଲନ୍ତୁ ପୁଣି ଥରେ ଖୋଜିବା ସେଇ ପୁରୁଣା ସାଥି ‘ମୋ ସାଇକେଲ’କୁ: ପରିବେଶକୁ ସୁସ୍ଥ କରିବା

ଦିନେ ସାଇକେଲ ଥିଲା ଗମନାଗମନର ପ୍ରମୁଖ ସାଥୀ । ହେଲେ ମୋଟର ଯାନ ଆସିବା ପରେ କେଉଁଆଡ଼େ ହଜିଗଲା ତା’ର ଟିନ୍‌ଟିନ୍‌ ଶବ୍ଦ। ଶୁଭିବାକୁ ଲାଗିଲା ହଜାର ହଜାର ଗାଡିର କେଁ କାଁ, ପେଁ ପାଁ ଶବ୍ଦ । କଳା ଧୂଆଁରେ ପରିବେଶ ହରାଇବାକୁ ଲାଗିଲା ତା’ର ସବୁଜିମା ।

ଚାଷ କାମ ଯାହାର ନିଶା..

ଚାଷ କାମ ଯାହାର ନିଶା..

ରାଜଧାନୀ ଉପକଣ୍ଠରେ ତାଙ୍କର ଘର,ମାତ୍ର ନିଯୁକ୍ତି ପାଇଁ କୌଣସି ସଂସ୍ଥା କି କଳକାରଖାନା ପ୍ରତି କେବେ ସେ ମନବଳାଇ ନାହାନ୍ତି। କେବଳ ନିଜର ଉଦ୍ୟମ, ଆଗ୍ରହ ଓ କଠିନ ପରିଶ୍ରମ କରି  ସେ ହୋଇପାରିଛନ୍ତି ଜଣେ ସ୍ବାବଲମ୍ବୀ । 

ନେଲପଲିସ୍‌ ସଂଗ୍ରହ କରି ରେକର୍ଡ

ନେଲପଲିସ୍‌ ସଂଗ୍ରହ କରି ରେକର୍ଡ

ନିଜକୁ ସଜେଇବା ପ୍ରତ୍ୟେକ ମହିଳାଙ୍କର ଏକ ଦୁର୍ବଳତା କହିଲେ ଚଳେ। ଖାସ୍‌ ସେଥିଲାଗି ମାର୍କେଟରେ ବିଭିନ୍ନ ପ୍ରସାଧନ ସାମଗ୍ରୀ ଉପଲବ୍ଧ ହେଉଛି। ତେବେ ଏହି ସବୁ ପ୍ରସାଧନ ସାମଗ୍ରୀ ମଧ୍ୟରୁ ନେଲ୍‌ପଲିସ୍‌ ଊଣା ଅଧିକେ ପ୍ରାୟ ସମସ୍ତ ମହିଳାଙ୍କ ପ୍ରଥମ ପସନ୍ଦ।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri