ଫୁରସତ |

୮୦ ବର୍ଷରେ ସାଲ୍‌ସା

୮୦ ବର୍ଷରେ ସାଲ୍‌ସା

ବ୍ରିଟେନ୍‌ର ୮୦ ବର୍ଷୀୟା ପେଡି ଜୋନ୍ସ। ଚର୍ମରେ ତାଙ୍କର କୁଞ୍ଚନ ଆସିଗଲାଣି। ଆଉ ବୟସର ଛାପ ବି ବାରି ହୋଇଯାଉଛି। ହେଲେ ମନ ତାଙ୍କର ଏବେ ବି ଯୁବସୁଲଭ। ଆଉ ସେ ଏମିତି କାରନାମା କରି ଦେଖାଇଛନ୍ତି, ଯାହା ଯୁବପିଢିଙ୍କ ପାଇଁ ବି କରିବା ଅସମ୍ଭବ। ସେ ତାଙ୍କର ୪୦ ବର୍ଷୀୟ ଡ୍ୟାନ୍ସ ପାର୍ଟନର୍‌ ନିକୋ ଏସ୍ପିନୋସାଙ୍କ ସହ ମିଶି ଏଭଳି ସାଲ୍‌ସା ନୃତ୍ୟ କରନ୍ତି, ଯେ ଯାହାକୁ ଦେଖି ସମସ୍ତେ ଚକିତ ହୋଇଯାଆନ୍ତି। ଫଳରେ ସେ ସବୁଠୁ ବୟସ୍କା ଆକ୍ରୋବାଟିକ୍‌ ସାଲ୍‌ସା ଡ୍ୟାନ୍ସରଭାବେ ଗିନିଜ୍‌ ଓ୍ବାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି। ବ୍ରିଟେନ୍‌ସ ଗଟ୍‌ ଟ୍ୟାଲେଣ୍ଟରେ ବି ସେ ଏତେ ଚମତ୍କାର ସାଲ୍‌ସା ନୃତ୍ୟ କରିଥିଲେ, ଯେ ଆମାଣ୍ଡା ହୋଲ୍ଡେନ୍‌ ନାମ୍ନୀ ଜଜ୍‌ ତାଙ୍କ ପାଇଁ ଗୋଲ୍ଡେନ୍‌ ବଜର୍‌ ଦବାଇ ସିଧା ସେମିଫାଇନାଲ୍‌କୁ ପଠାଇଦେଇଥିଲେ। ଆଉ ସେ ଉକ୍ତ ପ୍ରତିଯୋଗିତାରେ ୯ମ ସ୍ଥାନରେ ରହିଥିଲେ। ଏହା ବ୍ୟତୀତ ନିକଟରେ ଅର୍ଥାତ ୮୧ ବର୍ଷ ବୟସରେ ସେ ସ୍ପେନ୍‌ର ଏକ ଜନଗହଳିପୂର୍ଣ୍ଣ ଗଳିରେ ନିଜ ପାର୍ଟନର୍‌ ସହ ମିଶି ଚମତ୍କାର ନୃତ୍ୟ ପରିବେଷଣ କରି ପୁଣି ଚର୍ଚ୍ଚାକୁ ଆସିଥିଲେ। ସେଦିନ ବାଟରେ ଯାଉଥିବା ଲୋକ ଅଟକି ଯାଇ କରତାଳିରେ ପରିବେଶକୁ ମୁଖରିତ କରିଦେଇଥିଲେ। ସୂଚନାଯୋଗ୍ୟ, ବିବାହ ପରେ ପେଡି ଏହି ନୃତ୍ୟକୁ ଦୀର୍ଘବର୍ଷ ପର୍ଯ୍ୟନ୍ତ ଛାଡି ଦେଇଥିଲେ। 


All Right Reserved By

ଫୁରସତ |

ନିଜ କ୍ଷୀର ଅନ୍‌ଲାଇନ୍‌ରେ ବିକ୍ରି କରୁଛନ୍ତି ମହିଳା

ନିଜ କ୍ଷୀର ଅନ୍‌ଲାଇନ୍‌ରେ ବିକ୍ରି କରୁଛନ୍ତି ମହିଳା

ଗାଈ କିମ୍ବା ଅନ୍ୟ ଗୃହପାଳିତ ପଶୁଙ୍କର କ୍ଷୀର ପ୍ରାୟତଃ ବିକ୍ରି ହୋଇଥାଏ। ତେବେ ସାଇପ୍ରସ୍‌ରେ ଜଣେ ମହିଳା ଅନ୍‌ଲାଇନ୍‌ରେ ନିଜ କ୍ଷୀର ବିକ୍ରି କରି ଏବେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି।

ରାତିକ ପାଇଁ ବୟଫ୍ରେଣ୍ଡ୍‌ ମିଳନ୍ତି ଭଡ଼ାରେ

ରାତିକ ପାଇଁ ବୟଫ୍ରେଣ୍ଡ୍‌ ମିଳନ୍ତି ଭଡ଼ାରେ

ଦୁନିଆର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ଆଇନ ତଥା ସାମାଜିକ ପରମ୍ପରା ପ୍ରଚଳିତ। ଚାଇନାରେ ଝିଅମାନଙ୍କର ଏକ ନିର୍ଦ୍ଦିଷ୍ଟ ବୟସ ପରେ ବିବାହ ହୋଇ ନ ପାରିଲେ ତାଙ୍କୁ କଳଙ୍କିନୀ କୁହାଯାଇଥାଏ। ଚାଇନା ଭାଷାରେ ତାଙ୍କୁ ‘ଶୋଗ୍‌ ନୁ’ କୁହାଯାଇଥାଏ। 

ଯେଉଁଠି କେବଳ ମହିଳା ଖେଳନ୍ତି ହୋଲି

ଯେଉଁଠି କେବଳ ମହିଳା ଖେଳନ୍ତି ହୋଲି

ଉତ୍ତର ପ୍ରଦେଶ ବୁଲେନ୍ଦଖଣ୍ଡର ହମିରପୁର ଅନ୍ତର୍ଗତ କୁଣ୍ଡରା ଗାଁରେ କେବଳ ମହିଳାମାନେ ହୋଲି ଖେଳିବାର ପରମ୍ପରା ରହିଛି। ଏଠାରେ ପୁରୁଷଙ୍କ ହୋଲି ଖେଳ ଉପରେ ଲାଗିଛି ପ୍ରତିବନ୍ଧକ। 

ଯେଉଁଠି ହୋଲିର ନାଁ ଶୁଣିଲେ ଡରି ଯାଆନ୍ତି ଲୋକେ

ଯେଉଁଠି ହୋଲିର ନାଁ ଶୁଣିଲେ ଡରି ଯାଆନ୍ତି ଲୋକେ

ରଙ୍ଗର ପର୍ବ ହୋଲି ଦେଶର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ଢଙ୍ଗରେ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଏ। ହେଲେ ଗୁଜରାଟର ଏମିତି ଏକ ଗାଁ ଅଛି ଯେଉଁଠାରେ ଦୀର୍ଘ ୨ଶହ ବର୍ଷ ହେବ ହୋଲି ଖେଳାଯାଇ ନ ଥିବା କୁହାଯାଏ। 

ସେକ୍ସ ପାଇଁ ୩ ବର୍ଷର ଝିଅକୁ ମୃତ୍ୟୁମୁଖକୁ ଠେଲି ଦେଲେ ମହିଳା

ସେକ୍ସ ପାଇଁ ୩ ବର୍ଷର ଝିଅକୁ ମୃତ୍ୟୁମୁଖକୁ ଠେଲି ଦେଲେ ମହିଳା

ଲଙ୍ଗ ବିଚ୍‌,୨୧।୩: ମା’ସବୁବେଳେ ନିଜ ଛୁଆର ମଙ୍ଗଳ ଚିନ୍ତା କରିଥାଏ। ସବୁ ବାଧା ବିଘ୍ନରୁ ଦୂରେଇ ନିଜ ପଣତକାନିରେ ଲୁଚେଇ ରଖିଥାଏ। ହେଲେ ଏମିତି ବି ମା’ଥାନ୍ତି ଯାହାଙ୍କ କଥା ଶୁଣିଲେ ଯେ କେହିବି ବିଚଳିତ ହୋଇଯିବେ।

ଖୋଲିଲା ଅଣ୍ଡର ଓ୍ବାଟର ରେଷ୍ଟୁରାଣ୍ଟ : ପ୍ରଥମ ଦିନରେ ୭ ହଜାର ଟେବୁଲ ବୁକ୍‌

ଖୋଲିଲା ଅଣ୍ଡର ଓ୍ବାଟର ରେଷ୍ଟୁରାଣ୍ଟ : ପ୍ରଥମ ଦିନରେ ୭ ହଜାର ଟେବୁଲ ବୁକ୍‌

ବିଶ୍ୱର ପ୍ରଥମ ତଥା ସବୁଠୁ ବଡ଼ ଅଣ୍ଡର ଓ୍ବାଟର ରେଷ୍ଟୁରାଣ୍ଟ ବୁଧବାର ଉତ୍ତର ୟୁରୋପର ନରଓ୍ବେରେ ଖୋଲିଛି। ଏହାର ଲମ୍ବ ୪୦ ମିଟର ଏବଂ ଚଉଡ଼ା ୫ ମିଟର। ରେଷ୍ଟୁରାଣ୍ଟର ପାଚେରୀ କାଚରେ ତିଆରି ହୋଇଛି

ସୌଭାଗ୍ୟ ପାଇଁ ହୋଲିରେ କିନ୍ନରଙ୍କଠାରୁ ଆଣନ୍ତୁ ଏହି ଜିନିଷ...

ସୌଭାଗ୍ୟ ପାଇଁ ହୋଲିରେ କିନ୍ନରଙ୍କଠାରୁ ଆଣନ୍ତୁ ଏହି ଜିନିଷ...

କିନ୍ନରଙ୍କୁ ତୃତୀୟ ଲିଙ୍ଗ ଭାବେ ଗ୍ରହଣ କରାଯାଇଥାଏ। ଏମାନଙ୍କର ସୃଷ୍ଟି ଅବିକଶିତ ଭ୍ରୂଣରୁ ହୋଇଥାଏ। ଏଭଳି ଭ୍ରୂଣରେ ଏକ୍ସ ଓ ଓ୍ବାଇ କ୍ରୋମୋଜମ୍‌ ମଧ୍ୟରେ ସମନ୍ବୟ ରହି ନ ଥାଏ। 

ହୋଲିରେ ଏସବୁ ରାଶିଙ୍କ ପାଇଁ ହେବ ଧନ ବର୍ଷା; ପ୍ରେମରେ ମିଳିିବ ସଫଳତା...

ହୋଲିରେ ଏସବୁ ରାଶିଙ୍କ ପାଇଁ ହେବ ଧନ ବର୍ଷା; ପ୍ରେମରେ ମିଳିିବ ସଫଳତା...

ରଙ୍ଗର ପର୍ବ ହୋଲିକୁ ପାଳନ କରିବାକୁ ସଭିଏଁ ବେଶ୍‌ ଉତ୍ସୁକତାର ସହିତ ଅପକ୍ଷା କରିଛନ୍ତି। ହୋଲି କେଉଁ କେଉଁ ରାଶି ପାଇଁ ଶୁଭ ଫଳ ଆଣିଦେବ ସେ ବିଷୟରେ ଆସନ୍ତୁ ଜାଣିବା...

ଯେଉଁଠି ରଙ୍ଗ ନୁହେଁ ପଚା ଅଣ୍ଡାରେ ଖେଳାଯାଏ ହୋଲି

ଯେଉଁଠି ରଙ୍ଗ ନୁହେଁ ପଚା ଅଣ୍ଡାରେ ଖେଳାଯାଏ ହୋଲି

ରଙ୍ଗର ପର୍ବ ହୋଲିକୁ ସମସ୍ତେ ଉତ୍ସୁକତାର ସହ  ଅପେକ୍ଷା କରିଥାନ୍ତି। ହୋଲି ଦିନ ପରସ୍ପରକୁ ରଙ୍ଗ ଲଗାଇ ଅଭିନନ୍ଦନ ଜଣାଇଥାନ୍ତି। ତେବେ ଭାରତରେ ହୋଲିକୁ ଅବିର ଲଗାଇ ପାଳନ କରୁଥିବା ବେଳେ ଅନ୍ୟଦେଶରେ ଭିନ୍ନ ନାମ ଓ ରୂପେ ପାଳନ କରାଯାଏ।

ରାତିରେ କୁକୁର କାନ୍ଦିବା:  ଅଶୁଭ ସଙ୍କେତ ନା ଆଉକିଛି...

ରାତିରେ କୁକୁର କାନ୍ଦିବା: ଅଶୁଭ ସଙ୍କେତ ନା ଆଉକିଛି...

ଅନେକ ସମୟରେ ରାତିରେ କୁକୁର ଉପରକୁ ମୁହଁ କରି ଭୁକିଥାଏ। ତେବେ ଏହାକୁ କେତେକ ଲୋକେ କୁକୁର କାନ୍ଦୁଥିବା ମଧ୍ୟ କହିଥାନ୍ତି। ଏହାକୁ ଲୋକେ ଅଶୁଭ କହିବା ସହିତ କୁକୁର ଯାହା ଘର ପାଖରେ ଭୁକିଥାଏ ତାଙ୍କ ଘରୁ କାହାର ମୃତ୍ୟୁ ହେବା ନେଇ ଅନେକ ଅନ୍ଧବିଶ୍ୱାସ ରହିଛି। ତେବେ ଜାଣନ୍ତୁ ଏହା କୌଣସି ଅଶୁଭ ସଙ୍କେତ  ନା ଆଉକିଛି...

ଏହି କମ୍ପାସ ଦ୍ୱାରା ଭାରତକୁ ଜଳପଥରେ ଆବିଷ୍କାର କରିଥିଲେ ଭାସ୍କୋଡାଗାମା

ଏହି କମ୍ପାସ ଦ୍ୱାରା ଭାରତକୁ ଜଳପଥରେ ଆବିଷ୍କାର କରିଥିଲେ ଭାସ୍କୋଡାଗାମା

ପର୍ତ୍ତୁଗାଲର ନାବିକ ଭାସ୍କୋଡ଼ାଗାମାଙ୍କ ‘ସମୁଦ୍ର ଦିଗ ସୂଚକ’ ଯନ୍ତ୍ରର ସନ୍ଧାନ ମିଳିଛି। ଗିନିଜ୍‌ ଓ୍ବାର୍ଲଡ ରେକର୍ଡ ଅନୁଯାୟୀ, ଏହି କମ୍ପାସ ବା ସମୁଦ୍ର ଦିଗ ସୂଚକ ଯନ୍ତ୍ରଟି ବହୁ ପୁରୁଣା। ଯାହା ୧୪୯୬ରୁ ୧୫୦୧ ମଧ୍ୟରେ ନିର୍ମିତ ହୋଇଥିବା ଜଣାପଡ଼େ।

ଯେଉଁ ପିଲାକୁ ପ୍ରାଣଭରି ଭଲ ପାଉଛନ୍ତି ପ୍ରଜାପତି...

ଯେଉଁ ପିଲାକୁ ପ୍ରାଣଭରି ଭଲ ପାଉଛନ୍ତି ପ୍ରଜାପତି...

ଉତ୍ତରପ୍ରଦେଶ ବରେଲୀର ତିଗରା ଗାଁରେ ରହୁଥିବା ଜୀବନେଶ ପାଲଟିଛନ୍ତି ପ୍ରଜାପତିଙ୍କ ସାଥୀ।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା