ଅନ୍ତର୍ଜାତୀୟ |

ସାନିଟାରୀ ପ୍ୟାଡ୍‌ରୁ ପ୍ରସ୍ତୁତ ହେଉଛି ଡ୍ରଗ୍ସ

ସାନିଟାରୀ ପ୍ୟାଡ୍‌ରୁ ପ୍ରସ୍ତୁତ ହେଉଛି ଡ୍ରଗ୍ସ

ଜାକର୍ତ୍ତା, ୧୯।୧୧: ଯୁବତୀମାନଙ୍କ ଦ୍ୱାରା ବ୍ୟବହୃତ ସାନିଟାରୀ ନାପକିନ୍ସ ଓ ଟ୍ୟାମ୍ପୁନ୍ସରୁ ପ୍ରସ୍ତୁତ ହେଉଛି ଡ୍ରଗ୍ସ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଇଣ୍ଡୋନେସିଆରେ ଏହିଭଳି ଭାବରେ ଡ୍ରଗ୍ସ ପ୍ରସ୍ତୁତ ହୋଇ ମାର୍କେଟକୁ ଛଡାଯାଉଛି। ଇଣ୍ଡୋନେସିଆ ନାସ୍‌ନାଲ୍‌ ଡ୍ରଗ୍ସ ଏଜେନ୍ସି ମୁତାବକ, ସାନିଟାରୀ ପ୍ୟାଡ୍‌ରୁ ପ୍ରସ୍ତୁତ ଡ୍ରଗ୍ସ୍ଗ ପିଇଲେ ପ୍ରଚୁର ନିଶା ଧରିଥାଏ। ଏଥିପାଇଁ ଏହି ଡ୍ରଗ୍ସ ଚାହିଦା ବଢୁଛି। ଗତ ସପ୍ତାହରେ ଦେଶର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଏଭଳି ଡ୍ରଗ୍ସ କାରଖାନାକୁ ଠାବ କରାଯାଇଥିଲା। ଏହି ଘଟଣାରେ ସମ୍ପୃକ୍ତ ଜଣେ ଯୁବକଙ୍କ ଗିରଫ ମଧ୍ୟ କରାଯାଇଛି।  ସୂଚନାଯୋଗ୍ୟ, ଇଣ୍ଡୋନେସିଆରେ ଏବେ ଡ୍ରଗ୍ସ କାରବାର ବହୁ ମାତ୍ରାରେ ବଢିଛିି। ସେଠାରେ ଅଳିଆ ଓ ଆବର୍ଜନାରୁ ମହିଳାମାନେ ବ୍ୟବହୃତ କରିଥିବା ସାନିଟାରୀ ନାପକିନ୍‌ ସଂଗ୍ରହ କରାଯାଇ ତାକୁ ଗରମ ପାଣିରେ ପକାଯାଏ। ଥଣ୍ଡା ହେବା ପରେ ତାକୁ ଛାଣି ବୋତଲରେ ପୁରାଇ ବିକ୍ରି କରାଯାଏ। 

All Right Reserved By

ଅନ୍ତର୍ଜାତୀୟ |

ଡରିଲାଣି ପାକିସ୍ତାନ: ଜାତିସଂଘକୁ ମାଗୁଛି ସହାୟତା

ଡରିଲାଣି ପାକିସ୍ତାନ: ଜାତିସଂଘକୁ ମାଗୁଛି ସହାୟତା

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୯।୨: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପୁଣିଥରେ ଭାରତ-ପାକିସ୍ତାନ ମଧ୍ୟରେ ତୁତୁ ମେମେ ଆରମ୍ଭ ହୋଇ ଯାଇଛି। 

ପୁଲଓ୍ବାମା ଆକ୍ରମଣ ନେଇ ମୁହଁ ଖୋଲିଲେ ଇମ୍ରାନ୍‌:  ପ୍ରମାଣ ମିଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

ପୁଲଓ୍ବାମା ଆକ୍ରମଣ ନେଇ ମୁହଁ ଖୋଲିଲେ ଇମ୍ରାନ୍‌: ପ୍ରମାଣ ମିଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

ଇସଲାମାବାଦ୍‌,୧୯।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନର ହାତ ଥିବା ନେଇ ପ୍ରମାଣ ମିଳିଲେ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ। 

ସୌଦି ଯୁବରାଜଙ୍କୁ ପାକିସ୍ତାନରୁ ସିଧାସଳଖ ଭାରତ ଆସିବାକୁ ମିଳିଲାନି ଅନୁମତି

ସୌଦି ଯୁବରାଜଙ୍କୁ ପାକିସ୍ତାନରୁ ସିଧାସଳଖ ଭାରତ ଆସିବାକୁ ମିଳିଲାନି ଅନୁମତି

ନୂଆଦିଲ୍ଲୀ/ରିୟାଦ,୧୯।୨: ସୌଦି ଆରବର ଯୁବରାଜ ମହମ୍ମଦ ବିନ୍‌ ସଲମାନଙ୍କୁ ପାକିସ୍ତାନରୁ ସିଧାସଳଖ ଭାରତ ଆସିବାକୁ ଅନୁମତି ମିଳିନାହିଁ। ମଙ୍ଗଳବାର ଯୁବରାଜ ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି।

ବୋମା ବିସ୍ଫୋରଣରେ ୨୪ ମୃତ

ବୋମା ବିସ୍ଫୋରଣରେ ୨୪ ମୃତ

ଦାମାସକସ୍‌,୧୯।୨: ସିରିଆରେ ବୋମା ବିସ୍ଫୋରଣରେ ୨୪ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି। 

ପାକିସ୍ତାନକୁ ବଦନାମ କରନାହିଁ: ଚାଇନା

ପାକିସ୍ତାନକୁ ବଦନାମ କରନାହିଁ: ଚାଇନା

ବେଜିଂ,୧୯।୨(ପି.ଟି.)-ପୁଲଓ୍ବାମା ଆକ୍ରମଣକୁ ନେଇ ପାକିସ୍ତାନକୁ ବଦନାମ କରିବା ପରିବର୍ତ୍ତେ ଭାରତ ନିଜ ଆତଙ୍କବାଦ ନିରୋଧୀ ନୀତିର ପୁନର୍ବିଚାର କରୁ ବୋଲି ସୋମବାର ଚାଇନାର ଏକ ସରକାରୀ ଗଣମାଧ୍ୟମ କହିଛି।

ଶୁଣାଣି ବେଳେ ପାକିସ୍ତାନୀ ବିଚାରପତିଙ୍କୁ ହୃଦ୍‌ଘାତ

ଶୁଣାଣି ବେଳେ ପାକିସ୍ତାନୀ ବିଚାରପତିଙ୍କୁ ହୃଦ୍‌ଘାତ

ଇସ୍‌ଲାମାବାଦ,୧୯ା୨(ପି.ଟି.): ହେଗ୍‌ସ୍ଥିତ ଅନ୍ତର୍ଜାତୀୟ ଅଦାଲତ (ଆଇସିଜେ)ରେ ସୋମବାର କୁଳଭୂଷଣ ଯାଦବଙ୍କ ମାମଲାର ଶୁଣାଣି ଚାଲିଥିବାବେଳେ ପାକିସ୍ତାନର ଅସ୍ଥାୟୀ ବିଚାରପତି ତସାଦୁକ୍‌ ହୁସେନ ଗିଲାନୀଙ୍କୁ ହୃଦ୍‌ଘାତ ହୋଇଥିବା ଜଣାପଡ଼ିଛି।

ବେଲୁଚିସ୍ତାନ ଆତଙ୍କବାଦୀ ଆକ୍ରମଣରେ ୬ପାକ୍‌ ସେନା ନିହତ

ବେଲୁଚିସ୍ତାନ ଆତଙ୍କବାଦୀ ଆକ୍ରମଣରେ ୬ପାକ୍‌ ସେନା ନିହତ

କରାଚି,୧୮।୨: ଇରାନ ସୀମାରେ ଥିବା ବେଲୁଚିସ୍ତାନ ଅଞ୍ଚଳରେ ୨ଟି ଭିନ୍ନ ଭିନ୍ନ ଘଟଣାରେ ୬ ପାକ୍‌ ସେନା ନିହତ ହୋଇଥିବା ସୂଚନା ମିଳିଛି।

ଆତଙ୍କବାଦ ବିରୋଧରେ ୨୦ ବର୍ଷ ଧରି ଗୁପ୍ତ ଅପରେଶନ ଚଳାଇଥିଲା ଇସ୍ରାଏଲ୍‌

ଆତଙ୍କବାଦ ବିରୋଧରେ ୨୦ ବର୍ଷ ଧରି ଗୁପ୍ତ ଅପରେଶନ ଚଳାଇଥିଲା ଇସ୍ରାଏଲ୍‌

ଜେରୁଜେଲମ୍‌,୧୮।୨: ଆତଙ୍କବାଦର ବିଲୋପ ପାଇଁ ଇସ୍ରାଏଲ୍‌ ୨୦ବର୍ଷ ଧରି ଗୁପ୍ତ ଅପରେଶନ ଚଳାଇଥିଲା। ଶେଷରେ ମିଳିଥିଲା ସଫଳତା। ୧୯୭୨ରେ ଜର୍ମାନୀର  ମ୍ୟୁନିଚ୍‌ଠାରେ  ବିଶ୍ୱକପ୍‌ ଫୁଟବଲ ଆୟୋଜିତ ହେଉଥିଲା। 

ଶହେରୁ ଅଧିକ ଶିକ୍ଷକ ଓ ଛାତ୍ରୀ-ଛାତ୍ରଙ୍କୁ ଅପହରଣ କଲେ ବିଚ୍ଛିନ୍ନତାବାଦୀ

ଶହେରୁ ଅଧିକ ଶିକ୍ଷକ ଓ ଛାତ୍ରୀ-ଛାତ୍ରଙ୍କୁ ଅପହରଣ କଲେ ବିଚ୍ଛିନ୍ନତାବାଦୀ

ୟାୟୁଣ୍ଡେ,୧୮।୨: ଆଫ୍ରିକୀୟ ଦେଶ କାମେରୁନ୍‌ରେ କିଛି ବିଚ୍ଛିନ୍ନତାବାଦୀ ଶହେରୁ ଅଧିକ ଶିକ୍ଷକ ଏବଂ ଛାତ୍ରୀ-ଛାତ୍ରଙ୍କୁ ଅପହରଣ କରିଛନ୍ତି। 

୩୦ ହଜାର ଲିଟର ପାଣି ଚୋରି: ଆନୁମାନିକ ମୂଲ୍ୟ ୮.୫ ଲକ୍ଷ

୩୦ ହଜାର ଲିଟର ପାଣି ଚୋରି: ଆନୁମାନିକ ମୂଲ୍ୟ ୮.୫ ଲକ୍ଷ

ଟରଣ୍ଟୋ, ୧୮।୨:  କାନାଡ଼ା ନ୍ୟୁଫାଉଣ୍ଡଲାଣ୍ଡରୁ ୩୦ ହଜାର ଲିଟର ବିଶୁଦ୍ଧ ପାଣି ଚୋରି ହୋଇଛି। ଏହାର ଆନୁମାନିକ ମୂଲ୍ୟ ୮.୫ ଲକ୍ଷ ଟଙ୍କା ବୋଲି କୁହାଯାଉଛି। 

୪ ମାସ ତଳେ ରଚାଯାଇଥିଲା ପୁଲଓ୍ବାମା ଆକ୍ରମଣ ଷଡ଼ଯନ୍ତ୍ର:ରାଓ୍ବଲପିଣ୍ଡିରୁ ମିଳିଥିଲା ନିର୍ଦ୍ଦେଶ

୪ ମାସ ତଳେ ରଚାଯାଇଥିଲା ପୁଲଓ୍ବାମା ଆକ୍ରମଣ ଷଡ଼ଯନ୍ତ୍ର:ରାଓ୍ବଲପିଣ୍ଡିରୁ ମିଳିଥିଲା ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୮ା୨:ପାକିସ୍ତାନ ଯେତେ ମନାକଲେ ବି ସତକୁ ଆଉ ଲୁଚାଇ ପାରୁନାହିଁ। ପୁଲଓ୍ବାମା ଆକ୍ରମଣରେ ପଡ଼ୋଶୀ ଦେଶର ସମ୍ପୃକ୍ତି ନେଇ ଗୋଟିଏ ପରେ ଗୋଟିଏ ପ୍ରମାଣ ସାମ୍ନାକୁ ଆସିବାରେ ଲଗିଲାଣି। 

ବ୍ରିଟେନ, ଅଷ୍ଟ୍ରେଲିଆରେ ବିକ୍ଷୋଭ

ବ୍ରିଟେନ, ଅଷ୍ଟ୍ରେଲିଆରେ ବିକ୍ଷୋଭ

ଲଣ୍ଡନ/ମେଲବୋର୍ନ,୧୮ା୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣକୁ ପାଖାପାଖି ୫୦ଟି ଦେଶ ନିନ୍ଦା କରିଥିବାବେଳେ ପାକିସ୍ତାନ ବିରୋଧରେ  ବିଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।