ଫୁରସତ |

ଦୁଶ୍ଚିନ୍ତା ଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି, ସାଇକେଲ ଚଳାନ୍ତୁ...

ଦୁଶ୍ଚିନ୍ତା ଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି, ସାଇକେଲ ଚଳାନ୍ତୁ...

ପ୍ରତିଦିନ ସକାଳେ ସାଇକେଲ ଚଳାଇଲେ ଶରୀର ଫିଟ୍‌ ରହିଥାଏ। ସାଇକେଲ ଚଳାଇବା ଦ୍ୱାରା ମାନସିକ ଚାପ ହ୍ରାସ ପାଇବା ସହିତ ଚିନ୍ତା ଦୂରେଇ ଯାଏ। ନିୟମିତ ୨ରୁ ୩ କିଲୋମିଟର ସାଇକେଲ ଚଳାଇଲେ ଶରୀରରେ ରକ୍ତ ସଞ୍ଚାଳନ ଠିକ୍‌ ଭାବେ ହୋଇଥାଏ। ଫଳରେ ଶରୀରର ବିଭିନ୍ନ ହରମୋନ କ୍ଷେତ୍ରରେ ସମନ୍ବୟ ସ୍ଥିତି ସୃଷ୍ଟି ହୁଏ। ସାଇକେଲ ଚଳାଇଲେ ଶରୀରରେ ସେରୋଟେନିନ୍‌ ଏବଂ ଏଣ୍ଡୋର୍ଫିନ୍ସ୍‌ ହରମୋନ୍‌ସ୍ତର ବୃଦ୍ଧି ପାଇଥାଏ। ଏହି ହରମୋନକୁ ଖୁସି ହରମୋନ୍‌ କୁହାଯାଇଥାଏ। ଏହାର ପ୍ରଭାବରେ ମସ୍ତିିଷ୍କରେ ଆବଶ୍ୟକ ପରିମାଣରେ ରକ୍ତ ସଞ୍ଚାଳନ ହେବା ଯୋଗୁ ମନ ଖୁସି ରହିବା ସହିତ ଚାପମୁକ୍ତ ରହିଥାଏ। ସାଇକେଲ ଚଳାଇବା ପାଇଁ ଅନେକ ଚିକିତ୍ସକ ପରାମର୍ଶ ଦେଇଥାନ୍ତି। ଶିକ୍ଷାର୍ଥୀମାନଙ୍କ କ୍ଷେତ୍ରରେ ଏହା କନଫିଡେନ୍ସ୍‌ ବୃଦ୍ଧି କରିବାକୁ ସକ୍ଷମ ହୁଏ। ଦିନବେଳା ସାଇକେଲ ଚଳାଇଲେ ରାତିରେ ଭଲ ନିଦ ହୋଇଥାଏ।

All Right Reserved By

ଫୁରସତ |

ଯେଉଁଠି ଋଣ ପାଇଁ ନିଆଯାଏ ନିର୍ବସ୍ତ୍ର ସେଲଫି...

ଯେଉଁଠି ଋଣ ପାଇଁ ନିଆଯାଏ ନିର୍ବସ୍ତ୍ର ସେଲଫି...

ଚାଇନାରେ ବ୍ୟାଙ୍କ ତଥା ଅନ୍ୟାନ୍ୟ ସଂସ୍ଥାରୁ ଋଣ କରୁଥିବା ବ୍ୟକ୍ତିଙ୍କ ପାଇଁ ରହିଛି ଏକ ନୂଆ ନିୟମ। ଋଣ ଧାରକଙ୍କୁ ଏଠାରେ ଅନ୍ୟ ଆବଶ୍ୟକ ଡକୁମେଣ୍ଟ ସହିତ ତାଙ୍କର ନିର୍ବସ୍ତ୍ର ସେଲଫି ଦାଖଲ କରିବାକୁ ପଡ଼ିଥାଏ। 

ପ୍ରେମ ଓ ସୌଭାଗ୍ୟର ସୂଚନା ଦିଏ ଓଠର ତିଳ ଚିହ୍ନ

ପ୍ରେମ ଓ ସୌଭାଗ୍ୟର ସୂଚନା ଦିଏ ଓଠର ତିଳ ଚିହ୍ନ

ମଣିଷ ଶରୀରରେ ତିଳ ଚିହ୍ନର ମହତ୍ତ୍ୱ ରହିଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଓଠରେ ତିଳ ଚିହ୍ନ ଥିଲେ ଏହା ପ୍ରେମ ବିବାହ କରାଇବାରେ ସହାୟକ ହୋଇଥାଏ ବୋଲି ଅନେକ ଜ୍ୟୋତିଷ ସୂଚିତ କରିଥାନ୍ତି। 

ଝିଅକୁ ଶିଖାନ୍ତୁ  ସମ୍ପର୍କ ଯୋଡ଼ି ରଖିବାର କଳା

ଝିଅକୁ ଶିଖାନ୍ତୁ ସମ୍ପର୍କ ଯୋଡ଼ି ରଖିବାର କଳା

ଝିଅଟିଏ ବୋହୂ ହୋଇ ଶାଶୁଘରକୁ ଗଲେ ତାହାର ଦାୟିତ୍ୱ ବଢ଼ିଯାଏ। ଶାଶୁଘର ସଦସ୍ୟଙ୍କ ସହ ମନ ମିଳାଇ ତାକୁ ଚାଲିବାକୁ ପଡ଼େ। ତେବେ ସେଠାରେ ସେ କିପରି ସୁସମ୍ପର୍କ ରଖିପାରିବ, ସେନେଇ ତାକୁ ବିବାହ ପୂର୍ବରୁ କିଛି ଶିଖିବାକୁ ପଡିଥାଏ। ସେ ସମ୍ପର୍କରେ...

ପୁରୁଷ ବି ବ୍ୟବହାର କରିପାରିବେ ଗର୍ଭନିରୋଧକ ଟ୍ୟାବଲେଟ୍‌...

ପୁରୁଷ ବି ବ୍ୟବହାର କରିପାରିବେ ଗର୍ଭନିରୋଧକ ଟ୍ୟାବଲେଟ୍‌...

ବଜାରରେ ମହିଳାଙ୍କ ଉପଯୋଗୀ ଗର୍ଭନିରୋଧକ ଟ୍ୟାବଲେଟ୍‌ ଉପଲବ୍ଧ ହୋଇଥାଏ। ଏହାର ବ୍ୟବହାର କରିବା  ଦ୍ୱାରା ମହିଳାଙ୍କ ସେକ୍ସ୍‌ ହରମୋନ୍‌ ଉପରେ ପ୍ରଭାବ ପଡିଥାଏ।

ଜୀବନରେ ସରସତା ଭରିବା ପାଇଁ କରନ୍ତୁ ଏପରି...

ଜୀବନରେ ସରସତା ଭରିବା ପାଇଁ କରନ୍ତୁ ଏପରି...

ପାଟିରୁ ବାହାରୁଥିବା ଶବ୍ଦ କେତେବେଳେ ମଣିଷକୁ ଖୁସି କରାଏ ତ କେତେବେଳେ କରାଇଥାଏ ଦୁଃଖୀ ।

ନାନାବାୟା ଗୀତ ଶୁଣିଲେ କାହିଁକି ଶୋଇଯାଆନ୍ତି ଶିଶୁ...

ନାନାବାୟା ଗୀତ ଶୁଣିଲେ କାହିଁକି ଶୋଇଯାଆନ୍ତି ଶିଶୁ...

ଛୋଟ ଅଝଟ ଶିଶୁଙ୍କୁ ଶୁଆଇବା ପାଇଁ ମା’ମାନେ ନାନାବାୟା ଗୀତର ସାହାରା ନେଇଥାନ୍ତି। ପୃଥିବୀର ସମସ୍ତ ସଂସ୍କୃତି ତଥା ପରମ୍ପରାରେ ଏଭଳି ନାନାବାୟା ଗୀତକୁ ଲୋକଗୀତ ବୋଲି କୁହାଯାଇଥାଏ। ତେବେ ଏହା ଛୋଟ ଶିଶୁ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ ବୋଲି ଲଣ୍ଡନର ଗ୍ରେଟ୍‌ ଔରମଣ୍ଡ  ଷ୍ଟ୍ରିଟ୍‌ ହସ୍ପିଟାଲରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। 

 ବିବାହ  ପୂର୍ବରୁ ରକ୍ତ ପାନ କରେ ବର

ବିବାହ ପୂର୍ବରୁ ରକ୍ତ ପାନ କରେ ବର

ଭାରତର ବିଭିନ୍ନ ପ୍ରାନ୍ତରେ ବିବାହର ଭିନ୍ନ ଭିନ୍ନ ପରମ୍ପରା ରହିଛି। ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବାସ କରୁଥିବା ଗୋଣ୍ଡ ଜନଜାତିରେ ଅଛି ଏକ ଅଜବ ପରମ୍ପରା। ଏହି ଜନଜାତିଙ୍କ ବିବାହରେ ବରକୁ ଘୁଷୁରି ମାରିବାକୁ ପଡିଥାଏ।

