ବାଲେଶ୍ୱର

ଗୋଷ୍ଠୀ ସଂଘର୍ଷ ଘଟଣା : ୫ ଗିରଫ

ଗୋଷ୍ଠୀ ସଂଘର୍ଷ ଘଟଣା : ୫ ଗିରଫ

ଭଣ୍ଡାରିପୋଖରୀ, ୧୩।୧୨ (ଡି.ଏନ.ଏ.) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ପାଟୁଳି ପଞ୍ଚାୟତ ମୋବାରକପୁର ଗ୍ରାମରେ ଏକ ସରକାରୀ ଜାଗାରେ ଧାନ ଖଳା କରିବାକୁ କେନ୍ଦ୍ରକରି ବୁଧବାର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ଏହି ଘଟଣାରେ ପୋଲିସ ଗୁରୁବାର ଉଭୟ ପକ୍ଷର ୫ ଜଣଙ୍କୁ ଗିରଫ କରିଛି। ମାମଲା (ନଂ.୨୦୭/୧୮) ରେ ମମତା ଦାସ, ରେବତୀ ପରିଡା, ଭରତ ପରିଡ଼ା ଏବଂ (ନଂ.୨୦୮/୧୮) ରେ ସୁକାନ୍ତି ଯେନା ଓ ମୀନା ଯେନାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

All Right Reserved By

ବାଲେଶ୍ୱର

‘ମାନବ ଜୀବନରେ ଯୋଗ ଦର୍ଶନର ପ୍ରୟୋଗ ଲୋଡ଼ା’

‘ମାନବ ଜୀବନରେ ଯୋଗ ଦର୍ଶନର ପ୍ରୟୋଗ ଲୋଡ଼ା’

ବଡ଼ସାହି,୧୮ା୩(ସ୍ବ.ପ୍ର)-ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଳକ ଅଧିନ ଚେଙ୍ଗୁଆ ମଙ୍ଗଳପୁର ଆନନ୍ଦାନନ୍ଦ ଶିବମୁନି ଯୋଗାଶ୍ରମର ୨୬ତମ ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି ା

ଖାଲି ପଡିଛି ଡାକ୍ତର ପଦବୀ:  ମିଳୁନି ସ୍ବାସ୍ଥ୍ୟସେବା

ଖାଲି ପଡିଛି ଡାକ୍ତର ପଦବୀ: ମିଳୁନି ସ୍ବାସ୍ଥ୍ୟସେବା

ହାଟଡିହୀ,୧୮। ୩(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶାଳଣିଆଁ ଗୋଷ୍ଠୀ କେନ୍ଦ୍ରରେ ସ୍ବାସ୍ଥ୍ୟ ସେବାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି ା

ଗାତରୁ ଉଦ୍ଧାର ହେଲେ ନାଗନାଗୁଣୀ

ଗାତରୁ ଉଦ୍ଧାର ହେଲେ ନାଗନାଗୁଣୀ

ଖଇରା, ୧୮।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ମାଣିତ୍ରୀ ପଞ୍ଚାୟତ ଅଧିନ ସାଲୋ ଗ୍ରାମର ଶ୍ରୀଧର ଦାସଙ୍କ ଘରୁ ନାଗନାଗୁଣୀ ଉଦ୍ଧାର କରାଯାଇଛି।

ମଣ୍ଡିରେ ଗଜା ହେଲାଣି ଧାନ: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ମଣ୍ଡିରେ ଗଜା ହେଲାଣି ଧାନ: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭଦ୍ରକ ଅଫିସ, ୧୮।୩-  ମଣ୍ଡିରୁ ଧାନ ଉଠୁ ନ ଥିବାରୁ ପଡ଼ି ରହି ଗଜା ହେଲାଣି। ଧାନ  ବିକ୍ରି ହୋଇପାରୁ ନ ଥିବା ନେଇ ଚିନ୍ତାରେ ଚାଷୀ। ଫଳରେ ସୋମବାର ପୂର୍ବାହ୍ନରୁ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ୫ଶହରୁ ଊର୍ଦ୍ଧ୍ୱ ଧାନବସ୍ତା ରଖାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଚୈତ୍ର ସୋମବାର:  ଶୈବପୀଠରେ ଲକ୍ଷାଧିକ ଭକ୍ତ

ଚୈତ୍ର ସୋମବାର: ଶୈବପୀଠରେ ଲକ୍ଷାଧିକ ଭକ୍ତ

ଭୋଗରାଇ, ୧୮।୩(ଡି.ଏନ.ଏ.)-ଚୈତ୍ର ମାସ ପ୍ରଥମ ସୋମବାର। ଏହି ମାସରେ ଶିବଙ୍କୁ ଆରାଧନା କଲେ ମହାପୁଣ୍ୟ ମିଳେ ବୋଲି କଥିତ ଅଛି।

ଉତ୍ତର ବାଲେଶ୍ୱରରେ କାଳବୈଶାଖୀ  ୧୭ ଘଣ୍ଟା ବିଦ୍ୟୁତକାଟ୍‌, ଜନଜୀବନ ଅସ୍ତବ୍ୟସ୍ତ

ଉତ୍ତର ବାଲେଶ୍ୱରରେ କାଳବୈଶାଖୀ ୧୭ ଘଣ୍ଟା ବିଦ୍ୟୁତକାଟ୍‌, ଜନଜୀବନ ଅସ୍ତବ୍ୟସ୍ତ

ଭୋଗରାଇ, ୧୮।୩(ଡି.ଏନ.ଏ.)-କାଳବୈଶାଖୀ ଝଡ଼ରେ ଉତ୍ତରବାଲେଶ୍ୱର ପ୍ରଭାବିତ ହୋଇଛି। ରବିବାର ସନ୍ଧ୍ୟା ୬ଟାରୁ ଏହି ଝଡ଼ବର୍ଷା ଲାଗି ରହିବାରୁ ଚାଷୀମାନେ ବହୁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।

ତାଳପଦା ଗ୍ରାମରୁ ଦନ୍ତାହାତୀ ମୃତଦେହ ଉଦ୍ଧାର

ତାଳପଦା ଗ୍ରାମରୁ ଦନ୍ତାହାତୀ ମୃତଦେହ ଉଦ୍ଧାର

କେନ୍ଦୁଝର,୧୮।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଦୈତାରୀ ରେଞ୍ଜ ଅଧୀନସ୍ଥ ରେବଣାପଳାଶପାଳ ସଂରକ୍ଷିତ ଜଙ୍ଗଲ ତାଳପଦା ଗ୍ରାମ ନିକଟରୁ ସୋମବାର ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର କରାଯାଇଛି । 

ହିତାଧିକାରୀଙ୍କ ଚାଉଳରେ ଦୁର୍ନୀତି, କାର୍ଯ୍ୟାନୁଷ୍ଠାନ ଦାବି

ହିତାଧିକାରୀଙ୍କ ଚାଉଳରେ ଦୁର୍ନୀତି, କାର୍ଯ୍ୟାନୁଷ୍ଠାନ ଦାବି

ତିହିଡି,୧୮/୩(ଡି.ଏନ.ଏ.): ଭଦ୍ରକ ଜିଲା ତିହିଡି ବ୍ଲକ ଅଧୀନ ଅଚକ ପଞ୍ଚାୟତରେ ହିତାଧିକାରୀଙ୍କ ଚାଉଳରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। 

ଜବତ ହେଲା ଲକ୍ଷାଧିକ ଟଙ୍କାର ନକଲି ଗୁଟ୍‌ଖା

ଜବତ ହେଲା ଲକ୍ଷାଧିକ ଟଙ୍କାର ନକଲି ଗୁଟ୍‌ଖା

ଭଦ୍ରକ ଅଫିସ,୧୮।୩: ଭଦ୍ରକ ମିର୍ଜାପୁର  ପେଟ୍ରୋଲ ପମ୍ପ ନିକଟରୁ ରବିବାର ରାତିରେ ନକଲି ଗୁଟଖା ବୋଝେଇ ଅଟୋକୁ ଜବତ କରିଛି ପୁରୁଣାବଜାର ପୋଲିସ। 

ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ

ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ

ଭଦ୍ରକ ଅଫିସ/ଭଣ୍ଡାରିପୋଖରୀ, ୧୮।୩(ସ୍ବ.ପ୍ର.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ  ବ୍ଲକ ଧାମନଗର ଥାନା ଅନ୍ତର୍ଗତ ବାରିକପୁର ବଜାର ନିକଟସ୍ଥ ୧୬ ନଂ. ଜାତୀୟ ରାଜପଥର ରେବ ପୋଲ ଉପରେ ସୋମବାର ସକାଳ ପ୍ରାୟ ୮ଟା ୪୫ରେ ଏକ ଅଜଣା ଟ୍ରକ୍‌ ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି।

ଓଲଟିଲା ଚୋରା କୋଇଲା ବୋଝେଇ ଗାଡ଼ି

ଓଲଟିଲା ଚୋରା କୋଇଲା ବୋଝେଇ ଗାଡ଼ି

ଚାନ୍ଦବାଲି, ୧୮।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମରା ଅଞ୍ଚଳରେ ଏକ ଚୋରା କୋଇଲା ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ରବିବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡ଼ିଛି। ଫଳରେ ଗାଡ଼ି ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କ ପରିଚୟ ଜଣାପଡ଼ି ନାହିଁ।

ବ୍ୟବସାୟିକ ଶତ୍ରୁତାରୁ ଗୁଳିମାଡ:  ବାଲିଆପାଳରେ ଆତଙ୍କ

ବ୍ୟବସାୟିକ ଶତ୍ରୁତାରୁ ଗୁଳିମାଡ: ବାଲିଆପାଳରେ ଆତଙ୍କ

ବାଲିଆପାଳ, ୧୮ା୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ-କମର୍ଦ୍ଦା ରାସ୍ତାର ଗୁନାପୁର ଗ୍ରାମ ଗଡାପୋଲ ନିକଟରେ ବ୍ୟବସାୟିକ ଶତ୍ରୁତାରୁ ଜଣେ ବ୍ୟବସାୟୀଙ୍କୁ ରବିବାର ଅପରାହ୍ନରେ ଗୁଳିମାଡ ହୋଇଛି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା