ଜୀବନଚର୍ଯ୍ୟା |

ଛୋଟପିଲାଙ୍କ ଡ୍ରେସ୍‌ କିଣିବା ସମୟରେ...

ଛୋଟପିଲାଙ୍କ ଡ୍ରେସ୍‌  କିଣିବା ସମୟରେ...

ଛୋଟ ପିଲାଙ୍କ ଡ୍ରେସ କିଣିବା ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି। 


-ପିଲାଙ୍କ ଡ୍ରେସ ଯେବେ ବି କିଣୁଛନ୍ତି ସେତେବେଳେ ଟିକେ ବଡ ସାଇଜ୍‌ର କିଣନ୍ତୁ। କାହିଁକି ନା ପିଲା ଜଲ୍‌ଦି ବଢ଼ିଥାନ୍ତି। ଆପଣ ଆଣିଥିବା ଅତିକମ୍‌ରେ ୬ ମାସ ପର୍ଯ୍ୟନ୍ତ ପିନ୍ଧିପାରିବ। 

-ଯେତେବେଳେ ବି କୌଣସି ଫାବ୍ରିକ୍‌ ଚୟନ କରୁଛନ୍ତି ତାହା ଋତୁ ଅନୁଯାୟୀ ପରଫେକ୍ଟ ହେବା ଦରକାର। ସବୁବେଳେ ଋତୁକୁ ଧ୍ୟାନରେ ରଖି ତାହା ତା’ ପାଇଁ ଅନୁକୂଳ ହେବା ଆବଶ୍ୟକ। ଖରାଦିନେ ପିଲାକୁ ସୂତା କପଡାର ଡ୍ରେସ ପିନ୍ଧାନ୍ତୁ। ଶୀତଦିନରେ କପଡା ଗରମ, ନରମ ଏବଂ ଆରାମଦାୟକ ହେବା ଆବଶ୍ୟକ। 

-କେତେଥର ଭାଇ ଭଉଣୀ କପଡା କିଣିବା ସମୟରେ ଏକାଭଳି ଡ୍ରେସ କିଣିଥାନ୍ତି। ଏହା ଜରୁରୀ ନୁହେଁ ଯେ ସେମାନଙ୍କ ଚଏସ୍‌ ଏକାଭଳି ହୋଇଥିବ, ଯାହା ଦୁଇଜଣଙ୍କୁ ସୁନ୍ଦର ଦେଖାଯିବ। 

-ଡେଲିଓ୍ବେର ଡ୍ରେସ୍‌ ସବୁବେଳେ ହାଲ୍‌କା ହେବା ଆବଶ୍ୟକ। ଯଦି ଆପଣ ପାର୍ଟିଓ୍ବେର ଡ୍ରେସ କିଣୁଛନ୍ତି ତେବେ ତାହା କିଛି ଘଣ୍ଟା ପାଇଁ ପିନ୍ଧିବେ। ଆପଣ ସେଇଠି ଭଲ ଡିଜାଇନ୍‌ ଏବଂ ପ୍ୟାଟର୍ନକୁ ସେତେବେଳେ ଗୁରୁତ୍ୱ ଦେବେ। 

-ପିଲାକୁ କେବେ ହେଲେ ଟାଇଟ୍‌ ଫିଟିଂ ଡ୍ରେସ ପିନ୍ଧାନ୍ତୁନି। ହୋଇପାରେ ଏହି ଡ୍ରେସରେ ପିଲା ସୁନ୍ଦର ଦେଖାଯାଇପାରେ। କିନ୍ତୁ ପିଲା ଯଦି ପିନ୍ଧି ତାକୁ କମ୍ଫର୍ଟେବଲ ଲାଗିଲାନି ତେବେ ତାହା କେବେ ସୁନ୍ଦର ଲାଗିବନି। 

All Right Reserved By

ଜୀବନଚର୍ଯ୍ୟା |

ତ୍ୱଚା ପାଇଁ କଫି

ତ୍ୱଚା ପାଇଁ କଫି

ଉତ୍ତମ ସ୍କ୍ରବ୍‌ର କାମ କରିବା ସହ ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ କଫି। ଜାଣନ୍ତୁ ସେ ସମ୍ପର୍କରେ କିଛି ଟିପ୍ସ...

ଗର୍ଭାବସ୍ଥାରେ  ଲୁପସ୍‌

ଗର୍ଭାବସ୍ଥାରେ ଲୁପସ୍‌

ଏସ୍‌ଏଲ୍‌ଇ ବା ସିଷ୍ଟମିକ୍‌ ଲୁପସ୍‌ ଏରିଦମେଟୋସସ୍‌ ଏକ ଗୁରୁତର ଅଟୋଇମ୍ୟୁନ୍‌ ରୋଗ, ଯାହାର ଅର୍ଥ ହେଉଛି ଶରୀରରେ ସ୍ବାଭାବିକ ଭାବେ ଥିବା ପଦାର୍ଥର ବିନାଶକ ପ୍ରତିପିଣ୍ଡ ଦ୍ୱାରା ସୃଷ୍ଟରୋଗ। ଏଥିସହ ତା’ ସାଙ୍ଗରେ ଅଟୋ ଆଣ୍ଟିବଡି ମଧ୍ୟ ଥାଏ, ଯାହା ଶରୀରରେ ପ୍ରବେଶ  କରିଥିବା ବିଷଦ୍ରବ୍ୟକୁ  ଧ୍ୱଂସ କରିବା ପାଇଁ  ରକ୍ତରେ ଗଢ଼ିଉଠିଥିବା ବିଷନାଶକ ପୁଷ୍ଟିସାର ହୋଇଥାଏ । 

ସ୍ତନକର୍କଟରୁ ଦୂରେଇ ରହିବା ପାଇଁ ସପ୍ତାହରେ ୨ଥର ଆପଣାନ୍ତୁ ଏହି ସହଜ ଉପାୟ...

ସ୍ତନକର୍କଟରୁ ଦୂରେଇ ରହିବା ପାଇଁ ସପ୍ତାହରେ ୨ଥର ଆପଣାନ୍ତୁ ଏହି ସହଜ ଉପାୟ...

ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି ଯେ ମାଛ ସ୍ତନ କର୍କଟ ସମସ୍ୟାର ଦୂର କରିଥାଏ।

ବହୁ ରୋଗରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ଖାଆନ୍ତୁ ମୁଠାଏ...

ବହୁ ରୋଗରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ଖାଆନ୍ତୁ ମୁଠାଏ...

ଶରୀରରେ ପ୍ରୋଟିନର ଅଭାବ ଦେଖାଦେଲେ ସାମାନ୍ୟ ପରିଶ୍ରମରେ ବି କ୍ଲାନ୍ତି ଲାଗିଥାଏ । ଏପରି କ୍ଷେତ୍ରରେ ସପ୍ଲିମେଣ୍ଟ ଭାବେ ଅନେକ ମେଡିସିନ୍‌ ମାଧ୍ୟମରେ ପ୍ରୋଟିନ୍‌ ନେବା ଆରମ୍ଭ କରିଥାନ୍ତି । 

ଔଷଧ ବ୍ୟବହାର

ଔଷଧ ବ୍ୟବହାର

ଔଷଧ ଖାଇବା ଭୁଲି ହୋଇଗଲେ ପରବର୍ତ୍ତୀ ମାତ୍ରାକୁ ଦୁଇଗୁଣ ବଢ଼େଇ ଦେଇ ବ୍ୟବହାର କରିବେନି। ଔଷଧର ନଁା ଲେଖା ନ ଥିବା ବୋତଲରେ ଔଷଧ ରଖିବେନି। ଡାକ୍ତରଙ୍କୁ ନ ପଚାରି କୌଣସି ବଟିକା ଔଷଧକୁ ଫାଳ କରି କି ଗୁଣ୍ଡକରି ଖାଇବେନି। କାରଣ କେତେକ ବଟିକାକୁ ପୂରା ସେହିପରି ଭାବରେ ଗିଳିପକେଇଲେ ତା’ର ସକ୍ରିୟତା ଅକ୍ଷୂର୍ଣ୍ଣ ରହିଥାଏ। କିନ୍ତୁ ତାକୁ ଫାଳ କରିଦେଲେ କି ଗୁଣ୍ଡ କରିଦେଲେ ଔଷଧର କାର୍ଯ୍ୟକାରିତା ହ୍ରାସ ପାଇଯାଏ।

ଆଖି କ୍ୟାନ୍‌ସରର ସହଜ ଚିକିତ୍ସା

ଆଖି କ୍ୟାନ୍‌ସରର ସହଜ ଚିକିତ୍ସା

ଆଖି କ୍ୟାନ୍‌ସର ରୋଗୀଙ୍କ ପାଇଁ ଖୁସି ଖବର।

ମାଇକ୍ରୋସର୍ଜିକାଲ  ସ୍ପର୍ମ ଆସ୍ପିରେସନ

ମାଇକ୍ରୋସର୍ଜିକାଲ ସ୍ପର୍ମ ଆସ୍ପିରେସନ

ମାଇକ୍ରୋସର୍ଜିକାଲ ସ୍ପର୍ମ ଆସ୍ପିରେଶନ (ଏମ୍‌ଇଏସ୍‌ଏ) ଏକ ସର୍ଜିକାଲ ସ୍ପର୍ମ ନିଃସାରଣ କୌଶଳ, ଯାହାଦ୍ୱାରା ପୁରୁଷମାନଙ୍କ ମଧ୍ୟରେ ଭାସାଲ କିମ୍ବା ଏପିଡିଡିମଲ ପ୍ରତିରୋଧ ସହିତ ଏପିଡାଇଡାମିସରୁ ତରଳୁଥିବା ସ୍ପର୍ମକୁ ପୁନରୁଦ୍ଧାର କରାଯାଇଥାଏ ା 

ଡାଇବେଟିସ୍‌ ଜନିତ ଚକ୍ଷୁରୋଗରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ଡାଇବେଟିସ୍‌ ଜନିତ ଚକ୍ଷୁରୋଗରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ସକାଳୁ ଖାଲି ପେଟରେ ଆମ୍ବପତ୍ର ପାଣି ପିିଇଲେ ଅନେକ ସୁଫଳ ମିଳିଥାଏ। ଏହାଦ୍ୱାରା ରକ୍ତରେ ଶର୍କରା ପରିମାଣ ହ୍ରାସ ପାଏ। 

ୟୁରିନାରୀ ଟ୍ରାକ୍ଟ ସଂକ୍ରମଣରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ଆପଣାନ୍ତୁ ଏହି ଉପାୟ...

ୟୁରିନାରୀ ଟ୍ରାକ୍ଟ ସଂକ୍ରମଣରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ଆପଣାନ୍ତୁ ଏହି ଉପାୟ...

ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନ ବା ୟୁଟିଆଇ ମହିଳାଙ୍କ କ୍ଷେତ୍ରରେ ଦେଖାଦେଉଥିବା ଏକ ସାଧାରଣ ସମସ୍ୟା। ଏଥିରେ ବ୍ୟାକ୍ଟେରିଆ ପରିସ୍ରା ନଳୀ ଦେଇ ବ୍ଲାଡର ପର୍ଯ୍ୟନ୍ତ ପହଞ୍ଚତ୍ ସଂକ୍ରମଣ କରିଥାଏ। 

ମହିଳାମାନେ ଅଧିକ ଚାପଗସ୍ତ ହୋଇଥାନ୍ତି କାହିଁକି...

ମହିଳାମାନେ ଅଧିକ ଚାପଗସ୍ତ ହୋଇଥାନ୍ତି କାହିଁକି...

ମହିଳାମାନେ ପୁରୁଷଙ୍କ ତୁଳନାରେ ଅଧିକ ଚାପଗ୍ରସ୍ତ ହୋଇଥାନ୍ତି ବୋଲି ଟରଣ୍ଟୋ ବିଶ୍ୱବିଦ୍ୟାଳୟରେ ହୋଇଥିବା ଗବେଷଣାରୁ ଜାଣିବାକୁ ମିଳିଛି। 

ତେଲରେ ଭାଜିବା ପରେ ଅଣ୍ଡାର କ’ଣ ହୁଏ...

ତେଲରେ ଭାଜିବା ପରେ ଅଣ୍ଡାର କ’ଣ ହୁଏ...

ଅଣ୍ଡାରେ ରହିଛି ବିଭିନ୍ନ ପୋଷକ ତତ୍ତ୍ୱ। ଏହାକୁ କେହି କେହି ଏହାକୁ ସିଝାଇ ଅବା ଅନ୍ୟ କେହି ଭାଜି ଖାଇବାକୁ ପସନ୍ଦ କରିଥାନ୍ତି। ଅଣ୍ଡାର ବିଭିନ୍ନ ସୁସ୍ବାଦୁ ତରକାରୀ ମଧ୍ୟ ପ୍ରସ୍ତୁତ ହୋଇଥାଏ।

ଚେହେରାରେ ଚମକ ଆଣିବା ପାଇଁ ସପ୍ତାହରେ ଥରେ ଆପଣାନ୍ତୁ ଏହି ସହଜ ଉପାୟ...

ଚେହେରାରେ ଚମକ ଆଣିବା ପାଇଁ ସପ୍ତାହରେ ଥରେ ଆପଣାନ୍ତୁ ଏହି ସହଜ ଉପାୟ...

ମୁଖର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବେସନର ଉପଯୋଗ କଲେ ମିଳିଥାଏ ଅନେକ ସୁଫଳ। ଶୁଷ୍କ ହେଉ କିମ୍ବା ତୈଳାକ୍ତ ସବୁ ତ୍ୱଚା ପାଇଁ ବେସନ ଉପକାରୀ ସାବ୍ୟସ୍ତ ହୋଇଥାଏ ।