ଜାତୀୟ |

ଇମ୍ରାନ୍‌ଙ୍କ ସହ ଚୁମ୍ବନ ଦୃଶ୍ୟରେ ନିୟନ୍ତ୍ରଣ ହରାଇଥିଲେ ଦିୟା...

ଇମ୍ରାନ୍‌ଙ୍କ ସହ ଚୁମ୍ବନ ଦୃଶ୍ୟରେ ନିୟନ୍ତ୍ରଣ ହରାଇଥିଲେ ଦିୟା...

ମୁମ୍ବାଇ,୯।୧୨: ବଲିଉଡ୍‌ର ଚୁଲ୍‌ବୁଲି ଅଭିନେତ୍ରୀ ଦିୟା ମିର୍ଜା ରବିବାର ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୧ ଡିସେମ୍ବର ୯ରେ ସେ ଜନ୍ମଗ୍ରହଣ କରିଥିଲେ। ପ୍ରଥମେ ଏକ ମଲ୍ଟି ମିଡ଼ିଆ କମ୍ପାନୀର ମାକେର୍ଟିଂ ଏକ୍ସିକ୍ୟୁଟିଭ୍‌ ଭାବେ ଦିୟା ନିଜର କ୍ୟାରିୟର ଆରମ୍ଭ କରିଥିଲେ। ୨୦୦୦ରେ ସେ ମିସ୍‌ ଏସିଆ ପାସିଫିକ୍‌ ସମ୍ମାନ ହାସଲ କରିଥିଲେ। ପରେ ଦିୟା ବଲିଉଡ୍‌ରେ ଦେଇଥିଲେ ପାଦ। ଦିୟା ବଲିଉଡ୍‌ରେ ଭିନ୍ନ ଭିନ୍ନ ଅଭିୟନ କରିଥିବାବେଳେ ଫିଲ୍ମ ‘ତୁମ୍‌ସା ନେହିଁ ଦେଖା’ରେ ଅଭିନେତା ଇମ୍ର୍ରାନ୍‌ ହାସ୍‌ମୀଙ୍କ ସହିତ ଅଭିନୟ କରି ବେଶ୍‌ ଚର୍ଚ୍ଚାରେ ରହିଥିଲେ। ଏହି ଫିଲ୍ମରେ ଏକ ଚୁମ୍ବନ ଦୃଶ୍ୟରେ ଦିୟା ନିଜର ନିୟନ୍ତ୍ରଣ ହରାଇ ବସିଥିଲେ। ତେବେ ସେଟ୍‌ରେ ଥିବା ଅନ୍ୟ କଳାକାରଙ୍କ ହସ୍ତକ୍ଷେପ ପରେ ସେ ସ୍ବାଭାବିକ ହୋଇଥିଲେ।


All Right Reserved By

ଜାତୀୟ |

ସାଧାରଣ ଜନତା କିଣିପାରିବେ ମୋଦିଙ୍କୁ ମିଳିଥିବା ଉପହାର

ସାଧାରଣ ଜନତା କିଣିପାରିବେ ମୋଦିଙ୍କୁ ମିଳିଥିବା ଉପହାର

ନୂଆଦିଲ୍ଲୀ,୨୨।୧; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଶାସନ କାଳ ମଧ୍ୟରେ ବହୁ ଦେଶ ଭ୍ରମଣ କରିଛନ୍ତି। ଆଉ ତାଙ୍କୁ ସେଠାରୁ ଯେଉଁ ଉପହାର ମିଳିଛି ତାକୁ ଏବେ ସାଧାରଣ ଜନତା କିଣି ପାରିବେ ବୋଲି ସୂଚନା ଦିଆଯାଇଛି।

ମମତାଙ୍କ ଉପରେ ବର୍ଷିଲେ ଶାହ

ମମତାଙ୍କ ଉପରେ ବର୍ଷିଲେ ଶାହ

କୋଲକାତା,୨୨।୧: ବହୁ ବାଦ ବିବାଦ ପରେ ଭାଜପା ଅଧ୍ୟକ୍ଷ ଅମିତ ଶାହ ମଙ୍ଗଳବାର ମାଲଦାରେ ଏକ ରାଲିରେ ଯୋଗ ଦେଇଥିଲେ। ଏହି ଅବସରରେ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି। 

ଆରମ୍ଭ ହେଲାଣି ଜଳକଷ୍ଟ

ଆରମ୍ଭ ହେଲାଣି ଜଳକଷ୍ଟ

ମୁମ୍ବାଇ,୨୨।୧: ଆଗକୁ ଆସୁଛି ଗ୍ରୀଷ୍ମଋତୁ। ହେଲେ ଏବେଠାରୁ ମହାରାଷ୍ଟ୍ରବାସୀ ଜଳକଷ୍ଟର ସାମ୍ନା କଲେଣି।  ଏଠାରେ ଥିବା ପ୍ରାୟ ୭ଟି ତହସିଲରେ ଥିବା ଶହେ ଗ୍ରାମ ଏବେ ଜଳାଭାବ ସମସ୍ୟା ଦେଇ ଗତି କରୁଛନ୍ତି।

୧୧ ମାସ ତଳେ ଶିଳାନ୍ୟାସ ହୋଇଥିବା ପ୍ରକଳ୍ପର ପୁଣି ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

୧୧ ମାସ ତଳେ ଶିଳାନ୍ୟାସ ହୋଇଥିବା ପ୍ରକଳ୍ପର ପୁଣି ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ସିଲାଭାସା, ୨୨।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାମନ୍‌ରେ ଜାନୁୟାରୀ ୧୯ରେ ଏକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ତେବେ ୧୧ ମାସ ତଳେ ୨୦୧୮ ଫେବୃୟାରୀ ୨୬ରେ ଏହି ପ୍ରକଳ୍ପର ଶିଳାନ୍ୟାସ ସ୍ଥାନୀୟ ଏମ୍‌ପି ଲାଲୁଭାଇ ପଟେଲ ଏବଂ ପଞ୍ଚାୟତ ପ୍ରମୁଖ ସୁରେଶ ପଟେଲ କରିଥିଲେ। 

ରୋଞ୍ଜେ  ଆଶ୍ରମରୁ ୨୪ ଛାତ୍ର ନିଖୋଜ: ମାଓବାଦୀ ସଂଗଠନରେ ସାମିଲ ହୋଇଥିବା ସନ୍ଦେହ

ରୋଞ୍ଜେ ଆଶ୍ରମରୁ ୨୪ ଛାତ୍ର ନିଖୋଜ: ମାଓବାଦୀ ସଂଗଠନରେ ସାମିଲ ହୋଇଥିବା ସନ୍ଦେହ

ଦନ୍ତଓ୍ବାଡା,୨୨।୧: ଛତିଶଗଡ଼ ଦନ୍ତଓ୍ବାଡ଼ା ଜିଲାରେ ଥିବା ଏକ ଆଶ୍ରମ ସ୍କୁଲରୁ ୨୪ ଛାତ୍ର ନିଖୋଜ ହୋଇଛନ୍ତି। ସେମାନଙ୍କୁ ମାଓବାଦୀ ସଂଗଠନରେ ସାମିଲ୍‌ କରାଯାଇଥିବା ସନ୍ଦେହ କରାଯାଉଛି।

କଟା କେଶର କିଲୋପ୍ରତି ମୂଲ୍ୟ ୨ ହଜାର

କଟା କେଶର କିଲୋପ୍ରତି ମୂଲ୍ୟ ୨ ହଜାର

ନୂଆଦିଲ୍ଲୀ,୨୨।୧: ଘରେ ଥିବା କିଛି ଜିନିଷକୁ ଆମେ ଅଦରକାରି ଭାବି ଫୋପାଡି ଦେଉଥିବା ବେଳେ ଏବେ ଏହାର ମୂଲ୍ୟ ହଜାର। ଅର୍ଥାତ୍‌ ଘରେ ମହିଳାମାନେ ନିୟମିତ କେଶ କୁଣ୍ଡାଇ ସାରି ଯେଉଁ ଝଡିବା କେଶ ଓ ପାର୍ଲରେ କାଟିବା ପରେ ଯେଉଁ କେଶକୁ ଅଳିଆ ଗଦାରେ ଫୋପାଟି ଦେଉଛନ୍ତି ତାହାର କିଲୋ ପିଛା ମୂଲ୍ୟ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ।

ନିର୍ବାଚନ ଲଢିବା ଖବର ଗୁଜବ: କରିନା

ନିର୍ବାଚନ ଲଢିବା ଖବର ଗୁଜବ: କରିନା

ବେଙ୍ଗାଲୁର,୨୨।୧: ବଲିଉଡ୍‌ କୁଇନ୍‌ କରିନା କପୁର ଖାଁ ନିର୍ବାଚନ ଲଢିବେ ବୋଲି ସୋମବାର ଶୁଣିବାକୁ ମିଳିଥିଲା। ଏହାକୁ ନେଇ ଅନେକ ଅଙ୍କକଷା ମଧ୍ୟ ଆରମ୍ଭ ହୋଇଯାଇଥିଲା। ହେଲେ ଏସବୁ ଖବର ମିଥ୍ୟା ବୋଲି ମଙ୍ଗଳବାର ନିଜେ କରିନା ପ୍ରକାଶ କରିଛନ୍ତି। 

୩୦ ବର୍ଷ ଧରି ଭାରତୀୟ ନାଗରିକତା ପାଇଁ ସଂଘର୍ଷ କରୁଛନ୍ତି ୭୦ ପରିବାର

୩୦ ବର୍ଷ ଧରି ଭାରତୀୟ ନାଗରିକତା ପାଇଁ ସଂଘର୍ଷ କରୁଛନ୍ତି ୭୦ ପରିବାର

ଲକ୍ଷ୍ନୌ/ଇସଲାମାବାଦ୍‌,୨୨।୧: ଭାରତରେ ବାସ କରି ମଧ୍ୟ ମିଳିନି ଏପର୍ଯ୍ୟନ୍ତ ନାଗରିକତା। ଗତ ୩୦ ବର୍ଷ ଧରି ନାଗରିକତା ପାଇଁ ଲକ୍ଷ୍ନୌର ୭୦ ପରିବାର କରୁଛନ୍ତି ସଂଘର୍ଷ। ଇତିମଧ୍ୟରେ ଭାରତରେ ଜନ୍ମ ହୋଇଥିବା ସେମାନଙ୍କର ସନ୍ତାନଙ୍କୁ ମିଳିଛି ନାଗରିକତା।

ପିଲାଛୁଆ ନ ହେବାରୁ ମହିଳାଙ୍କୁ ଜୀବନ୍ତ ଜଳାଉଥିଲେ ଶ୍ୱଶୁର ଘର ଲୋକେ: ପୋଲିସ କଲା ଉଦ୍ଧାର

ପିଲାଛୁଆ ନ ହେବାରୁ ମହିଳାଙ୍କୁ ଜୀବନ୍ତ ଜଳାଉଥିଲେ ଶ୍ୱଶୁର ଘର ଲୋକେ: ପୋଲିସ କଲା ଉଦ୍ଧାର

ପାଟନା,୨୨।୧: ବିହାର ପାଟନାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ମହିଳାଙ୍କ ପିଲାଛୁଆ ନ ହେବାରୁ ତାଙ୍କୁ ଶ୍ୱଶୁର ଘର ଲୋକେ ଜୀବନ୍ତ ଜଳାଉଥିଲେ।

ମାମୁ-ଭଣଜା ଭେଟ ନେଇ ମଧ୍ୟପ୍ରଦେଶ ରାଜନୀତି ସରଗରମ

ମାମୁ-ଭଣଜା ଭେଟ ନେଇ ମଧ୍ୟପ୍ରଦେଶ ରାଜନୀତି ସରଗରମ

ଭୋପାଳ, ୨୨।୧:  ମଧ୍ୟପ୍ରଦେଶ ରାଜନୀତିରେ ଏବେ ମାମୁ-ଭଣଜା ଭେଟ ନେଇ ରାଜନୈତିକ ମହଲ ସରଗରମ ରହିଛି। ମାମୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କୁ ଭେଟିଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ। 

ରାସ୍ତା କଡକୁ ଖସିଲା ପର୍ଯ୍ୟଟକ ବସ୍‌

ରାସ୍ତା କଡକୁ ଖସିଲା ପର୍ଯ୍ୟଟକ ବସ୍‌

ବିଲାସପୁର,୨୨।୧: ହିମାଚଳ ପ୍ରଦେଶ ବିଲାସପୁର ଜିଲା ସ୍ବରଘାଟ ନିକଟରେ ଏକ ପର୍ଯ୍ୟଟକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ରାସ୍ତା କଡକୁ ବସ୍‌ଟି ଖସିପଡିବା ଫଳରେ ଏଥିରେ ଥିବା ୨୬ ଯାତ୍ରୀ ଆହତ ହୋଇଛନ୍ତି।

ରାଜଧାନୀରେ ବଦଳିଲା ପାଣିପାଗର ମିଜାଜ୍‌

ରାଜଧାନୀରେ ବଦଳିଲା ପାଣିପାଗର ମିଜାଜ୍‌

ନୂଆଦିଲ୍ଲୀ,୨୨।୧: ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ରାଜଧାନୀ ଦିଲ୍ଲୀରେ ସୋମବାର ରାତି ଓ ମଙ୍ଗଳବାର ସକାଳୁ ବର୍ଷା ହୋଇଛି। ଫଳରେ ସାଧାରଣ ଜୀବନଯାତ୍ରା ମନ୍ଥର ହୋଇଯାଇଛି।