ଜାତୀୟ |

ସିଦ୍ଧୁଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର: କଥା କହିବା ଶକ୍ତି ହରାଇବା ଆଶଙ୍କା

ସିଦ୍ଧୁଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର: କଥା କହିବା ଶକ୍ତି ହରାଇବା ଆଶଙ୍କା

ନୂଆଦିଲ୍ଲୀ, ୭।୧୨: ପଞ୍ଜାବର କ୍ୟାବିନେଟ୍‌ ମନ୍ତ୍ରୀ ନଭଜୋତ୍‌ ସିଂ ସିଦ୍ଧୁଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି। ତାଙ୍କ ଭୋକାଲ କଡ୍‌ରେ ଗୁରୁତର ସଂକ୍ରମଣ ହୋଇଥିବା ଡାକ୍ତର କହିଛନ୍ତି। ଏହାଦ୍ୱାରା ସେ କଥା କହିବା ଶକ୍ତି ହରାଇବା ଆଶଙ୍କା ରହିଛି ବୋଲି ଡାକ୍ତର କହିଛନ୍ତି। ତାଙ୍କୁ ୫ ଦିନ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି। ସୂଚନାଯୋଗ୍ୟ, ଗତ ୧୭ ଦିନ ମଧ୍ୟରେ ୭୦ ରାଲିରେ ସିଦ୍ଧୁ ଲଗାତର ଭାଷଣ ଦେବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା କୁହାଯାଉଛି।

All Right Reserved By

ଜାତୀୟ |

ପାକ୍‌ ପ୍ରଧାନମନ୍ତ୍ରୀ ଇମରାନଙ୍କ ମନ୍ତବ୍ୟକୁ ପ୍ରଶଂସା କଲେ ଅଲି ଜାଫର୍‌; ଲୋକେ କହିଲେ ଭାରତ ଆସିଲେ  ମାଡ଼

ପାକ୍‌ ପ୍ରଧାନମନ୍ତ୍ରୀ ଇମରାନଙ୍କ ମନ୍ତବ୍ୟକୁ ପ୍ରଶଂସା କଲେ ଅଲି ଜାଫର୍‌; ଲୋକେ କହିଲେ ଭାରତ ଆସିଲେ ମାଡ଼

ବମ୍ବେ: ଜମ୍ମୁ-କଶ୍ମୀରର ପୁଲଓ୍ବାମାଠାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶରେ ପାକିସ୍ତାନ ବିରୋଧି ପ୍ରଦର୍ଶନ କରାଯାଉଛି। ପାକିସ୍ତାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦେଶବାସୀ ଦାବି କରୁଛନ୍ତି। ଏଭଳି ପରିସ୍ଥିତିରେ ମଙ୍ଗଳବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ ଭାରତ ବିରୋଧୀ ମନ୍ତବ୍ୟ ରଖିଛନ୍ତି।

ସେନାରେ ଯୋଗ ଦେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି କଶ୍ମୀର ଯୁବକ

ସେନାରେ ଯୋଗ ଦେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି କଶ୍ମୀର ଯୁବକ

ଜମ୍ମୁ-କଶ୍ମୀର,୧୯।୨: ନିକଟରେ ସେନାରେ ଖାଲିଥିବା ୧୧୧ ପଦବୀ ପାଇଁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ବାରମୂଳା ସେକ୍ଟରରେ ଖାଲିଥିବା ଏହି ପଦବୀ ପାଇଁ ମଙ୍ଗଳବାର ଏକ ସାକ୍ଷାତ୍‌କାର ଅନୁଷ୍ଠିତ ହୋଇଯାଇଛି।

ସିଦ୍ଧୁଙ୍କୁ ଦିଗ୍‌ବିଜୟଙ୍କ କଟାକ୍ଷ: କହିଲେ ‘ତୁମ ଇମ୍ରାନ ଭାଇଙ୍କୁ ବୁଝାଅ’

ସିଦ୍ଧୁଙ୍କୁ ଦିଗ୍‌ବିଜୟଙ୍କ କଟାକ୍ଷ: କହିଲେ ‘ତୁମ ଇମ୍ରାନ ଭାଇଙ୍କୁ ବୁଝାଅ’

ନୂଆଦିଲ୍ଲୀ,୧୯।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣକୁ ନେଇ ବିବାଦୀୟ ବୟାନ ଦେଇଥିବା କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁଙ୍କୁ ବିରୋଧି କଟାକ୍ଷ କରିବା ସ୍ବାଭାବିକ କଥା। 

ଆରମ୍ଭ ହେଲା ଆକାଶ ଅମ୍ବାନିଙ୍କ ବିବାହ ସେଲିବ୍ରେଶନ

ଆରମ୍ଭ ହେଲା ଆକାଶ ଅମ୍ବାନିଙ୍କ ବିବାହ ସେଲିବ୍ରେଶନ

ମୁମ୍ବାଇ,୧୯।୨: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୁଖ୍ୟ ମୁକେଶ ଅମ୍ବାନିଙ୍କ ପୁଅ ଆକାଶ ଅମ୍ବାନିଙ୍କ ବିବାହ ସେଲିବ୍ରେଶନ ଆରମ୍ଭ ହୋଇଯାଇଛି। ମୁମ୍ବାଇସ୍ଥିତ ତାଙ୍କ ଘର ଆଣ୍ଟିଲିଆରେ ଗୁଜରାଟି ଲୋକ ସଙ୍ଗିତର ପ୍ରସିଦ୍ଧ କଣ୍ଠଶିଳ୍ପୀ ଫାଲ୍‌ଗୁନି ପାଠକଙ୍କ ସ୍ପେଶାଲ ପରଫରମାନ୍ସ ସହ ଆରମ୍ଭ ହୋଇଛି ଏହି ସେଲିବ୍ରେଶନ୍‌। 

ଡରିଲାଣି ପାକିସ୍ତାନ: ଜାତିସଂଘକୁ ମାଗୁଛି ସହାୟତା

ଡରିଲାଣି ପାକିସ୍ତାନ: ଜାତିସଂଘକୁ ମାଗୁଛି ସହାୟତା

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୯।୨: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପୁଣିଥରେ ଭାରତ-ପାକିସ୍ତାନ ମଧ୍ୟରେ ତୁତୁ ମେମେ ଆରମ୍ଭ ହୋଇ ଯାଇଛି। 

୩୦ ଲକ୍ଷରେ କିଡ୍‌ନୀ, ୮୦ ଲକ୍ଷରେ ଲିଭର ହେଉଥିଲା ବିକ୍ରି: ଚେର ଲମ୍ବିଥିଲା ଦିଲ୍ଲୀଠାରୁ ଶ୍ରୀଲଙ୍କା-ତୁର୍କୀ

୩୦ ଲକ୍ଷରେ କିଡ୍‌ନୀ, ୮୦ ଲକ୍ଷରେ ଲିଭର ହେଉଥିଲା ବିକ୍ରି: ଚେର ଲମ୍ବିଥିଲା ଦିଲ୍ଲୀଠାରୁ ଶ୍ରୀଲଙ୍କା-ତୁର୍କୀ

କାନପୁର,୧୯।୨: ଉତ୍ତରପ୍ରଦେଶ କାନପୁର ପୋଲିସ ଏକ ଅବୈଧ ମାନବ ଅଙ୍ଗ ଚୋରା ଚାଲାଣ ର଼୍ୟାକେଟର ପର୍ଦ୍ଦାଫାଶ୍‌ କରିଛି। ଏନେଇ ୬ ଜଣଙ୍କୁ ଗିରଫ କରାଯାଇଛି।

ଶହୀଦ ମେଜରଙ୍କୁ ସାଲ୍ୟୁଟ୍‌ ସହ ‘ଆଇ ଲଭ୍‌ ୟୁ’କହି ଶେଷ ବିଦାୟ ଦେଲେ ପତ୍ନୀ

ଶହୀଦ ମେଜରଙ୍କୁ ସାଲ୍ୟୁଟ୍‌ ସହ ‘ଆଇ ଲଭ୍‌ ୟୁ’କହି ଶେଷ ବିଦାୟ ଦେଲେ ପତ୍ନୀ

ଡେରାଡୁନ,୧୯।୨: ଆଖିରୁ ଶୁଖିଯାଇଥିଲା ଲୁହ। କୋହକୁ ସମ୍ବରଣ କରିନେଇଥିଲେ ବୀର ଯବାନଙ୍କ ସେଇ ବୀରାଙ୍ଗନା ପତ୍ନୀ। ଅପେକ୍ଷା ରଖିଥିଲେ ସ୍ବାମୀଙ୍କ ଶେଷ ଦର୍ଶନ କରିବାକୁ। 

ସିଦ୍ଧୁଙ୍କୁ ସମର୍ଥନ ଦେଲେ କପିଲ ଶର୍ମା: ଲୋକେ କହିଲେ ତାଙ୍କୁ ପାକିସ୍ତାନ ପଠାଇଦିଅ

ସିଦ୍ଧୁଙ୍କୁ ସମର୍ଥନ ଦେଲେ କପିଲ ଶର୍ମା: ଲୋକେ କହିଲେ ତାଙ୍କୁ ପାକିସ୍ତାନ ପଠାଇଦିଅ

ନୂଆଦିଲ୍ଲୀ,୧୯।୨: ନିକଟରେ ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ପଞ୍ଜାବର କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। 

ଏୟାର ଶୋ’ର ଗୋଟିଏ ଦିନ ପୂର୍ବରୁ ବାୟୁସେନା ବିମାନ ଦୁର୍ଘଟଣା: ୨ ସୂର୍ଯ୍ୟକିରଣ ଏୟାରକ୍ରାଫ୍ଟ ମଧ୍ୟରେ ଧକ୍କା

ଏୟାର ଶୋ’ର ଗୋଟିଏ ଦିନ ପୂର୍ବରୁ ବାୟୁସେନା ବିମାନ ଦୁର୍ଘଟଣା: ୨ ସୂର୍ଯ୍ୟକିରଣ ଏୟାରକ୍ରାଫ୍ଟ ମଧ୍ୟରେ ଧକ୍କା

ବେଙ୍ଗାଲୁର୍‌,୧୯।୨: ଏୟାର ଶୋ’ର ଗୋଟିଏ ଦିନ ପୂର୍ବରୁ ମଙ୍ଗଳବାର ବାୟୁସେନା ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି।

ଟ୍ରେନ୍‌ ଲାଇନ୍‌ ଉଡାଇଲେ ମାଓବାଦୀ

ଟ୍ରେନ୍‌ ଲାଇନ୍‌ ଉଡାଇଲେ ମାଓବାଦୀ

ଧାନବାଦ,୧୯।୨: ଝାଡ଼ଖଣ୍ଡର ଧାନବାଦ ଜିଲାରେ ମଙ୍ଗଳବାର ମାଦବାଦୀମାନେ ଟ୍ରେନ୍‌ ଲାଇନ୍‌ ଉପରେ ବିସ୍ଫୋରଣ କରିଛନ୍ତି। ଫଳରେ ଏକ ମାଲଗାଡିର ୧୫ଟି ବଗି ଲାଇନ୍‌ଚ୍ୟୁତ ହୋଇଛି। 

ଜମ୍ମୁ-କଶ୍ମୀରରେ ଅଢ଼େଇ ମାସ ଧରି ଡେରା ପକାଇଛନ୍ତି ୨୧ ଜୈଶ୍‌ ଆତଙ୍କବାଦୀ: ୩ ଆକ୍ରମଣ ଯୋଜନା

ଜମ୍ମୁ-କଶ୍ମୀରରେ ଅଢ଼େଇ ମାସ ଧରି ଡେରା ପକାଇଛନ୍ତି ୨୧ ଜୈଶ୍‌ ଆତଙ୍କବାଦୀ: ୩ ଆକ୍ରମଣ ଯୋଜନା

ଶ୍ରୀନଗର,୧୯।୨: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟ ପାଇଁ ୨୦୧୮ ଡିସେମ୍ବରଠାରୁ ଜୈଶ୍‌-ଇ-ମହମ୍ମଦ ସଂଗଠନ ୨୧ ଜଣିଆ ସଦସ୍ୟ ଜମ୍ମୁ-କଶ୍ମୀରରେ ଲୁଚାଛପାରେ ପ୍ରବେଶ କରିଥିବା ଭାରତୀୟ ଗୋଇନ୍ଦା ବିଭାଗ ରିପୋର୍ଟରେ ସତର୍କ ସୂଚନା ଦିଆଯାଇଛି। 

ମାସ ମାସ ଧରି କୋଇଲା ବୋଝେଇ ଗାଡ଼ିରେ ପାକିସ୍ତାନରୁ ଆସୁଥିଲା ଆରଡିଏକ୍ସ: ରିପୋର୍ଟ

ମାସ ମାସ ଧରି କୋଇଲା ବୋଝେଇ ଗାଡ଼ିରେ ପାକିସ୍ତାନରୁ ଆସୁଥିଲା ଆରଡିଏକ୍ସ: ରିପୋର୍ଟ

ଶ୍ରୀନଗର,୧୯।୨:ପୁଲଓ୍ବାମାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ବ୍ୟବହୃତ ବିସ୍ଫୋରକ ସମ୍ପର୍କରେ ତଦନ୍ତକାରୀ ଦଳଙ୍କୁ ମିଳିଛି ଅନେକ ଗୁପ୍ତ ସୂଚନା।