ଜୀବନଚର୍ଯ୍ୟା |

ସପ୍ତାହ ୨ ଥର କରନ୍ତୁ ଉଷୁମ ତେଲ ମସାଜ ମିଳିବ ଏସବୁ ଫାଇଦା...

ସପ୍ତାହ  ୨ ଥର କରନ୍ତୁ ଉଷୁମ ତେଲ ମସାଜ ମିଳିବ ଏସବୁ ଫାଇଦା...

ଶରୀରରେ ଉଷୁମ ତେଲ ମସାଜ୍‌ କଲେ ମିଳିଥାଏ ଅନେକ ଉପକାର। ଏହା ଦ୍ୱାରା ରାକ୍ତଚାପ ନିୟନ୍ତ୍ରିତ ହେବା ସହିତ ହାର୍ଟ ଆଟାକ୍‌ରୁ ମୁକ୍ତି ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।  ସପ୍ତାହରେ ୨ ଥର ଏପରି କଲେ ଲୋମକୂପ ପରିଷ୍କାର ହେବା ସହିତ ମାଂସପେଶୀ ସତେଜ ହୋଇଥାଏ। ଏହା ଦ୍ୱାରା ଆଣ୍ଟିଏଜିଂ ସମସ୍ୟା ଦୂର ହୋଇଥାଏ। ସେହିପରି କେଶ ଝଡିବା ଓ ରୂପି ସମସ୍ୟା ଏହା ଦ୍ୱାରା ହୋଇଥାଏ ଦୂର। ମୁଣ୍ଡରେ ଉଷୁମ ତେଲ ମସାଜ କଲେ ମାନସିକ ଅବସାଦ ଦୂର ହୋଇଥାଏ। ଆଣ୍ଠୁଗଣ୍ଠି ରୋଗ କ୍ଷେତ୍ରରେ ଉଷୁମ ତେଲ ମସାଜ ଦ୍ୱାରା ସୁଫଳ ମିଳିଥାଏ ବୋଲି ଆୟୁର୍ବେଦରେ ପରାମର୍ଶ ଦିଆଯାଇଛି।

All Right Reserved By

ଜୀବନଚର୍ଯ୍ୟା |

ନିୟମିତ ଏହାକୁ ପିଇଲେ ଜିନ୍‌ରେ ଆସେ ପରିବର୍ତ୍ତନ...

ନିୟମିତ ଏହାକୁ ପିଇଲେ ଜିନ୍‌ରେ ଆସେ ପରିବର୍ତ୍ତନ...

ଦୈନଦିନ ଜୀବନରେ କେତେକ ଖାଦ୍ୟାଭାସ ଦ୍ୱାରା ଶରୀର ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ।

କୋଲେଷ୍ଟରଲ କମାଏ ଏହି ରସ...

କୋଲେଷ୍ଟରଲ କମାଏ ଏହି ରସ...

ସକାଳେ ଚାମୁଚେ ଅଁଳାରସ ପିଇଲେ ଶରୀରର ଅନେକ ଉପକାର ହୋଇଥାଏ। ଏହା ରକ୍ତ ସଞ୍ଚାଳନ ବୃଦ୍ଧି କରିବା ସହିତ କୋଲେଷ୍ଟରଲ ସ୍ତର ହ୍ରାସ କରେ। ଫଳରେ ରକ୍ତଚାପରୁ ମିଳିଥାଏ ମୁକ୍ତି। 

ଏସବୁ ଲକ୍ଷଣ ଥିବା ଝିଅ ହୋଇଥାନ୍ତି ଭାଗ୍ୟଶାଳୀ, ବିବାହ କଲେ ରହିବେ ଖୁସିରେ

ଏସବୁ ଲକ୍ଷଣ ଥିବା ଝିଅ ହୋଇଥାନ୍ତି ଭାଗ୍ୟଶାଳୀ, ବିବାହ କଲେ ରହିବେ ଖୁସିରେ

ବିବାହକୁ ନେଇ ପ୍ରତ୍ୟେକ ଯୁବତୀଯୁବକଙ୍କ କିଛି ନା କିଛି ଆଶା ରହିଥାଏ। ଅଧିକାଂଶ ପୁଅ ଚାହାନ୍ତି, ଯେଉଁ ଝିଅକୁ ସେ ବିବାହ କରିବାକୁ ଯାଉଛନ୍ତି ସେ ଭାଗ୍ୟଶାଳୀ ହୋଇଥାନ୍ତୁ।

