ଅପରାଧ | ବାଲେଶ୍ୱର

ଦୁଇ ପରିବାର ମଧ୍ୟରେ ମାରପିଟ: ଜଣେ ମୃତ

ଦୁଇ ପରିବାର ମଧ୍ୟରେ ମାରପିଟ: ଜଣେ ମୃତ

ବାରିପଦା ଅଫିସ, ୮।୧୧: ଗୋରୁମହିଶାଣି ଥାନା ଅଧୀନ ଡଙ୍ଗାାପାଣି ଗ୍ରାମରେ ଦୁଇ ପରିବାର ମଧ୍ୟରେ ମାରପିଟ ବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଗୁଣ୍ଡି ନାଏକ। ବୁଧବାର ଗୁଣ୍ଡିଙ୍କ ସହିତ ତାଙ୍କ ଭାଇ କୁଆଁର ଓ ଦୁଇ ପୁତୁରା ଦୁକା, ଉତିଙ୍କ ସହିତ ଜମିଜମା ସମ୍ପର୍କରେ ଗଣ୍ଡଗୋଳ ହୋଇଥିଲା। ପରେ ଠେଙ୍ଗାରେ ପିଟିପିଟି ଗୁଣ୍ଡିଙ୍କୁ ଉପରୋକ୍ତ ୩ ଜଣ ହତ୍ୟା କରିଥିଲେ। ପୋଲିସ ୩ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି।

All Right Reserved By

ଅପରାଧ | ବାଲେଶ୍ୱର

ଝାଡ଼ଖଣ୍ଡକୁ ଚୋରାରେ ଚାଲାଣ ହେଉଛି ଲୁହାପଥର: ୨୦ ମେଟ୍ରିକ୍‌ ଟନ୍‌ ଲୁହାପଥର ସହ ୨ ଡମ୍ପର ଜବତ, ଦୁଇ ଗିରଫ

ଝାଡ଼ଖଣ୍ଡକୁ ଚୋରାରେ ଚାଲାଣ ହେଉଛି ଲୁହାପଥର: ୨୦ ମେଟ୍ରିକ୍‌ ଟନ୍‌ ଲୁହାପଥର ସହ ୨ ଡମ୍ପର ଜବତ, ଦୁଇ ଗିରଫ

ବଡ଼ବିଲ, ୨୬।୪(ସ୍ବ.ପ୍ର.)- କେନ୍ଦୁଝର ଜିଲା ଯୋଡ଼ା ଖଣି ସର୍କଲରେ ଖଣି ଦୁର୍ନୀତି ପଦାକୁ ଆସିବା ପରେ ଅନେକ ଖଣିକୁ ଜରିମାନା କରାଯାଇଛି। ଫଳରେ ଅନେକ ଖଣି ବନ୍ଦ ହୋଇଛି।

  ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ୧୫ ହଜାର ଟଙ୍କା ସହ ମୋବାଇଲ ଛଡ଼ାଇନେଲେ ଲୁଟେରା

ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ୧୫ ହଜାର ଟଙ୍କା ସହ ମୋବାଇଲ ଛଡ଼ାଇନେଲେ ଲୁଟେରା

କେନ୍ଦୁଝର,୨୬ା୪(ସ୍ବ.ପ୍ର.):କେନ୍ଦୁଝର ମାଇନିଂଛକଠାରୁ ଡିମ୍ବୋ ରାସ୍ତା ମଧ୍ୟରେ ଥିବା ସାଇମନ୍ଦିର ନିକଟରେ ଜଣେ ସିମେଣ୍ଟ ବ୍ୟବସାୟୀଙ୍କ ଠାରୁ ବନ୍ଧୁକ ଦେଖାଇ ୧୫ହଜାର ଟଙ୍କା ସହ ମୋବାଇଲ ଲୁଟି ନେଇ ପଳାଇଲେ  ଲୁଟେରା। 

ନିଶା ସେବନ କରି ଭୁଲିଗଲେ ହିତାହିତ ଜ୍ଞାନ:   ନାକରେ ଲୁହା ରଡ୍‌ ପୂରାଇ ହତ୍ୟା

ନିଶା ସେବନ କରି ଭୁଲିଗଲେ ହିତାହିତ ଜ୍ଞାନ: ନାକରେ ଲୁହା ରଡ୍‌ ପୂରାଇ ହତ୍ୟା

ନୟାଗଡ଼ ଅଫିସ,୨୬ା୪- ନିଶା ସେବନ କରିଥିବା ବ୍ୟକ୍ତି କିପରି ହିତାହିତ ଜ୍ଞାନ ଭୁଲିଯାନ୍ତି ଗୁରୁବାର ତା’ର ଏକ ନିଚ୍ଛକ ଚିତ୍ର ଦେଖିବାକୁ ମିଳିଛି ନୟାଗଡ଼ ସଦର ଥାନା ଅନ୍ତର୍ଗତ ବାଲୁଗାଁ ବଜାରରେ। ଅତି ଅମାନବିକ ଭାବେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି। 

ଖୋର୍ଦ୍ଧା ରେଳ ଷ୍ଟେଶନରୁ ଗଞ୍ଜେଇ ଜବତ ମାମଲା  : ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ

ଖୋର୍ଦ୍ଧା ରେଳ ଷ୍ଟେଶନରୁ ଗଞ୍ଜେଇ ଜବତ ମାମଲା : ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ

ଭୁବନେଶ୍ୱର,୨୬।୪(ବ୍ୟୁରୋ)-  ଖୋର୍ଦ୍ଧା ରେଳ ଷ୍ଟେଶନରୁ ୬୯ କେଜି ଗଞ୍ଜେଇ ଧରାହେବା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। ଭୁବନେଶ୍ୱର ଅତିରିକ୍ତ ଜିଲା ଦୌରା ଜଜ୍‌ ଅରୁଣ କୁମାର ମଲିକ ମାମଲାର ବିଚାର କରି ଅଭିଯୁକ୍ତ ପୁରୀ ଜିଲା ଅନ୍ତର୍ଗତ ସତ୍ୟବାଦୀ ଭୂତପଡା ଗ୍ରାମର ବନମାଳୀ ପ୍ରଧାନ(୪୦)ଙ୍କୁ ୧୦ବର୍ଷ ଜେଲ୍‌ ଦଣ୍ଡ ଶୁଣାଇବା ସହ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବ୍ୟବସାୟୀଙ୍କୁ ଆକ୍ରମଣ ଲୁଟିନେଲେ ୨ଲକ୍ଷ ଟଙ୍କା, ବାଇକ

ବ୍ୟବସାୟୀଙ୍କୁ ଆକ୍ରମଣ ଲୁଟିନେଲେ ୨ଲକ୍ଷ ଟଙ୍କା, ବାଇକ

ପୁରୁଷୋତ୍ତମପୁର,୨୬।୪(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର କଲେଜଛକ-କମାସାହି ରାସ୍ତାରେ ଜଣେ ବ୍ୟବସାୟୀଙ୍କୁ ଗୁରୁବାର ରାତିରେ ଲୁଟେରାମାନେ ଆକ୍ରମଣ କରି ୨ଲକ୍ଷ ଟଙ୍କା ଓ ବାଇକ ଲୁଟି ନେଇଛନ୍ତି। ଲୁଟ୍‌ର ଶୀକାର ହୋଇଛନ୍ତି ଶଙ୍କର ଟ୍ରେଡର୍ସର ମାଲିକ ଅରୂପ କୁମାର ମହାନ୍ତି। ଆକ୍ରମଣରେ ଗୁରୁତର ଅରୂପଙ୍କୁ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଆକ୍ରମଣ ମାମଲା, ବାପ-ପୁଅଙ୍କୁ କୋର୍ଟଚାଲାଣ

ଆକ୍ରମଣ ମାମଲା, ବାପ-ପୁଅଙ୍କୁ କୋର୍ଟଚାଲାଣ

ଦିଗପହଣ୍ଡି,୨୫।୪(ଡି.ଏନ.ଏ.)- ଦିଗପହଣ୍ଡି ପୋଲିସ ଚାଞ୍ଚଡ଼ାପଲ୍ଲୀ ଗ୍ରାମର କେଶବ ବିଶୋୟୀ ଓ ତାଙ୍କ ପୁଅ ବିଦ୍ୟାଧରଙ୍କୁ ଗୁରୁବାର ଗିରଫ କରି କୋର୍ଟଚାଲାଣ କରିଛି। ପୈତୃକ ସମ୍ପତ୍ତି ଭାଗବଣ୍ଟନକୁ କେନ୍ଦ୍ରକରି ବୁଧବାର ରାତି ପ୍ରାୟ ସାଢ଼େ ୭ଟାରେ କେଶବଙ୍କ ୨ପୁଅ ବିଦ୍ୟାଧର ଓ ପ୍ରଭାତଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା।

ଶୋଇଥିବା ବେଳେ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା ଅଭିଯୋଗ, ଜଣେ ଅଟକ

ବଲାଙ୍ଗୀର ଅଫିସ,୨୪।୪: ବଲାଙ୍ଗୀର ଜିଲା ଟିକ୍ରାପଡ଼ା ଫାଣ୍ତି ଅଧୀନ ଝରବାହାଲି ଗାଁରେ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି। ଏ ନେଇ ସଇତଳା ଥାନାରେ ବୁଧବାର ଅଭିଯୋଗ ହୋଇଛି। 

ହଳଦୀପଡ଼ିଆ ବସ୍ତିରୁ ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

ହଳଦୀପଡ଼ିଆ ବସ୍ତିରୁ ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

କଟକରୋଡ୍‌,୨୪।୪(ଡି.ଏନ୍‌.ଏ.): ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ପଛପଟେ ବେଆଇନ ବ୍ରାଉନ୍‌ସୁଗାର  ବ୍ୟବସାୟ ଚାଲିଛି। ଏପରିକି ଥାନା ହତା ମଧ୍ୟରେ କମିଶନରେଟ ପୋଲିସର ଜୋନ୍‌-୪ ଏସିପିଙ୍କ କାର୍ଯ୍ୟାଳୟ ରହିଥିବାବେଳେ ଏହି ବସ୍ତି ଏବେ ଚୋରା ନିଶା ବ୍ୟବସାୟୀଙ୍କ କବ୍‌ଜାରେ। 

ମହିଳାଙ୍କୁ ଯୌତୁକ ନିର୍ଯାତନା

ମହିଳାଙ୍କୁ ଯୌତୁକ ନିର୍ଯାତନା

ଜୟପୁର,୨୨ା୪(ଡି.ଏନ.ଏ)- କୋରାପୁଟ ଜିଲା ଜୟପୁର ସଦରଥାନା ଫୁଲବାଡ ଅଞ୍ଚଳରେ ଜଣେ ମହିଳାଙ୍କୁ ଯୌତୁକ ଏବଂ ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ ହୋଇଛନ୍ତି ା

ନାବାଳିକାଙ୍କୁ ବଳାତ୍କାର ମାମଲା  ଅଭିଯୁକ୍ତଙ୍କୁ ୧୦ବର୍ଷ ଜେଲ

ନାବାଳିକାଙ୍କୁ ବଳାତ୍କାର ମାମଲା ଅଭିଯୁକ୍ତଙ୍କୁ ୧୦ବର୍ଷ ଜେଲ

ଢେଙ୍କାନାଳ ଅଫିସ, ୨୨।୪-ହିନ୍ଦୋଳ ବ୍ଲକ ବାଲିମୀ ଥାନା ଅଞ୍ଚଳର ନାବାଳିକା (୧୫ବର୍ଷ) ଅପହରଣ ଏବଂ ବଳାତ୍କାର ମାମଲାର ରାୟ ସୋମବାର ପ୍ରକାଶ ପାଇଛି। 

ଅବକାରୀ ଚଢାଉ, ଜଣେ ଗିରଫ

ଅବକାରୀ ଚଢାଉ, ଜଣେ ଗିରଫ

 ବଇଣ୍ଡା,୨୨।୪(ଡି.ଏନ.ଏ.)- ଆଠମଲ୍ଲିକ ଅବକାରୀ ପକ୍ଷରୁ ସୋମବାର  ଆଠମଲ୍ଲିକ ଥାନା ସୋରିଷପଙ୍କ ଗ୍ରାମରେ ଚଢାଉ କରାଯାଇ ସିଦ୍ଧେଶ୍ୱର ପ୍ରଧାନଙ୍କ ଘରୁ ୮ ଲିଟର ଦେଶୀ ମଦ ଜବତ କରାଯାଇଛି। 

ଯୁବକଙ୍କୁ ହତ୍ୟା

ଯୁବକଙ୍କୁ ହତ୍ୟା

ବୌଦ୍ଧ,୨୨ା୪(ସ୍ବ.ପ୍ର.) : ବୌଦ୍ଧ ଜିଲା ବଡ଼ବାଗବର ଗ୍ରାମରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ସୋମବାର ଭୋରରୁ ବଡ଼ବାଗବର ଗ୍ରାମର ରାଜେଶ ଜେନା(୨୨)ଙ୍କୁ ଗ୍ରାମର କିଛି ଯୁବକ ପଥରରେ ତାଙ୍କ ମୁହଁକୁ ଛେଚି ହତ୍ୟା କରିଛନ୍ତି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri