ସମ୍ବଲପୁର

ବତୀକଁର ଘରେ ଲିଭି ଲିଭି ଯାଉଛେ ବତୀ

ବତୀକଁର ଘରେ ଲିଭି ଲିଭି ଯାଉଛେ ବତୀ

ନୂଆପଡା ଅଫିସ,୧୭ା୧୨: ସରକାର ସବୁବେଲେ ଗରିବ୍‌ଦୁଖିକର ଲାଗି ଯୋଜ୍‌ନା ଉପରେ ଯୋଜ୍‌ନା ତିଆର କରୁଛନ୍‌। କେହି ଯେନ୍‌ଥେଇ ବାସହୀନ ହେଇ ନାଇଁ ରହେବେ, ରୋଗ୍‌ରେ ନାଇଁ ମରବେ, ସେଥିରଲାଗି ଭିନେ ଭିନେ ଯୋଜ୍‌ନା କାଯ୍‌କାରୀ କରୁଛନ୍‌। ହେଲେ କେହେନ୍‌ସି ନାଇଁ କେହେନ୍‌ସି କାରନ୍‌ରୁ ଇ ଯୋଜ୍‌ନାର ସୁଫଲ ପାଏବାରୁ ଗରିବଦୁଖି ବଁଚିତ ହେଉଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ନୂଆପଡ଼ା ଜିଲା ସିନାପାଲି ବ୍ଲକ ଗମ୍ଭାରୀଗୁଡା ଗାଁର ସ୍ବର୍ଗତ ଦଇତାରୀ ନାଗକଁର ପରିବାରରେ। ଘରର ମୁଖିଆ ଦଇତାରୀ କିଡ଼ନୀ ରୋଗ୍‌ରେ ପୀଡ଼ିତ ହେଇ ଆରପାରକେ ଚାଲିଗଲେ। ଏନ୍‌ତାଥି ତାକର ପରିବାରଟା ଅସାହା ହେଇଯାଇଥିଲା ବେଲେ ସବୁ ପରକାର ସରକାରୀ ସୁବିଧାରୁ ବଁଚିତ ହେଇ ରହିଛେ।

ସିନାପାଲି ବ୍ଲକ୍‌ ଗମ୍ଭାରୀଗୁଡା ଗାଁର ଦଇତାରୀ ନାଗ(୩୫), ମାଏକିନା ବତୀ ଆର ତାକର ଦୁଇ ଛୁଆକୁ ନେଇ ସୁଖର ସଁସାର। ଜମିବାଡ଼ି ବଲି କିଛି ନାଇଁ, ମୁଲୁ ପରିବାରଟା ସୁଖ୍‌ବାସୀ ଆଏ। ଗୁଟେ ଭଂଗା ଦଦ୍‌ରା କୁରିଆରେ ଛୁଆପିଲା ଧରି ରହିଆସୁଥିଲେ। ଆଏଜ୍‌କେ ୨ରୁ ୩ ବଛର ତଲେ ଦଇତାରୀ କିଡ଼ନୀ ରୋଗ୍‌ରେ ଆକ୍‌ରଁାତ ହେଲେ। ପହେଲା ଖଡିଆଳ ସରକାରୀ ଡାକ୍‌ତରଖାନା, ତା’ପରେ ନୂଆପଡ଼ା ଆର ବୁର୍ଲାକେ ଯାଇ ଚିକିସତ୍ା କରାଲେ, ହେଲେ ଠିକ୍‌ ନାଇଁହେଲେ। ଶେଷେ ଗଲା ଜୁନ୍‌ରେ ସେ ଆରପାରକେ ଚାଲିଗଲେ।  ସେଦିନ୍‌ଠାନୁ ମାଏକିନା ବତୀ ନାଗ ଦୁଇ ଛୁଆକୁ ନେଇ ନିସାହା ଅବସ୍‌ତାରେ ରହୁଛନ୍‌। ପରିବାରର ମୁଖିଆ କେହେନ୍‌ସି କାରନ୍‌ରୁ ମରିଗଲେ ସାମାଜିକ ସୁରକ୍ଷା ବିଭାଗ ତରଫୁ ପରିବାର କଲ୍ୟାଣ ଯୋଜନାରୁ ୨୦ ହଜାର ଟଁକା ମିଲସି। ହେଲେ ବତୀକେ ଆଏଜ୍‌ତକ୍‌ ଯୋଜ୍‌ନାରୁ ଟଁକେ ନାଇଁମିଲି। ସେନ୍‌ତା ବିଧବା ଭତା ବି ନାଇଁ ପାଏବାର। ଇଥିରଲାଗି ସେ ବାରବାର ବ୍ଲକ୍‌ରୁ ଜିଲା କାର୍ଯ୍ୟାଲୟକେ ଦଉଡୁଛନ୍‌, ହେଲେ କିଛି ଲାଭ ନାଇଁହେବାର। ଭଂଗା ଦଦ୍‌ରା ଘରେ ଖରା, ବର୍ଷା, ଶୀତ କାକର ସହି ଛୁଆପିଲାକୁ ଧରି ରହୁଛନ୍‌। ସାହା ହେବାକେ ନିଜର ବଲି କେହି ନାଇଁ। ସରକାରୀ ଯୋଜନାର ସାହାଯ୍‌ ନାଇଁ ପାଏବାର ଲାଗି ବତୀ ଦିନୁଦିନ୍‌କେ ଭାଂଗିପଡ଼ୁଛନ୍‌। ଦିନକୁ ଦୁଇବେଲ ଖାଏବାରଟା ବି ଯୁଗାଡ କରବାରେ ତାହାକୁ ଭିଡ଼ ହେଉଛେ। ଇ ବାବ୍‌ଦେ ସିନାପାଲି ବିଡିଓ ସୁରେନ୍ଦ୍ର ମେହେରକୁଁ ପଚରାଲାରୁ ଇତାର ଉପରେ ସେ ନିଜେ ଦୁରୁଷ୍‌ଟି ଦେବେ ବଲି କହିଛନ୍‌।  

All Right Reserved By

ସମ୍ବଲପୁର

କୃଷିଜାତ ଦ୍ରବ୍ୟ ପ୍ରଦର୍ଶନ କଲେ ୨୨୭ଚାଷୀ

କୃଷିଜାତ ଦ୍ରବ୍ୟ ପ୍ରଦର୍ଶନ କଲେ ୨୨୭ଚାଷୀ

ଗୁଡ଼ଭେଲା,୧୮।୧(ଡି.ଏନ.ଏ.): ବଲାଙ୍ଗୀର ଜିଲା ଗୁଡ଼ଭେଲା ବ୍ଳକ ଅର୍ନ୍ତଗତ ତେନ୍ତୁଲିଖୁଣ୍ଟି ଗ୍ରାମ ମକର ମେଳା ପଡ଼ିଆରେ ଗତ ଛଅ ଦିନ ଧରି ଚାଲିଥିବା  ୫୨ତମ ଗା୍ରମ ପଞ୍ଚାୟତସ୍ତରୀୟ ମକର ମେଳା ଗୁରୁବାର ରାତିରେ ଉଦଯାପିତ ହୋଇଯାଇଛି ।

ବାଇକକୁ ଧକ୍କା ଦେଇ ଓଲଟିଲା ତୀର୍ଥଯାତ୍ରୀ ବସ, ବାଇକ ଚାଳକ ମୃତ

ବାଇକକୁ ଧକ୍କା ଦେଇ ଓଲଟିଲା ତୀର୍ଥଯାତ୍ରୀ ବସ, ବାଇକ ଚାଳକ ମୃତ

ପାଟଣାଗଡ, ୧୮।୧ (ଡି.ଏନ.ଏ.) : ବଲାଙ୍ଗୀର ଜିଲା ପାଟଣାଗଡ-ପଦ୍ମପୁର ରାସ୍ତାର ପାଟଣାଗଡ ଥାନା ଅନ୍ତର୍ଗତ ଝରନିପାନି ଗ୍ରାମ ନିକଟରେ ଶୁକ୍ରବାର ସକାଳ ପ୍ରାୟ ୮ଟାରେ ଏକ ବାଇକକୁ ଧକ୍କାଦେଇ ତୀର୍ଥଯାତ୍ରୀ ବସ୍‌ ଓଲଟି ପଡିଛି। 

ବେପାରୀକର କବ୍‌ଜାରେ କେଉଁଟିପାଲି ମାର୍କେଟ ୟାର୍ଡ: ଚାଷୀ ସରକାରୀ ସାହାଯ୍‌ରୁ ବଁଚିତ ହେବାର ଆଶଁକା

ବେପାରୀକର କବ୍‌ଜାରେ କେଉଁଟିପାଲି ମାର୍କେଟ ୟାର୍ଡ: ଚାଷୀ ସରକାରୀ ସାହାଯ୍‌ରୁ ବଁଚିତ ହେବାର ଆଶଁକା

ବିଜେପୁର, ୧୮।୧ (ଡି.ଏନ.ଏ):  ବରଗଡ଼ ଜିଲା ବିଜେପୁର ବ୍ଲକ୍‌ କେଉଁଟିପାଲି ମାର୍କେଟ ୟାର୍ଡ ଏହେଦେ ବେପାରୀମାନକର କବଜାରେ ରହିଛେ। ଚାଷୀମାନକର କାର୍ଡକେ ଚାଲକରି ବେପାରୀମାନେ ଧାନ ଘିନୁଥିବାର ଅଭିଯୋଗ ହେଉଛେ। ଇଆଡ଼େ ଇ ବ୍ଲକକେ ସରକାର ମର୍‌ଡି ଘୋଷନା କରିଛନ୍‌। ଯେନ୍‌ଥିରଲାଗି ଆଏବାର ଦିନେ ଚାଷୀ ପାଏବାକେ ଥିବାର ସରକାରୀ ସାହାଯ୍‌ରୁ ବଁଚିତ୍‌ ହେବାର ଆଶଁକା ଦେଖା ଦେଇଛେ।

ଧିରେ ସୁସ୍‌ତେ ଚାଲିଛେ ଶୌଚାଲୟ ତିଆରି କାମ୍‌ : ୫ ବଛର ଉତାରୁ ବି ଦରଖଁଡ଼ିଆ

ଧିରେ ସୁସ୍‌ତେ ଚାଲିଛେ ଶୌଚାଲୟ ତିଆରି କାମ୍‌ : ୫ ବଛର ଉତାରୁ ବି ଦରଖଁଡ଼ିଆ

ବେଲପଡା, ୧୮ା୧ (ଡି.ଏନ.ଏ):  କେନ୍ଦ୍ର ସରକାର ସ୍ବଚ୍ଛ ଭାରତ ମିଶନ କାଯ୍‌କାରି କରି କୋଟି କୋଟି ଟଁକା ସାରୁଛନ୍‌। ହେଲେ ବଲାଙ୍ଗୀର ଜିଲା ବେଲପଡ଼ା ବସଷ୍ଟାଣ୍ଡରେ ଆଏଜ୍‌ତକ୍‌ ଗୁଟେ ଶୌଚାଲୟ ଥାପନ ନାଇଁ ହେଇପାରବାର। ବଲାଙ୍ଗୀର ଜିଲାର ୧୪ଟା ବ୍ଲକ ଭିତରୁ ବେଲପଡ଼ା ବ୍ଲକ ଗୁଟେ ମୁଖିଆ ରାସ୍‌ତା ତରେ ଅଛେ।

ଭତା ଲାଗି ଉପଜିଲାପାଲକୁଁ ଗୁହାରି କଲେ ୨ ବୁରୁଧ

ଭତା ଲାଗି ଉପଜିଲାପାଲକୁଁ ଗୁହାରି କଲେ ୨ ବୁରୁଧ

ଲୋଇସିଂହା,୧୮।୧(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ପରଧିଆପାଲି ଗାଁର ବୁରୁଧ୍‌ ତ୍ରିବେଣୀ ଚିରଗୁନ(୬୪), କପିଳ ଲୁହାର(୬୫) ବୁଢ଼ାବୁଢ଼ୀ ଭତା ପାଏବାରୁ ବଁଚିତ ହେଇଛନ୍‌। ଗୁରୁବାର ସେମାନେ ଉପଜିଲାପାଲ ଭୈରବସିଂ ପଟେଲକୁଁ ଗୁହାରୀ କରବାକେ ଯାଇଥିଲେ। 

ପାସେଞ୍ଜର ଟ୍ରେନ୍‌ ବାତିଲ: ଯାତ୍ରୀ ହଇରାଣ

ପାସେଞ୍ଜର ଟ୍ରେନ୍‌ ବାତିଲ: ଯାତ୍ରୀ ହଇରାଣ

ହେମଗିର, ୧୮।୧ (ଡି.ଏନ.ଏ)-ସୁନ୍ଦରଗଡ଼ ଜିଲାର ହେମଗିରଗଡର ହେମଗିର (କନିକା) ରେଳଷ୍ଟେଶନ ସର୍ବ ପୁରାତନ ଷ୍ଟେଶନ। ଏହାକୁ ଅବହେଳା, ଏହା ଉପରେ ନିର୍ଭର କରୁଥିବା ଯାତ୍ରୀଙ୍କ ପ୍ରତି ରେଳ ବିଭାଗର ବୈମାତୃକ ମନୋଭାବ ଯୋଗୁ ଅସନ୍ତୋଷ ପ୍ରକାଶ ପାଇଛି। 

ପୋଲିସ ବର୍ବରତା କଲେ ଆମେ ଛତିଶଗଡ଼ ଚାଲିଯିବୁ:  ଉପର ମୁଣ୍ଡ ଚାଷୀଙ୍କ ଚେତାବନୀ

ପୋଲିସ ବର୍ବରତା କଲେ ଆମେ ଛତିଶଗଡ଼ ଚାଲିଯିବୁ: ଉପର ମୁଣ୍ଡ ଚାଷୀଙ୍କ ଚେତାବନୀ

ନୂଆପଡା ଅଫିସ,୧୮ା୧: ନୂଆପଡା ଜିଲା ଜୋଙ୍କ ଜଳ ସେଚନ ପ୍ରକଳ୍ପରୁ ରବି ଚାଷ ସକାଶେ ପାଣି ଛଡାଯିବା ଘଟଣାକୁ ଛକାପଞ୍ଛା ଜୋର ଧରିଛି । ଗୋଟିଏ ପଟେ ଜିରୋହ୍ୟାଡରୁ ପାଣି ଦେବା ଦାବିରେ ଉପର ମୁଣ୍ଡ ଚାଷୀମାନେ କେନାଲ ମୁଣ୍ଡରେ ଚଳାଇଥିବା ଧାରଣା ଦୀର୍ଘ ୨୪ ଦିନରେ ପହଞ୍ଚତ୍ଥିବାବେଳେ ତଳ ମୁଣ୍ଡଚାଷୀମାନେ ପାଣି ପାଇଁ ବାରମ୍ବାର ଆନ୍ଦୋଳନ କରୁଛନ୍ତି । 

ସଁକଟରେ କିଡ଼୍‌ନୀ ରୁଗୀ:  ସରକାରୀ ସାହାଯ୍‌ ଅପେକ୍ଷାରେ ଟୁନୁ

ସଁକଟରେ କିଡ଼୍‌ନୀ ରୁଗୀ: ସରକାରୀ ସାହାଯ୍‌ ଅପେକ୍ଷାରେ ଟୁନୁ

ଲାଠୋର, ୧୮।୧ (ଡି.ଏନ.ଏ.):  ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ୍‌ ଲାଠୋର vର ବାଗପଡ଼ାର ଟୁନୁ ବାଗ(୪୮)। ପରିବାର କହେଲେ ମାଏକିନା ଟିନି, ଝି ରୂପାମୁଦ୍ରା ଆର ପୁଓ ଦଶରଥକୁଁ ନେଇ ତାକର ସୁଖର ସଁସାର। ସଁପତି କହେଲେ ଏକ୍‌ରେ ଜମି ଆର ଘରବାରି ଟିକେ ଅଛେ। ଜମି ଚାଷ୍‌ କରବାର ସଂଗେ ପର୍‌ହର କାମବୁତା କରି ସେମାନେ ଚଲିଯାଉଥିଲେ।

 କୃଷକ ସଙ୍ଗଠନର ସମାବେଶ : ଚାଷୀଙ୍କୁ ପେନସନ୍‌, ଉପତ୍ାଦନର ଉଚିତ ମୂଲ୍ୟ ଦାବି

କୃଷକ ସଙ୍ଗଠନର ସମାବେଶ : ଚାଷୀଙ୍କୁ ପେନସନ୍‌, ଉପତ୍ାଦନର ଉଚିତ ମୂଲ୍ୟ ଦାବି

ସୁନ୍ଦରଗଡ଼, ୧୮।୧ (ଡି.ଏନ୍‌.ଏ.) -ନବନିର୍ମାଣ କୃଷକ ସଙ୍ଗଠନର ଏକ ସମାବେଶ ଗୁରୁବାର ସ୍ଥାନୀୟ ଭବାବୀ ଭବନ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଜିଲା ସାଙ୍ଗଠନିକ ସମାବେଶରେ ସଙ୍ଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ  ଯୋଗଦେଇ ଚାଷୀଙ୍କ ପାଇଁ ବ୍ୟାପକ କାମ ଓ ଯୋଜନା କାର୍ଯ୍ୟକାରୀ ହେଉଥିବା ପ୍ରଚାର  ହେଉଥିବା ବେଳେ ପ୍ରକୃତରେ ଏହାର ବାସ୍ତବ ସୁଫଳ ଚାଷୀଙ୍କ ନିକଟରେ ପହଞ୍ଚି ପାରୁନାହିଁ ବୋଲି କହିଥିଲେ।

କୃଷିର ଉନ୍ନତି ହେଲେ ଅର୍ଥନୈତିକ ପ୍ରଗତି ହେବ

କୃଷିର ଉନ୍ନତି ହେଲେ ଅର୍ଥନୈତିକ ପ୍ରଗତି ହେବ

ବଲାଙ୍ଗୀର ଅଫିସ, ୧୮ା୧: ବଲାଙ୍ଗୀର ଉଠାଜଳସେଚନ ବିଭାଜନ ତରଫରୁ ସ୍ଥାନୀୟ ଟାଉନ ହଲଠାରେ ଗୁରୁବାର ବିଭାଜନସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଇଛି।  ଏହି ଅବସରରେ ଅନୁଷ୍ଠିତ ସଭାରେ  ମୁଖ୍ୟଅତିଥିଭାବେ ବିଦ୍ୟୁତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଆଶିଷ କୁମାର ପାଟଯୋଷୀ,  ମୁଖ୍ୟବକ୍ତା କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ କୃଷି ବୈଜ୍ଞାନିକ ଆଶିଷ କୁମାର ଦାଶ, ଭୂତତ୍ତ୍ୱବିତ୍‌ ଅନନ୍ତ କୁମାର ଆଚାର୍ଯ୍ୟ, ଜିଲା କୃଷି ଅଧିକାରୀ ହିମାଂଶୁ ଶେଖର ପାଢ଼ୀ, ଜିଲା ଉଦ୍ୟାନ ବିଭାଗ ଅଧିକାରୀ କେଶବ ଚନ୍ଦ୍ର ମିଶ୍ର ଯୋଗଦାନ କରିଥିଲେ। 

ଗୁରୁଙ୍କ ପ୍ରତି ଶ୍ରଦ୍ଧା,ବିଶ୍ୱାସ ହିଁ ଉନ୍ନତିର ପଥ

ଗୁରୁଙ୍କ ପ୍ରତି ଶ୍ରଦ୍ଧା,ବିଶ୍ୱାସ ହିଁ ଉନ୍ନତିର ପଥ

ବୀରମହାରାଜପୁର, ୧୮ା୧(ଡି.ଏନ୍‌.ଏ) ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତxର୍ଗତ ସୁବଳୟା କଲେଜ ଆନୁକୂଲ୍ୟରେ ଗୁରୁବାର ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି। 

ପୁସ୍ତକ ମଣିଷର ଶ୍ରେଷ୍ଠ ବନ୍ଧୁ

ପୁସ୍ତକ ମଣିଷର ଶ୍ରେଷ୍ଠ ବନ୍ଧୁ

ସୋନପୁର,୧୮।୧(ନି.ପ୍ର.) ତୃତୀୟ ସୁବର୍ଣ୍ଣପୁର ପୁସ୍ତକ ଓ ସାହିତ୍ୟ ମେଳା ଇଙ୍କ୍‌ଫେଷ୍ଟ୍‌ ସୁବର୍ଣ୍ଣପୁର-୧୯ ସୋନପୁର ରୟାଲ ପଡିଆରେ ଉଦ୍‌ଘାଟିତ ହୋଇଯାଇଛି। ଜିଲାପାଳ ମଧୁସୂଦନ ମିଶ୍ର ଏହି ସାରସ୍ବତ ମହୋତ୍ସବକୁ ଉଦ୍‌ଘାଟନ କରିଥିଲେ।