ଅଧିକ ପାଣି ପିଉଛନ୍ତି କି? ଦେଖାଦେଇପାରେ କିଡ୍‌ନୀ ସମସ୍ୟା

ଅଧିକ ପାଣି ପିଉଛନ୍ତି କି? ଦେଖାଦେଇପାରେ କିଡ୍‌ନୀ ସମସ୍ୟା

ମଣିଷ ଶରୀର ପାଇଁ ଜଳର ଆବଶ୍ୟକତା କେତେ ଜରୁରୀ ତାହା ସମସ୍ତଙ୍କୁ ଜଣା। ଜଳପାନ ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ନିଷ୍କାସିତ ହୋଇଥାଏ। 

ବ୍ରେକଅପ୍‌ ପରେ  ଏହିସବୁ କଥାରେ ଚିଡ଼ି ଉଠନ୍ତି ଯୁବତୀଯୁବକ

ବ୍ରେକଅପ୍‌ ପରେ ଏହିସବୁ କଥାରେ ଚିଡ଼ି ଉଠନ୍ତି ଯୁବତୀଯୁବକ

ସମୟ ବଦଳିବା ସହ ଆଜିକାଲି ରିଲେସନଶିପ୍‌ରେ ରହିବା ଯୁବପିଢ଼ିଙ୍କ ପାଇଁ ଏକ ଫ୍ୟାଶନ ହୋଇଗଲାଣି। କେତେକ ଏଥିରୁ ଧୋକ୍କା ଖାଉଛନ୍ତି ତ ଆଉ କେତେଜଣ ସିଙ୍ଗଲ୍‌ ରହିବାକୁ ପସନ୍ଦ କରୁଛନ୍ତି।

ଝିଅଙ୍କର ଏହି ୪ ଜିନିଷ ଦେଖି ପସନ୍ଦ କରିଥାନ୍ତି ପୁଅ

ଝିଅଙ୍କର ଏହି ୪ ଜିନିଷ ଦେଖି ପସନ୍ଦ କରିଥାନ୍ତି ପୁଅ

ବିଶେଷକରି ସୁନ୍ଦରତା ଉପରେ ଝିଅମାନଙ୍କର ନଜର ଥାଏ। ସେ ସୁନ୍ଦର ଦେଖାଯିବା ପାଇଁ ଅନେକ ଦିଗ ଉପରେ ନଜର ରଖିଥାନ୍ତି। କୁହାଯାଏ ଝିଅଟିଏ ପୁଅକୁ ଆକର୍ଷିତ କରିବା ପାଇଁ ସର୍ବଦା ଚାହିଁଥାନ୍ତି। 

କିଡ୍‌ନୀ ଷ୍ଟୋନ୍‌ରୁ ଦୂରେଇ ରହିବା ପାଇଁ ସକାଳେ ଆପଣାନ୍ତୁ ଏହି ସହଜ ଉପାୟ...

କିଡ୍‌ନୀ ଷ୍ଟୋନ୍‌ରୁ ଦୂରେଇ ରହିବା ପାଇଁ ସକାଳେ ଆପଣାନ୍ତୁ ଏହି ସହଜ ଉପାୟ...

ସକାଳୁ କିଛି ସମୟ ବ୍ୟାୟାମ କରିବା ପରେ କିଛି ଅଙ୍ଗୁର ଖାଇଲେ ସ୍ବାସ୍ଥ୍ୟ ଲାଗି ଖୁବ୍‌ ଭଲ। ନିୟମିତ ଏପରିକଲେ କିଡ୍‌ନୀ ଷ୍ଟୋନରୁ ମୁକ୍ତି ମିଳିଥାଏ।

ଅବସାଦରୁ ଦୂରେଇ ରହିବା ପାଇଁ ସପ୍ତାହରେ ଥରେ କରନ୍ତୁ ଏପରି...

ଅବସାଦରୁ ଦୂରେଇ ରହିବା ପାଇଁ ସପ୍ତାହରେ ଥରେ କରନ୍ତୁ ଏପରି...

ପରିବର୍ତ୍ତିତ ଜୀବନଶୈଳୀରେ କେତେକ ମାନସିକ ଅବସାଦର ଶିକାର ହୋଇଥାନ୍ତି। ତେବେ ଏଥିରୁ ଦୂରେଇ ରହିବାର ରହିଛି ସହଜ ଉପାୟ।

ସୁସ୍ଥ ଦାନ୍ତ ପାଇଁ...

ସୁସ୍ଥ ଦାନ୍ତ ପାଇଁ...

ସୁସ୍ଥ ଓ ସୁନ୍ଦର ଦାନ୍ତ ସମସ୍ତଙ୍କୁ ପସନ୍ଦ। କାରଣ ଏହା ମୁଖମଣ୍ଡଳର ସୌନ୍ଦଯ୍ୟ ବୃଦ୍ଧି କରିଥାଏ। ଦାନ୍ତ ଅସୁସ୍ଥ ହେଲେ ଏହା ସମ୍ପୂର୍ଣ୍ଣ ଶରୀରକୁ ଅସୁସ୍ଥ କରିଦିଏ ବୋଲି ଡାକ୍ତର କୁହନ୍ତି। 

ଖରାଦିନେ କାହିଁକି ପିଅନ୍ତି ମାଠିଆ ପାଣି

ଖରାଦିନେ କାହିଁକି ପିଅନ୍ତି ମାଠିଆ ପାଣି

ଗରମରେ ଥଣ୍ଡା ପାଣି ପିଇବାକୁ ମନ ହୁଏ। ଏଥିପାଇଁ ଘରେ ଲୋକେ ଫ୍ରିଜ ବ୍ୟବହାର କରିଥାନ୍ତି। ଫ୍ରିଜ ପାଣି ପାଟିକୁ ଭଲ ଲାଗିଥାଏ ହେଲେ ପେଟ ଗରମ ହୋଇଥାଏ। 

ଗର୍ଭବସ୍ଥାରେ ଭ୍ରମଣ କରୁଥିଲେ...

ଗର୍ଭବସ୍ଥାରେ ଭ୍ରମଣ କରୁଥିଲେ...

କୁହାଯାଏ ଗର୍ଭବତୀମାନେ ସବୁବେଳେ ଅଧିକ ଖୁସିରେ ରହିବା ଆବଶ୍ୟକ। କାରଣ ଏହାର ପ୍ରଭାବ ଜନ୍ମିତ ଶିଶୁ ଉପରେ ପଡିଥାଏ। ସେଥିପାଇଁ ଅନ୍ତଃସତ୍ତ୍ୱାମାନଙ୍କୁ ଖୁସିରେ ରଖାଯାଇଥାଏ।

ମହିଳାମାନେ ଡେଟ୍‌ରେ ଗଲାବେଳେ ବ୍ୟାଗ୍‌ରେ ରଖନ୍ତୁ ଏହି ଜିନିଷ: ରହିବେ ସୁରକ୍ଷିତ

ମହିଳାମାନେ ଡେଟ୍‌ରେ ଗଲାବେଳେ ବ୍ୟାଗ୍‌ରେ ରଖନ୍ତୁ ଏହି ଜିନିଷ: ରହିବେ ସୁରକ୍ଷିତ

ବର୍ତ୍ତମାନ ସମୟର ଯୁବପିଢ଼ି ପାର୍ଟନରଙ୍କ ସହିତ ଅଧିକ ସମୟ ବିତାଇବାକୁ ଚାହୁଁଛନ୍ତି। ସେଥିଲାଗି ସେମାନେ ନିଜ ନିଜ ପାର୍ଟନରଙ୍କ ସହ ଡେଟ୍‌ରେ ଯିବାକୁ ପସନ୍ଦ କରିଥାନ୍ତି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri