ସମ୍ବଲପୁର

ରାଷ୍ଟ୍ରୀୟ ଲୋକ ଅଦାଲତ, ୫ ମାମଲାର ଆପୋଷ ସମାଧାନ

ରାଷ୍ଟ୍ରୀୟ ଲୋକ ଅଦାଲତ, ୫ ମାମଲାର ଆପୋଷ ସମାଧାନ

ବୀରମହାରାଜପୁର, ୮ା୧୨(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରସ୍ଥିତ ବରିଷ୍ଠ ଦେୱାନି ଜଜ୍‌ ଅଦାଲତ ପରିସରରେ ଶନିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ତାଲୁକ ଆଇନସେବା ସେବା ସମିତି ଆନୁକୂଲ୍ୟରେ ଆୟୋଜିତ ଅଦାଲତରେ ଗୋଟିଏ ଭରଣ-ପୋଷଣ ମାମଲା ସମେତ ୫ଟି ପୁରୁଣା ମାମଲାର ଆପୋଷ ସମାଧାନ ହୋଇଛି। ମିଳିଥିବା ସୂଚନା ମତେ କମଲପୁର ଗ୍ରାମର ଏକ ମିଶନଶକ୍ତି ବିରୋଧରେ ସ୍ଥାନୀୟ ଷ୍ଟେଟ୍‌ ବ୍ୟାଙ୍କ ୨୦୧୬ ମସିହାରେ ରୁଜୁ କରିଥିବା ମନିସୁଟ୍‌ର ଫଇସଲା କରାଯାଇ ସହମତିଭିତ୍ତିରେ ୩ ଲକ୍ଷ ୧୧ ହଜାର ୬୧୪ ଟଙ୍କା ଅସୁଲି କରାଯାଇଥିଲା। ଅନୁତ୍ରୂପ ଭାବେ ଦୁଇଜଣଙ୍କ ଉପରେ ରହିଥିବା ବ୍ୟାଙ୍କ ଋଣ ବାବଦକୁ ୨ ଲକ୍ଷ ୩୩ ହଜାର ୪୪୧ ଟଙ୍କା ଓ ୨ ଲକ୍ଷ ୪୮ ହଜାର ୯୫୫ ଟଙ୍କା ଆଦାୟ ହୋଇଛି। ଉପରୋକ୍ତ ତିନୋଟି ମାମଲା ବରିଷ୍ଠ  ଦେୱାନି ଜଜ୍‌ଙ୍କ ଅଦାଲତରେ ଏସଡିଜେଏମଙ୍କ କୋର୍ଟରେ ୨୦୧୫ ମସିହାଠାରୁ ଗଡୁୁଥିବା ଏକ ଭରଣ ପୋଷଣ ମୋକଦ୍ଦମାରେ ଉଭୟ ପକ୍ଷ ଆପୋଷ ମିଳାମିଶା କରିଥିଲେ। ଆଇନସେବା ସମିତି  ଅଧ୍ୟକ୍ଷ ତଥା ବରିଷ୍ଠ ଦେୱାନ ମାନସ ରଞ୍ଜନ ରଥଙ୍କ ତତ୍ତ୍ୱାବଧାନରେ ଏସଡିଜେଏମ ଅବକାଶ ଚୌଧୁରୀ ଉକ୍ତ ଲୋକ ଅଦାଲତ ପରିଚାଳନା କରିଥଲେ। ଏଥିରେ ବାର ଆସୋସିଏଶନର ସଭାପତି ସ୍ବୟମ୍ଭୁନାଥ ଖଣ୍ଡଗିରି ଓ ସହ ସମ୍ପାଦକ ସନ୍ତୋଷ କୁମାର ଚାନ୍ଦ, ବ୍ୟାଙ୍କ ଓକିଲ ବିଷ୍ଣୁ ଚରଣ ପଣ୍ଡା, ଆଡ୍‌ଭୋକେଟ ଶଙ୍କର୍ଷଣ ପଣ୍ଡା, ଯତିନ ପାଣିଗ୍ରାହୀ, ଯୁଧିଷ୍ଟିର ସାହୁ ଓ ଚିତ୍ତରଞ୍ଜନ ସେଠୀ ଉପସ୍ଥିତ ଥିଲେ। ସେହିପରି ଅଦାଲତ ପରିଚାଳନାରେ ଆଇନସେବା ସମିତି ପକ୍ଷରୁ ତ୍ରିଦେବ ମିଶ୍ରଙ୍କ ସହ ଅନ୍ୟାନ୍ୟ କୋର୍ଟ ଷ୍ଟାଫ ସହଯୋଗ କରିଥିଲେ।

