ଜାତୀୟ |

ବିବାହ ଦିନ ପରୀକ୍ଷା ହଲରେ କନିଆଁ: ବାହାରେ ଅପେକ୍ଷା କଲେ ବର

ବିବାହ ଦିନ ପରୀକ୍ଷା ହଲରେ କନିଆଁ: ବାହାରେ ଅପେକ୍ଷା କଲେ ବର

ବେଙ୍ଗାଲୁର୍‌,୨୦।୧୧: କର୍ନାଟକ ହାସନରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ଯୁବତୀ ବିବାହ ଦିନ ପରୀକ୍ଷା ହଲରେ ପହଞ୍ଚିଛନ୍ତି। ଅଧା ବାହାଘର ହେବା ପରେ ଏଚ.ଆର୍‌. ଶ୍ୱେତା ନାମ୍ନୀ ଯୁବତୀ ପରୀକ୍ଷା ଦେବାକୁ କଲେଜକୁ ଆସିଥିଲେ। ବାହାରେ ବର ନବୀନ ତାଙ୍କୁ ଅପେକ୍ଷା କରିଥିଲେ। ପରୀକ୍ଷା ଶେଷ ପରେ ପରବର୍ତ୍ତୀ ବିବାହ ରୀତିନୀତି ସମ୍ପନ୍ନ ହୋଇଥିଲା। ଏହି ଘଟଣା ଏଠାରେ ବେଶ୍‌ ଚର୍ଚ୍ଚାରେ ଥିବାବେଳେ ଶ୍ୱେତାଙ୍କ ପରୀକ୍ଷା ଦେଉଥିବା ଫଟୋ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହୋଇଛି।

All Right Reserved By

ଜାତୀୟ |

୩ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ କରିବ ଶକ୍ତି ପ୍ରଦର୍ଶନ

୩ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ କରିବ ଶକ୍ତି ପ୍ରଦର୍ଶନ

ନୂଆଦିଲ୍ଲୀ,୧୫।୧୨: ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ୧୭ ତାରିରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ କଂଗ୍ରେସ ତା’ର ଶକ୍ତି ପ୍ରଦର୍ଶନ କରିବ ବୋଲି ଆଲୋଚନା ହେଉଛି। 

ନେପାଳରେ ଚଳିବନି ଭାରତର ବଡ଼ ନୋଟ୍‌

ନେପାଳରେ ଚଳିବନି ଭାରତର ବଡ଼ ନୋଟ୍‌

କାଠମାଣ୍ଡୁ,୧୫।୧୨:  ପଡ଼ୋଶୀ ଦେଶ ନେପାଳରେ ୨୦୦, ୫୦୦ ଓ ୨୦୦୦ ଟଙ୍କିଆ ଭାରତୀୟ ନୋଟ୍‌କୁ ତତ୍କାଳ ନିଷିଦ୍ଧ କରାଯାଇଛି। ଶୁକ୍ରବାର କ୍ୟାବିନେଟ୍‌ରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି।

ଗେହଲଟଙ୍କ ଘର ସାମ୍ନାରେ ଉତ୍ସବର ମାହୋଲ

ଗେହଲଟଙ୍କ ଘର ସାମ୍ନାରେ ଉତ୍ସବର ମାହୋଲ

ଜୟପୁର,୧୪।୧୨: କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ଅଶୋକ ଗେହେଲଟଙ୍କ ନାମ ଘୋଷଣା କରିବା ପରେ ରାଜ୍ୟରେ ଦେଖାଦେଇଛି ଉତ୍ସବର ମାହୋଲ।

ଅଶୋକ ଗେହଲଟ ହେଲେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ

ଅଶୋକ ଗେହଲଟ ହେଲେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୪।୧୨: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଶେଷରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ। ଏହି ଦୌଡରେ ଥିବା ସଚିନ ପାଇଲଟଙ୍କୁ ମିଳିଛି ଉପମୁଖ୍ୟମନ୍ତ୍ରୀ ପଦ। 

କେସିଆର୍‌ଙ୍କ ପୁଅ ହେଲେ ଟିଆର୍‌ଏସ୍‌ର କାର୍ଯ୍ୟକାରୀ ଅଧ୍ୟକ୍ଷ

କେସିଆର୍‌ଙ୍କ ପୁଅ ହେଲେ ଟିଆର୍‌ଏସ୍‌ର କାର୍ଯ୍ୟକାରୀ ଅଧ୍ୟକ୍ଷ

ହାଇଦ୍ରାବାଦ,୧୪।୧୨: ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ କେ ଚନ୍ଦ୍ରଶେଖର ରାଓ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ସେ ତାଙ୍କ ପୁଅ କେଟି ରାମା ରାଓଙ୍କୁ ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆର୍‌ଏସ୍‌)ର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି।

ଆନ୍ଧ୍ର ମୁହାଁ ହେଉଛି ବାତ୍ୟା

ଆନ୍ଧ୍ର ମୁହାଁ ହେଉଛି ବାତ୍ୟା

ଭିଶାଖାପାଟନମ୍‌,୧୪।୧୨: ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଘନିଭୂତ ହୋଇ ବାତ୍ୟାର ରୂପ ନେଉଛି। ଏହା ଆସନ୍ତା ୧୫ ତାରିଖ ସୁଦ୍ଧା ଆନ୍ଧ୍ର ଉପକୂଳ ଛୁଇଁବ ବୋଲି କହିଛି ଭିଶାଖାପାଟନମ୍‌ର ସାଇକ୍ଲୋନ୍‌ ଓ୍ବାର୍ଣ୍ଣିଂ ସେଣ୍ଟର। ଏହାର ପ୍ରଭାବରେ ଉପକୂଳ ଅଞ୍ଚଳରେ କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି

ଚାରି ମହଲାରୁ ଡେଇଁ ମହିଳା ସମ୍ବାଦପାଠିକା ମୃତ

ଚାରି ମହଲାରୁ ଡେଇଁ ମହିଳା ସମ୍ବାଦପାଠିକା ମୃତ

ନଏଡା,୧୪।୧୨: ଉତ୍ତର ପ୍ରଦେଶ ନଏଡାର ଏକ ଆପାର୍ଟମେଣ୍ଟରେ ରହୁଥିବା ରାଧିକା କୌଶିକ ନାମକ ଜଣେ ମହିଳା ସାମ୍ବାଦପାଠିକା ଶୁକ୍ରବାର ଆତ୍ମହତ୍ୟା କରିଥିବା କୁହାଯାଉଛି। ସେ ରହୁଥିବା ଆପାର୍ଟମେଣ୍ଟର ୪ମହଲାରୁ ଡେଇଁ ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି। 

ବାପା ହେବେ ଯୁବରାଜ

ବାପା ହେବେ ଯୁବରାଜ

ନୂଆଦିଲ୍ଲୀ,୧୪।୧୨: ବଲିଉଡ୍‌ ଅଭିନେତ୍ରୀ ତଥା କ୍ରିକେଟର ଯୁବରାଜ ସିଂଙ୍କ ପତ୍ନୀ ହେଜେଲ କିଚ୍‌ ଖୁବ୍‌ ଶୀଘ୍ର ମାଆ ହେବାକୁ ଯାଉଛନ୍ତି। ୨୦୧୬ ଡିସେମ୍ବର ୩୦ରେ ଉଭୟଙ୍କ ବିବାହ କରିଥିବା ବେଳେ ପାଖାପାଖି ୨ବର୍ଷ ପରେ ଏମାନେ ମାତାପିତା ହେବାକୁ ଯାଉଥିବା ଜଣାପଡିଛି। 

ସୋମବାର ଲାଲ୍‌ ପରେଡ଼ ପଡ଼ିଆରେ ଶପଥ ନେବେ କମଳ ନାଥ

ସୋମବାର ଲାଲ୍‌ ପରେଡ଼ ପଡ଼ିଆରେ ଶପଥ ନେବେ କମଳ ନାଥ

ଭୋପାଳ,୧୪।୧୨: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ସୋମବାର କମଳ ନାଥ ସ୍ଥାନୀୟ ଲାଲ ପରେଡ଼ ପଡ଼ିଆରେ ଅପରାହ୍ନ ୧ଟା ୩୦ରେ ଶପଥ ନେବେ। 

ଆସନ୍ତା ୧୭ ପର୍ଯ୍ୟନ୍ତ ଗୃହ ମୁଲତବି

ଆସନ୍ତା ୧୭ ପର୍ଯ୍ୟନ୍ତ ଗୃହ ମୁଲତବି

ନୂଆଦିଲ୍ଲୀ,୧୪।୧୨: ଫ୍ରାନ୍ସ ଯୁଦ୍ଧ ବିମାନ ରାଫେଲ ଡିଲ୍‌କୁ ନେଇ କୌଣସି ଅନିୟମିତତା କରାଯାଇ ନ ଥିବା ଶୁକ୍ରବାର ସୁପ୍ରିମକୋର୍ଟ କହିଛନ୍ତି। ତେଣୁ ଏ ସମ୍ପର୍କିତ ପିଟିସନକୁ କୋର୍ଟ ପକ୍ଷରୁ ଖାରଜ କରାଯାଇଛି। 

ରାଫେଲ ପିଟିସନ୍‌ ଖାରଜ କଲେ ସୁପ୍ରିମ୍‌କୋର୍ଟ: ମୋଦିଙ୍କୁ କ୍ଲିନ୍‌ ଚିଟ୍‌

ରାଫେଲ ପିଟିସନ୍‌ ଖାରଜ କଲେ ସୁପ୍ରିମ୍‌କୋର୍ଟ: ମୋଦିଙ୍କୁ କ୍ଲିନ୍‌ ଚିଟ୍‌

ନୂଆଦିଲ୍ଲୀ,୧୪।୧୨: ଫ୍ରାନ୍ସ ଯୁଦ୍ଧ ବିମାନ ରାଫେଲ୍‌ ଡିଲ୍‌ରେ କୌଣସି ଅନିୟମିତତା ହୋଇନାହିଁ ବୋଲି ଶୁକ୍ରବାର ସୁପ୍ରିମ୍‌କୋର୍ଟ ରାୟ ଦେବା ସହିତ ଏସମ୍ପକିତ ପିଟିସନ୍‌କୁ ଖାରଜ କରିଛନ୍ତି।

ଫେସବୁକ୍‌ ପ୍ରେମ ପଡ଼ିଥିଲା ମହଙ୍ଗା: ହମିଦ୍‌ ଅନସାରୀ ୬ ବର୍ଷ ଧରି ପାକିସ୍ତାନ ଜେଲ୍‌ରେ ବନ୍ଦ

ଫେସବୁକ୍‌ ପ୍ରେମ ପଡ଼ିଥିଲା ମହଙ୍ଗା: ହମିଦ୍‌ ଅନସାରୀ ୬ ବର୍ଷ ଧରି ପାକିସ୍ତାନ ଜେଲ୍‌ରେ ବନ୍ଦ

ନୂଆଦିଲ୍ଲୀ/ଇସଲାମାବାଦ୍‌, ୧୪।୧୨: ପାକିସ୍ତାନରେ ଦୀର୍ଘ ୬ ବର୍ଷ ଧରି ଜେଲ୍‌ ଦଣ୍ଡ ଭୋଗୁଛନ୍ତି ହମିଦ୍‌ ଅନସାରୀ। ୩୩ ବର୍ଷ ବୟସ୍କ ଅନସାରୀ ଏବେ ପେଶାଓ୍ବର ଜେଲରେ ଅଛନ୍ତି।