ଏହି ଲେଡି ପୋଲିସଙ୍କ ହାତରେ ଗିରଫ ହେବାକୁ ଭୂଲ୍‌ କରୁଛନ୍ତି ଲୋକେ

ଏହି ଲେଡି ପୋଲିସଙ୍କ ହାତରେ ଗିରଫ ହେବାକୁ ଭୂଲ୍‌ କରୁଛନ୍ତି ଲୋକେ

ଜର୍ମାନୀର ପୋଲିସ ଅଫିସର ଏଡ୍ରିଏନ୍‌ ମୋଲେସଜର ଏବେ ଦେଖେଣାହାରୀଙ୍କ ମୁଣ୍ଡ ବିଗାଡିଛନ୍ତି। ଏମିତିକି ତାଙ୍କ ହାତରେ ଗିରଫ ହେବା ପାଇଁ ଏବେ ଅନେକ ଲୋକ କିଛି ନା କିଛି ଭୂଲ୍‌ କରିବସୁଛନ୍ତି। 

କୃତ୍ରିମ ଚନ୍ଦ୍ର

କୃତ୍ରିମ ଚନ୍ଦ୍ର

ଅତୀତରେ ଯାହା ଦିନେ ଥିଲା କବିର କଳ୍ପନା, ତାହା ଏବେ ବାସ୍ତବତାରେ ପରିଣତ ହେବାକୁ ଯାଉଛି। ଚାଇନାର ବୈଜ୍ଞାନିକମାନେ ୨୦୨୦ ମସିହା ସୁଦ୍ଧା ଆକାଶରେ ଏକ କୃତ୍ରିମ ଚନ୍ଦ୍ର ସ୍ଥାପନ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଏହି କୃତ୍ରିମ ଚନ୍ଦ୍ରକୁ ସିଚୁଆନ୍‌ ପ୍ରଦେଶର ରାଜଧାନୀ ଚେଙ୍ଗଡୁ  ସହର ଉପରେ ଅବସ୍ଥାପିତ କରାଯିବ...

ଦରଦାମ ବୃଦ୍ଧିର ଇଏ ବି ଏକ କାରଣ...

ଦରଦାମ ବୃଦ୍ଧିର ଇଏ ବି ଏକ କାରଣ...

ଦରଦାମ ବୃଦ୍ଧିର ଅନେକ କାରଣ ରହିଛି। ସେଥିମଧ୍ୟରେ ମୁଖ୍ୟ କାରଣ ହେଉଛି ମହିଳାଙ୍କ ଶପିଂ ଅଭ୍ୟାସ। 

ଗର୍ଭସ୍ଥ ଶିଶୁର ବିକାଶ କରେ ସଙ୍ଗୀତ...

ଗର୍ଭସ୍ଥ ଶିଶୁର ବିକାଶ କରେ ସଙ୍ଗୀତ...

ସଙ୍ଗୀତ ଚିକିତ୍ସା ଗର୍ଭସ୍ଥ ଶିଶୁର ବିକାଶରେ ସହାୟକ ହୋଇଥାଏ। ମାତୃ ଗର୍ଭରେ ୬ ସପ୍ତାହ ବେଳକୁ ଶିଶୁର ହୃଦ୍‌ସନ୍ଦନ ଆରମ୍ଭ ହୋଇଥାଏ। ଏହା ସହିତ ଧୀରେ ଧୀରେ ମସ୍ତିଷ୍କର ବିକାଶ ମଧ୍ୟ ହେବା ଆରମ୍ଭ କରେ। 

ଏମିତି ମନ୍ଦିର ଯେଉଁଠି ପ୍ରେମ ନିଶାରୁ ମୁକୁଳାଇବା ଲାଗି ହୁଏ ପୂଜା

ଏମିତି ମନ୍ଦିର ଯେଉଁଠି ପ୍ରେମ ନିଶାରୁ ମୁକୁଳାଇବା ଲାଗି ହୁଏ ପୂଜା

ଉତ୍ତରପ୍ରଦେଶ ସାହାରନପୁରରେ ରହିଛି ଶ୍ରୀବାଲାଜୀ ମହାରାଜଙ୍କ ମନ୍ଦିର। ମନ୍ଦିରରେ ହନୁମାନଙ୍କ ବାଳ ସ୍ବରୂପ ପୂଜା ହୋଇଥାନ୍ତି। ଏଠାରେ ଯୁବତୀ ଯୁବକଙ୍କ ମୁଣ୍ଡରୁ ପ୍ରେମ ନିଶା ଉତ୍ତାରିବା ଲାଗି କରାଯାଇଥାଏ ପୂଜା।