ମେଟ୍ରୋ |

ଦିବ୍ୟାଙ୍ଗ ପାଳିଲେ ଦୀପାବଳି

ଦିବ୍ୟାଙ୍ଗ ପାଳିଲେ ଦୀପାବଳି

କଣ୍ଟାପଡା, ୮/୧୧(ଡି.ଏନ୍‌.ଏ.)- କଟକ ଜିଲ୍ଲା ସ୍ଥିତ  ଓଲଟପୁରଠାରେ ଥିବା ଦିବ୍ୟାଙ୍ଗ ଚିକିତ୍ସା ଓ ଗବେଷଣା କେନ୍ଦ୍ର ପରିସରରେ ଚିକିତ୍ସାଧିନ ଥିବା ଦିବ୍ୟାଙ୍ଗମାନେ ବୁଧବାର ସନ୍ଧ୍ୟାରେ ଆଲୋକର ପର୍ବ ଦୀପାବଳି  ପାଳନ କରିଛନ୍ତି। କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଅଧିନସ୍ଥ ଏହି ଅନୁଷ୍ଠାନରେ ପ୍ରଥମକରି ଦିବ୍ୟାଙ୍ଗମାନେ ଦୀପଜାଳି ନିରାଡମ୍ବର ଭାବେ ପାଳନ କରି ଖୁସି ମନାଇଛନ୍ତି। ଏହାକୁ ଏସ୍‌ ଭି ନିରତାରର ୨୯ତମ ବ୍ୟାଚର ଛାତ୍ରୀଛାତ୍ରମାନେ ଆୟୋଜନ କରିଥିଲେ। ଛାତ୍ରୀଛାତ୍ରମାନେ ସମସ୍ତ ଦିବ୍ୟାଙ୍ଗଙ୍କୁ ନିରତାର ବହିର୍ବିଭାଗ ସମ୍ମୁଖରେ ଏକତ୍ରିତକରି ମୁରୁଜ ପକାଇବା ଓ ଦୀପ ସଜାଇବା କାର୍ଯ୍ୟ କରିଥିଲେ। ଘରଠାରୁ ବହୁଦୂରରେ ରହି ଚିକିତ୍ସିତ ହେଉଥିବା ଦିବ୍ୟାଙ୍ଗମାନେ ଏହି କାର୍ଯ୍ୟକ୍ରମରେ ଭାଗନେଇ ଖୁସି ମନାଇଥିଲେ। କାର୍ଯ୍ୟକ୍ରମକୁ ଛାତ୍ରୀ ପଲ୍ଲବୀ, ପିଙ୍କି କୁମାରୀ, ସମ୍ବାବୀ, ଆଦ୍ୟାଶା, କୁଇନଶ୍ରୀ, ସୋନାଲୀ ସୋନମ, ଅନାସ୍ମିତା, ସଶ୍ମିତା, ଅର୍ପିତା, ସୌମିନୀ, ଅନୀତା, ଭାଗ୍ୟଶ୍ରୀ ଏବଂ ଛାତ୍ର ଋଦ୍ଧାନନ୍ଦ, ଅନନ୍ତ, ଅଂଶୁମାନ, ଦେବାଶିଷ ଓ ସତ୍ୟଜିତ ପ୍ରମୁଖ ପରିଚାଳନା କରିଥିଲେ।

All Right Reserved By

ମେଟ୍ରୋ |

ମହାପ୍ରଭୁଙ୍କୁ ଦର୍ଶନ କଲେ ଜୁହି ଚାଓ୍ବଲା

ମହାପ୍ରଭୁଙ୍କୁ ଦର୍ଶନ କଲେ ଜୁହି ଚାଓ୍ବଲା

ପୁରୀ ଅଫିସ,୨୬ା୪: ବଲିଉଡ୍‌ ଅଭିନେତ୍ରୀ ଜୁହି ଚାୱାଲା ଶ୍ରୀମନ୍ଦିରକୁ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଶୁକ୍ରବାର ଅପରାହ୍ନରେ ସ୍ବାମୀଙ୍କ ସହ ଜୁହି ସିଂହଦ୍ୱାରରେ ପହଞ୍ଚିଥିଲେ। 

ଭାଜପା ପ୍ରାର୍ଥୀଙ୍କ ପାଇଁ ଦ୍ୱୀପାଞ୍ଚଳରେ ଭୋଟ ଭିକ୍ଷା କଲେ ଅପରାଜିତା

ଭାଜପା ପ୍ରାର୍ଥୀଙ୍କ ପାଇଁ ଦ୍ୱୀପାଞ୍ଚଳରେ ଭୋଟ ଭିକ୍ଷା କଲେ ଅପରାଜିତା

କଣ୍ଟାପଡା,୨୬।୪(ଡି.ଏନ୍‌.ଏ.): ୨୦୧୯ ସାଧାରଣ ନିର୍ବାଚନ ଚତୁର୍ଥ ପର୍ଯ୍ୟାୟ ପାଇଁ ଆସନ୍ତା ୨୯ ତାରିଖରେ ଭୋଟଗ୍ରହଣ ହେବ।

ଭାଜପା ବିଧାୟକ ପ୍ରାର୍ଥୀ ରବି ମଲ୍ଲିକ ଟଙ୍କା ବାଣ୍ଟୁଥିବା ନେଇ ଅଭିଯୋଗ: ଆକ୍ରମଣ କଲେ ଗ୍ରାମବାସୀ

ଭାଜପା ବିଧାୟକ ପ୍ରାର୍ଥୀ ରବି ମଲ୍ଲିକ ଟଙ୍କା ବାଣ୍ଟୁଥିବା ନେଇ ଅଭିଯୋଗ: ଆକ୍ରମଣ କଲେ ଗ୍ରାମବାସୀ

କାକଟପୁର, ୨୬।୪(ଡି.ଏନ୍‌.ଏ.): ପୁରୀ ଜିଲା କାକଟପୁର ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ପ୍ରାର୍ଥୀ ରବି ମଲ୍ଲିକଙ୍କୁ ଗୁରୁବାର ବିଳମ୍ବିତ ରାତିରେ ଆକ୍ରମଣ ହୋଇଛି। ଏ ନେଇ ରବି ଥାନାରେ ଅଭିଯୋଗ କରିଛନ୍ତି।

‘ମୁଁ ଆପଣଙ୍କ ଗାଁକୁ ଆସିଛି, ଆପଣମାନେ ଖୁସି ତ’

‘ମୁଁ ଆପଣଙ୍କ ଗାଁକୁ ଆସିଛି, ଆପଣମାନେ ଖୁସି ତ’

ମହାକାଳପଡ଼ା, ୨୬।୪(ଡି.ଏନ୍‌.ଏ.): ମୁଁ ଆପଣମାନଙ୍କ ଗାଁକୁ ଆସିଛି, ଆପଣମାନେ ଖୁସି ତ, ମୁଁ ବି ବହୁତ ଖୁସି। କେନ୍ଦ୍ରାପଡ଼ା ଜିଲା ମାହାକାଳପଡ଼ା ବ୍ଲକ ଅନ୍ତର୍ଗତ ଖରିନାସିର ପଞ୍ଚାୟତ ହରିଆବାଙ୍କ ଗ୍ରାମରୁ ନିର୍ବାଚନୀ ପ୍ରଚାର ରୋଡ ଶୋ’ ଆରମ୍ଭ ଅବସରରେ ଶୁକ୍ରବାର ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 

ଲୁକ୍‌ଆଉଟ୍‌ ନୋଟିସ୍‌ ପରେ ଭିଡିଓ ମେସେଜ ଜାରି କଲେ ଓମ୍‌ପ୍ରକାଶ: କହିଲେ ସେ ଇଭିଏମ୍‌ ଭାଙ୍ଗିନାହାନ୍ତି, ଘଟଣାର ନିରପେକ୍ଷ ତଦନ୍ତ ହେଉ

ଲୁକ୍‌ଆଉଟ୍‌ ନୋଟିସ୍‌ ପରେ ଭିଡିଓ ମେସେଜ ଜାରି କଲେ ଓମ୍‌ପ୍ରକାଶ: କହିଲେ ସେ ଇଭିଏମ୍‌ ଭାଙ୍ଗିନାହାନ୍ତି, ଘଟଣାର ନିରପେକ୍ଷ ତଦନ୍ତ ହେଉ

ଭୁବନେଶ୍ୱର,୨୬।୪(ବ୍ୟୁରୋ): ପୁରୀ ଜିଲା ସତ୍ୟବାଦୀ ନିର୍ବାଚନମଣ୍ଡଳୀର ୭୮ନଂ. ବୁଥ୍‌ରେ ଇଭିଏମ୍‌ ଭଙ୍ଗାରୁଜା ଓ ପୋଲିଂ ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ ଭାଜପା ପ୍ରାର୍ଥୀ ଓମ୍‌ ପ୍ରକାଶ ମିଶ୍ରଙ୍କୁ ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି କରାଯିବା ସହ ତାଙ୍କ ଘର ଆଗରେ ଲଟ୍‌କା ଲଗାଯାଇଛି। ଗୋଟିଏ ପଟେ ପୋଲିସ ତାଙ୍କୁ ଧରିବା ଲାଗି ଚଢ଼ାଉ କରୁଥିବା ବେଳେ ସେ ଏକ ଭିଡିଓ ମେସେଜ ଜାରି କରିଛନ୍ତି।

ବାପା-ପୁଅ ୧ ନମ୍ବର ଧନୀ

ବାପା-ପୁଅ ୧ ନମ୍ବର ଧନୀ

ଭୁବନେଶ୍ୱର, ୨୬।୪(ବ୍ୟୁରୋ): ଆସନ୍ତା ୨୯ ତାରିଖରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ। ଏହି ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ପ୍ରାର୍ଥୀଙ୍କ ସମ୍ପତ୍ତି ତାଲିକା ଶୁକ୍ରବାର ଏଡିଆର୍‌ ପକ୍ଷରୁ ପ୍ରକାଶ ପାଇଛି।

ଏଲ୍‌ଏଲ୍‌ସିସି ପଡ଼ିଆରେ ତ୍ରିବେଣୀ କପ୍‌- ୨୦୧୯ ଉଦ୍‌ଘାଟିତ

ଏଲ୍‌ଏଲ୍‌ସିସି ପଡ଼ିଆରେ ତ୍ରିବେଣୀ କପ୍‌- ୨୦୧୯ ଉଦ୍‌ଘାଟିତ

ଭୁବନେଶ୍ବର, ୨୬।୪(ବ୍ୟୁରୋ): ଭୁବନେଶ୍ୱର ଆଇଆର୍‌ସି ଭିଲେଜସ୍ଥିତ ଏଲ୍‌ଏଲ୍‌ସିସି ପଡ଼ିଆରେ ‘ତ୍ରିବେଣୀ  କପ-୨୦୧୯’ ଟେନିସ୍‌ ବଲ କ୍ରିକେଟର ତ୍ରୟୋଦଶ ସଂସ୍କରଣ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି । 

ଆଜି ବିଳମ୍ବରେ ଓଡ଼ିଶା ଆସିବେ ରାହୁଲ

ଆଜି ବିଳମ୍ବରେ ଓଡ଼ିଶା ଆସିବେ ରାହୁଲ

ଭୁବନେଶ୍ୱର, ୨୬।୪(ବ୍ୟୁରୋ): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ବାଲେଶ୍ୱର ଗସ୍ତରେ ଆସୁଛନ୍ତି । ସେ ରେମୁଣା ନିର୍ବାଚନମଣ୍ଡଳୀର ନରହରିପୁର ପଡ଼ିଆରେ ଅପରାହ୍ନ ୧ଟାରେ ପହଞ୍ଚି ନିର୍ବାଚନ ପ୍ରଚାର ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା। 

ରାଜ୍ୟପାଳ ଦେଲେ କ୍ଲିନ୍‌ଚିଟ:ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ହୋଇନି ବେଆଇନ ପଦୋନ୍ନତି

ରାଜ୍ୟପାଳ ଦେଲେ କ୍ଲିନ୍‌ଚିଟ:ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ହୋଇନି ବେଆଇନ ପଦୋନ୍ନତି

କଟକ ଅଫିସ,  ୨୬।୪:ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ବେଆଇନ ଭାବେ  ଆସୋସିଏଟ ପ୍ରଫେସରରୁ ପ୍ରଫେସର ପଦବୀକୁ ପଦୋନ୍ନତି ହୋଇଥିବା ଅଭିଯୋଗକୁ କ୍ଲିନ୍‌ଚିଟ ଦେଇଛନ୍ତି କୁଳାଧିପତି ତଥା ରାଜ୍ୟପାଳ ଗଣେଶୀ ଲାଲ।

ତୃତୀୟ ପର୍ଯ୍ୟାୟରେ ୪୦୦ ବୁଥ କ୍ୟାପ୍‌ଚରିଂ କରିଛି ବିଜେଡି:ସିଇଓଙ୍କୁ ଫେରାଦ ହୋଇ ତଦନ୍ତ ଦାବି କଲା ଭାଜପା

ତୃତୀୟ ପର୍ଯ୍ୟାୟରେ ୪୦୦ ବୁଥ କ୍ୟାପ୍‌ଚରିଂ କରିଛି ବିଜେଡି:ସିଇଓଙ୍କୁ ଫେରାଦ ହୋଇ ତଦନ୍ତ ଦାବି କଲା ଭାଜପା

ଭୁବନେଶ୍ୱର, ୨୬।୪(ବ୍ୟୁରୋ):ବିଜେଡିକୁ ଘାରିଛି ପରାଜୟର ଭୟ ା ରାଜ୍ୟର ସବୁଆଡ଼େ ଏବେ ବିଜେଡିର ପ୍ରତିକୂଳ ହାଓ୍ବା ବୋହୁଛି। ସେଥିପାଇଁ ନିର୍ବାଚନୀ ହିଂସା, ରାଜନୈତିକ ହତ୍ୟାକାଣ୍ଡ, ବୁଥ ରିଗିଂ, କ୍ୟାପ୍‌ଚରିଂ ପନ୍ଥାକୁ ଆପଣେଇଛି ଦଳ ା ତୃତୀୟ ପର୍ଯ୍ୟାୟରେ ୪୨ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡି ୪୦ରୁ ଅଧିକ ନିର୍ବାଚନମଣ୍ଡଳୀରେ ବୁଥ ରିଗିଂ ଓ କ୍ୟାପ୍‌ଚରିଂ କରିଛି ବୋଲି ଭାଜପା ଅଭିଯୋଗ କରିଛି।

ନିଜ ସହ ଲୋକଙ୍କ ଖୁସିକୁ ତୁଳନା କରୁଛନ୍ତି ନବୀନ: ରାଜ ବବର

ନିଜ ସହ ଲୋକଙ୍କ ଖୁସିକୁ ତୁଳନା କରୁଛନ୍ତି ନବୀନ: ରାଜ ବବର

ଭୁବନେଶ୍ୱର,  ୨୬।୪(ବ୍ୟୁରୋ):୨୦୧୯ ସାଧାରଣ ନିର୍ବାଚନ ପାଇଁ ଭାଜପା ଓ ରାଜ୍ୟର ଶାସକ ଦଳ ପକ୍ଷରୁ ଯେପରି ପ୍ରଚାର କରାଯାଉଛି ସେହି ଦୌଡରୁ କଂଗ୍ରେସ ସାମାନ୍ୟ ପଛରେ ପଡିଯାଇଛି।

୨୦୦୭ କନ୍ଧମାଳ ଦଙ୍ଗା ପୀଡ଼ିତଙ୍କୁ କ୍ଷତିପୂରଣ ପ୍ରସଙ୍ଗ ରିପୋର୍ଟ ଦେଇନାହାନ୍ତି ଏନ୍‌ଏଚ୍‌ଆରସି:ସୁପ୍ରିମକୋର୍ଟଙ୍କୁ ରାଜ୍ୟ ସରକାର ଜଣାଇଲେ

୨୦୦୭ କନ୍ଧମାଳ ଦଙ୍ଗା ପୀଡ଼ିତଙ୍କୁ କ୍ଷତିପୂରଣ ପ୍ରସଙ୍ଗ ରିପୋର୍ଟ ଦେଇନାହାନ୍ତି ଏନ୍‌ଏଚ୍‌ଆରସି:ସୁପ୍ରିମକୋର୍ଟଙ୍କୁ ରାଜ୍ୟ ସରକାର ଜଣାଇଲେ

ଭୁବନେଶ୍ୱର, ୨୬।୪(ବ୍ୟୁରୋ):ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆରସି) ୨୦୦୭ରେ କନ୍ଧମାଳ ଜିଲାରେ ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗା ରିପୋର୍ଟ କିମ୍ବା ଏ ସମ୍ପର୍କିତ କୌଣସି ରିପୋର୍ଟ ପ୍ରଦାନ କରିନାହାନ୍ତି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri