ଜାତୀୟ |

ଶେଷରେ ମାନିଲେ ଇମ୍ରାନ: ମୁମ୍ବାଇ ଆକ୍ରମଣରେ ରହିଛି ପାକିସ୍ତାନର ହାତ

ଶେଷରେ ମାନିଲେ ଇମ୍ରାନ: ମୁମ୍ବାଇ ଆକ୍ରମଣରେ ରହିଛି ପାକିସ୍ତାନର ହାତ

ନୂଆଦିଲ୍ଲୀ/ଇସଲମାବାଦ, ୮।୧୨: ୨୦୦୮ ମୁମ୍ବାଇ ଆକ୍ରମଣ ଯୋଜନା ପାକିସ୍ତାନରେ ରଚାଯାଇଥିଲା ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଶେଷରେ ମାନିଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି ଇମ୍ରାନ ଶନିବାର ଏକ ସମ୍ମିଳନୀରେ କହିଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ଆତଙ୍କବାଦକୁ ନେଇ କଡା ସମାଲୋଚନାର ଶିକାର ହେଉଥିବା ପାକିସ୍ତାନ ଭାବମୂର୍ତ୍ତି ବଦଳାଇବା ପାଇଁ ଆତଙ୍କବାଦୀଙ୍କୁ ଦଣ୍ଡ ମିଳିବା ଉଚିତ୍‌ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଗତ ମାସରେ ଭାରତର ବୈଦେଶିକ ମନ୍ତ୍ରୀ ସୂଷମା ସ୍ବରାଜ ସ୍ପଷ୍ଟ ଭାବରେ କହିଥିଲେ ଯେ, ପାକିସ୍ତାନ ଆତଙ୍କବାଦ ଛାଡିବା ପରେ ହଁି ଦୁଇଦେଶ ମଧ୍ୟରେ କଥାବାର୍ତ୍ତା ସମ୍ଭବ। ଏହାପରେ ଇମ୍ରାନଙ୍କ ଆଜିର ମନ୍ତବ୍ୟ ଦୁଇଦେଶ ସମ୍ପର୍କରେ କିଛିଟା ସକରାତ୍ମକ ଦିଗ ଆଣିବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ୨୬ ନଭେମ୍ବର, ୨୦୦୮ରେ ଲସ୍କର- ତଇବା(ଏଲଇଟି) ପକ୍ଷରୁ ୧୦ ଜଣ ଆତଙ୍କବାଦୀ ମୁମ୍ବାଇ ଆକ୍ରମଣ କରିଥିଲେ। ଏଥିରେ ୧୬୬ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୦୦ରୁ ଆହତ ହୋଇଥିଲେ।

All Right Reserved By

ଜାତୀୟ |

ଫୋନ ନ ଲାଗିବାରୁ ପୁରୁଷ ବନ୍ଧୁଙ୍କ ଉପରେ ଆଣିଲେ ବଳାତ୍କାର ଅଭିଯୋଗ

ଫୋନ ନ ଲାଗିବାରୁ ପୁରୁଷ ବନ୍ଧୁଙ୍କ ଉପରେ ଆଣିଲେ ବଳାତ୍କାର ଅଭିଯୋଗ

ନୂଆଦିଲ୍ଲୀ,୧୯।୩: ଖରାପ ନେଟଓ୍ବାର୍କ ଯୋଗୁ ପୁରୁଷ ବନ୍ଧୁଙ୍କ ସହ ହୋଇପାରି ନ ଥିଲା ସମ୍ପର୍କ। ଧୋକା ଆଶଙ୍କାରେ ବନ୍ଧୁଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଲେ ଯୁବତୀ।

ମନ୍ଦିରରେ ପ୍ରିୟଙ୍କା ପୂଜା କରୁଥିବା ସମୟରେ ବାହାରେ ଶୁଭୁଥିଲା ‘ହର ହର ମୋଦି’

ମନ୍ଦିରରେ ପ୍ରିୟଙ୍କା ପୂଜା କରୁଥିବା ସମୟରେ ବାହାରେ ଶୁଭୁଥିଲା ‘ହର ହର ମୋଦି’

ନୂଆଦିଲ୍ଲୀ,୧୯।୩: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ପୂର୍ବାଞ୍ଚଳ ଗସ୍ତର ଦ୍ୱିତୀୟ ଦିନରେ ମଙ୍ଗଳବାର ସେ ମିର୍ଜାପୁରର ବିନ୍ଧ୍ୟବାସିନୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। 

ସହଯୋଗ କରୁ ନ ଥିବାରୁ ରବର୍ଟ ଭଦ୍ରାଙ୍କୁ ରିମାଣ୍ଡରେ ନେବାକୁ ଚାହୁଁଛି ଇଡି

ସହଯୋଗ କରୁ ନ ଥିବାରୁ ରବର୍ଟ ଭଦ୍ରାଙ୍କୁ ରିମାଣ୍ଡରେ ନେବାକୁ ଚାହୁଁଛି ଇଡି

ନୂଆଦିଲ୍ଲୀ,୧୯।୩: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କ ବିରୋଧରେ ବଢ଼ୁଛି ବିବାଦ।

ରାସ୍ତାରେ ପଡିଥିବା ଟଙ୍କା ଭର୍ତ୍ତି ବ୍ୟାଗକୁ ଫେରାଇବାରୁ ମିଳିଲା ପୁରସ୍କାର

ରାସ୍ତାରେ ପଡିଥିବା ଟଙ୍କା ଭର୍ତ୍ତି ବ୍ୟାଗକୁ ଫେରାଇବାରୁ ମିଳିଲା ପୁରସ୍କାର

ସୁରଟ, ୧୯।୩: ଗୁଜୁରାଟର ସୁରଟରେ ଜଣେ ସେଲ୍ସମ୍ୟାନ ରାସ୍ତାରେ ପଡିଥିବା ଟଙ୍କା ଭର୍ତ୍ତି ବ୍ୟାଗକୁ ତାର ମାଲିକଙ୍କୁ ଫେରାଇବାରୁ ତାଙ୍କୁ ପୁରସ୍କୁତ କରାଯାଇଛି। 

୧୪ ବର୍ଷ ବାଳକଙ୍କୁ ସାହସିକତା ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି

୧୪ ବର୍ଷ ବାଳକଙ୍କୁ ସାହସିକତା ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୯।୩: ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ସାହସିକତା ପାଇଁ କେତେଜଣ ଶହୀଦ ଯବାନଙ୍କ ପତ୍ନୀଙ୍କୁ କିର୍ତ୍ତୀ ଚକ୍ର ପ୍ରଦାନ କରିଛନ୍ତି। ତେବେ ସାହସିକତା ପାଇଁ ସେ ଜମ୍ମୁ-କଶ୍ମୀରର ଜଣେ ୧୪ ବର୍ଷ ବାଳକଙ୍କୁ ମଧ୍ୟ ସମ୍ମାନୀତ କରିଛନ୍ତି।

ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ସେନା ଓ ପୋଲିସ ଅଫିସର: ଗୋଇନ୍ଦା ବିଭାଗ ଜାରି କଲା ସତର୍କ ସୂଚନା

ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ସେନା ଓ ପୋଲିସ ଅଫିସର: ଗୋଇନ୍ଦା ବିଭାଗ ଜାରି କଲା ସତର୍କ ସୂଚନା

ନୂଆଦିଲ୍ଲୀ,୧୯।୩: ଭାରତରେ ଆକ୍ରମଣ କରିବା ପାଇଁ ପାକିସ୍ତାନ ଖଲିସ୍ତାନ ଆତଙ୍କବାଦୀଙ୍କ ସହାୟତା ନେଉଛି। ଏନେଇ ଗୋଇନ୍ଦା ବିଭାଗ ପକ୍ଷରୁ ଜାରି କରାଯାଇଛି ସତର୍କ ସୂଚନା। 

ପାକିସ୍ତାନ ପକ୍ଷରୁ ପୁଣି ମୋର୍ଟାର ସେଲିଂ ମାଡ଼: ସୀମାରେ ଉତ୍ତେଜନା

ପାକିସ୍ତାନ ପକ୍ଷରୁ ପୁଣି ମୋର୍ଟାର ସେଲିଂ ମାଡ଼: ସୀମାରେ ଉତ୍ତେଜନା

ଶ୍ରୀନଗର,୧୯।୩ : ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାଠାରେ ମଙ୍ଗଳବାର ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। 

କେରଳରେ ବ୍ୟାପୁଛି ବେଷ୍ଟ ନାଇଲ ଭାଇରସ୍‌

କେରଳରେ ବ୍ୟାପୁଛି ବେଷ୍ଟ ନାଇଲ ଭାଇରସ୍‌

ଥିରୁଭାନନ୍ତପୁରମ୍‌, ୧୯।୩: କେରଳରେ ବ୍ୟାପୁଛି ବେଷ୍ଟ ନାଇଲ ଭାଇରସ୍‌। ଏହି ଭୂତାଣୁ ମଣିଷଙ୍କ ଠାରୁ ଆରମ୍ଭ କରି ପକ୍ଷୀଙ୍କ ମଧ୍ୟରେ ବ୍ୟାପିଥାଏ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ର ଦ୍ୱିତୀୟ ପୋଷ୍ଟର ଟୁଇଟ୍‌ କଲେ ବିବେକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ର ଦ୍ୱିତୀୟ ପୋଷ୍ଟର ଟୁଇଟ୍‌ କଲେ ବିବେକ

ମୁମ୍ବାଇ,୧୯।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ନିର୍ମାଣ କରାଯାଇଥିବା ବଲିଉଡ୍‌ ବାୟୋପିକ୍‌ ମୁଭି  ‘ପିଏମ୍‌ ନରେନ୍ଦ୍ର ମୋଦି’ର ଦ୍ୱିତୀୟ ପୋଷ୍ଟରକୁ ଏହାର ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ବିବେକ ଓବରଏ ମଙ୍ଗଳବାର ଟୁଇଟ୍‌ କରିଛନ୍ତି। 

ଘର ବାହୁଡା ହେଲେ ଅପହୃତ ୭ ଭାରତୀୟଙ୍କ ମଧ୍ୟରୁ ଜଣେ

ଘର ବାହୁଡା ହେଲେ ଅପହୃତ ୭ ଭାରତୀୟଙ୍କ ମଧ୍ୟରୁ ଜଣେ

ନୂଆଦିଲ୍ଲୀ/କାବୁଲ: ଆଫଗାନିସ୍ତାନର ବାଘଲାନ ଅଞ୍ଚଳରୁ ପ୍ରାୟ ୧୦ମାସ ତଳେ ଅପହୃତ ହୋଇଥିବା ୭ ଜଣ ଭାରତୀୟଙ୍କ ମଧ୍ୟରୁ ଜଣେ ଭାରତ ଫେରିଥିବା ସୂଚନା ମିଳିଛି। 

ପ୍ରିୟଙ୍କାଙ୍କ ଟାର୍ଗେଟ୍‌ରେ ମୋଦି

ପ୍ରିୟଙ୍କାଙ୍କ ଟାର୍ଗେଟ୍‌ରେ ମୋଦି

ଲକ୍ଷ୍ନୌ,୧୯।୩: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କରିଛନ୍ତି ଟାର୍ଗେଟ୍‌।

ମୁମ୍ବାଇ ଆକ୍ରମଣକୁ ସବୁଠାରୁ କୁଖ୍ୟାତ ଆତଙ୍କବାଦୀ ଆକ୍ରମଣ କହିଲା ଚାଇନା

ମୁମ୍ବାଇ ଆକ୍ରମଣକୁ ସବୁଠାରୁ କୁଖ୍ୟାତ ଆତଙ୍କବାଦୀ ଆକ୍ରମଣ କହିଲା ଚାଇନା

ବେଜିଂ/ନୂଆଦିଲ୍ଲୀ,୧୯।୩: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଭାରତର ମୋଷ୍ଟ ଓ୍ବାଣ୍ଟେଡ୍‌ ପାକିସ୍ତାନ ଆତଙ୍କବାଦୀ ମାସୁଦ ଆଝାରଙ୍କୁ ‘ଗ୍ଲୋବାଲ ଟେରରିଷ୍ଟ’ ଘୋଷଣା କରିବାକୁ ନେଇ ଚାଇନା ଏକ ପ୍ରକାର ଅମଙ୍ଗ ଥିଲା।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା