ଖେଳ | ବାଲେଶ୍ୱର

ଫୁଟବଲ ଟୁର୍ନାମେଣ୍ଟ: ଜେପିଏସ ରଜତନଗର ଚାମ୍ପିୟନ

 ଫୁଟବଲ ଟୁର୍ନାମେଣ୍ଟ:  ଜେପିଏସ ରଜତନଗର ଚାମ୍ପିୟନ

କପ୍ତିପଦା,୮ା୧୧(ଡି.ଏନ.ଏ)- କପ୍ତିପଦା ବ୍ଲକ ଅଧୀନ ଭୂତାସାହି ଗ୍ରାମର ବାସିଆମ୍ବା ଯୁବକ ସଂଘ ଆନକୂଲ୍ୟରେ ୫ ଦିନ ଧରି  ଆୟୋଜିତ ୩୦ତମ ମେଗା ଫୁଟବଲ  ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଘାଟନୀ ଉତ୍ସବରେ  ୫ ନଂ ଜୋନ ଜିଲା ପରିଷଦ ସଦସ୍ୟା ସସ୍ମିତା ସିଂ ପୂର୍ତ୍ତି  ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଖେଳକୁ ଉଦ୍‌ଘାଟନ କରିଥିଲେ। ଉନ୍ନତ ଖେଳ ପ୍ରଦର୍ଶନ କରି ଜେପିଏସ ରଜନନଗର ଟିମ୍‌ ଓ ଏସେଲ ବେରେଲ ହଦଗୁଠ  ଟିମ୍‌ ଫାଇନାଲକୁ ଉନ୍ନିତ ହୋଇଛନ୍ତି। ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଜେପିଏସ ରଜନନଗର ଫୁଟବଲ ଦଳ ୧-୦ ଗୋଲରେ ଏସେଲ ବେରେଲ ହଦଗୁଠ  ଟିମ୍‌କୁ ହରାଇ ଚଳିତ ବର୍ଷ ଚାମ୍ପିୟନ ହୋଇଛି। ଏଥିରେ କାଇରା ସିଂ ବାନ୍ଦିଆ ଅତିଥି ପରିଚୟ ପ୍ରଦାନ କରିଥିଲେ। କେଦାର କାଲୁଣ୍ଡିଆ ଖେଳ ପରିଚାଳନା କରିଥିଲେ। ଏହି ଅବସରରେ ଚାମ୍ପିୟନ ଓ ରନର୍ସ ଅପ୍‌ ଦଳକୁ ପୁରସ୍କୃତ କରିବା ପାଇଁ ଏକ ପୁରସ୍କାର ବିତରଣୀ ଉତ୍ସବ କ୍ଲବ ସଭାପତି ବ୍ରଜ ସିଂଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କରଞ୍ଜିଆ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପଦ୍ମଚରଣ ହାଇବୁରୁ, ସମ୍ମାନିତ ଅତିଥି ଭାବେ କରଞ୍ଜିଆ ବ୍ଲକ୍‌ ଅଧ୍ୟକ୍ଷ  ହରିଶ୍ଚନ୍ଦ୍ର ନାଏକ ପ୍ରମୁଖ ଯୋଗ ଦେଇ ଚାମ୍ପିୟନ ଦଳ ଓ ରନର୍ସ ଅପ୍‌ ଦଳକୁ   ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ବରେନ ଜେଠା ଅତିଥି ପରିଚୟ କରିବା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। 

All Right Reserved By

ଖେଳ | ବାଲେଶ୍ୱର

ଦିବ୍ୟାଂଶଙ୍କୁ ରୌପ୍ୟ ସହ ଅଲିମ୍ପିକ୍‌ ଯୋଗ୍ୟତା

ଦିବ୍ୟାଂଶଙ୍କୁ ରୌପ୍ୟ ସହ ଅଲିମ୍ପିକ୍‌ ଯୋଗ୍ୟତା

ବେଜିଂ,୨୬।୪(ପିଟି)- ଏଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌ରେ ୧୭ ବର୍ଷୀୟ ଦିବ୍ୟାଂଶ ସିଂ ପାନ୍ବାର ଶୁକ୍ରବାର ରୌପ୍ୟ ପଦକ ଜିତିବା ସହ ଦେଶର ୪ର୍ଥ ଅଲିମ୍ପିକ୍‌ କୋଟା ହାସଲ କରିଛନ୍ତି। 

ଅମ୍ପାୟର ଇଆନ ଗୋଲ୍ଡଙ୍କ ଅବସର ଘୋଷଣା

ଅମ୍ପାୟର ଇଆନ ଗୋଲ୍ଡଙ୍କ ଅବସର ଘୋଷଣା

ଲଣ୍ଡନ,୨୬।୪- ଅଭିଜ୍ଞ ଇଂଲିଶ ଅମ୍ପାୟର ଇଆନ ଗୋଲ୍ଡ ଆଗାମୀ ବିଶ୍ୱକପ୍‌ ପରେ ଅବସର ନେବେ।

ବିବିଏଲରୁ ଓ୍ବାଟଶନଙ୍କ ସନ୍ନ୍ୟାସ

ବିବିଏଲରୁ ଓ୍ବାଟଶନଙ୍କ ସନ୍ନ୍ୟାସ

ସିଡ୍‌ନୀ,୨୬।୪- ପୂର୍ବତନ ଅଲରାଉଣ୍ଡର ଶେନ ଓ୍ବାଟଶନ ଅଷ୍ଟ୍ରେଲିଆନ ଟି୨୦ ବିଗ୍‌ ବାସ ଲିଗ୍‌ (ବିବିଏଲ)ରୁ ଶୁକ୍ରବାର ସନ୍ନ୍ୟାସ ଘୋଷଣା କରିଛନ୍ତି।

‘ଡିଣ୍ଡା ଏକାଡେମୀ’ ଉପରେ ମୁହଁ ଖୋଲିଲେ ଅଶୋକ ଡିଣ୍ଡା

‘ଡିଣ୍ଡା ଏକାଡେମୀ’ ଉପରେ ମୁହଁ ଖୋଲିଲେ ଅଶୋକ ଡିଣ୍ଡା

କୋଲକାତା,୨୬।୪- ସୋସିଆଲ ମିଡିଆରେ କରାଯାଉଥିବା ସମାଲୋଚନା ସମ୍ପର୍କରେ ପୂର୍ବତନ ଭାରତୀୟ ପେସର ଅଶୋକ ଡିଣ୍ଡା ଶୁକ୍ରବାର ମୁହଁ ଖୋଲିଛନ୍ତି। 

ସ୍ବତନ୍ତ୍ର ରେକର୍ଡ ହାତଛଡ଼ା କଲେ ପରାଗ

ସ୍ବତନ୍ତ୍ର ରେକର୍ଡ ହାତଛଡ଼ା କଲେ ପରାଗ

କୋଲକାତା,୨୬।୪- ଆଇପିଏଲ ଫ୍ରାଞ୍ଚାଇଜ ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିବା ରିୟାନ ପରାଗ ସର୍ବକନିଷ୍ଠ ଖେଳାଳି ଭାବେ ଆଇପିଏଲରେ

୧୧ ବର୍ଷର ଧାରା ଭାଙ୍ଗି ପାରିଲେ ନାହିଁ କାର୍ତ୍ତିକ

୧୧ ବର୍ଷର ଧାରା ଭାଙ୍ଗି ପାରିଲେ ନାହିଁ କାର୍ତ୍ତିକ

କୋଲକାତା,୨୬।୪- କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଅଧିନାୟକ ଦୀନେଶ କାର୍ତ୍ତିକ ୧୧ ବର୍ଷର ଧାରା ଭାଙ୍ଗିବାରେ ବିଫଳ ହୋଇଛନ୍ତି। 

ଚେନ୍ନାଇ-ମୁମ୍ବାଇ ରୋମାଞ୍ଚକ ମୁକାବିଲା ଆଜି

ଚେନ୍ନାଇ-ମୁମ୍ବାଇ ରୋମାଞ୍ଚକ ମୁକାବିଲା ଆଜି

ଚେନ୍ନାଇ, ୨୬।୪(ପି.ଟି.)- ଆଇପିଏଲ୍‌ରେ ଶୁକ୍ରବାର ସନ୍ଧ୍ୟାରେ ଏକ ହାଇଭୋଲ୍‌ଟେଜ୍‌ ମ୍ୟାଚ୍‌ ଦେଖିବାକୁ ମିଳିବ। ତିନିଥର ଲେଖାଏ ଟାଇଟଲ ଜିତିଥିବା ଚେନ୍ନାଇ ସୁପର୍‌ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ ଏହି ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ। 

ଜାତୀୟ ମହିଳା ହକି କ୍ୟାମ୍ପ୍‌: ଫେରିଲେ ରାନୀ

ଜାତୀୟ ମହିଳା ହକି କ୍ୟାମ୍ପ୍‌: ଫେରିଲେ ରାନୀ

ନୂଆଦିଲ୍ଲୀ, ୨୬।୪(ପି.ଟି.)- ବେଙ୍ଗାଲୁରୁଠାରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ଜାତୀୟ ମହିଳା ହକି କ୍ୟାମ୍ପ୍‌ ଲାଗି ହକି ଇଣ୍ଡିଆ ପକ୍ଷରୁ ୬୦ ଜଣିଆ ସମ୍ଭାବ୍ୟ ଖେଳାଳି ତାଲିକା ପ୍ରକାଶ ପାଇଛି। 

ଏସିଆନ୍‌ ବକ୍ସିଂ: ଫାଇନାଲରେ ୬ ଭାରତୀୟ

ଏସିଆନ୍‌ ବକ୍ସିଂ: ଫାଇନାଲରେ ୬ ଭାରତୀୟ

ବ୍ୟାଙ୍କକ୍‌, ୨୬।୪(ପି.ଟି.)- ଏଠାରେ ଚାଲିଥିବା ଏସିଆନ୍‌ ବକ୍ସଂ ଚାମ୍ପିୟନଶିପ୍‌ରେ ଗୁରୁବାର ୬ଜଣ ଭାରତୀୟ ବକ୍ସର ଫାଇନାଲରେ ପ୍ରବେଶ କରିଛନ୍ତି। ଫଳରେ ଏହି ଚାମ୍ପିୟନଶିପ୍‌ରେ ଭାରତ ପାଇଁ ଏହା ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ ସାବ୍ୟସ୍ତ ହୋଇଛି। 

ଆଡଭାନୀଙ୍କୁ ଏସିଆନ ସ୍ନୁକର ଟୁର୍‌ ଟାଇଟଲ

ଆଡଭାନୀଙ୍କୁ ଏସିଆନ ସ୍ନୁକର ଟୁର୍‌ ଟାଇଟଲ

ବେଙ୍ଗାଲୁରୁ, ୨୬ା୪ (ପି.ଟି.)-ଇରାନର ଏହେସାନ ହେଦାରି ନେଜହାଦ୍‌ଭଙ୍କୁ ୬-୪ରେ ପରାସ୍ତ କରି ଭାରତର ଅଗ୍ରଣୀ କ୍ୟୁଇଷ୍ଟ ପଙ୍କଜ ଆଡଭାନୀ ଏଠାରେ ଉଦ୍‌ଘାଟନୀ ଏସିଆନ ସ୍ନୁକର  ଟୁର୍‌ ଟାଇଟଲ ହାସଲ କରିଛନ୍ତି। 

ଭେଲୋସିଟି ଦଳରେ ଓଡ଼ିଶାର ସୁଶ୍ରୀ ଦିବ୍ୟଦର୍ଶିନୀ

ଭେଲୋସିଟି ଦଳରେ ଓଡ଼ିଶାର ସୁଶ୍ରୀ ଦିବ୍ୟଦର୍ଶିନୀ

ନୂଆଦିଲ୍ଲୀ, ୨୬ା୪ (ପି.ଟି.)- ଆସନ୍ତା ମେ ୬ରୁ ୧୧ ପର୍ଯ୍ୟନ୍ତ  ଜୟୁପରସ୍ଥିତ ସଓ୍ବାଇ ମାନସିଂ ଷ୍ଟାଡିୟମରେ ମହିଳା ଟି୨୦ ଚ୍ୟାଲେଞ୍ଜ ସିରିଜ ଖେଳାଯିବ। ଏଥିରେ ଭାଗନେବାକୁ ଥିବା ତିନୋଟି ଦଳ ସୁପରନୋଭାସ, ଟ୍ରେଲ୍‌ବ୍ଲେଜର୍ସ ଏବଂ ଭେଲୋସିଟି ଦଳର ଅଧିନାୟକତ୍ୱ ଯଥାକ୍ରମେ ହରମନପ୍ରୀତ କୌର, ସ୍ମୃତି ମନ୍ଧାନା ଓ ମିଥାଲି ରାଜ କରିବେ।

ରାଜସ୍ଥାନ ୩ ଉଇକେଟରେ ବିଜୟୀ

ରାଜସ୍ଥାନ ୩ ଉଇକେଟରେ ବିଜୟୀ

କୋଲକାତା,୨୬।୪(ପି.ଟି.)- ଷ୍ଟିଭେନ୍‌ ସ୍ମିଥ୍‌ଙ୍କ ନେତୃତ୍ୱାଧୀନ ରାଜସ୍ଥାନ ରୟାଲ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୪୩ତମ ମ୍ୟାଚ୍‌ରେ ଘରୋଇ କୋଲକାତା ନାଇଟ ରାଇଡର୍ସକୁ ୪ଟି ବଲ ବାକିଥାଇ ୩ ଉଇକେଟରେ ପରାସ୍ତ କରି ଚତୁର୍ଥ ବିଜୟ ହାସଲ କରିଛି। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri