ଜୀବନଚର୍ଯ୍ୟା |

ପୁରୁଷଙ୍କ ଅପ୍ରଜନନତା

ପୁରୁଷଙ୍କ ଅପ୍ରଜନନତା

”ପୁରୁଷଙ୍କ କ୍ଷେତ୍ରରେ ଅପ୍ରଜନନତା ଅସାଧାରଣ ଶୁକ୍ର ଉପତ୍ାଦନ କିମ୍ବା ନିମ୍ନମାନର ଶୁକ୍ର ନିର୍ଗମନ ଯୋଗୁଁ ହୋଇଥାଏ। ପୁରୁଷମାନଙ୍କଠାରେ ଶୁକ୍ର ଉପତ୍ାଦନ ଓ ବିକାଶରେ କୌଣସି ଅସୁବିଧା ନ ଥାଇପାରେ, କିନ୍ତୁ ଗଠନ ତଥା ନିର୍ଗମନ ସମସ୍ୟା ସୁସ୍ଥ ଶୁକ୍ରାଣୁଯୁକ୍ତ ନିର୍ଗମନ ଫ୍ଲୁଇଡ଼ମାନଙ୍କୁ ପ୍ରଜନନ ହୋଇପାରୁଥିବା ଫାଲୋପିଆନ୍‌ ଟ୍ୟୁବ୍‌ରେ ପହଞ୍ଚତ୍ବାରେ ବଧା ଦେଇଥାଏ। କମ୍‌ ପରିମାଣର ଶୁକ୍ର, ଶୁକ୍ରାଣୁ ନିର୍ଗମନରେ ସମସ୍ୟାକୁ ଦର୍ଶାଇଥାଏ। ପ୍ରାୟତଃ ପୁରୁଷଙ୍କଠାରେ ଅପ୍ରଜନନତାର ସଂକେତଗୁଡ଼ିକ ଗୁରୁତ୍ୱପର୍ଣ୍ଣ ।“ 


ସମସ୍ତ ପରୀକ୍ଷଣ ଠିକ୍‌ ହେବା ପରେ ମଧ୍ୟ ଅନେକ ଦମ୍ପତିଙ୍କ ପକ୍ଷେ ପ୍ରାକୃତିକ ଉପାୟରେ ଗର୍ଭଧାରଣ କରିବା କଷ୍ଟକର ହୋଇଥାଏ। ଗର୍ଭଧାରଣ କରିବାକୁ ଚେଷ୍ଟା କରୁଥିବା ଦମ୍ପତିମାନଙ୍କଠାରେ ପୁରୁଷଙ୍କ ଅପ୍ରଜନନତା ହେଉଛି ପ୍ରମୁଖ କାରଣମାନଙ୍କ ମଧ୍ୟରୁ ଗୋଟିଏ, ଯାହା ସବୁବେଳେ ନଜରକୁ ଆସିଥାଏ। ଶୁକ୍ରାଣୁର ଗୁଣବତ୍ତା ଓ ପରିମାଣ ଗର୍ଭଧାରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ଏବଂ ପୁରୁଷଙ୍କ ପ୍ରଜନନତାରେ ନିଷ୍ପତ୍ତିମୂଳକ କାରଣ ମଧ୍ୟ ହୋଇଥାଏ। ଏହି ସମ୍ଭାବନାଗୁଡ଼ିକ ୧୦ଟି ଫୋଲ୍ଡରେ ଗ୍ରହଣ ହୋଇ ନ ଥାଏ ଓ ବହିର୍ଗତ ହୋଇଥିବା ଶୁକ୍ରାଣୁର ପରିମାଣ କମ୍‌ ଓ ନିମ୍ନମାନର ହୋଇଥିଲେ ସମୟେ ସମୟେ ଏହା ଅଧିକ ହୋଇଥାଏ।

କାରଣ: ପୁରୁଷଙ୍କ କ୍ଷେତ୍ରରେ ଅପ୍ରଜନନତା ଅସାଧାରଣ ଶୁକ୍ର ଉପତ୍ାଦନ କିମ୍ବା ନିମ୍ନମାନର ଶୁକ୍ର ନିର୍ଗମନ ଯୋଗୁ ହୋଇଥାଏ। ପୁରୁଷମାନଙ୍କଠାରେ ଶୁକ୍ର ଉପତ୍ାଦନ ଓ ବିକାଶରେ କୌଣସି ଅସୁବିଧା ନ ଥାଇପାରେ, କିନ୍ତୁ ଗଠନ ତଥା ନିର୍ଗମନ ସମସ୍ୟା ସୁସ୍ଥ ଶୁକ୍ରାଣୁଯୁକ୍ତ ନିର୍ଗମନ ଫ୍ଲୁଇଡ଼ମାନଙ୍କୁ ପ୍ରଜନନ ହୋଇପାରୁଥିବା ଫାଲୋପିଆନ୍‌ ଟ୍ୟୁବ୍‌ରେ ପହଞ୍ଚତ୍ବାରେ ବାଧା ଦେଇଥାଏ। କମ୍‌ ପରିମାଣର ଶୁକ୍ର, ଶୁକ୍ରାଣୁ ନିର୍ଗମନରେ ସମସ୍ୟାକୁ ଦର୍ଶାଇଥାଏ। ପ୍ରାୟତଃ ପୁରୁଷମାନଙ୍କଠାରେ ଅପ୍ରଜନନତାର ସଂକେତଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ।  ପୁରୁଷଙ୍କ ଅପ୍ରଜନନତାର ତିନୋଟି (ଅଧିକ ହୋଇଥାଇପାରେ) ପ୍ରମୁଖ କାରଣଗୁଡ଼ିକ ହେଉଛି- ଓଲିଗୋଜୁସ୍ପର୍ମିଆ (କମ୍‌ ପରିମାଣର ଶୁକ୍ର), ଟେରାଟୋଜୁସ୍ପର୍ମିଆ (ଶୁକ୍ରର ଅସାଧାରଣ ରୂପତତ୍ତ୍ୱ) ଏବଂ ଶୁକ୍ର ସ୍ଥାନାନ୍ତରଣ ସମସ୍ୟା। ଶୁକ୍ର ସ୍ଥାନାନ୍ତରଣ ସମସ୍ୟା ପାଖାପାଖି ୨୦% ପୁରୁଷଙ୍କ ଅପ୍ରଜନନତାର କାରଣ ହୋଇଥାଏ। ଶୁକ୍ର ସ୍ଥାନାନ୍ତରଣ ସମସ୍ୟାଜନିତ ଜଟିଳତା ଶୁକ୍ରର ଘନତାରେ କମ୍‌ର କାରଣ ହୋଇଥାଏ ଏବଂ ଏଥିଯୋଗୁ ଶୁକ୍ର ମହିଳାଙ୍କ ତଳିପେଟରେ ସୁରକ୍ଷିତ ଭାବରେ ଯିବାକୁ ସକ୍ଷମତା ରଖି ନ ଥାଏ। 

ଶୁକ୍ରାଣୁ ଟେଷ୍ଟିସ୍‌ମାନଙ୍କ ଦ୍ୱାରା ଉପନ୍ନ ହୋଇଥାଏ ଏବଂ ଏହା ପରିପକ୍ୱ ହେବା ପାଇଁ ୭୨ ଦିନ ସମୟ ନେଇଥାଏ। ଏହି ପରିପକ୍ୱ ଶୁକ୍ର ମୋଟିଲିଟି ଗ୍ରହଣ କରିବା ପାଇଁ ଟେଷ୍ଟିସ୍‌ରୁ ଏପିଡିଡାଇମିସ୍‌କୁ ଯାଇଥାଏ  ଏବଂ ସେଥିପାଇଁ ଏହା ୧୦ ଦିନ ପରେ ପରବର୍ତ୍ତୀ ଅର୍ଗାଜିମ୍‌ କରିବାକୁ ପ୍ରସ୍ତୁତ ହୋଇଥାଏ। କିନ୍ତୁ ନଳୀରେ ଥିବା କିଛି ପ୍ରତିରୋଧକ ନିର୍ଗମନ ଶୁକ୍ରରସରେ ଶୁକ୍ରାଣୁର ଅଭାବର କାରଣ ହୋଇଥାଏ।

ଶୁକ୍ରାଣୁର ଗତିକୁ କ’ଣ ପ୍ରଭାବିତ କରିଥାଏ : ନିମ୍ନମାନର ଶୁକ୍ର କ୍ଷରଣ ହେବାର କେତୋଟି କାରଣ ରହିଛି।  

ନିର୍ଗମନର ପଶ୍ଚାତ୍‌ଗାମୀ :  ଯୌନକ୍ରିୟା ସମୟରେ ପୁରୁଷର ମୂତ୍ରାଶୟ ବନ୍ଦ ହୋଇପାରି ନ ଥାଏ, ଯାହାଫଳରେ ଶୁକ୍ରରସ ଲିଙ୍ଗ ଦ୍ୱାରା ନିର୍ଗମନ ନ ହୋଇ ମୂତ୍ରାଶୟ ମଧ୍ୟକୁ ଫେରିଯାଇଥାଏ। ଏହା ସ୍ନାୟୁ ବ୍ୟବସ୍ଥାରେ ରୋଗ, ଚିକିସତ୍ା କିମ୍ବା ଆଗୁଆ ଅସ୍ତ୍ରୋପଚାର ଯୋଗୁ ହୋଇଥାଏ। 

ଭାସେକ୍ଟୋମି ରିଭର୍ସାଲ୍‌ରେ ଅସଫଳ : ଆଜି ପର୍ଯ୍ୟନ୍ତ ଭାସେକ୍ଟୋମି ରିଭର୍ସାଲ୍‌ ପଦ୍ଧତିରୁ ଆଶାନୁରୂପ ସଫଳତା ମିଳିନାହିଁ।  ଭାସେକ୍ଟୋମି ରିଭର୍ସାଲ୍‌ ପରେ ଆଣ୍ଟି-ସ୍ପର୍ମ ଆଣ୍ଟି ବଡି ବିକଶିତ ହୋଇଥାଆନ୍ତି ଏବଂ ତାହା  ଗର୍ଭଧାରଣରେ ବାଧା ସୃଷ୍ଟି କରିଥାଏ।

ପ୍ରତିରୋଧ :  ପୁରୁଷର ଟେଷ୍ଟିସ୍‌ରେ ଥିବା ଶୁକ୍ର ଉପତ୍ାଦନ, ଶୁକ୍ର କ୍ଷରଣ ଓ ସଂରକ୍ଷଣ ଡକ୍ଟ ସହ ଜଡ଼ିତ ବ୍ୟବସ୍ଥାମାନଙ୍କୁ ଶୁକ୍ର ସଂରକ୍ଷଣ ଓ ସେଗୁଡ଼ିକୁ ମୂତ୍ରନଳୀକୁ ସ୍ଥାନାନ୍ତର କରିବାକୁ ହୋଇଥାଏ। ଅସ୍ତ୍ରୋପଚାର, ସଂକ୍ରମଣ ଓ ବଂଶାନୁକ୍ରମିକ ରୋଗ ଶୁକ୍ର କ୍ଷରଣକୁ ରୋକିପାରେ। କିଛି ପୁରୁଷ ଜନ୍ମରୁ ଡକ୍ଟଗୁଡ଼ିକୁ ବନ୍ଦ କରିଥାଆନ୍ତିି କିମ୍ବା ନଳୀଗୁଡ଼ିକୁ ହରାଇଥାଆନ୍ତିି। ତେଣୁ ଲିଙ୍ଗ ମଧ୍ୟରେ ଥିବା ମୂତ୍ରନଳୀର ବହିର୍ଗମନ ପଥ ମଧ୍ୟ ନିମ୍ନ ଶୁକ୍ର କ୍ଷରଣର କାରଣ ହୋଇଥାଏ। 

ଇରେକ୍ଟାଇଲ୍‌ ଡିସ୍‌ଫଙ୍କଶନ : ଯୌନ ସମସ୍ୟା, ଯେପରି କି ଅପରିପକ୍ୱ ନିର୍ଗମନ ଓ ଇରେକ୍ଟାଇଲ୍‌ ଡିସ୍‌ଫଙ୍କଶନ୍‌ ଗର୍ଭଧାରଣ ରୋକିଥାଏ। ଦମ୍ପତିମାନେ ମାନସିକ ପରାମର୍ଶ ନେଇପାରିବେ ଏବଂ ଇରେକ୍ସନ୍‌ ଓ ଯୌନ କ୍ରିୟାରେ ହେଉଥିବା ଅସୁବିଧାର କାରଣ ବିଷୟରେ ଅବଗତ ହୋଇପାରିବେ।

ଶୁକ୍ର ପରିବହନ ସମସ୍ୟାର ବିଭାଗୀକରଣ:

ଟେଷ୍ଟିସଠାରୁ ମୂତ୍ରନଳୀକୁ ଶୁକ୍ର ଧାରଣ କରିଥିବା ବିଭିନ୍ନ ଡକ୍ଟରେ ଥିବା ବ୍ଲକେଜ ଶୁକ୍ର ପରିବହନରେ ଅସୁବିଧାର କାରଣ ହୋଇପାରେ ା ଶୁକ୍ର ପରିବହନରେ ଦେଖାଯାଉଥିବା ଅସୁବିଧା ମଧ୍ୟରେ ଜନ୍ମଗତ ଅସୁବିଧା, ଅର୍ଜନ କରିଥିବା ଅସୁବିଧା ଏବଂ କାର୍ଯ୍ୟକଳାପଜନିତ ଅସୁବିଧା ରହିଛି ା

ଜନ୍ମଗତ ଅସୁବିଧା : ଏହା ଏକ ଜନ୍ମଗତ ଅସୁବିଧା, ଯାହା ମଧ୍ୟରେ ଅସ୍ବାଭାବିକ ବୃଦ୍ଧି ରହିଥାଏ ଏବଂ ସ୍ପର୍ମ ଡକ୍ଟ ଅଣଓସାରିଆ ରହିଥାଏ ା ଏହା ସେମିନାଲ ଭେସିକଲ (ସ୍ପର୍ମ ସଂଗ୍ରହ କରୁଥିବା)ରୁ ସିମେନର ଏବଂ ମୂତ୍ରନଳୀ ମାଧ୍ୟମରେ ଭାସରୁ ଉପାଦାନ ପରିବହନ କରିବା ପାଇଁ ଅନୁପସ୍ଥିତ ଥାଏ ା  

ଅର୍ଜିତ ପରିସ୍ଥିତି : ଏହା ପୂର୍ବରୁ ଥିବା ରୋଗ କିମ୍ବା ପ୍ରଜନନ ବ୍ୟବସ୍ଥାରେ ସଂକ୍ରମଣ ପାଇଁ ହୋଇଥାଏ ା ଶୁକ୍ର ପରିବହନ ସ୍କାର୍ସ ଦ୍ୱାରା ପ୍ରଭାବିତ ହୋଇଥାଏ ଯାହା ଡକ୍ଟରେ ସ୍ପର୍ମର ରାସ୍ତାକୁ ପ୍ରତିରୋଧ କରୁଥିବା ଇନଫ୍ଲାମେଶନ ପାଇଁ ହୋଇଥାଏ ା ଯଦି କୌଣସି ରୋଗୀ ପେଟର ସର୍ଜରି ତଥା ହାର୍ନିଆ ଇତ୍ୟାଦି ହୋଇଥାଏ ଯାହା ଦ୍ୱାରା ରୋଗୀଙ୍କ ମଧ୍ୟରେ ସ୍ପର୍ମର ଗତି ପ୍ରଭାବିତ ହୋଇଥାଏ ା   

କାର୍ଯ୍ୟକଳାପଜନିତ ଅସୁବିଧା : ସ୍ନାୟୁ ବ୍ୟବସ୍ଥାରେ ଥିବା କିଛି ଅସୁବିଧା ସ୍ପର୍ମ ଗତି କ୍ଷମତାକୁ ପ୍ରଭାବିତ କରିଥାଏ ା ପରିସ୍ଥିତି ତଥା ସ୍ନାୟୁର ଅସୁବିଧା ଦୁର୍ଘଟଣା କିମ୍ବା ସର୍ଜରି ଦ୍ୱାରା ହୋଇଥାଏ, ଯାହା ମେରୁଦଣ୍ଡରେ ଆଘାତ ଯୋଗୁ ହୋଇଥାଏ (ମାଂସପେଶୀର ଗତିରେ ପ୍ରଭାବ ପକାଇଥାଏ), ସ୍ପର୍ମର ପରିବହନରେ ପ୍ରତିକୂଳ ପ୍ରଭାବ ପକାଇଥାଏ ା ଆଣ୍ଟି-ଡିସ୍ପରାଣ୍ଟ ମେଡିସିନଗୁଡିକ ସ୍ନାୟୁ ବ୍ୟବସ୍ଥା ଉପରେ ପ୍ରଭାବ ପକାଇଥାଏ ା  

ଆସିଷ୍ଟେଡ ପ୍ରଜନନ କୌଶଳ : ବିଭିନ୍ନ କୌଶଳ ମଧ୍ୟରେ ଇନ ଭିଟ୍ରୋ ଫର୍ଟିଲାଇଜେଶନ(ଆଇଭିଏଫ୍‌) ଏବଂ ଇନଟ୍ରାସାଇଟୋପ୍ଲାସମିକ ସ୍ପର୍ମ ଇନ୍‌ଜେକଶନ (ଆଇସିଏସଆଇ) ସ୍ପର୍ମ ରିଟ୍ରାଇଭାଲ ପାଇଁ ରହିଛି ଯାହା ମଧ୍ୟରେ ପରକ୍ୟୁଟାନିଅସ ଏପିଡିଡାଇମାଲ ସ୍ପର୍ମ ଆସ୍ପିରେଶନ, ସ୍ପର୍ମ ଆସ୍ପିରେଶନ, ମାଇକ୍ରୋ ସର୍ଜିକାଲ ଇପିଡିଡାଇମାଲ ସ୍ପର୍ମ ଆସ୍ପିରେଶନ ଏବଂ ଓପନ ଟେଷ୍ଟିକୁଲାର ସ୍ପର୍ମ ଏକ୍ସଟ୍ରାକ୍ସନ ରହିଛି, ମେଡିକାଲ ବିଜ୍ଞାନ କ୍ଷେତ୍ରରେ ବିକାଶ ସହିତ ଆଇଭିଏଫ୍‌ କୌଶଳ ଅଧିକ ପ୍ରଚଳିତ ହୋଇଛି ା 

ସର୍ଜିକାଲ ସ୍ପର୍ମ ରିଟ୍ରାଇଭାଲ ଏକ କୌଶଳ ଯାହା ଆଇଭିଏଫ ଏବଂ ଆଇଭିଏଫ୍‌-ଆଇସିଏସ୍‌ଆଇ ଉଭୟରେ ଆବଶ୍ୟକ କରୁଥିବା ସ୍ପର୍ମ ଯୋଗାଇଥାଏ ା 

ଟେଷ୍ଟିକୁଲାର ସ୍ପର୍ମ ରିଟ୍ରାଇଭାଲ ଏକ ନୂତନ ଏବଂ ବର୍ତ୍ତମାନର ପ୍ରଯୁକ୍ତିବିଦ୍ୟା ମଧ୍ୟରେ ଅତ୍ୟନ୍ତ ଅତ୍ୟାଧୁନିକ କୌଶଳ ା ଏ କ୍ଷେତ୍ରରେ ଆଇସିଏସ୍‌ଆଇ ଏବଂ ଆଇଭିଏଫ୍‌ର ଉତ୍ପତ୍ତି ଦ୍ୱାରା ଏହି କୌଶଳ ଅଣ୍ଡକୋଷ ସୃଷ୍ଟି କରିଥାଏ, ଏହା ସ୍ପର୍ମ ମାଚ୍ୟୁର କରିବାରେ ବାଧ୍ୟତାମୂଳକ ନୁହେଁ ଏବଂ ଏହା ଏପିଡାଇଡାମିସ ମଧ୍ୟରେ ଗତି କରିଥାଏ ା ଏହି ପ୍ରକିୟା କିଛି ସର୍ଜରି ତଥା ଭାସ୍କୋଟୋମି, ସଂକ୍ରମଣ କିମ୍ବା ଜନ୍ମଗତ କାରଣ ଯୋଗୁ ହୋଇଥିବା ଏପିଡାଇଡାଏମିସରେ ବ୍ଲକେଜ ଥିବା ରୋଗୀଙ୍କ ପାଇଁ ଖୁବ ଲାଭଦାୟକ ା 

ଡା. ଲିପ୍‌ସା ମିଶ୍ର

-ସ୍ତ୍ରୀରୋଗ ବିଶେଷଜ୍ଞ ଏବଂ ଆଇଭିଏଫ୍‌ ଏକ୍ସପର୍ଟ, ଇନ୍ଦିରା ଆଇଭିଏଫ୍‌ ହସ୍ପିଟାଲ, ଭୁବନେଶ୍ୱର


All Right Reserved By

ଜୀବନଚର୍ଯ୍ୟା |

ଏହି ଜୁସ୍‌ ସହ ଔଷଧ ସେବନ କରୁଛନ୍ତି କି? ହୋଇପାରେ ହାନିକାରକ

ଏହି ଜୁସ୍‌ ସହ ଔଷଧ ସେବନ କରୁଛନ୍ତି କି? ହୋଇପାରେ ହାନିକାରକ

ଔଷଧ ସେବନ ପାଇଁ ପାଣିର ଆବଶ୍ୟକତା ସମ୍ପର୍କରେ ସମସ୍ତଙ୍କୁ ଜଣା। କିନ୍ତୁ ଆମ ଭିତରେ ଅନେକ ଅଛନ୍ତି, ଯେଉଁମାନେ ଔଷଧକୁ ପାଣି ବଦଳରେ ଜୁସ୍‌ ସହ ସେବନ କରିଥାନ୍ତି। 

ବ୍ରେକଫାଷ୍ଟ କରୁନାହାନ୍ତି କି? ହୋଇପାରେ ଏସବୁ ରୋଗ

ବ୍ରେକଫାଷ୍ଟ କରୁନାହାନ୍ତି କି? ହୋଇପାରେ ଏସବୁ ରୋଗ

ବ୍ୟସ୍ତବହୁଳ ଜୀବନରେ ଲୋକଙ୍କ ପାଖରେ ସମୟ ନାହିଁ ଶାନ୍ତିରେ ବସି ଖାଇବାକୁ। ଯେତେବେଳେ ଯାହା ମିଳିଲା ଖାଇ ଦେଉଛନ୍ତି। ଫଳରେ ନାନା ରୋଗର ଶିକାର ହେଉଛନ୍ତି। 

ନିୟମିତ ଏହାକୁ ପିଇଲେ ଜିନ୍‌ରେ ଆସେ ପରିବର୍ତ୍ତନ...

ନିୟମିତ ଏହାକୁ ପିଇଲେ ଜିନ୍‌ରେ ଆସେ ପରିବର୍ତ୍ତନ...

ଦୈନଦିନ ଜୀବନରେ କେତେକ ଖାଦ୍ୟାଭାସ ଦ୍ୱାରା ଶରୀର ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ।

କୋଲେଷ୍ଟରଲ କମାଏ ଏହି ରସ...

କୋଲେଷ୍ଟରଲ କମାଏ ଏହି ରସ...

ସକାଳେ ଚାମୁଚେ ଅଁଳାରସ ପିଇଲେ ଶରୀରର ଅନେକ ଉପକାର ହୋଇଥାଏ। ଏହା ରକ୍ତ ସଞ୍ଚାଳନ ବୃଦ୍ଧି କରିବା ସହିତ କୋଲେଷ୍ଟରଲ ସ୍ତର ହ୍ରାସ କରେ। ଫଳରେ ରକ୍ତଚାପରୁ ମିଳିଥାଏ ମୁକ୍ତି। 

ଏସବୁ ଲକ୍ଷଣ ଥିବା ଝିଅ ହୋଇଥାନ୍ତି ଭାଗ୍ୟଶାଳୀ, ବିବାହ କଲେ ରହିବେ ଖୁସିରେ

ଏସବୁ ଲକ୍ଷଣ ଥିବା ଝିଅ ହୋଇଥାନ୍ତି ଭାଗ୍ୟଶାଳୀ, ବିବାହ କଲେ ରହିବେ ଖୁସିରେ

ବିବାହକୁ ନେଇ ପ୍ରତ୍ୟେକ ଯୁବତୀଯୁବକଙ୍କ କିଛି ନା କିଛି ଆଶା ରହିଥାଏ। ଅଧିକାଂଶ ପୁଅ ଚାହାନ୍ତି, ଯେଉଁ ଝିଅକୁ ସେ ବିବାହ କରିବାକୁ ଯାଉଛନ୍ତି ସେ ଭାଗ୍ୟଶାଳୀ ହୋଇଥାନ୍ତୁ।

ଅଧିକ ପାଣି ପିଉଛନ୍ତି କି? ଦେଖାଦେଇପାରେ କିଡ୍‌ନୀ ସମସ୍ୟା

ଅଧିକ ପାଣି ପିଉଛନ୍ତି କି? ଦେଖାଦେଇପାରେ କିଡ୍‌ନୀ ସମସ୍ୟା

ମଣିଷ ଶରୀର ପାଇଁ ଜଳର ଆବଶ୍ୟକତା କେତେ ଜରୁରୀ ତାହା ସମସ୍ତଙ୍କୁ ଜଣା। ଜଳପାନ ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ନିଷ୍କାସିତ ହୋଇଥାଏ। 

ବ୍ରେକଅପ୍‌ ପରେ  ଏହିସବୁ କଥାରେ ଚିଡ଼ି ଉଠନ୍ତି ଯୁବତୀଯୁବକ

ବ୍ରେକଅପ୍‌ ପରେ ଏହିସବୁ କଥାରେ ଚିଡ଼ି ଉଠନ୍ତି ଯୁବତୀଯୁବକ

ସମୟ ବଦଳିବା ସହ ଆଜିକାଲି ରିଲେସନଶିପ୍‌ରେ ରହିବା ଯୁବପିଢ଼ିଙ୍କ ପାଇଁ ଏକ ଫ୍ୟାଶନ ହୋଇଗଲାଣି। କେତେକ ଏଥିରୁ ଧୋକ୍କା ଖାଉଛନ୍ତି ତ ଆଉ କେତେଜଣ ସିଙ୍ଗଲ୍‌ ରହିବାକୁ ପସନ୍ଦ କରୁଛନ୍ତି।

ଝିଅଙ୍କର ଏହି ୪ ଜିନିଷ ଦେଖି ପସନ୍ଦ କରିଥାନ୍ତି ପୁଅ

ଝିଅଙ୍କର ଏହି ୪ ଜିନିଷ ଦେଖି ପସନ୍ଦ କରିଥାନ୍ତି ପୁଅ

ବିଶେଷକରି ସୁନ୍ଦରତା ଉପରେ ଝିଅମାନଙ୍କର ନଜର ଥାଏ। ସେ ସୁନ୍ଦର ଦେଖାଯିବା ପାଇଁ ଅନେକ ଦିଗ ଉପରେ ନଜର ରଖିଥାନ୍ତି। କୁହାଯାଏ ଝିଅଟିଏ ପୁଅକୁ ଆକର୍ଷିତ କରିବା ପାଇଁ ସର୍ବଦା ଚାହିଁଥାନ୍ତି। 

କିଡ୍‌ନୀ ଷ୍ଟୋନ୍‌ରୁ ଦୂରେଇ ରହିବା ପାଇଁ ସକାଳେ ଆପଣାନ୍ତୁ ଏହି ସହଜ ଉପାୟ...

କିଡ୍‌ନୀ ଷ୍ଟୋନ୍‌ରୁ ଦୂରେଇ ରହିବା ପାଇଁ ସକାଳେ ଆପଣାନ୍ତୁ ଏହି ସହଜ ଉପାୟ...

ସକାଳୁ କିଛି ସମୟ ବ୍ୟାୟାମ କରିବା ପରେ କିଛି ଅଙ୍ଗୁର ଖାଇଲେ ସ୍ବାସ୍ଥ୍ୟ ଲାଗି ଖୁବ୍‌ ଭଲ। ନିୟମିତ ଏପରିକଲେ କିଡ୍‌ନୀ ଷ୍ଟୋନରୁ ମୁକ୍ତି ମିଳିଥାଏ।

ଅବସାଦରୁ ଦୂରେଇ ରହିବା ପାଇଁ ସପ୍ତାହରେ ଥରେ କରନ୍ତୁ ଏପରି...

ଅବସାଦରୁ ଦୂରେଇ ରହିବା ପାଇଁ ସପ୍ତାହରେ ଥରେ କରନ୍ତୁ ଏପରି...

ପରିବର୍ତ୍ତିତ ଜୀବନଶୈଳୀରେ କେତେକ ମାନସିକ ଅବସାଦର ଶିକାର ହୋଇଥାନ୍ତି। ତେବେ ଏଥିରୁ ଦୂରେଇ ରହିବାର ରହିଛି ସହଜ ଉପାୟ।

ସୁସ୍ଥ ଦାନ୍ତ ପାଇଁ...

ସୁସ୍ଥ ଦାନ୍ତ ପାଇଁ...

ସୁସ୍ଥ ଓ ସୁନ୍ଦର ଦାନ୍ତ ସମସ୍ତଙ୍କୁ ପସନ୍ଦ। କାରଣ ଏହା ମୁଖମଣ୍ଡଳର ସୌନ୍ଦଯ୍ୟ ବୃଦ୍ଧି କରିଥାଏ। ଦାନ୍ତ ଅସୁସ୍ଥ ହେଲେ ଏହା ସମ୍ପୂର୍ଣ୍ଣ ଶରୀରକୁ ଅସୁସ୍ଥ କରିଦିଏ ବୋଲି ଡାକ୍ତର କୁହନ୍ତି। 

ଖରାଦିନେ କାହିଁକି ପିଅନ୍ତି ମାଠିଆ ପାଣି

ଖରାଦିନେ କାହିଁକି ପିଅନ୍ତି ମାଠିଆ ପାଣି

ଗରମରେ ଥଣ୍ଡା ପାଣି ପିଇବାକୁ ମନ ହୁଏ। ଏଥିପାଇଁ ଘରେ ଲୋକେ ଫ୍ରିଜ ବ୍ୟବହାର କରିଥାନ୍ତି। ଫ୍ରିଜ ପାଣି ପାଟିକୁ ଭଲ ଲାଗିଥାଏ ହେଲେ ପେଟ ଗରମ ହୋଇଥାଏ। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri