ଜାତୀୟ |

ରାଜସ୍ଥାନର କରନପୁର ଆସନରେ ପୁନଃ ମତଦାନ ଆରମ୍ଭ

ରାଜସ୍ଥାନର କରନପୁର ଆସନରେ ପୁନଃ ମତଦାନ ଆରମ୍ଭ

ଜୟପୁର,୧୦।୧୨: ରାଜସ୍ଥାନ କରନପୁର ନିର୍ବାଚନ ମଣ୍ଡଳୀର ୧୬୩ ନମ୍ବର ବୁଥରେ ପୁନଃ ମତଦାନ ସୋମବାର ସକାଳୁ ଆରମ୍ଭ ହୋଇଛି। ଗତ ୭ ତାରିଖରେ ହୋଇଥିବା ବିଧାନସଭା ନିର୍ବାଚନ ପାଇଁ ଉକ୍ତ ବୁଥ୍‌ରେ ଭୋଟ ଗ୍ରହଣ ହୋଇଥିଲା। ହେଲେ ଇଭିଏମ୍‌ ଖରାପ ହେବାରୁ ଏଠାରେ ପୁଣି ଥରେ ମତଦାନ କରାଯାଉଛି। 


All Right Reserved By

ଜାତୀୟ |

ବିରୋଧୀ ଦଳଙ୍କ ମହାର଼୍ୟାଲି:କିଏ କ’ଣ କହିଲେ

ବିରୋଧୀ ଦଳଙ୍କ ମହାର଼୍ୟାଲି:କିଏ କ’ଣ କହିଲେ

ଭାଜପା ୨୦୧୪ ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛି। ନରେନ୍ଦ୍ର ମୋଦି କାମରେ ନୁହଁନ୍ତି କେବଳ ପ୍ରଚାରସର୍ବସ୍ବ ପ୍ରଧାନମନ୍ତ୍ରୀ।

ହଲିଉଡ୍‌ ଫିଲ୍ମରେ ଶର୍ମନ୍‌ ଜୋଷୀ

ହଲିଉଡ୍‌ ଫିଲ୍ମରେ ଶର୍ମନ୍‌ ଜୋଷୀ

ମୁମ୍ବାଇ,୨୦-୧: ଦୀର୍ଘ ୨୦ବର୍ଷ ତଳର ଅଷ୍ଟ୍ରେଲୀୟ ମିଶନାରି ଗ୍ରାହାମ ଷ୍ଟେନ୍ସ ହତ୍ୟାକାଣ୍ଡକୁ ନେଇ ନିର୍ମାଣ ହୋଇଥିବା ହଲିଉଡ ଫିଲ୍ମରେ ବଲିଉଡ୍‌ ଅଭିନେତା ଶର୍ମନ୍‌ ଜୋଷୀ ଜଣେ ଖବରଦାତା ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି।

ବଳାତ୍କାର ପୀଡ଼ିତାଙ୍କୁ ଗୁଳି କରି ହତ୍ୟା

ବଳାତ୍କାର ପୀଡ଼ିତାଙ୍କୁ ଗୁଳି କରି ହତ୍ୟା

ଗୁରୁଗ୍ରାମ,୨୦-୧(ପି.ଟି.): ଜଣେ ୨୨ ବର୍ଷୀୟା ମହିଳାଙ୍କୁ ଘରୁ ଅପହରଣ କରି ନିଆଯିବା ପରେ ଗୁଳି କରି ହତ୍ୟା କରାଯାଇଛି। ଗୁରୁଗ୍ରାମ-ଫରିଦାବାଦ୍‌ ରାଜପଥ ଖୁସ୍‌ବୁ ଚୌକରୁ ମହିଳାଙ୍କ ମୃତଦେହ ଜବତ ହୋଇଛି।

ବଳାତ୍କାର ପୀଡ଼ିତାଙ୍କୁ ମିଳିବ ଅନୁକମ୍ପା ମୂଳକ ସହାୟତା

ବଳାତ୍କାର ପୀଡ଼ିତାଙ୍କୁ ମିଳିବ ଅନୁକମ୍ପା ମୂଳକ ସହାୟତା

ଶିମଲା,୨୦।୧: ହିମାଚଳପ୍ରଦେଶ ସରକାର ବଳାତ୍କାର  ପୀଡ଼ିତାଙ୍କ ପାଇଁ ଆରମ୍ଭ କରିଛନ୍ତି ଏକ ନୂଆ ଯୋଜନା। ଏହାକୁ ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରୀ ମିଳିଛି।

ଶତ୍ରୁଘ୍ନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ

ଶତ୍ରୁଘ୍ନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ

ନୂଆଦିଲ୍ଲୀ,୨୦-୧(ପି.ଟି.): କେନ୍ଦ୍ର ସରକାରଙ୍କ ବିରୋଧରେ କୋଲକାତାରେ ଆୟୋଜିତ ବିରୋଧୀ ଦଳଗୁଡ଼ିକର ମହାର଼୍ୟାଲିରେ ଭାଜପା ଏମ୍‌ପି ଶତ୍ରୁଘ୍ନ ସିହ୍ନା ଯୋଗ ଦେଇଥିବାରୁ ତାଙ୍କ ବିରୋଧରେ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ବୋଲି ଜଣାପଡିଛି। 

‘ଲୁଟେରା ଗଢ଼ୁଛନ୍ତି ମହାମେଣ୍ଟ’

‘ଲୁଟେରା ଗଢ଼ୁଛନ୍ତି ମହାମେଣ୍ଟ’

ସିଲ୍‌ଭାସା,୨୦-୧(ପି.ଟି.): କୋଲକାତାରେ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇଥିବାବେଳେ ସେମାନଙ୍କ ପ୍ରସ୍ତାବିତ ମହାମେଣ୍ଟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମାଲୋଚନା କରିଛନ୍ତି। ଭାରତକୁ ଲୁଟ୍‌ କରୁଥିବା ଲୋକମାନଙ୍କୁ ସେ ଅଟକାଇବା ପରେ ସେମାନେ ମହାମେଣ୍ଟ ନାମରେ ଏକାଠି ହେଉଛନ୍ତି।

ଅମେଳ ବିଚାରଧାରାର ମେଳି

ଅମେଳ ବିଚାରଧାରାର ମେଳି

ନୂଆଦିଲ୍ଲୀ,୨୦-୧(ପି.ଟି.):ତୃଣମୂଳ କଂଗ୍ରେସ ଅଧ୍ୟକ୍ଷା ମମତା ବାନାର୍ଜୀଙ୍କ ନେତୃତ୍ୱରେ ଆୟୋଜିତ ବିରୋଧୀ ଦଳଙ୍କ ମହାର଼୍ୟାଲିକୁ ଭାଜପା ସ୍ବାର୍ଥାନ୍ବେଷୀ ଏବଂ ଅମେଳ ବିଚାରଧାରାର ମେଳି ବୋଲି କହିଛି। 

କୋଲକାତାରେ ବିରୋଧୀଙ୍କ ମହାମେଳି: ଦିଲ୍ଲୀରୁ ମୋଦିଙ୍କୁ ହଟାଅ

କୋଲକାତାରେ ବିରୋଧୀଙ୍କ ମହାମେଳି: ଦିଲ୍ଲୀରୁ ମୋଦିଙ୍କୁ ହଟାଅ

କୋଲକାତା,୨୦-୧(ପି.ଟି.):ସାଧାରଣ ନିର୍ବାଚନ ପାଇଁ ଉଭୟ ଶାସକ ଏବଂ ବିରୋଧୀ ଶିବିରରେ ସଜବାଜ ଆରମ୍ଭ ହେଲାଣି। କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ କ୍ଷମତାଚ୍ୟୁତ କରି ଶାସନ ଡୋରି ଧରିବାକୁ ବିରୋଧୀ ଦଳଗୁଡ଼ିକ  ରଣନୀତି ପ୍ରସ୍ତୁତିରେ ବ୍ୟସ୍ତ ।

ପୁଣି ଅନଶନରେ ବସିବେ ଆନ୍ନା ହଜାରେ

ପୁଣି ଅନଶନରେ ବସିବେ ଆନ୍ନା ହଜାରେ

ମୁମ୍ବାଇ, ୧୯।୧: ଲୋକପାଳ ନିଯୁକ୍ତି ଦାବିରେ ପୁଣି ଅନଶନରେ ବସିବେ ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ। 

ଏଣିକି ଶତ୍ରୁ ହେବେ ଚିତ୍‌: କେ-୯ ବଜ୍ର ଟ୍ୟାଙ୍କରରେ ବୁଲିଲେ ପ୍ରଧାନମନ୍ତ୍ରୀ

ଏଣିକି ଶତ୍ରୁ ହେବେ ଚିତ୍‌: କେ-୯ ବଜ୍ର ଟ୍ୟାଙ୍କରରେ ବୁଲିଲେ ପ୍ରଧାନମନ୍ତ୍ରୀ

ସୁରତ, ୧୯।୧: ଲାର୍ସନ ଆଣ୍ଡ ଟୁବ୍ରୋ (ଏଲ୍‌ଆଣ୍ଡଟି) ଆର୍ମଡ ସିଷ୍ଟମ କମ୍ପ୍ଲେକ୍ସକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଇଭିଏମ୍‌ ହେଉଛି ଏକ ଚୋର ମେସିନ: ଫାରୁକ ଅବଦୁୁଲା

ଇଭିଏମ୍‌ ହେଉଛି ଏକ ଚୋର ମେସିନ: ଫାରୁକ ଅବଦୁୁଲା

କୋଲକତା, ୧୯।୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ମେଗା ରାଲିରେ ଭାଗ ନେଇଛନ୍ତି ନ୍ୟାସନାଲ କନଫରେନ୍ସ ଦଳର ନେତା ତଥା ଜମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁୁଲା। 

କଙ୍ଗନାଙ୍କ ଧମକରେ ଡରିଗଲା କର୍ନି ସେନା

କଙ୍ଗନାଙ୍କ ଧମକରେ ଡରିଗଲା କର୍ନି ସେନା

ନୂଆଦିଲ୍ଲୀ, ୧୯।୧: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ଙ୍କ ଧମକ ଆଗରେ ମୁଣ୍ଡ ନୁଆଁଇଛି କର୍ନି ସେନା। ‘ମଣିକର୍ଣ୍ଣିକା: ଦ କ୍ୱିନ୍‌ ଅଫ୍‌ ଝାନ୍ସି’ ଫିଲ୍ମ ବିରୋଧରେ ହେଉଥିବା ପ୍ରଦର୍ଶନରେ କର୍ନି ସେନା ସାମିଲ ହେବ ନାହିଁ ବୋଲି ଜଣାପଡିଛି।