ଅନ୍ତର୍ଜାତୀୟ |

ଅନାସ୍ଥା ଭୋଟରେ ଜିତିଲେ ଥେରେସା

ଅନାସ୍ଥା ଭୋଟରେ ଜିତିଲେ ଥେରେସା

ଲଣ୍ଡନ,୧୩।୧୨: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଥେରେସା ମେ ଅନାସ୍ଥା ଭୋଟରେ ବିଜୟୀ ହୋଇଛନ୍ତି। ବୁଧବାର ସନ୍ଧ୍ୟାରେ ହୋଇଥିବା ଭୋଟ ଗ୍ରହଣ ପରେ ଥେରେସା ମେ ୧୧୭ ପରିବର୍ତ୍ତେ ୨୦୦ ସିକ୍ରେଟ ବାଲଟ ବିଜୟିନୀ ହୋଇଛନ୍ତି। ୟୁକେର ଇୟୁ ରାଜିନାମା ପ୍ରତ୍ୟାହାର ଉପରେ ହାଉସ ଅଫ କମନ୍ସରେ ମଙ୍ଗଳବାର ଦିନ କ୍ରଞ୍ଚ ଭୋଟ ବାତିଲ କରିବା ନିମନ୍ତେ ସେ ନିଷ୍ପତ୍ତି ଗ୍ରହଣ କରିବାରୁ ୪୮ ଜଣ କଞ୍ଜରଭେଟିଭ ଏମ୍‌ପି ଅନାସ୍ଥା ପ୍ରସ୍ତାବ ଆଗତ କରିବା କାରଣରୁ ସିକ୍ରେଟ ବାଲଟ ଭୋଟ ଅନୁଷ୍ଠିତ ହୋଇଥିଲା। ଏହି ଅନାସ୍ଥା ପ୍ରସ୍ତାବ ବିଦ୍ରୋହି ସାଂସଦମାନଙ୍କର ଚୂଡାନ୍ତ ମତାମତ ଭାବେ ଦେଖାଯାଇଥିଲା।

All Right Reserved By

ଅନ୍ତର୍ଜାତୀୟ |

ମାଡି ଆସୁଛି ‘ଭେରୋନିକା’: ରେଡ ଆଲର୍ଟ ଜାରି

ମାଡି ଆସୁଛି ‘ଭେରୋନିକା’: ରେଡ ଆଲର୍ଟ ଜାରି

ପିଲବାରା,୨୫।୩: ମାଡି ଆସୁଛି ଘୂର୍ଣ୍ଣଝଡ଼ ‘ଭେରୋନିକା’। ଏହାର ପ୍ରଭାବରେ ନାନା କ୍ଷୟକ୍ଷତି ହେବା ଆଶଙ୍କା କରି ପାଣିପାଗ ବିଭାଗ ପକ୍ଷରୁ ରେଡ ଆଲର୍ଟ ଜାରି କରାଯାଇଛି। 

ଏକାଠି ବିମାନ ଉଡ଼ାଇଲେ ମା’-ଝିଅ

ଏକାଠି ବିମାନ ଉଡ଼ାଇଲେ ମା’-ଝିଅ

କାଲିଫର୍ନିଆ,୨୫।୩: ପିଲାମାନେ ବଡ଼ ହୋଇ ଯେବେ ମା’ ବାପାଙ୍କ କାର୍ଯ୍ୟରେ ସହଯୋଗ କରିବା ସହ ସେମାନଙ୍କ ସହିତ ତାଳ ମିଳାଇଥାନ୍ତି ସେତେବେଳେ ଅଭିଭାବକ ବହୁତ ଖୁସି ହୋଇଥାନ୍ତି। ତେବେ ଏଭଳି ଏକ ଦୃଶ୍ୟ ସାମ୍‌ନାକୁ ଆସିଛି ଯେଉଁଥିରେ ମା’ ଝିଅ ଏକାଠି ହୋଇ ବିମାନ ଉଡ଼ାଇଥିବା ଖବର ସାମ୍‌ନାକୁ ଆସିଛି।

‘ଇଦାଇ’ଘୂର୍ଣ୍ଣିବାତ୍ୟା ପରେ ଏବେ ଡରାଉଛି ମହାମାରୀ

‘ଇଦାଇ’ଘୂର୍ଣ୍ଣିବାତ୍ୟା ପରେ ଏବେ ଡରାଉଛି ମହାମାରୀ

ବୁଜି,୨୫।୩: ଦକ୍ଷିଣ ଆଫ୍ରିକାରେ ଆସିଥିବା ‘ଇଦାଇ’ଘୂର୍ଣ୍ଣିବାତ୍ୟା ତାଣ୍ଡବ ରଚିଥିଲା। ଏପର୍ଯ୍ୟନ୍ତ ଏଥିରେ ପାଖାପାଖି ୭୫୦ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ହଜାର ହଜର ଲୋକ ଏବେବି ଏଥିରେ ପ୍ରଭାବିତ। 

 ଏନ୍‌ସି ନେତାଙ୍କ ପାକିସ୍ତାନ ପ୍ରେମ

ଏନ୍‌ସି ନେତାଙ୍କ ପାକିସ୍ତାନ ପ୍ରେମ

ଶ୍ରୀନଗର/ଇସ୍‌ଲାମବାଦ,୨୫।୩: ଲୋକ ସଭା ନିର୍ବାଚନ ଯେତେ ପାଖକୁ ଆସୁଛି ନେତାଙ୍କ ମଧ୍ୟରେ ରାଜନୈତିକ ବୟାନବାଜି ସେତିକି ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ ଜମ୍ମୁ-କଶ୍ମୀର ନ୍ୟାସନାଲ କନଫରେନ୍ସ ଦଳର ନେତା ଅକବର ଲୋନ ପାକିସ୍ତାନକୁ ନେଇ ଦେଇଥିବା ବୟାନ ସାମ୍‌ନାକୁ ଆସିଛି। 

ପାକ୍‌ରେ ୨ ହିନ୍ଦୁ ନାବାଳିକାଙ୍କୁ ଅପହରଣ:ରିପୋର୍ଟ ମାଗିଲେ ସୁଷମା

ପାକ୍‌ରେ ୨ ହିନ୍ଦୁ ନାବାଳିକାଙ୍କୁ ଅପହରଣ:ରିପୋର୍ଟ ମାଗିଲେ ସୁଷମା

ନୂଆଦିଲ୍ଲୀ/ଇସ୍‌ଲାମାବାଦ:୨୫ା୩(ପି.ଟି.):ହୋଲି ଅବସରରେ ପାକିସ୍ତାନର ସିନ୍ଧ୍‌ ପ୍ରଦେଶ ଅନ୍ତର୍ଗତ ଗୋଟକି ଜିଲାରେ ହିନ୍ଦୁ ସମ୍ପ୍ରଦାୟର ୨ ଜଣ ନାବାଳିକାଙ୍କୁ ଅପହରଣ କରିନେଇ ଜୋରଜବରଦସ୍ତ ଧର୍ମ ପରିବର୍ତ୍ତନ କରିଦିଆଯାଇଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି। 

ମେଡ୍‌ ଇନ୍‌ ଚାଇନା: ଓ୍ବାଣ୍ଟେଡ୍‌ ପୋଷ୍ଟରରେ ଅପରାଧୀଙ୍କ ପିଲା ବେଳର ଫଟୋ ଲଗାଇ ଖୋଜୁଛି ପୋଲିସ

ମେଡ୍‌ ଇନ୍‌ ଚାଇନା: ଓ୍ବାଣ୍ଟେଡ୍‌ ପୋଷ୍ଟରରେ ଅପରାଧୀଙ୍କ ପିଲା ବେଳର ଫଟୋ ଲଗାଇ ଖୋଜୁଛି ପୋଲିସ

ବେଜିଂ,୨୪।୩: ଅପରାଧୀଙ୍କୁ ଧରିବା ଲାଗି ପୋଲିସ ପକ୍ଷରୁ ଯେଉଁ ପୋଷ୍ଟର ଜାରି କରାଯାଇଥାଏ ତାହା ଅଳ୍ପ ବହୁତେ ସମସ୍ତଙ୍କ ନଜରକୁ ଆସିଥିବ। କାରଣ ଅପରାଧିଙ୍କ ସାମ୍ପ୍ରତିକ ବା ଅପରାଧ କରିଥିବା ସମୟର ଫଟୋ ଲଗାଯାଇଥାଏ। 

ପୃଥିବୀବାସୀଙ୍କ ଉପରେ ନଜର ରଖୁଛନ୍ତି ଏଲିଏନ୍‌!

ପୃଥିବୀବାସୀଙ୍କ ଉପରେ ନଜର ରଖୁଛନ୍ତି ଏଲିଏନ୍‌!

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୪।୩: ଅନ୍ୟଗ୍ରହର ଜୀବ ବା ଏଲଏନ୍‌ଙ୍କୁ ନେଇ ଦୀର୍ଘ ବର୍ଷ ଧରି ମଣିଷ ଗବେଷଣା ଜାରି ରଖିଛି। ତେବେ ନିକଟରେ କେତେକ ମହାକାଶ ବିଜ୍ଞାନୀ ଦାବି କରିଛନ୍ତି ଯେ, ଏଲିଏନ୍‌ ଅନେକ ପୂର୍ବରୁ ମଣିଷକୁ ଖୋଜି ସାରିଥିବାବେଳେ ସମଗ୍ର ପୃଥିବୀବାସୀଙ୍କ ଉପରେ ନଜର ରଖିଛନ୍ତି। 

ମାଲିରେ ଜେହାଦୀ ହିଂସା: ୧୧୫ ପିୟୁଲଙ୍କୁ ହତ୍ୟାକଲେ ଶିକାରି ସମ୍ପ୍ରଦାୟ

ମାଲିରେ ଜେହାଦୀ ହିଂସା: ୧୧୫ ପିୟୁଲଙ୍କୁ ହତ୍ୟାକଲେ ଶିକାରି ସମ୍ପ୍ରଦାୟ

ବମାକୋ,୨୪।୩: ମାଲିର  ମଧ୍ୟଭାଗରେ ଥିବା ଓଗୋସାଗୁ ଗାଁରେ ଘଟିଛି ଜେହାଦୀ ହିଂସା। ଏଠାରେ ବାସ କରୁଥିବା ୧୧୫ ଜଣ ପିୟୁଲ ସମ୍ପ୍ରଦାୟର ଲୋକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି।

ମଝି ସମୁଦ୍ରରେ ଫସିଲା ଜାହାଜ: ୧୩ଶହ ଯାତ୍ରୀଙ୍କୁ ଉଦ୍ଧାର ପାଇଁ ପହଞ୍ଚିଲା ହେଲିକପ୍ଟର

ମଝି ସମୁଦ୍ରରେ ଫସିଲା ଜାହାଜ: ୧୩ଶହ ଯାତ୍ରୀଙ୍କୁ ଉଦ୍ଧାର ପାଇଁ ପହଞ୍ଚିଲା ହେଲିକପ୍ଟର

ଓସଲୋ,,୨୪।୩: ନରଓ୍ବେର ଏକ ଯାତ୍ରୀବାହୀ ଜାହାଜ ଶୁକ୍ରବାର ମଝି ସମୁଦ୍ରରେ ଫସି ରହିଥିଲା। ଏଥିରେ ଯାନ୍ତ୍ରୀକ ତ୍ରୁଟି ଦେଖାଯିବାରୁ ଜାହାଜଟି ଆଉ ଆଗକୁ ଯାଇପାରି ନ ଥିଲା। 

ପାକିସ୍ତାନରେ ୨ ହିନ୍ଦୁ ନାବାଳିକାଙ୍କୁ ଧର୍ମ ପରିବର୍ତ୍ତନ କରି ବିବାହ: ସୁଷମା ମାଗିଲେ ରିପୋର୍ଟ

ପାକିସ୍ତାନରେ ୨ ହିନ୍ଦୁ ନାବାଳିକାଙ୍କୁ ଧର୍ମ ପରିବର୍ତ୍ତନ କରି ବିବାହ: ସୁଷମା ମାଗିଲେ ରିପୋର୍ଟ

ନୂଆଦିଲ୍ଲୀ/ଇସଲାମାବାଦ୍‌,୨୪।୩: ପାକିସ୍ତାନରେ ୨ ହିନ୍ଦୁ ନାବାଳିକାଙ୍କୁ ଧର୍ମ ପରିବର୍ତ୍ତନ କରି ବିବାହ କରାଯାଇଛି। ପାକିସ୍ତାନ ସିନ୍ଧ ପ୍ରଦେଶରୁ ରବିନା ଏବଂ ରୀନା ନାମକ ହିନ୍ଦୁ ନାବାଳିକାଙ୍କୁ ସେମାନଙ୍କ ଘରେ ପଶି ଜୋର୍‌ ଜବରଦସ୍ତ ଅପହରଣ କରିବା ପରେ ବିବାହ କରାଯାଇଥିବା ଅଭିଯୋଗ ହୋଇଛି। 

ଥାଇଲାଣ୍ଡରେ ସୁନାମି ସତର୍କତା

ଥାଇଲାଣ୍ଡରେ ସୁନାମି ସତର୍କତା

ବ୍ୟାଙ୍ଗକକ୍‌,୨୪।୩: ଭାରତ ମହାସାଗରରେ ଶନିବାର ୨ଟି ଭୂକମ୍ପ ହେବା ଫଳରେ ଥାଇଲାଣ୍ଡର ୬ଟି ଅଞ୍ଚଳରେ ସୁନାମି ସତର୍କତା ଜାରି କରାଯାଇଛି। 

ନିଜ ସନ୍ତାନଙ୍କ ପାଇଁ ପର୍ନ ଫିଲ୍ମ ତିଆରି କରିବେ ଏହି ମା’

ନିଜ ସନ୍ତାନଙ୍କ ପାଇଁ ପର୍ନ ଫିଲ୍ମ ତିଆରି କରିବେ ଏହି ମା’

ଲଣ୍ଡନ,୨୩।୩: ପିଲାମାନଙ୍କ ମଧ୍ୟରେ ପର୍ନ ଫିଲ୍ମ ଦେଖିବାର ଆଗ୍ରହ ବଢିଥିବା ଲକ୍ଷ କରି ନିକଟରେ ଏଭଳି ଅଧିକାଂଶ ସାଇଟ୍‌କୁ ବ୍ୟାନ୍‌ କରି ଦିଆଯାଇଛି।   ହେଲେ ବ୍ରିଟେନର ୫ ଜଣ ମହିଳା ସେମାନଙ୍କ ପିଲାମାନଙ୍କ ପାଇଁ ଏବେ ପର୍ନ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି।


Model This Week

ରଶ୍ମି
Why Dharitri