ଜାତୀୟ |

ବସ୍‌ରେ ବିସ୍ଫୋରଣ କଲେ ମାଓବାଦୀ: ୫ମୃତ

ବସ୍‌ରେ ବିସ୍ଫୋରଣ କଲେ ମାଓବାଦୀ: ୫ମୃତ

ଦାନ୍ତଓ୍ବୋଡା,୮।୧୧: ଛତିଶଗଡ଼ ଦାନ୍ତଓ୍ବୋଡାର ବାଚେଲିଠାରେ ଗୁରୁବାର ମାଓବାଦୀମାନେ ଏକ ବସ୍‌ରେ ବିସ୍ଫୋରଣ କରିବା ଫଳରେ ଅତିକମ୍‌ରେ ୫ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୪ଜଣ ସାଧାରଣ ନାଗରିକ ଓ ଅନ୍ୟଜଣେ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ୍‌ ସିକ୍ୟୁରିଟି ଫୋର୍ସ(ସିଆଏସ୍‌ଏଫ୍‌)ଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ପ୍ରାୟ ୧ ସପ୍ତାହ ପୂର୍ବରୁ ଦାନ୍ତଓ୍ବୋଡା ଜିଲାର ଅରନପୁର ଗ୍ରାମରେ ମାଓବାଦୀଙ୍କ ଆକ୍ରମଣରେ ୨ଜଣ ଛତିଶଗଡ଼ ପୋଲିସଙ୍କ ସହ ଜଣେ ଦୂରଦର୍ଶନ କ୍ୟାମେରାମ୍ୟାନଙ୍କ ମୃତ୍ୟୁ ହୋଇଥିଲା।

All Right Reserved By

ଜାତୀୟ |

ଜେଲ ଭିତରେ ପୁଲଓ୍ବାମା ହାଓ୍ବା: ପାକିସ୍ତାନ କଏଦୀଙ୍କୁ ପିଟିପିଟି ମାରିଦେଲେ

ଜେଲ ଭିତରେ ପୁଲଓ୍ବାମା ହାଓ୍ବା: ପାକିସ୍ତାନ କଏଦୀଙ୍କୁ ପିଟିପିଟି ମାରିଦେଲେ

ଜୟପୁର, ୨୦।୨: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ହୋଇଥିବା ଆତ୍ମାଘାତୀ ଆତଙ୍କବାଦୀ ଆକ୍ରମଣରେ ୪୯ଜଣ ଭାରତୀୟ ଜବାନ ଶହୀଦ ହେବାପରେ ଦେଶରେ ପାକିସ୍ତାନ ବିରୋଧୀ ହାଓ୍ବା ବହୁଛି।

ବିହାର ଜୁନିୟର ଇଞ୍ଜିନିୟରିଂ ପରୀକ୍ଷାରେ ଟପ୍‌ କଲେ ସନି ଲିଓନି: ଆଣିଲେ ୯୮.୫୦% ମାର୍କ

ବିହାର ଜୁନିୟର ଇଞ୍ଜିନିୟରିଂ ପରୀକ୍ଷାରେ ଟପ୍‌ କଲେ ସନି ଲିଓନି: ଆଣିଲେ ୯୮.୫୦% ମାର୍କ

ପାଟନା, ୨୦।୨: ବିହାର ଜୁନିୟର ଇଞ୍ଜିନିୟରିଂ ପରୀକ୍ଷାରେ ଟପ୍‌ କରିଛନ୍ତି ସନି ଲିଓନି। 

 ପୁଲଓ୍ବାମା ଆକ୍ରମଣ: ଜାଣନ୍ତୁ ଶହୀଦଙ୍କ ପରିବାରକୁ କେଉଁ ସେଲିବ୍ରିଟି କେତେ ସହାୟତା ଦେଲେ

ପୁଲଓ୍ବାମା ଆକ୍ରମଣ: ଜାଣନ୍ତୁ ଶହୀଦଙ୍କ ପରିବାରକୁ କେଉଁ ସେଲିବ୍ରିଟି କେତେ ସହାୟତା ଦେଲେ

ନୂଆଦିଲ୍ଲୀ, ୨୦।୨: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ହୋଇଥିବା ଆତ୍ମାଘାତୀ ଆତଙ୍କବାଦୀ ଆକ୍ରମଣରେ ଶହୀଦଙ୍କ ପରିବାରକୁ କିଛି ବ୍ୟକ୍ତି ଏବଂ ସଂଗଠନ ପକ୍ଷରୁ ସହାୟତା ଦିଆଯିବା ଘୋଷଣା କରାଯାଇଛି। ତେବେ ଏହି କ୍ଷେତ୍ରରେ କିଛି ଫିଲ୍ମ ଅଭିନେତ୍ରୀ-ଅଭିନେତା ମଧ୍ୟ ସହାୟତାର ହାତ ବଢାଇଛନ୍ତି।

ନାବାଳକ ପ୍ରେମିକଙ୍କ ପାଇଁ ଘର ଛାଡି ଥିବା ଯୁବତୀ ଶ୍ୱଶୁରଙ୍କୁ କଲେ ବିବାହ

ନାବାଳକ ପ୍ରେମିକଙ୍କ ପାଇଁ ଘର ଛାଡି ଥିବା ଯୁବତୀ ଶ୍ୱଶୁରଙ୍କୁ କଲେ ବିବାହ

ପାଟନା,୨୦।୨: ବିହାର ସମସ୍ତିପୁର ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ସ୍ଥାନୀୟ ହସନପୁରର ୧୭ ବର୍ଷ ବୟସ୍କ ନାବାଳକ ଯୁବକଙ୍କୁ ଜଣେ ଯୁବତୀ ପ୍ରେମ କରୁଥିଲେ।

ଶ୍ରଦ୍ଧାଞ୍ଜଳି: ୭୧ ଶହୀଦ୍‌ଙ୍କ ନାମ ପିଠିରେ ଲେଖିଲେ ଯୁବକ

ଶ୍ରଦ୍ଧାଞ୍ଜଳି: ୭୧ ଶହୀଦ୍‌ଙ୍କ ନାମ ପିଠିରେ ଲେଖିଲେ ଯୁବକ

ଜୟପୁର,୨୦।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଶହୀଦ୍‌ ହୋଇଥିବା ଯବାନଙ୍କ ପ୍ରତି ଦେଶରେ ଜାରି ରହିଛି ଶ୍ରଦ୍ଧାଞ୍ଜଳି। 

ପୁଲଓ୍ବାମା ଆକ୍ରମଣ: ପାକିସ୍ତାନ ସହିତ ଯୁଦ୍ଧ ଚାହୁଁଛନ୍ତି ୪୬ ପ୍ରତିଶତ ଲୋକ

ପୁଲଓ୍ବାମା ଆକ୍ରମଣ: ପାକିସ୍ତାନ ସହିତ ଯୁଦ୍ଧ ଚାହୁଁଛନ୍ତି ୪୬ ପ୍ରତିଶତ ଲୋକ

ନୂଆଦିଲ୍ଲୀ,୨୦।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଦେଶର ଲୋକଙ୍କ ମଧ୍ୟରେ ପାକିସ୍ତାନ ପ୍ରତି ସୃଷ୍ଟି ହୋଇଛି ଆକ୍ରୋଶ ମନୋଭାବ। ପାକିସ୍ତାନ ସହିତ ଯୁଦ୍ଧ କରିବାକୁ ଦେଶର ୪୬ ପ୍ରତିଶତ ଲୋକ ଚାହୁଁଛନ୍ତି। 

ଖୋଜି ଖୋଜି ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କଲେ ୪ର୍ଥ ଶ୍ରେଣୀ ଛାତ୍ରୀ

ଖୋଜି ଖୋଜି ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କଲେ ୪ର୍ଥ ଶ୍ରେଣୀ ଛାତ୍ରୀ

ସୁରଟ,୨୦।୨: ପୁଲଓ୍ବାମାରେ ହୋଇଥିବା ଆତଙ୍କକବାଦୀ ଆକ୍ରମଣ ଘଟଣାରେ ଦେଶରେ ଜାରି ରହିଛି ଶୋକାକୁଳ ପରିବେଶ। ଏନେଇ ବିଭିନ୍ନ ବର୍ଗଙ୍କ ମଧ୍ୟରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସୃଷ୍ଟି ହୋଇଛି ।

୪ ସପ୍ତାହ ମଧ୍ୟରେ ୪୫୩ କୋଟି ନ ଦେଲେ ଜେଲ୍‌ ଯିବେ ଅନୀଲ ଅମ୍ବାନୀ: ସୁପ୍ରିମ୍‌କୋର୍ଟ

୪ ସପ୍ତାହ ମଧ୍ୟରେ ୪୫୩ କୋଟି ନ ଦେଲେ ଜେଲ୍‌ ଯିବେ ଅନୀଲ ଅମ୍ବାନୀ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୨୦।୨: ଇରିକ୍‌ସନ୍‌ ଏବଂ ଅନୀଲ ଅମ୍ବାନୀଙ୍କ ମଧ୍ୟରେ ଜାରି ରହିଥିବା ମାମଲାରେ ସୁପ୍ରିମ୍‌କୋର୍ଟ ବୁଧବାର ରାୟ ଦେଇଛନ୍ତି।

ଶହୀଦ୍‌ଙ୍କ ଅନ୍ତିମ ଯାତ୍ରା ସମୟରେ ସ୍ତ୍ରୀଙ୍କ ପ୍ରସବ ଯନ୍ତ୍ରଣା; ହସ୍ପିଟାଲରେ ହେଲେ ଭର୍ତ୍ତି

ଶହୀଦ୍‌ଙ୍କ ଅନ୍ତିମ ଯାତ୍ରା ସମୟରେ ସ୍ତ୍ରୀଙ୍କ ପ୍ରସବ ଯନ୍ତ୍ରଣା; ହସ୍ପିଟାଲରେ ହେଲେ ଭର୍ତ୍ତି

ଜୟପୁର,୨୦।୨: ପୁଲଓ୍ବାମାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ପରେ ହୋଇଥିବା ସର୍ଚ୍ଚ ଅପରେଶନ୍‌ରେ ରାଜସ୍ଥାନ ଝୁନ୍‌ଝୁନ୍‌ ଜିଲା ଟିଓ୍ବା ବସଇର ଶ୍ୟୌରାମ ଶହୀଦ୍‌ ହୋଇଥିଲେ। 

୧୬ ବର୍ଷରେ ୭୯୩ ଫିଲ୍ମକୁ ମିିଳିନି ରିଲିଜ୍‌ ସାର୍ଟିଫିକେଟ୍‌: ସିବିଏଫ୍‌ସି

୧୬ ବର୍ଷରେ ୭୯୩ ଫିଲ୍ମକୁ ମିିଳିନି ରିଲିଜ୍‌ ସାର୍ଟିଫିକେଟ୍‌: ସିବିଏଫ୍‌ସି

ନୂଆଦିଲ୍ଲୀ,୨୦।୨: ଗତ ୧୬ ବର୍ଷ ମଧ୍ୟରେ ୭୯୩ ଫିଲ୍ମକୁ ଭାରତୀୟ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେଶନ(ସିବିଏଫ୍‌ସି) ପକ୍ଷରୁ ରିଲିଜ୍‌ ପାଇଁ ଅନୁମତି ଦିଆଯାଇନାହିଁ। 

ସକାଳୁ ସକାଳୁ ଥରିଲା ଦିଲ୍ଲୀ: ଲୋକେ ଆତଙ୍କିତ

ସକାଳୁ ସକାଳୁ ଥରିଲା ଦିଲ୍ଲୀ: ଲୋକେ ଆତଙ୍କିତ

ନୂଆଦିଲ୍ଲୀ,୨୦।୨: ରାଜଧାନୀ ଦିଲ୍ଲୀରେ ବୁଧବାର ସକାଳେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୯ ଥିଲା ବୋଲି ଭୂବିଜ୍ଞାନ ସଂସ୍ଥା ପକ୍ଷରୁ ସୂଚିତ କରାଯାଇଛି।

ପାକ୍‌ ପ୍ରଧାନମନ୍ତ୍ରୀ ଇମରାନଙ୍କ ମନ୍ତବ୍ୟକୁ ପ୍ରଶଂସା କଲେ ଅଲି ଜାଫର୍‌; ଲୋକେ କହିଲେ ଭାରତ ଆସିଲେ  ମାଡ଼

ପାକ୍‌ ପ୍ରଧାନମନ୍ତ୍ରୀ ଇମରାନଙ୍କ ମନ୍ତବ୍ୟକୁ ପ୍ରଶଂସା କଲେ ଅଲି ଜାଫର୍‌; ଲୋକେ କହିଲେ ଭାରତ ଆସିଲେ ମାଡ଼

ବମ୍ବେ: ଜମ୍ମୁ-କଶ୍ମୀରର ପୁଲଓ୍ବାମାଠାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶରେ ପାକିସ୍ତାନ ବିରୋଧି ପ୍ରଦର୍ଶନ କରାଯାଉଛି। ପାକିସ୍ତାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦେଶବାସୀ ଦାବି କରୁଛନ୍ତି। ଏଭଳି ପରିସ୍ଥିତିରେ ମଙ୍ଗଳବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ ଭାରତ ବିରୋଧୀ ମନ୍ତବ୍ୟ ରଖିଛନ୍ତି।