ଜାତୀୟ |

ଅବସରପ୍ରାପ୍ତ ଆଇପିଏସ୍‌ଙ୍କ ଝିଅ କଲେ ଆତ୍ମହତ୍ୟା

ଅବସରପ୍ରାପ୍ତ ଆଇପିଏସ୍‌ଙ୍କ ଝିଅ କଲେ ଆତ୍ମହତ୍ୟା

ପାଟନା,୯।୧୨: ବିହାରର ଜଣେ ଅବସରପ୍ରାପ୍ତ ଆଇପିଏସ୍‌ ଅଫିସରଙ୍କ ଝିଅ ଆତ୍ମହତ୍ୟା କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ରବିବାର ସକାଳେ ସେ ୧୨ ମହଲା ଆପାର୍ଟମେଣ୍ଟରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ତାଙ୍କ ଡ୍ରାଇଭରଙ୍କ ସୂଚନା ଅନୁଯାୟୀ, ସେ ସକାଳ ୭ଟାରୁ ନିଜ ଘରୁ ବାହାରି ଆସି ତାଙ୍କ ଭଉଣୀ ରହୁଥିବା ଆପାର୍ଟମେଣ୍ଟ ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ପୋଲିସର ସୂଚନା ମୁତାବକ ପ୍ରଥମରୁ ଏହା ଆତ୍ମହତ୍ୟା ବୋଲି ଅନୁମାନ କରାଯାଉଛି। ତେବେ ତଦନ୍ତ ପରେ ଏହା ପଛର ରହସ୍ୟ ଜଣାପଡିବ ବୋଲି ପୋଲିସ କହିଛି। ହେଲେ ଘଟଣାସ୍ଥଳରୁ ସେମିତି କିଛି ସୁଇସାଇଟ୍‌ ନୋଟ୍‌ ପୋଲିସର ହସ୍ତଗତ ହୋଇନାହିଁ। ଆଲୋଚନା ହେଉଛି କି ପେଶାରେ ଡାକ୍ତର ଥିବା ଏହି ଆଇପିଏସ୍‌ ଅଫିସରଙ୍କ ଝିଅଙ୍କ ବିବାହ ୧୦ ତାରିଖରେ ହେବାର ଥିଲା। ଶନିବାର ସଙ୍ଗିତ ସେରିମନି ମଧ୍ୟ ସରିଛି। ତେଣୁ ବିବାହ ପୂର୍ବରୁ ସେ କାହିଁକି ଆତ୍ମହତ୍ୟା କଲେ ତାହା ଏବେ ଆଲୋଚନାର ବିଷୟ ପାଲଟି ଯାଇଛି। 

All Right Reserved By

ଜାତୀୟ |

ଯୋଗୀ ରାଜ୍‌ରେ ପୋଲିସ ବାବୁଙ୍କ ଦାଦାଗିରି: ମହିଳା କାକୁତି ମିନତି ହୋଇ ଧରିଲେ ଗୋଡ଼; ଭିଡ଼ିଓ ଭାଇରାଲ

ଯୋଗୀ ରାଜ୍‌ରେ ପୋଲିସ ବାବୁଙ୍କ ଦାଦାଗିରି: ମହିଳା କାକୁତି ମିନତି ହୋଇ ଧରିଲେ ଗୋଡ଼; ଭିଡ଼ିଓ ଭାଇରାଲ

ଲକ୍ଷ୍ନୌ,୨୦।୧: ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ରାଜୁତିରେ ଆଇନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ଅଭିଯୋଗ ହେଉଛି। 

ହସ୍ପିଟାଲରୁ ଡିସଚାର୍ଜ ହେଲେ ଶାହ

ହସ୍ପିଟାଲରୁ ଡିସଚାର୍ଜ ହେଲେ ଶାହ

ନୂଆଦିଲ୍ଲୀ,୨୦।୧: ଭାଜପା ଅଧ୍ୟକ୍ଷ ଅମିତ ଶାହ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ସ୍ବାଇନ ଫ୍ଲୁରେ ଆକ୍ରାନ୍ତ ଥିବା ଶାହଙ୍କୁ ଗତ ପ୍ରାୟ ୪ ଦିନ ତଳେ ଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା। 

ବିରୋଧୀ ଦଳଙ୍କ ମହାର଼୍ୟାଲି:କିଏ କ’ଣ କହିଲେ

ବିରୋଧୀ ଦଳଙ୍କ ମହାର଼୍ୟାଲି:କିଏ କ’ଣ କହିଲେ

ଭାଜପା ୨୦୧୪ ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛି। ନରେନ୍ଦ୍ର ମୋଦି କାମରେ ନୁହଁନ୍ତି କେବଳ ପ୍ରଚାରସର୍ବସ୍ବ ପ୍ରଧାନମନ୍ତ୍ରୀ।

ହଲିଉଡ୍‌ ଫିଲ୍ମରେ ଶର୍ମନ୍‌ ଜୋଷୀ

ହଲିଉଡ୍‌ ଫିଲ୍ମରେ ଶର୍ମନ୍‌ ଜୋଷୀ

ମୁମ୍ବାଇ,୨୦-୧: ଦୀର୍ଘ ୨୦ବର୍ଷ ତଳର ଅଷ୍ଟ୍ରେଲୀୟ ମିଶନାରି ଗ୍ରାହାମ ଷ୍ଟେନ୍ସ ହତ୍ୟାକାଣ୍ଡକୁ ନେଇ ନିର୍ମାଣ ହୋଇଥିବା ହଲିଉଡ ଫିଲ୍ମରେ ବଲିଉଡ୍‌ ଅଭିନେତା ଶର୍ମନ୍‌ ଜୋଷୀ ଜଣେ ଖବରଦାତା ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି।

ବଳାତ୍କାର ପୀଡ଼ିତାଙ୍କୁ ଗୁଳି କରି ହତ୍ୟା

ବଳାତ୍କାର ପୀଡ଼ିତାଙ୍କୁ ଗୁଳି କରି ହତ୍ୟା

ଗୁରୁଗ୍ରାମ,୨୦-୧(ପି.ଟି.): ଜଣେ ୨୨ ବର୍ଷୀୟା ମହିଳାଙ୍କୁ ଘରୁ ଅପହରଣ କରି ନିଆଯିବା ପରେ ଗୁଳି କରି ହତ୍ୟା କରାଯାଇଛି। ଗୁରୁଗ୍ରାମ-ଫରିଦାବାଦ୍‌ ରାଜପଥ ଖୁସ୍‌ବୁ ଚୌକରୁ ମହିଳାଙ୍କ ମୃତଦେହ ଜବତ ହୋଇଛି।

ବଳାତ୍କାର ପୀଡ଼ିତାଙ୍କୁ ମିଳିବ ଅନୁକମ୍ପା ମୂଳକ ସହାୟତା

ବଳାତ୍କାର ପୀଡ଼ିତାଙ୍କୁ ମିଳିବ ଅନୁକମ୍ପା ମୂଳକ ସହାୟତା

ଶିମଲା,୨୦।୧: ହିମାଚଳପ୍ରଦେଶ ସରକାର ବଳାତ୍କାର  ପୀଡ଼ିତାଙ୍କ ପାଇଁ ଆରମ୍ଭ କରିଛନ୍ତି ଏକ ନୂଆ ଯୋଜନା। ଏହାକୁ ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରୀ ମିଳିଛି।

ଶତ୍ରୁଘ୍ନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ

ଶତ୍ରୁଘ୍ନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ

ନୂଆଦିଲ୍ଲୀ,୨୦-୧(ପି.ଟି.): କେନ୍ଦ୍ର ସରକାରଙ୍କ ବିରୋଧରେ କୋଲକାତାରେ ଆୟୋଜିତ ବିରୋଧୀ ଦଳଗୁଡ଼ିକର ମହାର଼୍ୟାଲିରେ ଭାଜପା ଏମ୍‌ପି ଶତ୍ରୁଘ୍ନ ସିହ୍ନା ଯୋଗ ଦେଇଥିବାରୁ ତାଙ୍କ ବିରୋଧରେ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ବୋଲି ଜଣାପଡିଛି। 

‘ଲୁଟେରା ଗଢ଼ୁଛନ୍ତି ମହାମେଣ୍ଟ’

‘ଲୁଟେରା ଗଢ଼ୁଛନ୍ତି ମହାମେଣ୍ଟ’

ସିଲ୍‌ଭାସା,୨୦-୧(ପି.ଟି.): କୋଲକାତାରେ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇଥିବାବେଳେ ସେମାନଙ୍କ ପ୍ରସ୍ତାବିତ ମହାମେଣ୍ଟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମାଲୋଚନା କରିଛନ୍ତି। ଭାରତକୁ ଲୁଟ୍‌ କରୁଥିବା ଲୋକମାନଙ୍କୁ ସେ ଅଟକାଇବା ପରେ ସେମାନେ ମହାମେଣ୍ଟ ନାମରେ ଏକାଠି ହେଉଛନ୍ତି।

ଅମେଳ ବିଚାରଧାରାର ମେଳି

ଅମେଳ ବିଚାରଧାରାର ମେଳି

ନୂଆଦିଲ୍ଲୀ,୨୦-୧(ପି.ଟି.):ତୃଣମୂଳ କଂଗ୍ରେସ ଅଧ୍ୟକ୍ଷା ମମତା ବାନାର୍ଜୀଙ୍କ ନେତୃତ୍ୱରେ ଆୟୋଜିତ ବିରୋଧୀ ଦଳଙ୍କ ମହାର଼୍ୟାଲିକୁ ଭାଜପା ସ୍ବାର୍ଥାନ୍ବେଷୀ ଏବଂ ଅମେଳ ବିଚାରଧାରାର ମେଳି ବୋଲି କହିଛି। 

କୋଲକାତାରେ ବିରୋଧୀଙ୍କ ମହାମେଳି: ଦିଲ୍ଲୀରୁ ମୋଦିଙ୍କୁ ହଟାଅ

କୋଲକାତାରେ ବିରୋଧୀଙ୍କ ମହାମେଳି: ଦିଲ୍ଲୀରୁ ମୋଦିଙ୍କୁ ହଟାଅ

କୋଲକାତା,୨୦-୧(ପି.ଟି.):ସାଧାରଣ ନିର୍ବାଚନ ପାଇଁ ଉଭୟ ଶାସକ ଏବଂ ବିରୋଧୀ ଶିବିରରେ ସଜବାଜ ଆରମ୍ଭ ହେଲାଣି। କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ କ୍ଷମତାଚ୍ୟୁତ କରି ଶାସନ ଡୋରି ଧରିବାକୁ ବିରୋଧୀ ଦଳଗୁଡ଼ିକ  ରଣନୀତି ପ୍ରସ୍ତୁତିରେ ବ୍ୟସ୍ତ ।

ପୁଣି ଅନଶନରେ ବସିବେ ଆନ୍ନା ହଜାରେ

ପୁଣି ଅନଶନରେ ବସିବେ ଆନ୍ନା ହଜାରେ

ମୁମ୍ବାଇ, ୧୯।୧: ଲୋକପାଳ ନିଯୁକ୍ତି ଦାବିରେ ପୁଣି ଅନଶନରେ ବସିବେ ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ। 

ଏଣିକି ଶତ୍ରୁ ହେବେ ଚିତ୍‌: କେ-୯ ବଜ୍ର ଟ୍ୟାଙ୍କରରେ ବୁଲିଲେ ପ୍ରଧାନମନ୍ତ୍ରୀ

ଏଣିକି ଶତ୍ରୁ ହେବେ ଚିତ୍‌: କେ-୯ ବଜ୍ର ଟ୍ୟାଙ୍କରରେ ବୁଲିଲେ ପ୍ରଧାନମନ୍ତ୍ରୀ

ସୁରତ, ୧୯।୧: ଲାର୍ସନ ଆଣ୍ଡ ଟୁବ୍ରୋ (ଏଲ୍‌ଆଣ୍ଡଟି) ଆର୍ମଡ ସିଷ୍ଟମ କମ୍ପ୍ଲେକ୍ସକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।