ଫୁରସତ |

ଯେଉଁଠି ବିବାହ ପୂର୍ବରୁ ହୁଏ ହନିମୁନ୍‌

ଯେଉଁଠି ବିବାହ ପୂର୍ବରୁ ହୁଏ ହନିମୁନ୍‌

ଛତିଶଗଡ଼ ବସ୍ତର ଅଞ୍ଚଳରେ ବାସ କରୁଥିବା ଗୋଣ୍ଡ ଜନଜାତିଙ୍କ ମଧ୍ୟରେ ଏକ ପରମ୍ପରା କାହିଁ କେଉଁ କାଳରୁ ଚାଲିଆସିଛି। ପରମ୍ପରା ଅନୁସାରେ ବରକନ୍ୟାଙ୍କୁ ବିବାହ ପୂର୍ବରୁ ହନିମୁନ୍‌ର ସୁଯୋଗ ଦିଆଯାଇଥାଏ। ଏଥିଲାଗି ଗାଁ ମୁଣ୍ଡରେ ଗୋଟିଏ କୁଡ଼ିଆ ଘର ତିଆରି ହୋଇଥାଏ। ସେଠାରେ ହିଁ ସମ୍ପୃକ୍ତ ଯୁବତୀ-ଯୁବକଙ୍କର ବିବାହ ପୂର୍ବରୁ ମିଳନ ହୋଇଥାଏ। ସ୍ଥାନୀୟ ଭାଷାରେ ଏହି ହନିମୁନ୍‌କୁ ଘୋଟୁଲ୍‌ କୁହନ୍ତି। ଏହି ପରମ୍ପରା ଦ୍ୱାରା ସମାଜରେ ବଳାତ୍କାର ଘଟଣା କମ୍‌ ହୋଇଥାଏ। ଏଥିସହିତ ଯୁବତୀ-ଯୁବକଙ୍କୁ ବିବାହ ପୂର୍ବରୁ ଯୌନକ୍ରିୟା ସମ୍ପର୍କରେ ପ୍ରଶିକ୍ଷିତ କରାଯାଏ ବୋଲି ଏହି ଜନଜାତିର ଲୋକେ କହିଥାନ୍ତି। ଏଭଳି ପରମ୍ପରା ଲିଙ୍ଗୋଦେବ ନାମକ ଦେବତା ଆରମ୍ଭ କରିଥିବା ଗୋଣ୍ଡ ସମାଜରେ ରହିଛି ବିଶ୍ୱାସ । ସେହି ଦେବତାଙ୍କୁ ଲିଙ୍ଗୋପେନୁ ଭାବେ ପୂଜା କରାଯାଇଥାଏ। ଝାଡ଼ଖଣ୍ଡର କେତେକ ଅଞ୍ଚଳରେ ମଧ୍ୟ ଏହି ପରମ୍ପରା ପ୍ରଚଳିତ ହେଉଥିବା ଦେଖିବାକୁ ମିଳିଥାଏ।


All Right Reserved By

ଫୁରସତ |

ସୁନାମୀ ସମୟରେ ସମୁଦ୍ରରେ ଫସିଥିଲୁ

ସୁନାମୀ ସମୟରେ ସମୁଦ୍ରରେ ଫସିଥିଲୁ

୨୦୦୫ର କଥା। ଭାରତର ୨୫ଜଣ ଡାକ୍ତର ଏକ କନଫରେନ୍ସରେ ଯୋଗଦେବା ପାଇଁ ମାଳଦ୍ୱୀପ ଯାଇଥାଉ। ସମୁଦ୍ର ଭିତରେ ନୌକାବିହାର କରିବାକୁ ଇଚ୍ଛା ହେଲା। ଏକ ଛୋଟ ଜଳ ଜାହାଜରେ ଆମେ ସମସ୍ତେ ସମୁଦ୍ର ଭିତରକୁ ଯାଇଥିଲୁ। ଅନେକ ବାଟ ଯିବା ପରେ ହଠାତ୍‌ ଆମ ଜାହାଜଟି ଢେଉରେ ଭୟଙ୍କରଭାବେ ଦୋହଲିବାକୁ ଲାଗିଲା। 

ସୌଭାଗ୍ୟ ଚାହୁଁଛନ୍ତି: ଗୁରୁବାର ଜପନ୍ତୁ ଏହି ମନ୍ତ୍ର

ସୌଭାଗ୍ୟ ଚାହୁଁଛନ୍ତି: ଗୁରୁବାର ଜପନ୍ତୁ ଏହି ମନ୍ତ୍ର

ଜୀବନରେ ଅର୍ଥ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ। ଆର୍ଥିକସ୍ଥିତିରେ ସୁଧାର ଲାଗି ଗୁରୁବାର ଶ୍ରୀସୁକ୍ତ ପାଠ କଲେ ମିଳିଥାଏ ସୁଫଳ। ଏହା ପାଠ କରିବା ସମୟରେ ମାତା ଲକ୍ଷ୍ମୀଙ୍କ ଫଟୋ କିମ୍ବା ମୂର୍ତ୍ତି ଉତ୍ତର ଦିଗରେ ରହିଲେ ମନୋସ୍କାମନା ପୂରଣ ହେବା ସହ ସମସ୍ତ ବାଧାବିଘ୍ନ ହୋଇଥାଏ ଦୂର। 

ମହିଳାଙ୍କ ମେଦବହୁଳତା ବଢ଼ାଏ ବେଡ୍‌ ଲାଇଟ୍‌...

ମହିଳାଙ୍କ ମେଦବହୁଳତା ବଢ଼ାଏ ବେଡ୍‌ ଲାଇଟ୍‌...

ଶୋଇଲାବେଳେ କେତେକେ ବେଡ୍‌ ଲାଇଟ୍‌ ଲଗାଇଥାନ୍ତି। ଅଧିକ ଆଲୋକରେ ଶୋଇବାକୁ ଭଲ ପାଉଥିବା ଲୋକେ ଏପରି କରିନ୍ତି। 

ପ୍ରେମିକାପ୍ରେମିକ ପରସ୍ପରକୁ ଇମ୍ପ୍ରେସ୍‌ କରିବା ପାଇଁ କୁହନ୍ତି ଅନେକ ମିଛ...

ପ୍ରେମିକାପ୍ରେମିକ ପରସ୍ପରକୁ ଇମ୍ପ୍ରେସ୍‌ କରିବା ପାଇଁ କୁହନ୍ତି ଅନେକ ମିଛ...

ପ୍ରେମରେ ପରସ୍ପରକୁ ଇମ୍ପ୍ରେସ୍‌ କରିବା ଲାଗି ପ୍ରେମିକାପ୍ରେମିକ ବିଭିନ୍ନ ଉପାୟ ଆପଣାଇଥାନ୍ତି। ସେମାନେ ନିଜ ସାଥୀ ସମ୍ମୁଖରେ ଦେଖାଇଥାନ୍ତି ବାକ୍‌ଚାତୁରୀ।

୨ କେୟାରଟେକର ଆବଶ୍ୟକ: ଦରମା ମିଳିବ ୯୧ ଲକ୍ଷ

୨ କେୟାରଟେକର ଆବଶ୍ୟକ: ଦରମା ମିଳିବ ୯୧ ଲକ୍ଷ

ସାନ୍‌ ଫ୍ରାନ୍‌ସିସ୍‌କୋ: ଆମେରିକାର କାଲିଫର୍ଣ୍ଣିଆ ଦ୍ୱୀପରେ ‘ଇଷ୍ଟ ବ୍ରଦର ଲାଇଟ୍‌ ଷ୍ଟେଶନ୍‌’ ନାମକ ଏକ ଲାଇଟ୍‌ ହାଉସ୍‌ ଅବସ୍ଥିତ। ଯାହାର ରକ୍ଷଣାବେକ୍ଷଣ ପାଇଁ ୨ କେୟାରଟେକର ଆବଶ୍ୟକ। ଏଥିପାଇଁ  ବାହାରିଥିବା ବିଜ୍ଞାପନ ବର୍ତ୍ତମାନ ଖୁବ୍‌ ଚର୍ଚ୍ଚାରେ ରହିଛି। ଆଶ୍ଚର୍ଯ୍ୟର କଥା ହେଲା ଏହି ୨ କେୟାରଟେକରଙ୍କୁ ୯୧ ଲକ୍ଷରୁ ଅଧିକ ଦରମା ଦିଆଯିବ।

ଦୁଇଟି ସାଇନ୍ସ ଚ୍ୟାନେଲ ଲଞ୍ଚ୍‌

ଦୁଇଟି ସାଇନ୍ସ ଚ୍ୟାନେଲ ଲଞ୍ଚ୍‌

ନୂଆଦିଲ୍ଲୀ: ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଏବଂ ପ୍ରସାରଣକାରୀ ଦୂରଦର୍ଶନ ପକ୍ଷରୁ ମଙ୍ଗଳବାର ଡିଡି ସାଇନ୍ସ ଏବଂ ଇଣ୍ଡିଆନ୍‌ ସାଇନ୍ସ ନାମରେ ଦୁଇଟି ସାଇନ୍ସ ଚ୍ୟାନେଲ ଲଞ୍ଚ୍‌ କରାଯାଇଛି। ଫ୍ରି ଟୁ ଏୟାର ଚ୍ୟାନେଲ ଲଞ୍ଚ୍‌ କରି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଲେ, ବୈଜ୍ଞାନିକ ପଦ୍ଧତିର ବିକାଶ ଜରୁରୀ ଆବଶ୍ୟକ ହୋଇଥିବା ବେଳେ ୨୪/୭ ଚ୍ୟାନେଲ୍‌ ଲଞ୍ଚ୍‌ କରିବା ପାଇଁ ଅନ୍ତିମ ଲକ୍ଷ୍ୟ ରଖାଯାଇଛି।

ଶ୍ୟାମଳ ଯୁବକଙ୍କୁ ଅଧିକ ପସନ୍ଦ କରନ୍ତି  ସୁନ୍ଦରୀ ଯୁବତୀ...

ଶ୍ୟାମଳ ଯୁବକଙ୍କୁ ଅଧିକ ପସନ୍ଦ କରନ୍ତି ସୁନ୍ଦରୀ ଯୁବତୀ...

ସୁନ୍ଦରୀ ଯୁବତୀ ଶ୍ୟାମଳ ଯୁବକଙ୍କୁ ଅଧିକ ପସନ୍ଦ କରିଥାନ୍ତି। ଏନେଇ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି। 

ଏହି ମହିଳା ଆଲିଙ୍ଗନ କଲେ ଦୂର ହୁଏ ରୋଗ

ଏହି ମହିଳା ଆଲିଙ୍ଗନ କଲେ ଦୂର ହୁଏ ରୋଗ

ଆଲିଙ୍ଗନ କଲେ ଆପଣାପଣ ବଢେ ବୋଲି କୁହାଯାଏ। କିନ୍ତୁ ଆମେରିକାର ଜଣେ ମହିଳା ଆଲିଙ୍ଗନ କରି ରୋଗ ଚିକିତ୍ସା କରୁଛନ୍ତି। କଥାଟା ସିନା ବିଶ୍ୱାସ ହେଉନି ହେଲେ ଏହା ଶହେ ପ୍ରତିଶତ ଶତ ବୋଲି କୁହାଯାଉଛି। 

ପ୍ରତିଦିନ ୧୦ଟି ଝିଟିପିଟି ଖାଆନ୍ତି ଏହି ବ୍ୟକ୍ତି

ପ୍ରତିଦିନ ୧୦ଟି ଝିଟିପିଟି ଖାଆନ୍ତି ଏହି ବ୍ୟକ୍ତି

ମଧ୍ୟପ୍ରଦେଶ ମୈନା ଗାଁର କୈଳାଶଙ୍କୁ ସଭିଏଁ ବିଷପୁରୁଷ ବୋଲି କୁହନ୍ତି। କୈଳାଶ ପ୍ରତିଦିନ ୧୦ଟି ଝିଟିପିଟି ଖାଇଥାନ୍ତି। 

କାହିଁକି ରାତିରେ ଦହି ଖାଇବା ମନା...

କାହିଁକି ରାତିରେ ଦହି ଖାଇବା ମନା...

ସାଧାରଣତଃ ରାତିରେ ଦହି ଖାଇବାକୁ ମନା କରାଯାଇଥାଏ। କାରଣ ଏହା ଶରୀରର ସ୍ବାଭାବିକ ମେଟାବୋଲିକ୍‌ ପ୍ରକିୟାରେ ବାଧା ସୃଷ୍ଟି କରିଥାଏ। 

କୁମ୍ଭମେଳାରେ ନାଗାସାଧୁଙ୍କ ମଡର୍ଣ୍ଣ ଲୁକ୍‌, କେହି ଲାପ୍‌ଟପ୍‌ ଚଳାଉଥିଲେ ତ କେହି କଳାଚଷମା ପିନ୍ଧି ଦେଉଥିଲେ ଆର୍ଶିବାଦ

କୁମ୍ଭମେଳାରେ ନାଗାସାଧୁଙ୍କ ମଡର୍ଣ୍ଣ ଲୁକ୍‌, କେହି ଲାପ୍‌ଟପ୍‌ ଚଳାଉଥିଲେ ତ କେହି କଳାଚଷମା ପିନ୍ଧି ଦେଉଥିଲେ ଆର୍ଶିବାଦ

ଉତ୍ତରପ୍ରଦେଶର ପ୍ରୟାଗରାଜରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି କୁମ୍ଭମେଳା। ବିଶ୍ୱ ପ୍ରସିଦ୍ଧ ଏହି ମେଳାରେ ଲକ୍ଷ ଲକ୍ଷ ସଂଖ୍ୟାରେ ନାଗା ସାଧୁ ଏବଂ ଶ୍ରଦ୍ଧାଳୁମାନେ ଯୋଗଦେଇ ନଦୀରେ ବୁଡ଼ ପକାଇଛନ୍ତି।

ଚାଇନା ମହିଳାଙ୍କୁ ଅଜବ ରୋଗ: ଶୁଣିପାରୁନାହାନ୍ତି ପୁରୁଷଙ୍କ କଥା, ଚିନ୍ତାରେ ପ୍ରେମିକ

ଚାଇନା ମହିଳାଙ୍କୁ ଅଜବ ରୋଗ: ଶୁଣିପାରୁନାହାନ୍ତି ପୁରୁଷଙ୍କ କଥା, ଚିନ୍ତାରେ ପ୍ରେମିକ

ଚାଇନାର ଜଣେ ମହିଳା ବିରଳ କାନରୋଗରେ ପୀଡ଼ିତ। ଯାହା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ। କାରଣ ଏହି ରୋଗରେ ତାଙ୍କୁ କେବଳ ମହିଳାଙ୍କ ଶବ୍ଦ ଶୁଣାଯାଉଛି। ସେ ପୁରୁଷଙ୍କ ସ୍ବର ତଥା କଥା ଶୁଣିପାରୁନାହାନ୍ତି। ତାଙ୍କ ନାମ ଚେନ୍‌।