ରାଜ୍ୟ | ଉପକୂଳ ଓଡିଶା

ସରକାରୀ ଯୋଜନାରୁ ବଞ୍ଚିତ ଦିବ୍ୟାଙ୍ଗ

ସରକାରୀ ଯୋଜନାରୁ ବଞ୍ଚିତ ଦିବ୍ୟାଙ୍ଗ

ରତ୍ନଗିରି,୩୧ା୧୨(ଡି.ଏନ.ଏ.)- ସରକାର ଗରିବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଥିଲେ ମଧ୍ୟ ପ୍ରକୃତ ହିତାଧିକାରୀଙ୍କ ନିକଟରେ ଏହା ପହଞ୍ଚି ପାରୁନାହଁି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବରୀ ବ୍ଲକ ଅଧୀନ ବାଲିବିଲ ପଞ୍ଚାୟତର ବାଲିବିଲ ରାଜସ୍ବ ଗ୍ରାମର କୃଷ୍ଣ ପରିଡା(୫୧)ଙ୍କ କ୍ଷେତ୍ରରେ। ସେ ଜନ୍ମରୁ ଦିବ୍ୟାଙ୍ଗ ହୋଇ ନ ଥିଲେ। ୬ ବର୍ଷ ହେବ ରୋଗାଗ୍ରସ୍ତ ଯୋଗୁ ଏବେ ଅସହାୟ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି। ପରିବାର କହିଲେ ବିଧବା ମା’ ଗୋଟିଏ ପୁଅ ଓ ୨୩ ବର୍ଷର ଅବିବାହିତ ଝିଅ। ୨୦୦୯ରୁ ସ୍ତ୍ରୀଙ୍କର ମୃତ୍ୟୁ ହୋଇସାରିଛି। କୃଷ୍ଣଙ୍କ ଉପରେ ପରିବାରର ବୋଝ ଥିବା ବେଳେ ନିଜର ଅସହାୟତା ବୋଝ ଉପରେ ନଳିତା ବିଡ଼ା ସଦୃଶ ା ଏ ନେଇ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲା ପ୍ରଶାସନକୁ ଲିଖିତ ଅଭିଯୋଗ କରିଛନ୍ତି। ହେଲେ ପ୍ରଶାସନ ପକ୍ଷରୁ ଏଯାବତ୍‌ କୌଣସି ପଦକ୍ଷେପ ନିଆଯାଇନାହଁି। ସରକାରଙ୍କ ଅନ୍ତର୍ଦ୍ୱୟ ଯୋଜନାରେ ମାତ୍ର ୩୫ କି.ଗ୍ରା. ଚାଉଳ ତାଙ୍କ ପରିବାର ପାଇଁ ବଞ୍ଚିବାର ରାହା ପାଲଟିଛି ା ବିଗତ ଦିନରେ ଜିଲାପାଳଙ୍କ ଜନଶୁଣାଣି ଶିବିର, ବ୍ଲକ କାର୍ଯ୍ୟାଳୟ ଓ ବିଭିନ୍ନ ରାଜନେତାଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କେହି ତାଙ୍କୁ ସହାୟତାର ହାତ ବଢାଇନାହାନ୍ତି। ତୁରନ୍ତ ସରକାର କୃଷ୍ଣଙ୍କ ଚିକିତ୍ସା ପାଇଁ ସହାୟତା ଓ ଦିବ୍ୟାଙ୍ଗ ଭତ୍ତା ଦେବାକୁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ବରୀ ବିଡିଓ ପ୍ରଭାସ ବେଉରାଙ୍କୁ ପଚାରିବାରେ, ସେ ମାସେ ହେବ କାର୍ଯ୍ୟରେ ଯୋଗ ଦେଇଛନ୍ତି। ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେବେ। ଯଥା ସମ୍ଭବ ସରକାରୀ ସହାୟତା ଯୋଗାଇ ଦେବେ ବୋଲି ସେ କହିଛନ୍ତି। 

All Right Reserved By

ରାଜ୍ୟ | ଉପକୂଳ ଓଡିଶା

ରେମୁଣାରେ ରାହୁଲ: କହିଲେ ଦେଶରେ ବେରୋଜଗାରୀର ପ୍ରମୁଖ କାରଣ ବିମୁଦ୍ରିକରଣ, ଜିଏସ୍‌ଟି

ରେମୁଣାରେ ରାହୁଲ: କହିଲେ ଦେଶରେ ବେରୋଜଗାରୀର ପ୍ରମୁଖ କାରଣ ବିମୁଦ୍ରିକରଣ, ଜିଏସ୍‌ଟି

ବାଲେଶ୍ୱର ଅଫିସ,୨୬।୪: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ଓଡ଼ିଶା ଗସ୍ତରେ ଆସିଛନ୍ତି। ଅପରାହ୍ନ ୧ଟା ୫୦ରେ ରାହୁଲ ରେମୁଣା ନିର୍ବାଚନମଣ୍ଡଳୀରେ ଆୟୋଜିତ ସମାବେଶରେ ଯୋଗଦେବା କାର୍ଯ୍ୟକ୍ରମ ରହିଥିଲା। 

ଟାଙ୍ଗିଆ ଚୋଟରେ ବାପାଙ୍କ ମୃତ୍ୟୁ ଘଟଣା: ହତ୍ୟାକାରୀ ପୁଅକୁ ଗିରଫ କଲା ପୋଲିସ

ଟାଙ୍ଗିଆ ଚୋଟରେ ବାପାଙ୍କ ମୃତ୍ୟୁ ଘଟଣା: ହତ୍ୟାକାରୀ ପୁଅକୁ ଗିରଫ କଲା ପୋଲିସ

ଝରିଗାଁ,୨୬।୪(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଫୁପୁଗାଁ ପଞ୍ଚାୟତ ଏକଟାଗୁଡା ଗ୍ରାମରେ ସୋମବାର ମଧ୍ୟାହ୍ନରେ ତେଲନଦୀ ପଞ୍ଚାୟତ ଭୁର୍ସିଡଙ୍ଗରୀ ଗ୍ରାମର ତିଲ ଗଣ୍ଡଙ୍କ ହତ୍ୟା ଘଟଣାରେ ଶୁକ୍ରବାର ପୋଲିସ ତାଙ୍କ ପୁଅ ଜଗବନ୍ଧୁଙ୍କୁ  ଗିରଫକରି କୋର୍ଟଚାଲାଣ କରିଛିା

ଧକୋଠା ଗ୍ରାମରେ ବୋମା ପକାଇବା ଘଟଣା: ଥାନାରେ ମାମଲା ରୁଜୁ

ଆନନ୍ଦପୁର,୨୬।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ଧକୋଠା ଗ୍ରାମରେ ଗୁରୁବାର ଜିଲା ପରିଷଦ ସଭ୍ୟାଙ୍କ ସ୍ବାମୀ ରଞ୍ଜିତ ପୃଷ୍ଟିଙ୍କ ଘର ଉପରକୁ କେହି ଦୁର୍ବୃତ୍ତ ବୋମାମାଡ କରିଥିଲୋ।

ବୁଥ୍‌ ରିଗିଂ ଅଭିଯୋଗ: ଭୋଟ ଦେଇ ନ ପାରି ଆକ୍ରମଣର ଶିକାର ଯୁବକ ଥାନାର ଦ୍ୱାରସ୍ଥ

ବୁଥ୍‌ ରିଗିଂ ଅଭିଯୋଗ: ଭୋଟ ଦେଇ ନ ପାରି ଆକ୍ରମଣର ଶିକାର ଯୁବକ ଥାନାର ଦ୍ୱାରସ୍ଥ

ଆନନ୍ଦପୁର,୨୬।୪(ସ୍ବ.ପ୍ର.): ଆନନ୍ଦପୁର ନିର୍ବାଚନମଣ୍ଡଳୀ ଘସିପୁରା ଥାନା ଖଡିବିଲ ଗ୍ରାମର ବିନ ଜେନାଙ୍କ ପୁଅ ନରେନ୍ଦ୍ର ଜେନା ୨୩ ତାରିଖ ଅନୁଷ୍ଠିତ ହୋଇଥିବା ସାଧାରଣ ନିର୍ବାଚନରେ ରିଗିଂର ଶିକାର ହୋଇ ଭୋଟ ଦେଇପାରି ନ ଥିବା ଘସିପୁରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। 

ମହାପ୍ରଭୁଙ୍କୁ ଦର୍ଶନ କଲେ ଜୁହି ଚାଓ୍ବଲା

ମହାପ୍ରଭୁଙ୍କୁ ଦର୍ଶନ କଲେ ଜୁହି ଚାଓ୍ବଲା

ପୁରୀ ଅଫିସ,୨୬ା୪: ବଲିଉଡ୍‌ ଅଭିନେତ୍ରୀ ଜୁହି ଚାୱାଲା ଶ୍ରୀମନ୍ଦିରକୁ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଶୁକ୍ରବାର ଅପରାହ୍ନରେ ସ୍ବାମୀଙ୍କ ସହ ଜୁହି ସିଂହଦ୍ୱାରରେ ପହଞ୍ଚିଥିଲେ। 

ପାନୀୟଜଳ ଅଭାବ: ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଶୁଣିଲେନି ଅଭିଯୋଗ, ପ୍ରତିବାଦରେ ରାସ୍ତା ଅବରୋଧ

ପାନୀୟଜଳ ଅଭାବ: ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଶୁଣିଲେନି ଅଭିଯୋଗ, ପ୍ରତିବାଦରେ ରାସ୍ତା ଅବରୋଧ

ବଲାଙ୍ଗୀର ଅଫିସ,୨୬।୪(ଡି.ଏନ୍‌.ଏ.):  ବଲାଙ୍ଗୀର ମ୍ୟୁନିସିପାଲିଟି ଅନ୍ତର୍ଗତ ଖଲିଆପାଲି ଓ ବିଷ୍ଣୁମୁଣ୍ଡାଠାରେ ପାନୀୟ ଜଳ ଅଭାବ ଦେଖାଯାଇଛି। 

ଭାଜପା ପ୍ରାର୍ଥୀଙ୍କ ପାଇଁ ଦ୍ୱୀପାଞ୍ଚଳରେ ଭୋଟ ଭିକ୍ଷା କଲେ ଅପରାଜିତା

ଭାଜପା ପ୍ରାର୍ଥୀଙ୍କ ପାଇଁ ଦ୍ୱୀପାଞ୍ଚଳରେ ଭୋଟ ଭିକ୍ଷା କଲେ ଅପରାଜିତା

କଣ୍ଟାପଡା,୨୬।୪(ଡି.ଏନ୍‌.ଏ.): ୨୦୧୯ ସାଧାରଣ ନିର୍ବାଚନ ଚତୁର୍ଥ ପର୍ଯ୍ୟାୟ ପାଇଁ ଆସନ୍ତା ୨୯ ତାରିଖରେ ଭୋଟଗ୍ରହଣ ହେବ।

କର୍ତ୍ତବ୍ୟରେ ଅବହେଳା: ୨ ପୋଲିଂ କର୍ମଚାରୀ ସସ୍‌ପେଣ୍ଡ

କର୍ତ୍ତବ୍ୟରେ ଅବହେଳା: ୨ ପୋଲିଂ କର୍ମଚାରୀ ସସ୍‌ପେଣ୍ଡ

ଦେବଗଡ଼,୨୬।୪(ଡି.ଏନ୍‌.ଏ.): ଦେବଗଡ଼ ସିଆରିଆ ୧୮୩ନଂ ବୁଥ୍‌ରେ ଭୋଟିଂ ବେଳେ ବିଭ୍ରାଟ ହେବାକୁ ନେଇ ୨ଜଣ ପୋଲିଂ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି।

ଭାଜପା ବିଧାୟକ ପ୍ରାର୍ଥୀ ରବି ମଲ୍ଲିକ ଟଙ୍କା ବାଣ୍ଟୁଥିବା ନେଇ ଅଭିଯୋଗ: ଆକ୍ରମଣ କଲେ ଗ୍ରାମବାସୀ

ଭାଜପା ବିଧାୟକ ପ୍ରାର୍ଥୀ ରବି ମଲ୍ଲିକ ଟଙ୍କା ବାଣ୍ଟୁଥିବା ନେଇ ଅଭିଯୋଗ: ଆକ୍ରମଣ କଲେ ଗ୍ରାମବାସୀ

କାକଟପୁର, ୨୬।୪(ଡି.ଏନ୍‌.ଏ.): ପୁରୀ ଜିଲା କାକଟପୁର ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ପ୍ରାର୍ଥୀ ରବି ମଲ୍ଲିକଙ୍କୁ ଗୁରୁବାର ବିଳମ୍ବିତ ରାତିରେ ଆକ୍ରମଣ ହୋଇଛି। ଏ ନେଇ ରବି ଥାନାରେ ଅଭିଯୋଗ କରିଛନ୍ତି।

‘ମୁଁ ଆପଣଙ୍କ ଗାଁକୁ ଆସିଛି, ଆପଣମାନେ ଖୁସି ତ’

‘ମୁଁ ଆପଣଙ୍କ ଗାଁକୁ ଆସିଛି, ଆପଣମାନେ ଖୁସି ତ’

ମହାକାଳପଡ଼ା, ୨୬।୪(ଡି.ଏନ୍‌.ଏ.): ମୁଁ ଆପଣମାନଙ୍କ ଗାଁକୁ ଆସିଛି, ଆପଣମାନେ ଖୁସି ତ, ମୁଁ ବି ବହୁତ ଖୁସି। କେନ୍ଦ୍ରାପଡ଼ା ଜିଲା ମାହାକାଳପଡ଼ା ବ୍ଲକ ଅନ୍ତର୍ଗତ ଖରିନାସିର ପଞ୍ଚାୟତ ହରିଆବାଙ୍କ ଗ୍ରାମରୁ ନିର୍ବାଚନୀ ପ୍ରଚାର ରୋଡ ଶୋ’ ଆରମ୍ଭ ଅବସରରେ ଶୁକ୍ରବାର ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 

ଲୁକ୍‌ଆଉଟ୍‌ ନୋଟିସ୍‌ ପରେ ଭିଡିଓ ମେସେଜ ଜାରି କଲେ ଓମ୍‌ପ୍ରକାଶ: କହିଲେ ସେ ଇଭିଏମ୍‌ ଭାଙ୍ଗିନାହାନ୍ତି, ଘଟଣାର ନିରପେକ୍ଷ ତଦନ୍ତ ହେଉ

ଲୁକ୍‌ଆଉଟ୍‌ ନୋଟିସ୍‌ ପରେ ଭିଡିଓ ମେସେଜ ଜାରି କଲେ ଓମ୍‌ପ୍ରକାଶ: କହିଲେ ସେ ଇଭିଏମ୍‌ ଭାଙ୍ଗିନାହାନ୍ତି, ଘଟଣାର ନିରପେକ୍ଷ ତଦନ୍ତ ହେଉ

ଭୁବନେଶ୍ୱର,୨୬।୪(ବ୍ୟୁରୋ): ପୁରୀ ଜିଲା ସତ୍ୟବାଦୀ ନିର୍ବାଚନମଣ୍ଡଳୀର ୭୮ନଂ. ବୁଥ୍‌ରେ ଇଭିଏମ୍‌ ଭଙ୍ଗାରୁଜା ଓ ପୋଲିଂ ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ ଭାଜପା ପ୍ରାର୍ଥୀ ଓମ୍‌ ପ୍ରକାଶ ମିଶ୍ରଙ୍କୁ ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି କରାଯିବା ସହ ତାଙ୍କ ଘର ଆଗରେ ଲଟ୍‌କା ଲଗାଯାଇଛି। ଗୋଟିଏ ପଟେ ପୋଲିସ ତାଙ୍କୁ ଧରିବା ଲାଗି ଚଢ଼ାଉ କରୁଥିବା ବେଳେ ସେ ଏକ ଭିଡିଓ ମେସେଜ ଜାରି କରିଛନ୍ତି।

ବାଲିଗୁଡ଼ାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ : ଜନଜୀବନ ଅସ୍ତବ୍ୟସ୍ତ, ପ୍ରଥମ ଥର ପାଇଁ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଲା

ବାଲିଗୁଡ଼ାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ : ଜନଜୀବନ ଅସ୍ତବ୍ୟସ୍ତ, ପ୍ରଥମ ଥର ପାଇଁ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଲା

ବାଲିଗୁଡ଼ା,୨୬।୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଜ୍ୟର ସବୁଠାରୁ ଥଣ୍ଡା ସହର ରୂପେ ପରିଗଣିତ ହୋଇଥିବା ବେଳେ ବର୍ତ୍ତମାନ କିଛି ଦିନ ହେଲା ତାପମାତ୍ରା ଅଧିକ ପରିମାଣରେ ବୃଦ୍ଧି ପାଉଛି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri