ମେଟ୍ରୋ |

୨ ମୋବାଇଲ ଲୁଟେରାଙ୍କୁ କୋର୍ଟ ଚାଲାଣ

୨ ମୋବାଇଲ ଲୁଟେରାଙ୍କୁ କୋର୍ଟ ଚାଲାଣ


ଖୋର୍ଦ୍ଧା ଅଫିସ,୯ା୧୨: ଖୋର୍ଦ୍ଧା ଟାଉନ ଥାନା ଶିଳ୍ପାଞ୍ଚଳ ଫାଣ୍ଡି ପୋଲିସ ମୁକୁନ୍ଦପ୍ରସାଦ ଅଞ୍ଚଳରେ ଶନିବାର ଚଢ଼ାଉ କରି ୨ ମୋବାଇଲ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।  ସେମାନେ ହେଲେ ମୁକୁନ୍ଦପ୍ରସାଦର ଅବଦୁଲ ମନସୁର ଓ ଜଟଣୀ ଥାନା ତଳଖେଦା ଗ୍ରାମର ଜିତେନ୍ଦ୍ର ବିଶୋଇ। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ପଠାଇ ଦିଆଯାଇଛି । ସେମାନଙ୍କ ଠାରୁ ଲୁଟ୍‌ରେ ବ୍ୟବହୃତ ହେଉଥିବା ଖେଳଣା ବନ୍ଧୁକ, ୧୧ଗୋଟି ମୋବାଇଲ୍‌, ୫ଟି ହାତଘଣ୍ଟା, ଗୋଟିଏ କଟୁରି ସମେତ ଓଆର ଓ୨ଏଏ ୫୧୬୧ନଂ. ପଲସର ବାଇକ୍‌କୁ ଜବତ କରିଛି । ଦୀର୍ଘଦିନ ଧରି ଉଭୟେ ବିଭିନ୍ନ ଦୋକାନ ଏବଂ ରାସ୍ତାରେ ଯାଉଥିବା ମହିଳାଙ୍କଠାରୁ ମୋବାଇଲ ଲୁଟ୍‌ କରୁଥିଲେ । 

All Right Reserved By

ମେଟ୍ରୋ |

ରାସ୍ତା ଉପରେ ନିର୍ମାଣ ସାମଗ୍ରୀ: ଯାତାୟତ ବାଧାପ୍ରାପ୍ତ

ରାସ୍ତା ଉପରେ ନିର୍ମାଣ ସାମଗ୍ରୀ: ଯାତାୟତ ବାଧାପ୍ରାପ୍ତ

ଖୋର୍ଦ୍ଧା ଅଫିସ,୨୫ା୩: ଖୋର୍ଦ୍ଧା ସହରର ହଡାଛକ ଠାରୁ ବରୁଣେଇ ସାହି ରାସ୍ତାର ଗୋପିନାଥ ମନ୍ଦିର ସମ୍ମୁଖରେ ଗୋଡି ଓ ଲୁହା ରଡ ଗଦା ହୋଇଛି। 

ପାନଦୋକାନ ଜାଳିଦେଲେ ଦୁର୍ବୃତ୍ତ

ପାନଦୋକାନ ଜାଳିଦେଲେ ଦୁର୍ବୃତ୍ତ

ବାଲିଅନ୍ତା, ୨୫।୩: ବାଲିଅନ୍ତା ଥାନା ଅଧୀନ ଅଟଳାଗଡ଼ା ନିକଟ ପୁରୀ ମୁଖ୍ୟ କେନାଲ ବାମ ପାର୍ଶ୍ୱରେ ଥିବା ଏକ ପାନଦୋକାନକୁ ରବିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି। 

ଡକାୟତି ଯୋଜନା ପଣ୍ଡ: ୪ ଅଭିଯୁକ୍ତ ଗିରଫ

ଡକାୟତି ଯୋଜନା ପଣ୍ଡ: ୪ ଅଭିଯୁକ୍ତ ଗିରଫ

କଟକରୋଡ, ୨୫।୩(ଡି.ଏନ୍‌.ଏ.): ଡକାୟତି ପାଇଁ ଯୋଜନା କରୁଥିବା ଏକ ଗ୍ୟାଙ୍ଗର ୪ ସଦସ୍ୟଙ୍କୁ ରବିବାର ରାତିରେ ବଡ଼ଗଡ଼ ପୋଲିସ ଗିରଫ କରିଛି। 

ହିଞ୍ଜିଳି ବିଧାନସଭାରୁ ଭାଜପା ପ୍ରାର୍ଥୀ ହେଲେ ପୀତାମ୍ବର

ହିଞ୍ଜିଳି ବିଧାନସଭାରୁ ଭାଜପା ପ୍ରାର୍ଥୀ ହେଲେ ପୀତାମ୍ବର

ଭୁବନେଶ୍ୱର, ୨୫।୩(ବ୍ୟୁରୋ): ଭାଜପା ରାଜ୍ୟ ଉପସଭାପତି ପୀତାମ୍ବର ଆଚାର୍ଯ୍ୟଙ୍କୁ ଦଳ ପକ୍ଷରୁ ଗଞ୍ଜାମ ଜିଲା ହିଞ୍ଜିଳି ବିଧାନସଭା ପାଇଁ ପ୍ରାର୍ଥୀ କରାଯାଇଛି। ଏ ସମ୍ପର୍କରେ ଆଜି ଭାଜପା ପକ୍ଷରୁ ଏକ ବିଦ୍ଧିବଧ ତାଲିକା ପ୍ରକାଶ ପାଇଛି।

ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର, ପ୍ରେମ ଜନିତ ଆତ୍ମହତ୍ୟା ସନ୍ଦେହ

ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର, ପ୍ରେମ ଜନିତ ଆତ୍ମହତ୍ୟା ସନ୍ଦେହ

କଟକ ଅଫିସ, ୨୫।୩: କଟକ ମର୍କତନଗର ଥାନା ଅନ୍ତର୍ଗତ ସେକ୍ଟର ୯ ଅଞ୍ଚଳରେ ଥିବା ଏକ ଦୋକାନ ଘରୁ ସୋମବାର ସକାଳେ ଜଣେ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ନିଲୁ ବାରିକ(୨୪)।

ବେଗୁନିଆରେ ଟିକେଟ ପାଇଲେ ରିଷଭ: ତାଙ୍କ ପ୍ରାର୍ଥୀତ୍ୱକୁ ବିରୋଧ

ବେଗୁନିଆରେ ଟିକେଟ ପାଇଲେ ରିଷଭ: ତାଙ୍କ ପ୍ରାର୍ଥୀତ୍ୱକୁ ବିରୋଧ

ଖୋର୍ଦ୍ଧା ଅଫିସ,୨୫।୩: ଭାଜପା ପକ୍ଷରୁ ବେଗୁନିଆ ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ପ୍ରାର୍ଥୀ ଭାବେ ରିଷଭ ନନ୍ଦଙ୍କୁ ଟିକେଟ ମିଳିଛି। ଏହି ଅବସରରେ ଦଳ ପକ୍ଷରୁ ଏକ ପ୍ରେସ ରିଲିଜ୍‌ ଦିଆଯାଇଛି ।

ପ୍ରକାଶ ପାଇଲା ଭାଜପାର ପ୍ରାର୍ଥୀ ତାଲିକା: ୨ ଲୋକ ସଭା, ୯ ବିଧାନସଭା

ପ୍ରକାଶ ପାଇଲା ଭାଜପାର ପ୍ରାର୍ଥୀ ତାଲିକା: ୨ ଲୋକ ସଭା, ୯ ବିଧାନସଭା

ଭୁବନେଶ୍ୱର, ୨୫।୩(ବ୍ୟୁରୋ): ସୋମବାର ପ୍ରକାଶ ପାଇଛି ଭାଜପାର ପ୍ରାର୍ଥୀ ତାଲିକା। ୨ ଲୋକ ସଭା ଏବଂ ୯ ବିଧାନସଭା ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। 


ପୁଣି ଭାଜପାକୁ ଫେରିଲେ ଖାରବେଳ

ପୁଣି ଭାଜପାକୁ ଫେରିଲେ ଖାରବେଳ

ଭୁବନେଶ୍ୱର, ୨୫।୩(ବ୍ୟୁରୋ): ଉତ୍କଳ ଭାରତ ସଭାପତି ଖାରବେଳ ସ୍ବାଇଁ ପୁଣି ଭାଜପାକୁ ଫେରିଛନ୍ତି। 

ଆଜି ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍ବତନ୍ତ୍ର ଉପାଧି ପ୍ରଦାନ ଉତ୍ସବ

ଆଜି ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍ବତନ୍ତ୍ର ଉପାଧି ପ୍ରଦାନ ଉତ୍ସବ

ଭୁବନେଶ୍ୱର,୨୫।୩(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ସୋମବାର ଏକ ସ୍ବତନ୍ତ୍ର ଉପାଧି ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ।

ଐତିହ୍ୟ ଓ ସଂଗ୍ରହାଳୟ ପଦଯାତ୍ରା: ବିଭିନ୍ନ ବିଷୟରେ ଅବଗତ ହେଉଛନ୍ତି ପର୍ଯ୍ୟଟକ

ଐତିହ୍ୟ ଓ ସଂଗ୍ରହାଳୟ ପଦଯାତ୍ରା: ବିଭିନ୍ନ ବିଷୟରେ ଅବଗତ ହେଉଛନ୍ତି ପର୍ଯ୍ୟଟକ

ଭୁବନେଶ୍ୱର,୨୫।୩(ବ୍ୟୁରୋ): ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତର ଯୁଗଳବନ୍ଦୀ ସାଙ୍ଗକୁ ଐତିହ୍ୟ କୀର୍ତ୍ତିରାଜିର ଅନେକ ଅଜଣା କଥା। ଓଡ଼ିଶାର କିମ୍ବଦନ୍ତୀ ଓ ଇତିହାସ। ରାଜ୍ୟର ଉତ୍କୃଷ୍ଟ ହସ୍ତଶିଳ୍ପ ଓ ହସ୍ତତନ୍ତର ଝଲକ ସାଙ୍ଗକୁ କିଛି ଅକୁହା କଥା। 

ଆହୁରି ୩ ଦିନ ଗ୍ରୀଷ୍ମ ପ୍ରବାହ

ଆହୁରି ୩ ଦିନ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର,୨୫।୩(ବ୍ୟୁରୋ): ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଛି। ରବିବାର ଅଧିକାଂଶ ସ୍ଥାନରେ ପାରଦ ୩୫ ଡିଗ୍ରୀ ଉପରେ ରହିଥିଲା। 

‘ପୁଲ୍‌ଓ୍ବାମା ଶହୀଦ ସ୍ମୃତି ପାର୍କ’ ଉଦ୍‌ଘାଟିତ

‘ପୁଲ୍‌ଓ୍ବାମା ଶହୀଦ ସ୍ମୃତି ପାର୍କ’ ଉଦ୍‌ଘାଟିତ

ଭୁବନେଶ୍ୱର,୨୫।୩(ବ୍ୟୁରୋ): ବାଇକିଂ କମ୍ୟୁନିଟି ଅଫ୍‌ ଇଣ୍ଡିଆ(ବିସିଆଇ), ଭୁବନେଶ୍ୱର ପକ୍ଷରୁ ରବିବାର ଔଷଧ ନିରୋଧ ଓ ପୁଲଓ୍ବାମା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ଏକ ବାଇକ୍‌ ରାଲି ଆୟୋଜିତ ହୋଇଯାଇଛି।


Model This Week

ରଶ୍ମି
Why Dharitri