All Right Reserved By

ସମ୍ବଲପୁର

ଚେତି ଶୁଇଛେ ବିଭାଗ: ରାସ୍‌ତା ତରେ ଚାଲିଛେ ବେଆଇନ ଇଟାଭାଟି

ଚେତି ଶୁଇଛେ ବିଭାଗ: ରାସ୍‌ତା ତରେ ଚାଲିଛେ ବେଆଇନ ଇଟାଭାଟି

ଜୁନାଗଡ,୨୦।୧(ଡି.ଏନ୍‌.ଏ):  କଳାହାଣ୍ଡି ଜିଲା ଜୁନାଗଡ଼ ତହସିଲ ଅଂଚଲରେ ଏହେଦେ ବେଉସାୟୀମାନେ ଇଟାଭାଟି କାମ ଆରମ୍‌ କରିଥିବାର ଦେଖ୍‌ବାକେ ମିଲୁଛେ। 

ଜଙ୍ଗଲିଆକେ ସାତ୍‌ ସପନ ଇନ୍ଦିରା ଅବାସ

ଜଙ୍ଗଲିଆକେ ସାତ୍‌ ସପନ ଇନ୍ଦିରା ଅବାସ

ଅତାବିରା, ୨୦।୧ (ଡି.ଏନ.ଏ):  କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖିକୁ ସରକାରୀ ଯୋଜ୍‌ନାରେ ଘର ଯୁଗେଇ ଦେବାର ଲାଗି ବହୁତ୍‌ଟେ ଯୋଜ୍‌ନା ତିଆର କରିଛନ୍‌। 

ବଲାଙ୍ଗୀର ଆକାଶବାଣୀ କେନ୍ଦ୍ରର ରୌପ୍ୟ ଜୟନ୍ତୀ ସମାରୋହ: କାର୍ଯ୍ୟକ୍ରମର ମାନ ବଢାଇବା ଉପରେ ଗୁରୁତ୍ୱ

ବଲାଙ୍ଗୀର ଆକାଶବାଣୀ କେନ୍ଦ୍ରର ରୌପ୍ୟ ଜୟନ୍ତୀ ସମାରୋହ: କାର୍ଯ୍ୟକ୍ରମର ମାନ ବଢାଇବା ଉପରେ ଗୁରୁତ୍ୱ

ବଲାଙ୍ଗୀର ଅଫିସ, ୨୦ା୧- ବଲାଙ୍ଗୀର ଆକାଶବାଣୀ କେନ୍ଦ୍ରର ରୌପ୍ୟ ଜୟନ୍ତୀ ସମାରୋହ ସ୍ଥାନୀୟ ଟାଉନ୍‌ ହଲଠାରେ ଅନୁଷ୍ଠିତ ହୋଇଯାଇଛି| 

ବିଶ୍ୱବାସୀଙ୍କ ପାଇଁ ଗାନ୍ଧୀବାଦର ପ୍ରାସଙ୍ଗିକତା ରହିଛି

ବିଶ୍ୱବାସୀଙ୍କ ପାଇଁ ଗାନ୍ଧୀବାଦର ପ୍ରାସଙ୍ଗିକତା ରହିଛି

ସୋନପୁର, ୨୦।୧(ନି.ପ୍ର.)- ଅହିଂସାର ପୂଜାରୀ ଥିଲେ ମହାତ୍ମାଗାନ୍ଧୀ। ସେ ରାମ ରାଜ୍ୟର ସ୍ବପ୍ନ ଦେଖିଥିଲେ। ଗାଁର ବିକାଶ ହେଲେ ଦେଶର ବିକାଶ ହେବ ବୋଲି କହୁଥିଲେ।

ବିଦ୍ୟୁତ ସଂଯୋଗ ଲାଗି ଧାରନାରେ ବସଲେ ଗାଁବାସୀ

ବିଦ୍ୟୁତ ସଂଯୋଗ ଲାଗି ଧାରନାରେ ବସଲେ ଗାଁବାସୀ

ଲୋଇସିଂହା,୨୦।୧(ଡି.ଏନ.ଏ):  ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକର ପତ୍ରାପାଲି ଗଁାର ଗରିବ୍‌ ଶ୍ରେଣୀର ଲୋକ୍‌ ଆଏଜତକ୍‌ ବିଦ୍ୟୁତ ସେବା ପାଏବାରୁ ବଁଚିତ ହେଇ ରହିଛନ୍‌। 

‘ମୋ ଭବିଷ୍ୟତ ସୁରକ୍ଷା’ ସ୍ବାକ୍ଷର ଅଭିଯାନ ଆରମ୍ଭ

‘ମୋ ଭବିଷ୍ୟତ ସୁରକ୍ଷା’ ସ୍ବାକ୍ଷର ଅଭିଯାନ ଆରମ୍ଭ

ବାଲେଶ୍ୱର ଅଫିସ,୧୯।୧-ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀଛାତ୍ର ବିରୋଧୀ ନୀତି  ପ୍ରତିବାଦରେ ବାଲେଶ୍ୱର ଗାନ୍ଧୀ ସ୍ମୃତିଭବନ ସମ୍ମୁଖରେ ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ଶନିବାର ‘ମୋ ଭବିଷ୍ୟତ ସୁରକ୍ଷା ସ୍ବାକ୍ଷର’ ଅଭିଯାନ ଆରମ୍ଭ ହୋଇଛି। 

ଗ୍ରାମାଞ୍ଚଳ ଫୁଟବଲ ଟୁର୍ନାମେଣ୍ଟ: ନାଇକେନସିରା ବିଜୟୀ

ଗ୍ରାମାଞ୍ଚଳ ଫୁଟବଲ ଟୁର୍ନାମେଣ୍ଟ: ନାଇକେନସିରା ବିଜୟୀ

ଦେଓଗାଁ, ୧୯ା୧(ଡି.ଏନ.ଏ.):ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଅନ୍ତର୍ଗତ ଶିରାବାହାଲରେ ଚାଲିଥିବା ଷଷ୍ଠବର୍ଷ ଗ୍ରାମାଞ୍ଚଳ ଫୁଟବଲ ଟୁର୍ନାମେଣ୍ଟର ଶନିବାର ଥିଲା ତୃତୀୟ ଦିବସ ା ଏହି  ଦିବସରେ କୁଲିଆବାହାଲ ଓ ନାଇକେନସିରା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। 

ଜଗନ୍ନାଥ କଲେଜର ବାର୍ଷିକ କ୍ରୀଡା :  ସବିତା ବାଳିକା, ରମେଶ ବାଳକ ଚାମ୍ପିୟନ

ଜଗନ୍ନାଥ କଲେଜର ବାର୍ଷିକ କ୍ରୀଡା : ସବିତା ବାଳିକା, ରମେଶ ବାଳକ ଚାମ୍ପିୟନ

ଦେଓଗାଁ, ୧୯ା୧(ଡି.ଏନ.ଏ.):ବଲାଙ୍ଗୀର ଜିଲା ସଦର ବ୍ଲକ ସାହାଜବାହାଲ ଜଗନ୍ନାଥ ଡିଗ୍ରୀ କଲେଜର ବାର୍ଷିକ କ୍ରୀଡା ଶୁକ୍ରବାର  ଉଦଯାପିତ ହୋଇଯାଇଛି ା

ମହିଳା କଂଗ୍ରେସ ପକ୍ଷରୁ ଜିଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ: ମନ୍ତ୍ରିମଣ୍ଡଳରୁ ୨ମନ୍ତ୍ରୀଙ୍କୁ ବହିଷ୍କାର ଦାବି

ମହିଳା କଂଗ୍ରେସ ପକ୍ଷରୁ ଜିଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ: ମନ୍ତ୍ରିମଣ୍ଡଳରୁ ୨ମନ୍ତ୍ରୀଙ୍କୁ ବହିଷ୍କାର ଦାବି

ଦେବଗଡ଼,୧୯।୧(ସ୍ବ.ପ୍ର.): ଦାରିଙ୍ଗବାଡ଼ିରେ ଅଷ୍ଟମଶ୍ରେଣୀ ଛାତ୍ରୀଙ୍କ ପ୍ରସବ ପରେ ନବଜାତ ଶିଶୁ ମୃତ୍ୟୁ ଘଟଣାରେ ମନ୍ତ୍ରିମଣ୍ଡଳରୁ ରମେଶ ଚନ୍ଦ୍ର ମାଝି ଓ ପ୍ରଫୁଲ୍ଲ ସାମଲଙ୍କୁ ଅବିଳମ୍ବେ ବହିଷ୍କାର ଓ ଦୁଇ ସଚିବଙ୍କୁ ନିଲମ୍ବନ କରିବା  ଦାବିରେ  ଜିଲା ମହିଳା କଂଗ୍ରେସ  ଶନିବାର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ନବୋଦୟ ବିଦ୍ୟାଳୟ ଛାତ୍ରୀ ଅନ୍ତଃସତ୍ତ୍ୱା ହେବା ଘଟଣା : ଅଭିଯୁକ୍ତ ଗିରଫ

ନବୋଦୟ ବିଦ୍ୟାଳୟ ଛାତ୍ରୀ ଅନ୍ତଃସତ୍ତ୍ୱା ହେବା ଘଟଣା : ଅଭିଯୁକ୍ତ ଗିରଫ

ଭବାନୀପାଟଣା / ନର୍ଲା, ୧୯।୧ (ଡି.ଏନ୍‌.ଏ.): ନର୍ଲା ନବୋଦୟ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଅନ୍ତଃସତ୍ତ୍ୱା ହେବା ଘଟଣା ଜଣାପଡିବା ପରେ ତନାଘନା ଆରମ୍ଭ ହୋଇଥିଲା। ଶନିବାର ଧର୍ମଗଡ଼ ଥାନାରେ ପୀଡ଼ିତାଙ୍କ ମା’ଙ୍କ ଏତଲା ପରେ ଅଭିଯୁକ୍ତଙ୍କୁ ପୋକ୍ସୋ ଆକ୍ଟରେ ଗିରଫ କରାଯାଇଛି।

ନବୋଦୟ ବିଦ୍ୟାଳୟ ଛାତ୍ରୀ ଅନ୍ତଃସତ୍ତ୍ୱା ହେବା ଘଟଣା:  ପରିବାର ଲୋକେ ଝିଅକୁ ବିହାର ନେଇଗଲେ

ନବୋଦୟ ବିଦ୍ୟାଳୟ ଛାତ୍ରୀ ଅନ୍ତଃସତ୍ତ୍ୱା ହେବା ଘଟଣା: ପରିବାର ଲୋକେ ଝିଅକୁ ବିହାର ନେଇଗଲେ

ଭବାନୀପାଟଣା / ନର୍ଲା, ୧୯।୧ (ଡି.ଏନ୍‌.ଏ.): ନର୍ଲା ନବୋଦୟ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଅନ୍ତଃସତ୍ତ୍ୱା ହେବା ଘଟଣା ଜଣାପଡିବା ପରେ ତନାଘନା ଆରମ୍ଭ ହୋଇଛି। ଛାତ୍ରୀ ଜଣକ ନିଜ ପରିବାର ସଦସ୍ୟଙ୍କ ସହ ବିହାର ଚାଲି ଯାଇଥିବା ଜଣାପଡିଛି । 

ଝଲୋ ଝଲୋ ଦିଶୁଛେ ସରକାରୀ ଅବହେଲା:  ଆବାସ ଯୋଜ୍‌ନାର କାର୍ଯ୍ୟାଦେଶ ଲାଗି ହଟହଟା

ଝଲୋ ଝଲୋ ଦିଶୁଛେ ସରକାରୀ ଅବହେଲା: ଆବାସ ଯୋଜ୍‌ନାର କାର୍ଯ୍ୟାଦେଶ ଲାଗି ହଟହଟା

ଉଲୁଣ୍ଡା ୧୯ା୧ (ଡି.ଏନ.ଏ):  ବଖ୍‌ରେ ଘର, ସେଥ୍‌ରେ ଫେନ୍‌ ଜଁକାପେଲ୍‌ହା ହେଇ ରହୁଛନ୍‌ ଗୁଟେ ପରିବାର୍‌ର ୯ ଝନ୍‌ ଲୋକ୍‌। ସଖାଲ ପାଏଲେ ପର୍‌ହର ଘରେ ଖଟ୍‌ଲେ ଯାଇ ଘରର ଚୁଲି ଜଲୁଛେ। ସରକାରୀ ଯୋଜ୍‌ନା କହେଲେ ପରିବାର ପାଇଥିବାର ବିପିଏଲ କାର୍ଡ ଖଁଡ଼େ, ବାକି ସବୁ ସରକାରୀ ସୁବିଧା ସୁଯୋଗ୍‌ ପରିବାର ଲାଗି ସାତ୍‌ ସପନ୍‌ ହେଇଛେ।